ଜୀବନଚର୍ଯ୍ୟା

ହୋଲି ପରେ ଉପୁଜେ ଏହି ସମସ୍ୟା

ହିନ୍ଦୁ ଧର୍ମରେ ହୋଲି ପର୍ବକୁ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ରଙ୍ଗର ଏହି ପର୍ବକୁ ପାଳନ କରିବାକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ହେଲେ ଆଜିକାଲିର ସମୟରେ ନାନାଦି କେମିକାଲରେ ନିର୍ମିତ ରଙ୍ଗକୁ ବ୍ୟବହାର କରିବା ଦ୍ୱାରା ଅନେକ ସ୍ବାସ୍ଥ୍ୟ ସମସ୍ୟା…

ହୋଲି କପଲ୍‌ ଟି-ଶାର୍ଟ

କପଲ୍‌ ଟି-ଶାର୍ଟର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ଖାସ୍‌କରି ଯୁବପିଢ଼ିଙ୍କ ଭିତରେ ଏହାର ଚାହିଦା ବେଶ୍‌ ରହୁଥିବା ଦେଖିବାକୁ ମିଳୁଛି। ତେବେ ହୋଲି ଭଳି ଏକ ବିଶେଷ ଦିନକୁ ଆହୁରି ଖାସ୍‌ କରିବା ପାଇଁ ଏବେ ମାର୍କେଟ୍‌କୁ ହୋଲି ଥିମ୍‌ ବାଲା…

ସହଜରେ କେମିତି କରିହେବ ହର୍ବାଲ୍‌ ରଙ୍ଗ

ବେଳେବେଳେ ଦେଖାଯାଏ କେମିକାଲ୍‌ଯୁକ୍ତ ରଙ୍ଗରେ ହୋଲି ଖେଳିଲେ କାହାର ତ୍ୱଚାରେ ଇନ୍‌ଫେକ୍ସନ୍‌ ହୁଏ ତ କାହାର ଆଖି ଜଳାପୋଡ଼ା କରିଥାଏ। ତା’ଛଡ଼ା ଏହି ରଙ୍ଗ ସହଜରେ ଦେହରୁ ଛାଡ଼ି ବି ନ ଥାଏ। ସେଥିପାଇଁ ଏବେ ଲୋକଙ୍କ ଭିତରେ ହର୍ବାଲ୍‌ ରଙ୍ଗର…

ପିଲା ଜିଦିଆ ହୋଇଥିଲେ…

କୁହାଯାଏ, ଗୋଟିକିଆ ଛୁଆ ବେଶି ଜିିଦିଆ ହୋଇଥା’ନ୍ତି। ଗୋଟିଏ ଛୁଆ ହୋଇଥିବାରୁ ପରିବାରର ସମସ୍ତେ ଗେଲବସରରେ ବଢ଼ାଇଥା’ନ୍ତି। ତାଙ୍କ ମନପସନ୍ଦର ଜିନିଷ ଦେଇଥା’ନ୍ତି। ପ୍ରାୟତଃ କୌଣସି କଥାରେ ଆକଟକରି ନ ଥାଆନ୍ତି। ଏହିସବୁ କାରଣ ପିଲାଙ୍କୁ ଜିଦିଆ କରିବାରେ ସାହାଯ୍ୟ କରିଥାଏ।…

ଏହି ୪ ଗୁଣରୁ ଜଣାପଡ଼େ ବ୍ୟକ୍ତିର ସ୍ବଭାବ…

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ୪ଟି ଜିନିଷକୁ ଲକ୍ଷ୍ୟକରି ମନୁଷ୍ୟର ସ୍ବଭାବ ବିଷୟରେ ଜଣାପଡ଼ିଥାଏ। ଜାଣିବା ଏହି ୪ ଜିନିଷ ବିଷୟରେ… ତ୍ୟାଗ: କୌଣସି ବ୍ୟକ୍ତିଙ୍କୁ ପରଖିବା ପୂର୍ବରୁ ସର୍ବପ୍ରଥମେ ତ୍ୟାଗର ସ୍ବଭାବ ଦେଖିବା ଉଚିତ୍‌। କାରଣ ଯେଉଁ ବ୍ୟକ୍ତି ନିକଟରେ ଏହି…

