ବାହୁବଳୀ ଭିଡ଼ିଓ ଶେୟାର କଲେ ଟ୍ରମ୍ପ୍: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଓ୍ବାଶିଂଟନ୍,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଗସ୍ତରେ ଆସିବାର କିଛି ଘଣ୍ଟା ପୂର୍ବରୁ ଫିଲ୍ମ ବାହୁବଳୀ-୨ର ଏକ ଭିଡ଼ିଓ ଶେୟାର କରିଛନ୍ତି। ଏଥିରେ ସେ ନିଜକୁ ବାହୁବଳୀ ଭାବେ ଚିତ୍ରଣ କରିଥିବା ଦେଖିବାକୁ ମିଳୁଛି। ବାହୁବଳୀ ଭଳି ଟ୍ରମ୍ପ୍ଙ୍କ ଯୁଦ୍ଧ…
ଟ୍ରମ୍ପ୍ ଉଠାଇବେ ଧର୍ମୀୟ ସ୍ବାଧୀନତା ପ୍ରସଙ୍ଗ
ଓ୍ବାଶିଂଟନ,୨୩ା୨(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦୁଇଦିନିଆ ଭାରତ ଗସ୍ତରେ ସୋମବାର ଆସୁଛନ୍ତି। ଅହମଦାବାଦରେ ତାଙ୍କୁ ସ୍ବାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ୍ ଧର୍ମୀୟ ସ୍ବାଧୀନତା ପ୍ରସଙ୍ଗ ଉଠାଇବେ…
ଆଇସ୍ ଏଜ୍ ସମୟର ୪୬ ହଜାର ବର୍ଷ ତଳର ପକ୍ଷୀ ଅବଶେଷର ମିଳିଲା ସନ୍ଧାନ
ସାଇବେରିଆ,୨୨।୨: ସମ୍ପ୍ରତି ସାଇବେରିଆରୁ ଆଇସ୍ ଏଜ୍ ସମୟର ପକ୍ଷୀ ଅବଶେଷର ସନ୍ଧାନ ମିଳିଛି। ଏହା ୪୬ ହଜାର ବର୍ଷ ତଳର ବୋଲି ଗବେଷକ କହିଛନ୍ତି। ଏହା ଏକ ହୋର୍ଣ୍ଡ ଲାର୍କ ପକ୍ଷୀର ଅବଶେଷ ବୋଲି କୁହାଯାଉଛି। ଏନେଇ କମ୍ୟୁନିକେଶନ ବାୟୋଲୋଜି ପତ୍ରିକାରେ…
ତାଲିବାନ ସହିତ ଆମେରିକା ଶାନ୍ତିଚୁକ୍ତି: ବଢ଼ିବ ଭାରତର ସମସ୍ୟା; ପାକିସ୍ତାନ ପାଇଁ ସୁଯୋଗ
ଓ୍ବାଶିଂଟନ,୨୨।୨: ଆମେରିକା ଆଫଗାନିସ୍ତାନ ଆତଙ୍କବାଦୀ ସଂଗଠନ ତାଲିବାନ ସହିତ ଶାନ୍ତିଚୁକ୍ତିି କରିବା ଲାଗି ଯୋଜନା କରିଛି। ଫେବୃୟାରୀ ୨୯ରେ ଏହି ଚୁକ୍ତି ହେବ ବୋଲି କୁହାଯାଉଛି। ଇତିମଧ୍ୟରେ ଫେବୃୟାରୀ ୨୨ଠାରୁ ସଙ୍ଘର୍ଷ ବିରାମ ଆରମ୍ଭ ହୋଇଥିବା ଆଫଗାନିସ୍ତାନ ରାଷ୍ଟ୍ରୀୟ ସୁରକ୍ଷା ସମିତି…
ବିଶ୍ୱ ସ୍କାଉଟ ଦିବସ: ଚିନ୍ତା ଓ ପ୍ରତିଜ୍ଞାର ସମୟ
ବିଶ୍ୱବ୍ୟାପୀ ଫେବୃୟାରୀ ୨୨କୁ ସ୍କାଉଟ ଦିବସ ଭାବେ ପାଳନ କରାଯାଇଥାଏ। କୋଟି କୋଟି ସ୍କାଉଟ ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ପାଳନ କରିଥାନ୍ତି। ଏହି ଦିନ ବ୍ରିଟେନର ଲ୍ୟୁଟନାଣ୍ଟ ଜେନେରାଲ ବଡେନ୍ ପାଓ୍ବେଲ ଜନ୍ମଗ୍ରହଣ କରିଥିଲେ। ଜଣେ ସେନା ଅଧିକାରୀ, ଲେଖକ…
ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ‘ର ତାରିଫ୍ କଲେ ଟ୍ରମ୍ପ୍
ଓ୍ବାଶିଂଟନ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଗସ୍ତ ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ର ତାରିଫ୍ କରିଛନ୍ତି। ସେ ଟୁଇଟ୍ କରି ଫିଲ୍ମକୁ ପ୍ରଶଂସା କରିଛନ୍ତି। ଏହାକୁ ନେଇ ଆୟୁଷ୍ମାନଙ୍କ ଛାତି କୁଣ୍ଡେମୋଟ ହୋଇଯାଇଥିବା ପ୍ରଶଂସକ…
