ଅନ୍ତର୍ଜାତୀୟ

କୁକୁର ନେଲା ମେୟର ଭାବେ ପଦ ଓ ଗୋପନୀୟତାର ଶପଥ

କୋଲୋରାଡୋ, ୨୦।୨: ମେୟର ଭାବେ କୌଣସି ବ୍ୟକ୍ତି ବିଶେଷ ଶପଥ ନେବା ସାଧାରଣ କଥା। କିନ୍ତୁ କୌଣସି ପ୍ରାଣୀ ଏଭଳି ଶପଥ ନେବା ଶୁଣିଲେ ନିଶ୍ଚିତ ଭାବେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଆମେରିକାର କୋଲୋରାଡୋରେ ଏଭଳି ଘଟିଛି। ମଙ୍ଗଳବାର…

୧୦୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତରୁ ୧୧

ଲଣ୍ଡନ,୨୦ା୨(ପି.ଟି.): ବିଶ୍ୱର ବିକାଶଶୀଳ ଅର୍ଥନୀତି ମଧ୍ୟରୁ ବଛାଯାଇଥିବା ୧୦୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତରୁ ୧୧ଟି ସ୍ଥାନ ପାଇଛି। ଟାଇମ୍ସ ହାୟର ଏଜୁକେଶନ୍ସ ଇମର୍ଜିଂ ଇକୋନୋମିଜ୍‌ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ ୨୦୨୦ରୁ ଏହା ଜଣାପଡିଛି। ମୋଟ ୪୭ଟି ଦେଶର ୫୩୩ ବିଶ୍ୱବିଦ୍ୟାଳୟକୁ ନେଇ…

କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨,୧୧୨: ସୁସ୍ଥ ହେଲେ ସବୁଠାରୁ କମ୍‌ ବୟସର ଶିଶୁ

ବେଜିଂ,୨୦।୨: କରୋନା ଭାଇରସ ସଂକ୍ରମଣରେ ଚାଇନାରେ ଏବେ ସୁଦ୍ଧା ୨,୧୧୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୭୪,୧୮୫ ଏହି ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା କୁହାଯାଉଛି। ଏଥିରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଚାଇନାର ହୁବଇ ସହରରେ…

ଜାପାନ ଜାହାଜରେ କରୋନା ଭାଇରସ୍‌ ସଂକ୍ରମିତ ୨ ବ୍ୟକ୍ତିଙ୍କ ମୃତ୍ୟୁ

ଟୋକିଓ,୨୦।୨: କରୋନା ଭାଇରସ୍‌ ଯୋଗୁ ଜାପାନର ଜାହାଜ ଡାଇମଣ୍ଡ ପ୍ରିନସେସ୍‌କୁ ଅଲଗା ରଖାଯାଇଥିବା ବେଳେ ଏଥିରେ ସଂକ୍ରମିତ ହୋଇଥିବା ୨ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜାପାନ କ୍ରୁଜରେ କରୋନା ସଂକ୍ରମିତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। ଏମାନଙ୍କ…

ଶ୍ରାଦ୍ଧ ବାଷିର୍କୀରେ ପ୍ରସ୍ତୁତ ହେଲା ମୃତଦେହ ଭଳି କେକ୍‌

ବିଶ୍ୱର କେତେକ ଦେଶରେ ଲୋକଙ୍କ ରହଣି-ସହଣି ଓ ଖାଦ୍ୟ-ପାନୀୟ ମଧ୍ୟ ଭିନ୍ନ ହୋଇଥାଏ। ଜୀବନ ଜିଇଁବାଠାରୁ ଆରମ୍ଭ କରି ମରଣ ପର୍ଯ୍ୟନ୍ତ ସବୁ ଧର୍ମର ପ୍ରଥା ପରମ୍ପରା ଅଲଗା ହୋଇଥାଏ। ପରିବର୍ତ୍ତିତ ସମାଜରେ ଲୋକଙ୍କ ରହିବା ଢ଼ଙ୍ଗ ବଦଳୁଛି। ଏଥିସହ ନିଜ…

ଚର୍ଚ୍ଚ ପରିସରରୁ ମିଳିଲା ମଣିଷ ହାଡ଼ରେ ତିଆରି କାନ୍ଥର ସନ୍ଧାନ

ବ୍ରସେଲ୍ସ୍‌,୧୯।୨: ବେଲଜିୟମ୍‌ର ଏକ ଚର୍ଚ୍ଚ ପରିସରରୁ ମଣିଷ ହାଡ଼ରେ ତିଆରି କାନ୍ଥର ସନ୍ଧାନ ମିଳିଛି। ଖନନ କରୁଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଦେଶର ଉତ୍ତର-ପଶ୍ଚିମର ଘେଣ୍ଟ୍‌ଠାରେ ଥିବା ସେଣ୍ଟ୍‌ ବାଭୋ ଚର୍ଚ୍ଚ ପରିସରରେ ଏଭଳି କାନ୍ଥ ରହିଥିବା…