ଏହି ନାମଧାରୀ ପୁରୁଷ ବିବାହ ପରେ ହୋଇଥାନ୍ତି ସ୍ତ୍ରୀର ଗୁଲାମ

ବିବାହ ପରେ ଅଧିକାଂଶ ପୁରୁଷ ବଦଳିଯାଆନ୍ତି। ସେମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଙ୍କ ପାଇଁ ପାଗଳ ହୋଇଯାଆନ୍ତି। ସେମାନଙ୍କୁ ସ୍ତ୍ରୀଙ୍କ ଗୁଲାମ କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ। ଜାଣିବା ସେହି ନାମଧାରୀ ପୁରୁଷଙ୍କ ବିଷୟରେ… ଏ ନାମଧାରୀ ପୁରୁଷ: ଏହି…

ଏହି ୪ ଉପାୟ ଦାମ୍ପତ୍ୟ ଜୀବନକୁ କରିବ ସୁଦୃଢ଼ , ଜୀବନସାଥୀ ହେବେ ଖୁସି

ସମ୍ପର୍କର ଆରମ୍ଭ ହେଉ କିମ୍ବା ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥାଉ, ପ୍ରତ୍ୟେକ ଦମ୍ପତି ଚାହାନ୍ତି ଯେ, ସେମାନଙ୍କ ମଧ୍ୟରେ କୌଣସି ଦୂରତା ରହିବା ଉଚିତ୍‌ ନୁହେଁ। ତେଣୁ, କିଛି ଟିପ୍ସ ଗ୍ରହଣ କରି, ଆପଣ ସାଥୀଙ୍କୁ ନିକଟରୁ ଆହୁରି ନିକଟତର…

ସାବଧାନ! ସାନିଟାଇଜର୍‌ରୁ ହୋଇପାରେ କ୍ୟାନସର୍‌

ଚାଇନାରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ବିଶ୍ୱର ଅନେକ ଦେଶରେ କାୟା ବିସ୍ତାର କରି ଲକ୍ଷ ଲକ୍ଷ ଜୀବନ ନେଇଛି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାନିଟାଇଜର୍‌ ଲଗାଇବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ଏକ…

କେବଳ ଏହି ଉପାୟରେ ଗରିବରୁ ହୋଇଯିବ ଧନୀ, ଚାଣକ୍ୟ କହିଲେ…

ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଧନୀ ହେବା ପାଇଁ କ’ଣ କରାଯିବା ଉଚିତ ବୋଲି ମନରେ ପ୍ରଶ୍ନ ଉଠିଥାଏ। ଏହାର…

ମନୁଷ୍ୟକୁ ବରବାଦ କରିପାରେ ଏହି ଛୋଟଛୋଟ ଭୁଲ: ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ

ଆଜି ବି ବେଶ୍‌ ଲୋକପ୍ରିୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର। ଏହାକୁ ଭଲ ଭାବେ ବୁଝି ଜୀବନରେ ପ୍ରୟୋଗ କଲେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇଯାଇଥାଏ। ନିଜର ନୀତିଶାସ୍ତ୍ରର ଏକ ଶ୍ଳୋକରେ ଚାଣକ୍ୟ ମନୁଷ୍ୟକୁ ବରବାଦ କଲାଭଳି ତଥା ସାରାଜୀବନ କଷ୍ଟ…

ଓଟ୍‌ସ ଲଡୁ

ଆବଶ୍ୟକ ସାମଗ୍ରୀ-ବାଦାମ- ଅଧା କପ୍‌, ଓଟ୍‌ସ- ୧ କପ୍‌, ଗୁଡ଼- ଅଧାକପ୍‌, ରାଶି- ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କଡ଼ାଇ ଗରମ କରି ସେଥିରେ ବାଦାମକୁ ଭାଜି ଦିଅନ୍ତୁ। ଭଲଭାବେ ବାଦାମ ଭାଜି ହୋଇଗଲା ପରେ ତାକୁ ଥଣ୍ଡା କରି…

ନାରୀ ଓ ରଙ୍ଗ

ରଙ୍ଗ ଓ ଭାବକୁ ନେଇ ସାରା ଜୀବନ ଜିଏଁ ନାରୀଟିଏ। କେତେବେଳେ ସେ ରଙ୍ଗ ମୁହଁର ଅବିର ତ କେତେବେଳେ ସିନ୍ଥିର ସିନ୍ଦୂର। ପୁଣି କେତେବେଳେ ପାଦର ଅଳତା ତ ହାତର ବଜ୍ର। ମେହେନ୍ଦୀ ହେଉ କି ହଳଦୀ, ରଙ୍ଗ ବିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?