ଗ୍ରେଟାଙ୍କ ନାମରେ ନୂଆ ପ୍ରଜାତି ଗେଣ୍ଡାର ହେଲା ନାମକରଣ
ବନ୍ଦର ସେରି ବେଗାଓ୍ବନ,୨୨।୨: ବ୍ରୁନେଇରେ ଗବେଷକ ଗେଣ୍ଡାର ଏକ ନୂଆ ପ୍ରଜାତି ସମ୍ପର୍କରେ ସନ୍ଧାନ ପାଇଛନ୍ତି। ଏହି ଗେଣ୍ଡା ପ୍ରଜାତିର ନାମକରଣ ପରିବେଶବିତ୍ ଗ୍ରେଟା ଥନବର୍ଗଙ୍କ ନାମ ଅନୁସାରେ କରାଯାଇଛି। ଗବେଷକ ଏହି ପ୍ରଜାତିକୁ କାସ୍ପେଡୋଟ୍ରୋପିସ୍ ଗ୍ରେଟା ଥନବର୍ଗ ଭାବେ ନାମିତ…
୧୮ ଶତାବ୍ଦୀର ସୁନା ମୁକୁଟ ଫେରି ପାଇଲା ଇଥୋପିଆ
ଆମଷ୍ଟରଡାମ୍,୨୨।୨: ନେଦରଲାଣ୍ଡ ସରକାର ଇଥୋପିଆକୁ ୧୮ ଶତାବ୍ଦୀର ଏକ ସେରିମୋନିଆଲ୍ କ୍ରାଉନ୍ ଫେରାଇଛନ୍ତି। ସୁନାରେ ତିଆରି ଏହି ମୁକୁଟ ୨୧ ବର୍ଷ ତଳେ ୧୯୯୯ରେ ଏକ ଚର୍ଚ୍ଚରୁ ଚୋରି ହୋଇଯାଇଥିଲା। ଏହାକୁ ଧାର୍ମିକ ଉତ୍ସବରେ ପାଦ୍ରୀଙ୍କ ଦ୍ୱାରା ବ୍ୟବହୃତ କରାଯାଇଥାଏ। ଇଥୋପିଆର…
ଆଣ୍ଟି କରୋନା ଟେଣ୍ଟ୍ ତିଆରି କଲେ ମହିଳା
ଉହାନ, ୨୨।୨: ଚାଇନାରେ କରୋନା ଆତଙ୍କ ସୃଷ୍ଟି କରିଛି। ଲୋକଙ୍କୁ ଘରୁ ବାହାରକୁ ନ ବାହାରିକୁ ସରକାର କଟକଣା ଜାରି କରିଛନ୍ତି। ଫଳରେ ପିଲାମାନଙ୍କ ସ୍କୁଲ ଯିବା ମଧ୍ୟ ବନ୍ଦ ହୋଇଯାଇଛି। ଏପରିସ୍ଥଳେ ହୁବେଇ ପ୍ରଦେଶର ଜଣେ ମହିଳା ତାଙ୍କ ୭ବର୍ଷ…
କରୋନା ଟିକା ଉଦ୍ଭାବନରେ କୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟକୁ ସଫଳତା
କୁଇନ୍ସଲାଣ୍ଡ,୨୨ା୨(ପି.ଟି.) କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଟିକା ବାହାର କରିବାରେ ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟର ଏକ ଟିମ୍କୁ ସଫଳତା ମିଳିଛି। ଏହି ଟିମ୍ ଗବେଷଣାଗାରରେ ପ୍ରସ୍ତୁତ କରିଥିବା ପ୍ରଥମ ଟିକାର ଚୂଡାନ୍ତ ଯାଞ୍ଚ ପରେ ପ୍ରି-କ୍ଲିନିକାଲ ପରୀକ୍ଷା ପାଇଁ ପଠାଯାଇଛି। ଜାନୁୟାରୀ…
ଜୁନ୍ ପର୍ଯ୍ୟନ୍ତ ପାକିସ୍ତାନକୁ ମହଲତ
ନୂଆଦିଲ୍ଲୀ, ୨୨ା୨: ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦକରିବା ସହ ତୁରନ୍ତ ଏଫ୍ଏଟିଏଫ୍ (ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କଫୋର୍ସ) ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମା ପାଳନ କରିବାକୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ୨୦୧୮ ଜୁନ୍ରେ ପାକିସ୍ତାନ ‘ଗ୍ରେ ଲିଷ୍ଟ’ରେ ରହିଥିବା ବେଳେ ପୁଣି ଡେ୍ଲାଇନ୍ ଶେଷରେ…
ସ୍ବାଭାବିକ ହେଉଛି ଚାଇନାର ଜୀବନଯାତ୍ରା
ବେଜିଂ,୨୧।୨: କରୋନା ଭାଇରସରେ ଚାଇନାରେ ହାହାକାର ପଡିଯାଇଥିବା ବେଳେ ଏଠାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହାର ଭୟାବହତାକୁ ଦେଖି ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ…
Archives


