କେବଳ ଏହି କାରଣ ପାଇଁ କୁଆଁରୀ ରହିବାକୁ ପସନ୍ଦ କରନ୍ତି ଝିଅ
ଅନେକ ସମୟରେ ଏହା ଶୁଣିବାକୁ ମିଳିଥାଏ ଯେ ଜୀବନରେ ସାଥୀଟିଏ ନିହାତି ଆବଶ୍ୟକ। ବିନା ସାଥୀରେ ଜୀବନ ଜିଇବା ଅନେକ କଷ୍ଟସାଧ୍ୟ ହୋଇଥାଏ। ଏ ନେଇ ଅନେକ ଦିନ ପୂର୍ବେ ଝିଅ ବଡ଼ ହେବା ମାତ୍ରେ ଘରେ ତାହାର ବିଭାଘର କଥା…
ସଂକ୍ରମଣ ଯୋଗୁ ନଖର ରଙ୍ଗ ହୁଏ ଏଭଳି…
କେତେକ କାରଣ ଯୋଗୁ କିଛି ଲୋକଙ୍କ ହାତ ଏବଂ ଗୋଡ଼ ନଖ ସଂକ୍ରମିତ ହୋଇଥାଏ। ଏହା ଯୋଗୁ ନଖ ରଙ୍ଗ ବଦଳି ହଳଦିଆ ବା ଧଳା ହୋଇଯାଏ ଅବା ମୋଟା ହୋଇ ସ୍ଥାନଚ୍ୟୁତ ହୋଇଥାଏ। ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ଓନିକୋମାଇକୋସିସ…
ବିବାହ ପୂର୍ବରୁ…
ବୋହୂ ବେଶରେ ପ୍ରତିଟି ଝିଅ ଖୁବ୍ ସୁନ୍ଦର ଦିଶିବାକୁ ଚାହେଁ। ଆଉ ଏଥିପାଇଁ ବିବାହର ଅନେକ ଦିନ ପୂର୍ବରୁ ଭାବୀ ବୋହୂଟିଏ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ଉପଚାର ମଧ୍ୟ କରିଥାଏ। ଯଦି ଆପଣଙ୍କର ବି ବିବାହ ସମୟ ପାଖେଇ ଆସୁଛି ତେବେ…
ଫୁସ୍ଫୁସ୍ର ଆୟୁ କମାଏ ଆଜ୍ବେଷ୍ଟୋସିସ୍
ନୂଆଦିଲ୍ଲୀ: ଆଜବେଷ୍ଟସ ସଂସ୍ପର୍ଶରେ ଦୀର୍ଘ ସମୟ ରହିଲେ ମଣିଷର ଫୁସଫୁସରେ ସଂକ୍ରମଣ ହେବା ସହ କ୍ଷତ ହୋଇ ଏଥିରୁ ରକ୍ତ କ୍ଷରଣ ହୋଇଥାଏ। ଏଭଳି ଶାରୀରିକ ସମସ୍ୟାକୁ ଡାକ୍ତରୀ ଭାଷାରେ ଆଜବେଷ୍ଟୋସିସ କୁହାଯାଏ। ଏହା ଯୋଗୁ ନିଶ୍ୱାସ ନେବାରେ କଷ୍ଟ ହେବା…
ଜୀବନରେ ଏହି ୪ ଜିନିଷକୁ ଧ୍ୟାନ ଦିଅନ୍ତୁ, ଧନ ସହ ସମ୍ମାନ ବଜାୟ ରହିବ; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ
ମନୁଷ୍ୟକୁ ସଫଳ ହେବାର ମାର୍ଗ ଦେଖାଇଥାଏ ଚାଣକ୍ୟ ନୀତି। କାରଣ ବିଫଳ ହେବାକୁ କେହି ବି ଚାହିଁ ନ ଥାନ୍ତି। ଏଥିପାଇଁ ସମସ୍ତେ କଠିନ ପରିଶ୍ରମ କରିଥାନ୍ତି। ଚାଣକ୍ୟ କୁହନ୍ତି କଠିନ ପରିଶ୍ରମ ଏବଂ ବଳିଦାନ ବିନା ସଫଳତାକୁ କଳ୍ପନା କରାଯାଇପାରିବ…
ଏ ସବୁ ଲୋକଙ୍କୁ ରସୁଣ ଖାଇବା ମନା
ଦୈନନ୍ଦିନ ରସୁଣ ଖାଇବା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ହୋଇଥାଏ। ରସୁଣ ଖାଇବା ଦ୍ୱାରା କ୍ୟାନ୍ସର, ରକ୍ତଚାପ, ମୁଖବ୍ରଣ ଆଦି ଅନେକ ରୋଗରୁ ମୁକ୍ତି ମିଳିଥାଏ। କିନ୍ତୁ ଆପଣ କ’ଣ ଜାଣିଛନ୍ତି କେଉଁମାନେ ରସୁଣ ଖାଇବା ଅନୁଚିିତ? ତେବେ ଜାଣନ୍ତୁ ସେ ସମ୍ପର୍କରେ……
ଉପକାରୀ ସଜନା ଛୁଇଁ
ସଜନା ଛୁଇଁ ଆମ ଦେଶର ପ୍ରାୟ ଅଧିକାଂଶ ସ୍ଥାନରେ ମିଳିଥାଏ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ଶରୀରକୁ ସୁସ୍ଥ ରଖିବାରେ ବି ସହାୟକ ହୋଇଥାଏ । ଯେଉଁମାନେ କୁପୋଷଣର ଶିକାର ହୁଅନ୍ତି ସେମାନଙ୍କୁ ସଜନା ଛୁଇଁ ଖାଇବାକୁ କୁହାଯାଇଥାଏ…
କାହାକୁ ଭୁଲରେ ବି କୁହନ୍ତୁ ନାହିଁ ନିଜ ବିଷୟରେ ଏସବୁ କଥା, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ନିଜ ‘ନୀତି ଶାସ୍ତ୍ର’ରେ ମନୁଷ୍ୟ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର ୧୭ ତମ ଶ୍ଲୋକରେ ଆଚାର୍ଯ୍ୟ ସେ କହିଛନ୍ତି, ଜଣେ ଜ୍ଞାନୀ ବ୍ୟକ୍ତି…
ପାଟିକୋଣ ଘା’ରୁ ଦୂରେଇ ରୁହନ୍ତୁ…
ପାଟିକୋଣ ଘା’ ଏକ ପ୍ରକାର ପ୍ରଦାହ। ଏଥିରେ ପାଟିର ଗୋଟିଏ ବା ଉଭୟ କୋଣରେ ଘା’ ହୋଇଥାଏ । ଏହାକୁ ଡାକ୍ତରୀ ଭାଷାରେ ଚିଲିଟିସ୍ କୁହାଯାଇଥାଏ। ସଂକ୍ରମିତ ସ୍ଥାନ ଲାଲ ଦେଖାଯିବାପରେ ଏଠାକାର ଚର୍ମ ଫାଟି ଏକ ଆବରଣ ତିଆରି ହୁଏ।…
ଟମାଟୋକୁ ନା…
ବେଳେ ବେଳେ ଆମ ଖାଦ୍ୟ ପାନୀୟ ଓ ଅନିୟମିତ ଜୀବନ ଶୈଳୀ ଯୋଗୁ ଆମେ ଗଣ୍ଠି ଯନ୍ତ୍ରଣା ଭୋଗ କରିଥାଏ । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ କିଛି କିଛି ଖାଦ୍ୟକୁ ପରିତ୍ୟାଗ କରିବାକୁ ପଡିଥାଏ । ଏମିତି ହେଲେ ଗଣ୍ଠି…
ଏସବୁ କୁଅଭ୍ୟାସ ଥିଲେ ହୋଇପାରନ୍ତି ମୋଟା
ଖାଲି ଖାଦ୍ୟ ଯୋଗୁ ଯେ ଲୋକେ ମୋଟା ହୁଅନ୍ତି ତାହା ନୁହେଁ, ଏକ ଗବେଷଣାରୁ ଜଣାପଡ଼ିଛି, କେତେକ ଖରାପ ଅଭ୍ୟାସ ଯୋଗୁ ଲୋକେ ଖୁବ୍ଶୀଘ୍ର ମୋଟା ହୋଇଯାଇଥାନ୍ତି। ଯାହା ପ୍ରତି ଆଦୌ ଧ୍ୟାନ ନ ଥାଏ। ତେବେ ଜାଣନ୍ତୁ ଏ ସମ୍ପର୍କରେ……
ଆଜବେଷ୍ଟସକୁ ସାବଧାନ…
ଆଜବେଷ୍ଟସ ସଂସ୍ପର୍ଶରେ ଆସିଲେ ମଣିଷର ଫୁସଫୁସରେ ଦୀର୍ଘଦିନ ଧରି ସଂକ୍ରମଣ ହୋଇ ଏଥିରୁ କ୍ଷତ ହୋଇ ରକ୍ତ କ୍ଷରଣ ହୋଇଥାଏ। ଏଭଳି ଶାରୀରିକ ସମସ୍ୟାକୁ ଡାକ୍ତରୀ ଭାଷାରେ ଆଜବେଷ୍ଟୋସିସ କୁହାଯାଏ। ଏହା ଯୋଗୁ ନିଶ୍ୱନ ନେବାରେ କଷ୍ଟ ହେବା ସହିତ କାଶ,…
Archives


