କନ୍ଦମୂଳର ଉପକାରିତା

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରିରହିଥାଏ ଭିଟାମିନ୍‌ ଏ, ଭିଟାମିନ୍‌ ସି, ମ୍ୟାଗ୍‌ନେସିୟମ୍‌, ବିଟା କ୍ୟାରୋଟିନ୍‌, ମିନେରାଲ୍ସ ଇତ୍ୟାଦି। କୁହାଯାଏ, କନ୍ଦମୂଳ ଖାଇବା ଦ୍ୱାରା ଆଖି ଭଲ ରହିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ରହୁଥିବାରୁ କୋଲେଷ୍ଟ୍ରୋଲ୍‌କୁ କମ୍‌ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ବ୍ଲଡ୍‌ ପ୍ରେସର୍‌କୁ ନିୟନ୍ତ୍ରଣରେ ରଖିବାରେ ବି ଏହା ବେଶ୍‌ ସାହାଯ୍ୟ କରିଥାଏ। ଶରୀରରେ ଆଇରନ୍‌ର ମାତ୍ରା କମ୍‌ ରହୁଥିଲେ କନ୍ଦମୂଳର ସେବନ ଲାଭଦାୟକ ହୋଇଥାଏ। କୁହାଯାଏ, କନ୍ଦମୂଳ ଖାଇବା ଦ୍ୱାରା ଶରୀରକୁ୍‌ ଶକ୍ତି ମଧ୍ୟ ମିଳିଥାଏ। ସେହିପରି ପାଚନ କ୍ର୍ରିୟାକୁ ସକ୍ରିୟ କରିବାରେ ବି କନ୍ଦମୂଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏହାର ସେବନ କୋଷ୍ଠକାଠିନ୍ୟ ସମସ୍ୟାରୁ ବି ଅନେକାଂଶରେ ମୁକ୍ତି ଦେଇଥାଏ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ମଧୁମେହ ରୋଗୀଙ୍କ ଲାଗି ଘିଅ ଖାଇବା କେତେଦୂର ଉଚିତ..

ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ରୋଗୀଙ୍କ ଲାଗି ଖାଦ୍ୟପେୟଜନିତ ଅନେକ କଟକଣା ଥାଏ। ଏଥିରେ ଅବହେଳା କଲେ ରକ୍ତରେ...

କିସ୍‌ମିସ୍‌ର ଉପକାରିତା

କିସ୍‌ମିସ୍‌ ସେବନ ଦ୍ୱାରା ବି ଆମ ଶରୀରକୁ ଅନେକ ଉପକାର ମିଳିଥାଏ। ଯେମିତିକି: ଏହା ଆଖି ପାଇଁ ବହୁତ ଉପକାରୀ। କୁହାଯାଏ, ପ୍ରତିଦିନ ୭/୮ଟି କିସ୍‌ମିସ୍‌...

ଡାଇବେଟିସ୍‌ ଓ ରୋଗ ପ୍ରତିରୋଧକ ଶକ୍ତି

ଡାଇବେଟିସ୍‌ ବା ମଧୁମେହ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା...

ମୁକ୍ତବାୟୁ ଶିଶୁଙ୍କୁ ନକାରାତ୍ମକ ଭାବନାରୁ ଦୂରରେ ରଖିଥାଏ

ଏବେକା ସମୟରେ ଶିଶୁମାନେ ଖୋଲା ପରିବେଶରେ ଖେଳିବା ଏବଂ ବୁଲିବା ବଦଳରେ ଘର ମଧ୍ୟରେ ମୋବାଇଲ୍‌ ଏବଂ କମ୍ପ୍ୟୁଟର୍‌ରେ ଖେଳିବା ଦେଖିବାକୁ ମିଳୁଛି। ତେବେ ମୁକ୍ତ...

ସ୍ମରଣ ଶକ୍ତି ବୃଦ୍ଧିର ନୂଆ ଉପାୟ

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ହେଲେ ଏଥିପାଇଁ ଆମକୁ ଖାଦ୍ୟପେୟ ଏବଂ ଦୈନନ୍ଦିନ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ତା’ ସହ...

ଜାଣନ୍ତୁ କାହିଁକି ଦିଏ ହାକୁଟି

ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ। ଆଉ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ। ଅନେକ ସମୟରେ ଚିନ୍ତା କରିବା ଫଳରେ ହାକୁଟି...

କ୍ୟାନ୍‌ସର ଚିହ୍ନଟ କରିବ ହୀରା..

କ୍ୟାନ୍‌ସର ରୋଗୀଙ୍କ ମୃତ୍ୟୁ ମୁଖ୍ୟତଃ ବିଳମ୍ବରେ ରୋଗ ଚିହ୍ନଟ କାରଣରୁ ହୋଇଥାଏ। ହେଲେ ଏବେ ପ୍ରାରମ୍ଭିକ ଅବସ୍ଥାରେ କ୍ୟାନ୍‌ସରର ଚିହ୍ନଟ ସମ୍ଭବ, ଆଉ ଏହି ଚିହ୍ନଟ...

ଜଳବାୟୁ ଓ ସୁସ୍ଥ ଜୀବନ

କଥାରେ ଅଛି ‘ଯେ ଦେଶ ଯାଇ ସେ ଫଳ ଖାଇ’। ଏହି ଢଗ ଏବେ ଆମ ପାଇଁ ବେଦର ଗାର ପରି ଉପଲବ୍ଧି ହେଉଛି। ଭେଷଜ...

Advertisement
Archives

Model This Week