ବିମାନ ଯାତ୍ରା ସମୟରେ କରୋନା ସଂକ୍ରମଣ ହେଲେ ଏୟାରଲାଇନ୍ ଖର୍ଚ୍ଚ କରିବ ୪.୮ କୋଟି ଟଙ୍କା
ଲଣ୍ଡନ,୨୫।୮: ଭର୍ଜିନ ଆଟଲାଣ୍ଟିକ ଏୟାର ଲାଇନ୍ସ ଏବେ ତା’ର ଯାତ୍ରୀଙ୍କ ପାଇଁ ଏକ ଭଲ ଅଫର ନେଇ ଆସିଛି। ଏବେ ଏୟାରଲାଇନ୍ସ ତା’ର ସମସ୍ତ ଯାତ୍ରୀଙ୍କର ଗ୍ଲୋବାଲ ଇନସ୍ୟୁରାନ୍ସ କରାଇବ। ଏଥିରେ ପ୍ରତ୍ୟେକ ଯାତ୍ରୀଙ୍କୁ ୫ ଲକ୍ଷ ପାଉଣ୍ଡ(ପାଖାପାଖି୪.୮କୋଟି ଟଙ୍କା) ଇନସ୍ୟୁରାନ୍ସ…
ବାଇଡେନ, ହାରିସଙ୍କ ହେବ କରୋନା ଟେଷ୍ଟ
ଓ୍ବାଶିଂଟନ୍,୨୫।୮: କରୋନା ସଙ୍କଟ ମଧ୍ୟରେ ଆମେରିକାରେ ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ରାଜନୈତିକ ହଲଚଲ ଆରମ୍ଭ ହୋଇଗଲାଣି। ତେବେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ଡେମୋକାଟ୍ରିକ୍ ପାର୍ଟି ପକ୍ଷରୁ ପ୍ରାର୍ଥୀ ଥିବା ଜୋ ବାଇଡେନ…
ନିର୍ବାଚନ ଲଢିବାରୁ ବଞ୍ଚିତ ହେଉଛନ୍ତି ମ୍ୟାନମାରର ରୋହିଙ୍ଗ୍ୟା ମୁସଲମାନ ନେତା
ୟାଂଗୁନ,୨୫।୮: ମ୍ୟାନମାରର ରୋହିଙ୍ଗ୍ୟା ନେତା ଅବଦୁଲ ରସିଦ ମ୍ୟାନମାରରେ ଜନ୍ମ ହୋଇଛନ୍ତି। ଏହାସହ ତାଙ୍କ ନିକଟରେ ସେଠାକାର ନାଗରିକତା ମଧ୍ୟ ରହିଛି। ରୋହିଙ୍ଗ୍ୟା ମୁସଲମାନ ସଂଖ୍ୟାଲଘୁଙ୍କ ମଧ୍ୟରେ ଖୁବ୍ କମ୍ ଲୋକଙ୍କ ନିକଟରେ ମ୍ୟାନମାରର ନାଗରିକତା ରହିଛି। ଏମାନଙ୍କ ମଧ୍ୟରେ ଅବଦୁଲ…
ଚର୍ଚ୍ଚର ଭୁଲ ଯୋଗୁ ସାରା ଦେଶରେ କରୋନା ବ୍ୟାପିବାର ଆଶଙ୍କା !
ସିଓଲ,୨୫।୮: କରୋନା ଭାଇରସ ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବାରୁ ଦକ୍ଷିଣ କୋରିଆରେ ରେଡ ଆଲର୍ଟ ଜାରି କରାଯାଇଛି। ଏବେ ଦକ୍ଷିଣ କୋରିଆର ଅଧିକାରୀଙ୍କ ସୂଚନା ମୁତାବକ ଦକ୍ଷିଣ କୋରିଆରେ ପୁଣିଥରେ କରୋନା ବ୍ୟାପିବାର ଆଶଙ୍କା କରାଯାଉଛି। ଗୋଟିଏ ଚର୍ଚ୍ଚରେ ଆରମ୍ଭ…
ମାଟି ତଳୁ ମିଳିଲା ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା…
ଜେରୁଜେଲମ୍, ୨୫।୮: ମାଟି ତଳୁ ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା ମିଳିଛି। ଇସ୍ରାଏଲ୍ର ୟବନେ ସହରରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ଜାରି ରହିଥିବାବେଳେ ମାଟି ପାତ୍ରରେ ରହିଥିବା ଏହି ପୋତାଧନ ମିଳିଛି। ମାଟିପାତ୍ରରେ ୪୨୫ଟି ସ୍ବର୍ଣ୍ଣମୁଦ୍ରା ରହିଥିବା କୁହାଯାଉଛି।…
କୋମାରେ କିମ୍
ପ୍ୟୋଙ୍ଗ୍ୟାଙ୍ଗ୍, ୨୫ା୮: ଉତ୍ତର କୋରିଆର ନେତା କିମ୍ ଜଙ୍ଗ୍ ଉନ୍ କୋମାରେ ଥିବା ଜଣାପଡ଼ିଛି। ତାଙ୍କ ଭଉଣୀ କିମ୍ ୟୋ ଜଙ୍ଗ୍ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଘଟଣା ସମ୍ପର୍କରେ ବୁଝାଶୁଝା କରୁଥିବା ମିଡିଆ ରିପୋର୍ଟରୁ ପ୍ରକାଶ। ଆମେରିକା ଓ ଦକ୍ଷିଣ…
୨୩ବର୍ଷ ଧରି ପାକିସ୍ତାନରେ ଲୁଚି ରହିଛନ୍ତି ମୋଷ୍ଟ ଓ୍ବାଣ୍ଟେଡ୍ ଅଣ୍ଡରଓ୍ବାର୍ଲ୍ଡ ଡନ୍
ଇସ୍ଲାମାବାଦ,୨୪।୮: ପ୍ରଥମ ଥର ପାକିସ୍ତାନ ସ୍ବୀକାର କରିଛି ଯେ, ମୋଷ୍ଟ ଓ୍ବାଣ୍ଟେଡ୍ ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ କରାଚିରେ ଲୁଚିଛନ୍ତି। ସେଠାରେ ପାକିସ୍ତାନ ଦାଉଦଙ୍କ ଉପରେ ଏବେ ପ୍ରତିବନ୍ଧକ ଲଗାଇଥିବା ଜଣାପଡ଼ିଛି। ଏଥିସହ ଦାଉଦଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ସିଲ୍ କରିବାକୁ…
ଭାରତ ବିରୋଧରେ ଲଢିବାକୁ ପାକିସ୍ତାନକୁ ଶକ୍ତିଶାଳୀ କରୁଛି ଚାଇନା!
ବେଜିଂ,୨୪।୮: ଚାଇନା ଓ ପାକିସ୍ତାନର ଭାରତ ବିରୋଧୀ ଅଭିଯାନ ଚରମ ସୀମାରେ ପହଞ୍ଚିବାକୁ ଯାଉଛି। ଚାଇନା ପ୍ରଥମେ ଭାରତ ବିରୋଧରେ ନେପାଳକୁ ଉସକାଉଥିବା ବେଳେ ଏଥିରେ ଫେଲ୍ ମାରିଥିଲା। ଆଉ ଏବେ ଭାରତର ଚୀର ଶତ୍ରୁ ପାକିସ୍ତାନକୁ ଭାରତ ବିରୋଧରେ ଲଢିବାକୁ…
କୋମାରେ କିମ୍!
ପ୍ୟୋଙ୍ଗୟାଙ୍ଗ,୨୪।୮: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ କୋମାରେ ଥିବା ଚର୍ଚ୍ଚା ହେଉଛି। ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତଃ କିମ ଦା ଜଙ୍ଗଙ୍କ ପୂର୍ବତନ ସହଯୋଗୀ ଚାଙ୍ଗ ସୋଙ୍ଗ ମିନଙ୍କ ସୂଚନା ଅନୁଯାୟୀ କିମ୍ ଏବେ କୋମାରେ…
ଏସବୁ ପ୍ରଶ୍ନର ଉତ୍ତର ଦେଲେ ମିଳିବ ୧.୪୧ ଲକ୍ଷ ଟଙ୍କା: ଜାଣନ୍ତୁ କ’ଣ ରହିଛି ପ୍ରଶ୍ନ…
କିଛି କାମ ନ କରି ଖାଲି ଘରେ ବସି ରହିବା, ଆଉ ଏଟିଏମ୍ ଆକାଉଣ୍ଟକୁ ମାସ ଶେଷକୁ ଟଙ୍କା ଆସିଯିବ। ଏମିତି ଭାବନା ଅଧିକାଂଶ ଲୋକଙ୍କ ମନରେ ଆସିଥାଏ। ହେଲେ ଏହା କେବେ ସତ ହୋଇ ନ ଥାଏ। ମାତ୍ର ଜର୍ମାନର…
ସହଧର୍ମିଣୀଙ୍କ ସମ୍ପର୍କରେ ପ୍ରଶ୍ନ କରିବାରୁ ଖବରଦାତାଙ୍କୁ ମାରିବାକୁ ଧମକ ଦେଲେ ରାଷ୍ଟ୍ରପତି
ବ୍ରାସିଲିୟା,୨୪।୮: ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରେ ଏବେ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ଜଣେ ଖବରଦାତା ରାଷ୍ଟ୍ରପତିଙ୍କ ସହଧର୍ମିଣୀଙ୍କ ସମ୍ପର୍କରେ କିଛି ପ୍ରଶ୍ନ କରିବାରୁ ଜେୟର ବୋଲସୋନାରେ ରାଗିଯାଇ ଉକ୍ତ ଖବରଦାତାଙ୍କୁ ମାରିବାକୁ ଧମକ ଦେଇଥିଲେ। ସୂଚନାଯୋଗ୍ୟ,ରାଷ୍ଟ୍ରପତିଙ୍କ ସହଧର୍ମିଣୀ ଏକ ଭ୍ରଷ୍ଟାଚାର ମାମଲାରେ…
୧୦ ଲକ୍ଷ ଏକର ଜଙ୍ଗଲ ପାଉଁଶ
ସାନ୍ ଫ୍ରାନ୍ସିସ୍କୋ,୨୪।୮ : ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଭୟାବହ ରୂପ ନେଇଛି। ଏହି ବନାଗ୍ନି ମାତ୍ର ସପ୍ତାହେ ମଧ୍ୟରେ ୧୦ ଲକ୍ଷ ଏକର ଜଙ୍ଗଲକୁ ମାଡ଼ି ପାଉଁଶ କରିଦେଇଛି। ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଲୋକ…
Archives


