ଜୀବନଚର୍ଯ୍ୟା

ଜୀବନରେ ବାରମ୍ବାର ବିଫଳ ହେଉଛନ୍ତି କି? ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, କେବେ ହାରିବେ ନାହିଁ…

ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ ହାରି ସୁଖୀ ଜୀବନ କାଟିପାରିବ। ଆଜି ଆପଣଙ୍କ ପାଇଁ ଚାଣକ୍ୟ କହିଥିବା ୧୦ଟି ଉପାୟ…

ଏହି ୪ ରାଶିର ଯୁବତୀ ହୋଇଥାନ୍ତି ବେଶ୍‌ ରୋମାଣ୍ଟିକ୍‌; ଜୀବନସାଥୀଙ୍କୁ ରଖିଥାନ୍ତି ଖୁସିରେ…

କିଛି ଲୋକଙ୍କ ପାଇଁ ପ୍ରେମର ସମ୍ପର୍କ ବହୁତ ଗୁରୁତ୍ୱ ରଖିଥାଏ। ଏମାନେ ନିଜ ପାର୍ଟନରଙ୍କୁ ବେଶ ଭଲପାଇଥାନ୍ତି। ତାଙ୍କର ଛୋଟବଡ଼ କଥା ପ୍ରତି ଯତ୍ନବାନ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ କିଛି ସେଭଳି ରାଶି ରହିଛି ଯେଉଁଥିରେ ଜନ୍ମିତ ଯୁବତୀମାନେ ବେଶ୍‌ ରୋମାଣ୍ଟିକ୍‌…

ସିକ୍ସ ପ୍ୟାକ୍‌ ନିଶାରେ କି…

ସାଧାରଣତଃ ଯୁବକମାନେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ସେତେଟା ସଚେତନ ନ ଥାନ୍ତି। ଅନେକ ସମୟରେ ଫିଟ୍‌ ରହିବା ସହ ସିକ୍ସ ପ୍ୟାକ୍‌ କରିବା ନିଶାରେ ସେମାନେ କେତେକ ଜିନିଷ ଖାଇବା ବନ୍ଦ କରିଦେଇଛନ୍ତି। ଏପରି କରିବା ଫଳରେ ସେମାନେ ଅନେକ ସ୍ବାସ୍ଥ୍ୟ…

ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି ପୁରୁଷ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ ଅନେକ ସମସ୍ୟା ଦୂର ହୋଇପାରେ। ଚାଣକ୍ୟ ନିଜର ଏକ ନୀତିରେ ସ୍ତ୍ରୀମାନଙ୍କର ୫ଟି ଗୁଣ…

ଏପରି ଲୋକ ସତ୍ୟଠାରୁ ବହୁ ଦୂରରେ

ଜୀବନ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଏଥିରେ ଏକ ଶ୍ଳୋକ ମାଧ୍ୟମରେ ସେ କହିଛନ୍ତି, କେଉଁ ପ୍ରକାରର ପିଲା ଶିକ୍ଷା ହାସଲ କରି ପାଆନ୍ତି ନାହିଁ। ଏହା ସହ କେଉଁ ପ୍ରକାର ଲୋକେ…

ନୂତନ ବ୍ୟବସାୟ ଆରମ୍ଭ କରିବା ବିଷୟରେ ଚିନ୍ତା କରୁଛନ୍ତି କି? ଚାଣକ୍ୟଙ୍କ ଏହି ୪ କଥା ମାନିଲେ ହେବେ ସଫଳ

ଅର୍ଥଶାସ୍ତ୍ରର ବଡ଼ ବିଦ୍ୱାନ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ବାଣିଜ୍ୟ ଉପରେ ଗଭୀର ଅଧ୍ୟୟନ କରିଥିଲେ। ସେ ଅର୍ଥନୀତିକୁ ନେଇ ଅନେକ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ବ୍ୟବସାୟରେ ସଫଳ ହେବାକୁ ହେଲେ ସର୍ବଦା ବିପଦକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ…

