ଜୀବନଚର୍ଯ୍ୟା

ଆଉ ହେବନି ସ୍କିନ୍‌ ଡ୍ରାଏ

ତ୍ୱଚା ଡ୍ରାଏ ହେବା ଦ୍ୱାରା ଏହାର ଉଜ୍ଜ୍ୱଳତା ଏବଂ ସୌନ୍ଦର୍ଯ୍ୟ କମିଥାଏ। ବିଶେଷକରି ଶୀତରେ ଏହି ସମସ୍ୟା ଅଧିକ ଦେଖାଦିଏ। ଯଦି ଆପଣ ବି ଏଭଳି ସମସ୍ୟା ପାଇଁ ଚିନ୍ତିତ, ତେବେ ଜାଣିରଖନ୍ତୁ ତ୍ୱଚାକୁ ନରମ ଚିକ୍କଣ ରଖିବାର କେତୋଟି ସରଳ…

ସୁଖୀ ହର୍‌ମୋନ

  ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ଅନେକଙ୍କ ଠାରେ ଷ୍ଟ୍ରେସ୍‌ ହରମୋନ୍‌ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ମାନସିକ ଚାପ, ଅବସାଦ ଆଦି ଲକ୍ଷଣ ଦେଖିବାକୁ ମିଳୁଛି। ଏସବୁ ସମସ୍ୟାକୁ ଦୂର କରି ଖୁସିପୂର୍ଣ୍ଣ ଜୀବନ ଜିଇଁବାକୁ ହେଲେ ଶରୀରରେ ହାପି…

ଏସିଡିଟି ପାଇଁ ଯୋଗ

ଦୈନନ୍ଦିନ ଜୀବନରେ ଖାଇବା ପିଇବା ସମୟରେ ପରିବର୍ତ୍ତନ ଯୋଗୁଁ ଏସିଡିଟି ବା ଗ୍ୟାସ୍‌ଷ୍ଟ୍ରିକ ସମସ୍ୟା ଦେଖାଯାଏ। ଅତ୍ୟଧିକ ତେଲ ଏବଂ ମସଲାଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ନିଶାଦ୍ରବ୍ୟ ସେବନ ଏବଂ ଖାଇବା…

ମଣିଷଠାରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ

ଚଳିତବର୍ଷ ପ୍ରାରମ୍ଭରୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ଜାନୁୟାରୀ ୭ ତାରିଖରେ ପ୍ରଥମ ଥର ପାଇଁ ଓ୍ବାଶିଂଟନ୍‌ ନିକଟସ୍ଥ ‘ୟୁନିଭର୍ସିଟି ଅଫ୍‌ ମେରିଲ୍ୟାଣ୍ଡ ସ୍କୁଲ ଅଫ୍‌ ମେଡିସିନ୍‌’ର ଡାକ୍ତରମାନେ ଜଣେ ୫୭ ବର୍ଷ ବୟସ୍କ ହୃଦ୍‌ରୋଗୀଠାରେ…

ଏମିତି ବ୍ଲଡ୍‌ ଗ୍ରୁପ୍‌, ବିଶ୍ୱରେ ମାତ୍ର ୪୩ ଜଣଙ୍କଠାରେ ଦେଖିବାକୁ ମିଳିଥାଏ

ସାଧାରଣତଃ A , B, AB, 0+ ଏବଂ ନେଗେଟିଭ୍‌ ପରି ମଣିଷମାନଙ୍କଠାରେ ଅନେକ ବ୍ଲଡ୍‌ ଗ୍ରୁପ୍‌ ମିଳିଥାଏ। କିନ୍ତୁ ଗୋଟିଏ ବ୍ଲଡ୍‌ ଗ୍ରୁପ୍‌ ଅଛି, ଯାହା ବିଷୟରେ କେହି ଜାଣନ୍ତି ନାହିଁ। ଏହା ବହୁତ କମ୍‌ ଲୋକଙ୍କ ଶରୀରରେ ମିଳିଥାଏ।…

ଟ୍ରାଇ କଲର୍‌ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ଟିକେ ଡିଫରେଣ୍ଟ ଦେଖାଯିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଖାସ୍‌ କରି ଟ୍ରାଇ କଲର୍‌ ଲୁକ୍‌ରେ ଫ୍ୟାଶନେବଲ୍‌ ଲାଗିବାକୁ କିଏ କେତେ ପ୍ରକାରର ପ୍ରୟାସ କରିଥାନ୍ତି। ତେଣୁ ଏହି କଥାକୁ ଧ୍ୟାନରେ ରଖି ଏଠାରେ ସେମିତି…

