ସଙ୍କଟରେ ବିଶ୍ୱର ଅଧା ଶ୍ରମଶକ୍ତି
ଜେନେଭା,୩।୫ : ମହାମାରୀ କରୋନା ମୁକାବିଲା ପାଇଁ ଜାରି ଲକ୍ଡାଉନ୍ ଯୋଗୁ ଅଣସଙ୍ଗଠିତ ଅର୍ଥନୀତିର ପ୍ରାୟ ୧୬୦ କୋଟି ଶ୍ରମିକ ଜୀବିକା ହରାଇବେ, ଯାହାଙ୍କୁ ବିଶ୍ୱର ଅଧା ଶ୍ରମଶକ୍ତି ବୋଲି ଧରାଯାଇଥାଏ। ସେହିପରି ୪୩୬ ନିୟୁତ ଉଦ୍ୟୋଗ ବନ୍ଦ ହେବା ଅବସ୍ଥାକୁ…
ବିଶେଷ ଧରଣର ଟୋପି ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷାକଲେ ଚାଇନା ଛାତ୍ରୀଛାତ୍ର
ବେଜିଂ,୨।୫: ବିଗତ ୪ ମାସ ଧରି କରୋନା ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଏକ ପ୍ରକାର ଏହି ଯୁଦ୍ଧରେ ବିଜୟୀ ହୋଇଛି ବୋଲି କହୁଥିବା ବେଳେ ଏବେବି ସେଠି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ଖବର ବେଳେ ବେଳେ ନଜରକୁ ଆସୁଛି।…
ଏଲୋନ୍ ମୁସ୍କ୍ଙ୍କ ବିବାଦୀୟ ଟୁଇଟ୍: ଟେସଲାର ୧୫ ଶହ କୋଟି ଡଲାର କ୍ଷତି
ନ୍ୟୁୟର୍କ,୨।୫: ଟେସଲା ଇଲେକ୍ଟ୍ରିକ୍ କାର୍ କମ୍ପାନୀ ପ୍ରାୟ ୧୫ ଶହ କୋଟି ଡଲାରର କ୍ଷତି ସହିଛି। ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିବାହୀ ଏଲୋନ୍ ମୁସ୍କ୍ଙ୍କର ଏକ ବିବାଦୀୟ ଟୁଇଟ୍ ଯୋଗୁ ଏଭଳି ଘଟିଛି। ସୂଚନାଯୋଗ୍ୟ, କମ୍ପାନୀର ଶେୟାର ଦାମ ଅଧିକ…
କରୋନାର କରୁଣ ଦୃଶ୍ୟ: ମୃତ ଲୋକଙ୍କ ପାଇଁ ମିଳୁନି କଫିନ!
ସାଓ ପୋଲୋ,୨।୫: ବ୍ରାଜିଲର ମାନୁସ ସହରରେ କରୋନାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ, ଏଠାରେ ପ୍ରତିଦିନ କରୋନା ସଂକ୍ରମଣରେ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି। ମୃତଦେହ ରଖିବାକୁ ଶବଗୃହରେ ସ୍ଥାନର ଅଭାବ ପଡିଥିବା ବେଳେ ମୃତଦେହ…
କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୨ଲକ୍ଷ ୩୯ ହଜାର ଟପିଲା; ୩୪ ଲକ୍ଷରୁ ଅଧିକ ସଂକ୍ରମିତ
ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୩୯ ହଜାର ୫୮୬ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ୬୦୭ ଛୁଇଁଛି। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧…
କରୋନା ସଙ୍କଟରେ ପୃଥିବୀ: ତୃତୀୟ ବିଶ୍ୱଯୁଦ୍ଧ ପାଇଁ ରୁଷ୍ର ପ୍ରସ୍ତୁତି ଆରମ୍ଭ
ମସ୍କୋ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ ଚାଇନା ଏବଂ ଆମେରିକା ମଧ୍ୟରେ ନୂଟନୈତିକ ସମ୍ପର୍କ ଖରାପ ହେବାରେ ଲାଗିଛି। ଏଭଳି ସ୍ଥିତି…
କିମ୍ ଜୋଙ୍ଗ୍ ଉନ୍ଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ: ୨୦ ଦିନ ପରେ ବାହାରକୁ ଆସିଲେ
ସିଓଲ୍,୨।୫: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କୁ ନେଇ ନାନା ଚର୍ଚ୍ଚା ଜାରି ରହିଥିଲା। ତେବେ ଦୀର୍ଘ ୨୦ ଦିନ ପରେ କିମ୍ ବାହାରକୁ ଆସିଛନ୍ତି। ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ସେ ଏକ ଫର୍ଟିଲାଇଜର କମ୍ପାନୀର ଉଦ୍ଘାଟନ କରୁଥିବାର…
କରୋନା ସଂକ୍ରମଣ ରହିବ ୨ ବର୍ଷ: ଆମେରିକା ରିପୋର୍ଟ
ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ଆଗାମୀ ବର୍ଷେରୁ ୨ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଆମେରିକା କହିଛି। ଆମେରିକାର ସେଣ୍ଟର ଫର୍ ଇନଫେକ୍ସିୟସ୍ ଡିଜିଜ୍ ରିସର୍ଚ୍ଚ ଆଣ୍ଡ୍ ପଲିସି (ସିଆଇଡିଆର୍ଏପି) ପକ୍ଷରୁ ଏନେଇ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଏନେଇ ୩…
କରୋନା ଲଢ଼େଇରେ ସଫଳତା: ସଂକ୍ରମିତଙ୍କୁ ରେମ୍ଡିସିଭିର୍ ଔଷଧ ଦେଲେ ପଡୁନି ଭେଣ୍ଟିଲେଟରର ଆବଶ୍ୟକତା
ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ତେବେ କରୋନା ଲଢ଼େଇରେ ଧୀରେଧୀରେ ସଫଳତାର ଆଶା ସୃଷ୍ଟି ହେବାରେ ଲାଗିଛି। ଆମେରିକାରେ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଇବୋଲା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଇଥିବା ରେମ୍ଡିସିଭିର୍ ଔଷଧର ପ୍ରୟୋଗ…
ଆମେରିକାକୁ ଘାରିଛି କରୋନା ଭ୍ୟାକ୍ସିନ ଫର୍ମୁଲା ଚୋରି ହେବାର ଭୟ !
ଓ୍ବାଶିଂଟନ,୧।୫: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏବେ ଏହି ସଂକ୍ରମଣରେ ବିଶ୍ୱରେ ପାଖାପାଖି ୨ ଲକ୍ଷ ୩୩ ହଜାର ଲୋକଙ୍କ ଜୀବନ ଗଲାଣି। ଏହାର କାରଣ ହେଉଛି କରୋନା ମହାମାରୀର ଚିକିତ୍ସା ପାଇଁ…
କରୋନା ସଙ୍କଟ: ସ୍ବଦେଶକୁ ଫେରିବା ପାଇଁ ୩୨ହଜାର ଭାରତୀୟ ୟୁଏଇରେ କଲେ ରେଜିଷ୍ଟ୍ରେଶନ
ଆବୁଧାବି,୧।୫: କରୋନା ଭାଇରସ୍ ମହାସଙ୍କଟ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି। ଅନ୍ୟ ଦେଶକୁ ରୋଜଗାର ବା ଅନ୍ୟ କାର୍ଯ୍ୟ ପାଇଁ ଯାଇଥିବା ଲୋକମାନେ ଏହି ସଙ୍କଟ ଯୋଗୁ ସେଠାରେ ଫସିରହିଛନ୍ତି। ସେମାନଙ୍କୁ ଫେରାଇବା ଆଣିବା…
ଆମେରିକା: କରୋନା ସଂକ୍ରମଣରେ ୬୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ
ଓ୍ବାଶିଂଟନ,୧।୫: କରୋନା କବଳରେ ଆମେରିକା। ସେଠାରେ ପ୍ରତି ୨୪ ଘଣ୍ଟାରେ ଏବେବି ୨ ହଜାରରୁ ଊଦ୍ଧ୍ୱର୍ର୍ ଲୋକଙ୍କ ମୃତ୍ୟୁ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛନ୍ତି। ଗୁରୁବାର ସୁଦ୍ଧା ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୬୯,୫୩୪ ଥିବା ବେଳେ ମୃତକଙ୍କ ସଂଖ୍ୟା ୬୩,୦୦୧ରେ…
Archives