ଶିଶୁଙ୍କ କୋଷ୍ଠକାଠିନ୍ୟର ଘରୋଇ ଉପାୟ

ସାଧାରଣତଃ ଡବା କ୍ଷୀର ଉପରେ ନିର୍ଭର କରୁଥିବା ଶିଶୁଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। ଆପଣଙ୍କ ଶିଶୁ ଯଦି ଏପରି ସମସ୍ୟାର ଶିକାର ହୋଇଥାଏ ତେବେ ଜାଣି ରଖନ୍ତୁ କିଛି ଘରୋଇ ଉପାୟ… ଶିଶୁକୁ ହାଲ୍‌କା ବ୍ୟାୟାମ କରାନ୍ତୁ। ଯେପରି…

ବର୍ଷାଦିନେ ଘରର ଯତ୍ନ

କଥାରେ ଅଛି ଘରକୁ ସୁନ୍ଦର ଘରଣୀ। ଘରଣୀଟିଏ ହିଁ ଘରକୁ ସୁନ୍ଦର କରି ସଜେଇ ରଖିବା ପାଇଁ ସବୁବେଳେ ପ୍ରୟାସ କରିଥାଏ। ଘରର କେଉଁ ଜିନିଷକୁ କେଉଁ ସ୍ଥାନରେ ଆଉ କିପରିଭାବେ ରଖିବାକୁ ହେବ ସେଥିପାଇଁ ସବୁବେଳେ ନୂଆ ନୂଆ ଚିନ୍ତା…

ପୂର୍ବସୂରୀଙ୍କ ପ୍ରତିଶ୍ରୁତି ରକ୍ଷାରେ ଆମେ କେତେ ସମର୍ଥ?

ଆଜକୁ ଠିକ୍‌ ୭୩ ବର୍ଷ ପୂର୍ବେ ଅର୍ଥାତ୍‌ ୬, ଜୁଲାଇ ୧୯୪୮ ମସିହାରେ ଆମର ସର୍ବ ପୁରାତନ ପ୍ରିୟତମ ଉଚ୍ଚ ଶିକ୍ଷାନୁଷ୍ଠାନ ଭଦ୍ରକ କଲେଜ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଇଣ୍ଟରମିଡିଏଟ୍‌ ଆଟର୍‌ସ କଲେଜ ଭାବେ ପରିଚାଳିତ…

ମୁଗ ଡାଲିରୁ ସୌନ୍ଦର୍ଯ୍ୟ

ମୁଗ ଡାଲିକୁ ରାତି ସାରା ଭିଜାଇ ସକାଳୁ ଏହାର ପେଷ୍ଟ ତିଆରି କରି ଦିଅନ୍ତୁ। ଏହି ପେଷ୍ଟରେ କିଛି ବାଦାମ ତେଲ ଓ ମହୁ ମିଶାଇ ମୁହଁରେ ଲଗାନ୍ତୁ। ପ୍ରାୟ ୨୦ ମିନିଟ୍‌ ପରେ ମୁହଁକୁ ଖାଲି ପାଣିରେ ଧୋଇ ଦିଅନ୍ତୁ।…

ମଦ ଶୁଙ୍ଘିଲେ ଆଉ ହେବନି କରୋନା ସଂକ୍ରମଣ, ଦାବି କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ମାର୍ଗଦର୍ଶିକା ଅନ୍ତର୍ଗତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିରନ୍ତର ସାନିଟାଇଜରରେ ହାତ ସଫା କରିବାକୁ ପରାମର୍ଶ ଦିଆଯାଉଛି। ସାନିଟାଇଜରରେ ଆଲକୋହଲ ଥିବାରୁ…

ଡାଇବେଟିସ୍‌ ଓ ରୋଗ ପ୍ରତିରୋଧକ ଶକ୍ତି

ଡାଇବେଟିସ୍‌ ବା ମଧୁମେହ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏତେ ଯେ ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’ ବୋଲି କୁହାଯାଏ। ଯଦି ଆପଣଙ୍କ ରକ୍ତରେ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?