କନ୍ଦମୂଳର ଉପକାରିତା

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରିରହିଥାଏ ଭିଟାମିନ୍‌ ଏ, ଭିଟାମିନ୍‌ ସି, ମ୍ୟାଗ୍‌ନେସିୟମ୍‌, ବିଟା କ୍ୟାରୋଟିନ୍‌, ମିନେରାଲ୍ସ…

‘ଶିଶୁଙ୍କ ଅତ୍ୟଧିକ କାନ୍ଦ ଆରିଥ୍‌ମିଆ ହୋଇପାରେ’

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଯଦି ଆପଣଙ୍କ ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି, ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍‌ ନୁହେଁ। ପିଲା କାନ୍ଦିଲେ ଅଧିକାଂଶ ଏହା ପେଟ କାଟୁଥିବା କିମ୍ବା କାନ ଟାଣୁଥିବା ବୋଲି ଭାବନ୍ତି। କିନ୍ତୁ ଏହା ବିପଦଜନକ…

ସୁନ୍ଦରତା ବଢ଼ାଇବ କମଳା

କମଳା ଚୋପାକୁ କ୍ଲିଜର ଭଳି ବ୍ୟବହାର କରିହେବ। ଏଥିପାଇଁ ଏକ ଚାମଚ କମଳା ରସରେ ଏକ ଚାମଚ ମହୁ ମିଶାଇ ମୁହଁରେ ଲଗାଇ ୧୫ ମିନିଟ୍‌ ଛାଡି ଦିଅନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି କରିବା ଫଳରେ ତ୍ୱଚାରେ ଥିବା…

ସୁପ୍

ଆବଶ୍ୟକ ସାମଗ୍ରୀ ଗାଜର- ୧ଟି, ବଟମ୍‌ ମସରୁମ୍‌- ୫/୬ଟି, ବନ୍ଧାକୋବି- ଅଧାକପ୍‌ରୁ କମ୍‌ (କଟା), ଫ୍ରେଞ୍ଚ ବିନ୍ସ- ଅଧାକପ୍‌, ଛୋଟ ପିଆଜ- ୧ଟି, ରସୁଣ- ୧ ଛୋଟ ଚାମଚ (କଟା), ଅଦା- ୧ ଛୋଟ ଚାମଚ (କଟା), କନଷ୍ଟାର୍ଚ- ୪/୫ ଚାମଚ,…

କାର୍ପେଟ୍‌ର ଯତ୍ନ

ଘରର ଡିଜାଇନ୍‌କୁ ବେଶ୍‌ ସୁନ୍ଦର କରିଥାଏ କାର୍ପେଟ। ତେବେ ସବୁଦିନ ଏହାକୁ ସୁନ୍ଦର କରି ରଖିବାକୁ ହେଲେ ଏହାର ଠିକ୍‌ ଭାବେ ଯତ୍ନ ନେବାକୁ ହେବ… ଉପରେ ସମସ୍ତେ ଚାଲିବା ଫଳରେ ସେଥିରେ ବହୁତ ଧୂଳି ଜମି ଯାଇଥାଏ। ତେଣୁ ସପ୍ତାହକୁ…

ଗୃହିଣୀ ଓ ଇମ୍ୟୁନ୍‌ ବୁଷ୍ଟର

କରୋନା ଆସିବା ପରଠାରୁ ଇମ୍ୟୁନିଟି ବଢାଇବା ପାଇଁ ପ୍ରୟାସ ଚଳାଇଛନ୍ତି ସମସ୍ତେ। ଡାକ୍ତର ଓ ବିଶେଷଜ୍ଞମାନେ ବି ସ୍ବୀକାର କରୁଥିବା ଏମିତି ଏକ ଉଦ୍ୟମକୁ କାହିଁ କେଉଁ କାଳରୁ ନିଜ ଜୀବନଚଳଣିରେ ସାମିଲ କରି ଆସିଛନ୍ତି ଗୃହିଣୀମାନେ। ଘର ବଇଦ ଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri