ରେକର୍ଡ ଭାଙ୍ଗିଲା ଆମେରିକା: ୧୨୦ ବର୍ଷ ମଧ୍ୟରେ ହୋଇଛି ସର୍ବାଧିକ ମତଦାନ

ୱାଶିଂଟନ,୫ ।୧୧: ଏଥର ଆମେରିକାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଭୋଟରଙ୍କ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଏମିତିକି ଗତ ୧୨୦ ବର୍ଷର ରେକର୍ଡକୁ ଏଥର ଭାଙ୍ଗି ଦେଇଛନ୍ତି ଆମେରିକାବାସୀ । ପ୍ରତିଥର ଆମେରିକାରେ ପ୍ରାୟ ୫୦-୬୦ ପ୍ରତିଶତ ମତଦାନ କରାଯାଇଥାଏ । ହେଲେ ଏଥର ସେଠାରେ ୬୬.୯ ପ୍ରତିଶତ ମତଦାନ କରାଯାଇଥିବା କହିଛି ଆମେରିକା ଇଲେକ୍ସନ ପ୍ରୋଜେକ୍ଟ । ଯାହା ରେକର୍ଡ କରିଛି । ୨୦୨୦ ପୂର୍ବରୁ ୧୯୦୦ରେ ସେଠାରେ ସର୍ବାଧିକ ମତଦାନ ହେବାର ରେକର୍ଡ ରହିଛି । ୟୁନିଭର୍ସିଟି ଅଫ୍ ଫ୍ଲୋରିଡା ଦ୍ୱାରା ପରିଚାଳିତ ୟୁଏସ୍ ଇଲେକ୍ସନ ପ୍ରୋଜେକ୍ଟର ପ୍ରଫେସର ମାଇକେଲ ମ୍ୟାକଡୋନାଲ୍ଡ କହିଛନ୍ତି ୧୯୦୦କୁ ୨୦୨୦ ମତଦାନ ସହ ତୁଳନା କରାଯାଇ ନ ପାରେ । କାରଣ ସେତେବେଳେ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ନ ଥିଲା । ୨୦୨୦ରେ ମତଦାନ ବୃଦ୍ଧି ହେବାର କାରଣ ହେଉଛି ଯୁବ ଭୋଟର ଓ ମେଲ-ଇନ-ଭୋଟ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି।...

ଦିନେ ଭୁଟାନର ବୈଜ୍ଞାନିକ ବି ନିର୍ମାଣ କରିବେ ଉପଗ୍ରହ: ମୋଦି

ଥିମ୍ପୁ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ଗସ୍ତରେ ଯାଇ ସ୍ଥାନୀୟ ରୟାଲ ୟୁନିଭର୍ସିଟିର ଶିକ୍ଷାର୍ଥୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଦିନେ...

ଭାରତ ସଚ୍ଚୋଟ ବନ୍ଧୁ: ଆମେରିକା

ୱାଶିଂଟନ,୨୩ ।୧: ଭାରତକୁ ଏବେ ପ୍ରଶଂସା କରିଛି ଆମେରିକା । କୋଭିଡ ମହାମାରୀଠାରୁ ଦୂରେଇ ରହିବାକୁ ଭାରତ ଏବେ ବିଭିନ୍ନ ଦେଶକୁ କରୋନା ଟିକା ଯୋଗାଇ...

ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ

ଓ୍ବାଶିଂଟନ,୨୦।୧: ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ବୁଧବାର ଓ୍ବାଶିଂଟନ ଡିସି କ୍ୟାପିଟୋଲଠାରେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ। ତାଙ୍କ ଡେପୁଟି କମଳା ହାରିସ ଉପରାଷ୍ଟ୍ରପତି...

ଜାତିସଂଘ ସୁରକ୍ଷା ପରିଷଦରେ ଫସର ଫାଟିଲା ଚାଇନାର ଚାଲ୍‌

ଜେନେଭା, ୧୬।୧: ଜାତିସଂଘରେ ଚାଇନାକୁ ଲୋକହସା ହେବାକୁ ପଡ଼ିଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପ୍ରସଙ୍ଗ ଚାଇନା ପକ୍ଷରୁ ଜାତିସଂଘର ସୁରକ୍ଷା ପରିଷଦରେ ଉପସ୍ଥାପନ କରାଯାଇଥିଲା।...

ଇମ୍ରାନ୍‌ଙ୍କୁ ଭାରତର ଆଣବିକ ଅସ୍ତ୍ର ଭୟ

ଇସ୍‌ଲାମାବାଦ,୧୯ା୮:ଭାରତର ଆଣବିକ ଅସ୍ତ୍ର ପ୍ରୟୋଗ ନୀତିରେ ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଛାନିଆ ହୋଇଯାଇଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ଅଧୀନରେ ଭାରତର...

ଆକାଶରୁ ଖସିଲା ବଡ଼ ନିଆଁ ହୁଳା: ଲୋକେ ଆତଙ୍କିତ

ବେଜିଂ,୨୪।୧୨: ଦକ୍ଷିଣ ଚାଇନାରେ ଆକାଶରୁ ବଡ଼ ନିଆଁ ହୁଳା ପଡ଼ିଛି। ଏନେଇ ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। ଏହା ଏକ ବଡ଼ ଉଲ୍‌କା ପିଣ୍ଡ ହୋଇପାରେ...

ସରକାରଙ୍କ ବିରୋଧରେ ପ୍ରଦର୍ଶନ ସମୟରେ ବିସ୍ଫୋରଣ: ୨ ମୃତ, ୧୨ରୁ ଅଧିକ ଆହତ

ବାଗଦାଦ୍‌,୧୬।୧୧: ଇରାକ୍‌ର ବାଗଦାଦ୍‌ରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ସମୟରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୨ରୁ ଅଧିକ ଲୋକ...

Play 250+ Trending Games
Archives

Model This Week

Why Dharitri