୭୦ ହଜାର ବର୍ଷ ତଳେ ମଧ୍ୟ ଅନ୍ତିମ ସଂସ୍କାର କରୁଥିଲା ମଣିଷ

ବାଗଦାଦ୍‌,୧୯।୨: ମଣିଷ ଅନ୍ତିମ ସଂସ୍କାର କରିବା ପରମ୍ପରା କେତେ ପୁରାତନ ସେ ନେଇ ତର୍କ ଜାରି ରହିଛି। ସମ୍ପ୍ରତି ଇରାକରୁ ମିଳିଥିବା ନିଅନଡର୍ଥାଲ୍‌ ଯୁଗର ଏକ ମାନବ କଙ୍କାଳରୁ ପ୍ରମାଣିତ ହୋଇଛି। ଏହି କଙ୍କାଳ ୭୦ ହଜାର ବର୍ଷ ପୁରୁଣା ହେବ…

ପ୍ରତିଦିନ ବ୍ରଶ୍‌ରେ ସଫା ହେଉଛନ୍ତି ଏହି ପ୍ରଜାତିର କୁମ୍ଭୀର

କୁମ୍ଭୀର ସମସ୍ତେ ଦେଖିଥିବେ ହେଲେ ଧଳା ରଙ୍ଗର କୁମ୍ଭୀରକୁ କେବେ ଦେଖିଛନ୍ତି। ଏହି ପ୍ରଜାତିର କୁମ୍ଭୀର ବହୁ ବିରଳ। ତାଙ୍କୁ ସବୁଠି ଦେଖିବାକୁ ମିଳେନାହିଁ। ଆମେରିକାର ନର୍ଥ କେରୋଲିନାସ୍ଥିତ ଏକ ଜୁ’ରେ ଧଳା ରଙ୍ଗର କୁମ୍ଭୀର ରହିଛନ୍ତି। ଏହାକୁ ଦେଖିବା ପାଇଁ…

ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରୁ ଉଦ୍ଧାର ପାଇଁ ମୋଦିଙ୍କ ସହାୟତା ଲୋଡିଲେ ଯୁବତୀ: ୧୩୮ ଭାରତୀୟଙ୍କୁ ସ୍ବଦେଶ ଫେରାଇ ନେବାକୁ କଲେ ଅନୁରୋଧ

ଟୋକିଓ,୧୯।୨: ଜାପାନର ଟୋକିଓରେ ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରେ ୧୩୮ ଭାରତୀୟଙ୍କୁ କରୋନା ସଂକ୍ରମଣ ଯାଞ୍ଚ୍‌ ପାଇଁ ଅଟକ ରଖାଯାଇଛି। ଇତିମଧ୍ୟରେ ୧୪ ଦିନ ବିତି ଯାଇଛି। ସେମାନଙ୍କୁ ଭାରତ ଫେରାଇ ନେବାକୁ ଉଦ୍ୟମ ହେଉ ନ ଥିବା ଏଥିରେ ଅଟକ ଥିବା…

ମୋଦିି ମୋର ପସନ୍ଦ ତେବେ ଭାରତ ସହିତ ଏବେ ନୁହେଁ ବଡ଼ ବ୍ୟବସାୟିକ ଚୁକ୍ତି: ଟ୍ରମ୍ପ୍‌

ଓ୍ବାଶିଂଟନ,୧୯।୨: ଫେବୃୟାରୀ ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ତେବେ ଏହା ପୂର୍ବରୁ ଭାରତ ସହିତ ବଡ଼ ବ୍ୟବସାୟିକ ଚୁକ୍ତି ନେଇ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

୪୦ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ପୋଷାକ ତିଆରି କଲେ ବୌଦ୍ଧଭିକ୍ଷୁ

ବ୍ୟାଙ୍କକ,୧୯।୨: ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ପୃଥିବୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଏପରିସ୍ଥଳେ ଥାଇଲାଣ୍ଡର ବ୍ୟାଙ୍କକରେ ଥିବା ଏକ ବୌଦ୍ଧ ବିହାରରେ ବାସ କରୁଥିବା କେତେକ…

ସୁଯୋଗ ଛାଡ଼ିବା ଚାଇନାକୁ ମହଙ୍ଗା ପଡ଼ିଲା

ବେଜିଂ,୧୯ା୨(ଏଏଫ୍‌ପି): କରୋନା ଭୂତାଣ ସଂକ୍ରମଣ ରୋକିବା ଦିଗରେ ଗୋଟିଏ ପରେ ଗୋଟିଏ ସୁଯୋଗ ହାତଛଡ଼ା କରିବା ଚାଇନା କର୍ତ୍ତୃପକ୍ଷଙ୍କ ପାଇଁ ମହଙ୍ଗା ପଡିଛି। ଫଳରେ ସେଠାରେ କରୋନା ମହାମାରିର ରୂପ ନେଇ କାୟା ବିସ୍ତାର କରିଚାଲିଛି। ଦୁଇମାସ ପୂର୍ବେ ଗତ ଡିସେମ୍ବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri