ଅନ୍ତର୍ଜାତୀୟ

ସୁଯୋଗ ଛାଡ଼ିବା ଚାଇନାକୁ ମହଙ୍ଗା ପଡ଼ିଲା

ବେଜିଂ,୧୯ା୨(ଏଏଫ୍‌ପି): କରୋନା ଭୂତାଣ ସଂକ୍ରମଣ ରୋକିବା ଦିଗରେ ଗୋଟିଏ ପରେ ଗୋଟିଏ ସୁଯୋଗ ହାତଛଡ଼ା କରିବା ଚାଇନା କର୍ତ୍ତୃପକ୍ଷଙ୍କ ପାଇଁ ମହଙ୍ଗା ପଡିଛି। ଫଳରେ ସେଠାରେ କରୋନା ମହାମାରିର ରୂପ ନେଇ କାୟା ବିସ୍ତାର କରିଚାଲିଛି। ଦୁଇମାସ ପୂର୍ବେ ଗତ ଡିସେମ୍ବର…

ଭାରତ-ବ୍ରିଟେନ ମିଳିତ ସମରାଭ୍ୟାସ: ଅଜେୟ ଓ୍ବାରିଅର-୨୦୨୦

ଲଣ୍ଡନ,୧୮।୨: ଭାରତ ଏବଂ ବ୍ରିଟେନ ମଧ୍ୟରେ ୫ମ ଥର ପାଇଁ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ମିଳିତ ସମରାଭ୍ୟାସ ଅଜେୟ ଓ୍ବାରଅର-୨୦୨୦ ବ୍ରିଟେନର ସାଲିସବୁରୀ ସମତଳ ଅଞ୍ଚଳରେ ଜାରି ରହିଛି। ଦୁଇ ଦେଶର ଯବାନ ଆତଙ୍କବାଦ ବିରୋଧରେ କିଭଳି ଅପରେଶନ କରାଯିବ…

କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ଉହାନ ହସ୍ପିଟାଲରେ ନିର୍ଦ୍ଦେଶକଙ୍କ ମୃତ୍ୟୁ

ବେଜିଂ,୧୮।୨: କରୋନା ଚାଇନା ସମେତ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ପ୍ରତିଦିନ ସେଠାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ଏପର୍ଯ୍ୟନ୍ତ ୧୯୦୦ ଲୋକଙ୍କ ଜୀବନ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୨ହଜାରକୁ ବୃଦ୍ଧି ପାଇଛି।…

ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କଲେ ମହିଳା

ଓ୍ବାଶିଂଟନ,୧୮।୨: ଆମେରିକାରେ ଜଣେ ମହିଳା ନିଜ ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କରିଛନ୍ତି। ସ୍ଥାନୀୟ ମିସିଗାନରେ ବାସ କରୁଥିବା ରୋନିକା ଫ୍ରୋଇସେ ନିଜ ଘୋଡ଼ା ଫ୍ରେକଲ୍‌ ବଟ୍‌ ଫେଡ୍‌ ସହିତ ବିମାନରେ ପ୍ରଥମ ଶ୍ରେଣୀରେ ଯାତ୍ରା କରିଛନ୍ତି। ଏବେ ଏହାକୁ…

ମାଗଣା ଖାଦ୍ୟ ପାଇଁ ଧାଁ ଦୌଡ ବେଳେ ୨୦ ମୃତ

ନିୟାମେ,୧୮।୨: ଆଫ୍ରିକୀୟ ଦେଶ ନାଇଜରରେ ମାଗଣା ଖାଦ୍ୟ ପାଇବାକୁ ଧାଁ ଦୌଡ ହେଉଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୫ ମହିଳା ଓ ୫ ଶିଶୁ ଅଛନ୍ତି। ଏଥିରେ ଅନ୍ୟ ୧୦ ଆହତ ହୋଇଥିବା…

୫୦ ଦିନରେ କରୋନା: ୯୦ ହଜାର କୋଟି ଖର୍ଚ୍ଚ କଲାଣି ଚାଇନା; ୭୬ କୋଟିରୁ ଅଧିକ ଲୋକ ଘରେ ବନ୍ଦ !

ବେଜିଂ,୧୮।୨: ଇତିମଧ୍ୟରେ ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣକୁ ୫୦ ଦିନ ବିତିଛି। ୨୦୧୯ ଡିସେମ୍ବର ୩୧ରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଘଟିଥିଲା। କରୋନା ଏବେ ପୃଥିବୀର ୨୯ରୁ ଅଧିକ ଦେଶରେ ପହଞ୍ଚିସାରିଛି। ଚାଇନାରୁ ସେଠାକୁ ଯାଇଥିବା ସଂକ୍ରମିତ ଲୋକଙ୍କ…

କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ଛୁଇଁଲା ୧,୮୬୮

ବେଜିଂ,୧୮।୨: କରୋନା ଭାଇରସ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ଏଠାରେ ଶହ ଶହ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି। ଏବେସୁଦ୍ଧା ସେଠାରେ କରୋନା ଭାଇରସରେ ସଂକ୍ରମିତ ହୋଇ ୧,୮୬୮ଜଣଙ୍କ ମୃତ୍ୟୁ ହୋଇଥିବା…

ଇମ୍ରାନ ଖାନ୍‌ଙ୍କୁ ପ୍ରଥମ ସ୍ତ୍ରୀଙ୍କ ପ୍ରଶ୍ନ, ତୁମେ କେମିତି କଳା ଯାଦୁ କରୁଛ

ଇସଲାମାବାଦ୍‌,୧୮।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ଅତୀତ ତାଙ୍କ ପିଛା ଛାଡୁନି। ଏଥର ସେ ନିଜ ପ୍ରଥମ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍‌ଙ୍କ ରୋଷର ଶିକାର ହୋଇଛନ୍ତି। ଜେମିମା ଏକ ପୋଷ୍ଟର ଟୁଇଟ୍‌ କରି ଇମ୍ରାନଙ୍କ ଉପରେ ବର୍ଷିଛନ୍ତି। ଏହି ପୋଷ୍ଟରରେ ଇମ୍ରାନ…

ଆତ୍ମଘାତୀ ବିସ୍ଫୋରଣରେ ୮ ନିହତ

କରାଚୀ,୧୮ା୨(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୋମବାର ଏକ ଧର୍ମୀୟ ଶୋଭାଯାତ୍ରାକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ କରାଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୩ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ପୋଲିସ ଅଛନ୍ତି। ଶାହରା-ଇ-ଅଦାଲତ ରୋଡ ନିକଟ କ୍ୱେଟ୍ଟା…

ଚାଇନା ବ୍ୟାଙ୍କରେ ଜୀବାଣୁମୁକ୍ତ କରାଯାଉଛି ନୋଟ୍‌

ବେଜିଂ,୧୭।୨: କରୋନା ଭାଇରସ୍‌ କବଳରେ ଏବେ ଚାଇନା। ଏହାଦ୍ୱାରା ଚାଇନାର ଅର୍ଥନୀତିରେ ପ୍ରଭାବ ପଡିବା ଆଶଙ୍କା କରାଯାଉଛି। ଏହି ସମୟରେ କରୋନା ଭାଇରସକୁ ବ୍ୟାପିବାକୁ ନ ଦେବାକୁ ଚାଇନା ପ୍ରସ୍ତୁତି ଆରମ୍ଭ କରି ସାରିଛି। ତେବେ ଚାଇନା ବ୍ୟାଙ୍କକୁ ଆସୁଥିବା ନୋଟ୍‌…

ସୁସ୍ଥ ହୋଇ ଘରକୁ ଫେରିଲେ ୧୦ ହଜାରରୁ ଊର୍ଦ୍ଧ୍ୱ କରୋନା ଭାଇରସ ସଂକ୍ରମିତ

ବେଜିଂ,୧୭।୨: କରୋନା ଭାଇରସ୍‌ ଏବେ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହା ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଚାଇନାରେ ୧,୭୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦,୫୪୮ଜଣ ଆକ୍ରାନ୍ତ ହୋଇଛନ୍ତି। ସବୁଠାରୁ ଖୁସିର ଖବର…

ଡ୍ରୋନ୍‌ ଦ୍ୱାରା ସତର୍କ ସୂଚନା: କରୋନା ସଂକ୍ରମଣକାରୀଙ୍କୁ ମୃତ୍ୟୁଦଣ୍ଡ ଘୋଷଣା

ବେଜିଂ,୧୭।୨: ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଚାଇନା ପ୍ରଶାସନର କ୍ରୁରତା ସୀମା ଟପିଥିବା କୁହାଯାଉଛି। ଲୋକଙ୍କ ସତର୍କ କରିବା ଲାଗି ଡ୍ରୋନ୍‌ର ସହାୟତା ନିଆଯାଉଛି। ଡ୍ରୋନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri