ଜୀବନଚର୍ଯ୍ୟା

ଶୁକ୍ର ଗ୍ରହ ଅଭିଯାନ

ଶୁକ୍ର ହେଉଛି ସୂର୍ଯ୍ୟଠାରୁ ଦୂରତାକ୍ରମରେ ସୌରଜଗତର ଦ୍ୱିତୀୟ ଗ୍ରହ ଏବଂ ଆମ ପୃଥିବୀର ଅନ୍ୟତମ ପଡ଼ୋଶୀ ଗ୍ରହ। ‘କୁଆଁତାରା’ ଭାବେ ଜଣା ଏହି ଗ୍ରହ ପୃଥିବୀବାସୀଙ୍କୁ ବହୁ ଆଗରୁ ଆକର୍ଷିତ କରିଛି। ଉଭୟ ଗ୍ରହର କକ୍ଷପଥ ହେଉଛି ନିକଟତର ଏବଂ ଗ୍ରହ…

ପ୍ରେମ ବିବାହକୁ ରାଜିହେଉନାହାନ୍ତି କି ପରିବାର…

ବିବାହ ଏକ ପବିତ୍ର ବନ୍ଧନ। ଏହାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କିଛିନା କିଛି ସ୍ବପ୍ନ ଥାଏ। ତେବେ ସବୁ ସ୍ବପ୍ନ ଭିତରୁ ବାହାଘରରେ ଘର ଲୋକଙ୍କ ଉପସ୍ଥିତି ଅନ୍ୟ ଏକ ଆଶା। ଯଦି କୌଣସି କାରଣବଶତଃ ପରିବାରରୁ କେହି ବିବାହରେ…

ପନିପରିବାରେ ଭବିଷ୍ୟବାଣୀ

ଭବିଷ୍ୟ ଜାଣିବାକୁ ଅନେକଙ୍କର ଇଚ୍ଛା ଥାଏ। ତେଣୁ କିଏ ହାତ ପାପୁଲିର ରେଖା ଦେଖି ଭବିଷ୍ୟ କହୁଥିବା ଲୋକଙ୍କ ନିକଟକୁ ଯାଆନ୍ତି ତ କିଏ ଟେରୋ କାର୍ଡ ରିଡର୍‌ଙ୍କ ସାହାରା ନିଅନ୍ତି। କିନ୍ତୁ ଏମିତି ଜଣେ ମଣିଷ ଅଛନ୍ତି ଯେ କି…

ସ୍ବପ୍ନକୁ ନେଇ ସାତକଥା

ସ୍ବପ୍ନ ସମସ୍ତେ ଦେଖନ୍ତି, ମଣିଷ ଠାରୁ ଜୀବଜନ୍ତୁ ଯାଏ। ହେଲେ ସ୍ବପ୍ନକୁ ନେଇ ଏମିତି କିଛି କଥା ଅଛି ; ଯାହା ଅନେକେ ହୁଏତ ଜାଣି ନଥିବେ… ୧- ଆମେ ସାଧାରଣତଃ ଚାରିରୁ ପାଞ୍ଚଟି ବଡ଼ ସ୍ବପ୍ନ ଦେଖୁ। ମାତ୍ର ଉଠିବା…

ଉପକାରୀ ଆଲୋଭେରା

ଆକର୍ଷଣୀୟ ଚେହେରା ପାଇବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ କେତେ ପ୍ରକାରର ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି କି ସାମାନ୍ୟ ଆଲୋଭେରାର ବ୍ୟବହାର ମଧ୍ୟ ତ୍ୱଚାକୁ ଉଜ୍ଜ୍ୱଳତା ପ୍ରଦାନ କରିବାରେ ବେଶ୍‌ ସହାୟକ ହୋଇଥାଏ। ଅନେକ…

ଘରେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି ରଖିବାର ଉପକାରିତା…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକାରାତ୍ମକ ଭାବନା ଜାଗ୍ରତ ହେବା ସହ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ। ଏହି ମୂର୍ତ୍ତିର ଆଉ କ’ଣ ସବୁ…

ସଂକ୍ରମଣରୁ ମୁକ୍ତି ପାଇଁ ବର୍ଷାଦିନେ ଖାଆନ୍ତୁ ଏସବୁ ଫଳ

ମୌସୁମୀ ଆସିବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହି ସମୟରେ ଅନେକ କିଛି ଖାଇବା ଉଚିତ ହୋଇ ନ ଥାଏ। ଏହା ସହ ଦୈନିକ କିଛି ଫଳ ଖାଇବା ନିହାତି ଜରୁରୀ। କାରଣ ଏହି ଫଳରେ ଥିବା ତତ୍ତ୍ୱ ବର୍ଷାଦିନେ…

ଧଳା କେଶ ପୁଣି ହେବ କଳା…

କଲମ୍ବିଆ,୨୪।୬: ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅବସାଦ ବୃଦ୍ଧି ଯୋଗୁ କେତେକଙ୍କର ଧଳାର କେଶ ଧଳା ହୋଇଯାଇଥାଏ। ତେବେ ଏହା ପୁଣି ଥରେ କଳା ହୋଇ ପାରିବ। ଅବସାଦ ଦୂର ହେବାପରେ ଏଭଳି ସମ୍ଭବ ହେବ ବୋଲି କଲମ୍ବିଆ ବିଦ୍ୟାଳୟରେ ହୋଇଥିବା ଏକ…

ଏହି ୫ ଭୁଲ୍‌ କରୁଛନ୍ତି କି, ହୋଇଯିବେ ବରବାଦ: ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ..

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଏଥିରେ ବର୍ଣ୍ଣିତ ବିଭିନ୍ନ ନୀତି ମଧ୍ୟରେ ବ୍ୟକ୍ତି କେଉଁ ୫ଟି ଭୁଲ କରିବା…

ବର୍ଷାଦିନିଆ ସଂକ୍ରମଣରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ସବୁ ଜିନିଷ

ବର୍ଷାଦିନେ ସଂକ୍ରମଣ ସମସ୍ୟା ଅଧିକ ଦେଖାଯାଇଥାଏ। ଏ ନେଇ ଆମର ପୂର୍ବରୁ ପ୍ରସ୍ତୁତ ନ ହେବା ଫଳରେ ଅନେକ ସମସ୍ୟା ଉପୁଜିଥାଏ। ବଦଳୁଥିବା ସିଜନ୍‌ରେ ନିଜକୁ ସୁସ୍ଥ ଓ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ…

ଜୀବନରେ କିଛି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି କି? ନିଜକୁ ପଚାରିନିଅନ୍ତୁ ଏହି ୩ ପ୍ରଶ୍ନ..

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି, କୌଣସି କାର୍ଯ୍ୟ ବିଷୟରେ ନ ଭାବି ସେଥିରେ ଜଡ଼ିତ ହୋଇଯାଉ। ଫଳରେ ସଫଳତା ମିଳିବ କିମ୍ବା ନାହିଁ…

କିପରି ଚିହ୍ନିବେ ଭଲ ସାଙ୍ଗଙ୍କୁ

କୌଣସି ମଣିଷଙ୍କୁ ଚିହ୍ନିବା ସବୁଠାରୁ କଷ୍ଟକର। ସମସ୍ତଙ୍କ ମଧ୍ୟରେ ଯଦି କଥା ବନ୍ଧୁଙ୍କୁ ଚିହ୍ନିବାରେ ଆସେ, ତେବେ ତାହା ଅଧିକ ଗମ୍ଭୀର ହୋଇଥାଏ। ଅନେକ ସମୟର ପ୍ରିୟ ସାଙ୍ଗ ହିଁ ବିପଦରେ ପକାଇଥାନ୍ତି। ଆଉ ଏପରି କିଛି ଘଟଣା ଆପଣଙ୍କୁ ସାଙ୍ଗମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?