କେବଳ ମାଛର ଲାଞ୍ଜ ରୋକିଦେଲା ଏତେବଡ଼ ଦୁର୍ଘଟଣା, ଜାଣନ୍ତୁ କେମିତି

ନେଦରଲ୍ୟାଣ୍ଡରେ ସ୍ପିଗେନାକିସ ସହରରରେ ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏକ ମେଟ୍ରୋ ଟ୍ରେନ ଅନିୟନ୍ତ୍ରିତ ହୋଇ ବାରିୟର ଭାଙ୍ଗି ଷ୍ଟେଶନରୁ ବାହାରି ଯାଇଥିଲା। ମାତ୍ର ତାହା ସେଠାରେ ଥିବା ବଡ଼ ହ୍ବେଲ ମାଛର ଲାଞ୍ଜରେ ଲାଗି ଝୁଲି ରହିଲା। ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାରେ ଟ୍ରେନର ଅନେକ କିଛି ନଷ୍ଟ ହୋଇଥିଲେ ମଧ୍ୟ କୌଣସି ଯାତ୍ରୀ ଆହତ ହୋଇ ନଥିଲେ।

ସ୍ପିଗେନାକିସ ସହରର ଏକ ମେଟ୍ରୋ ଷ୍ଟେଶନରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନଟି ହଠାତ ନିୟନ୍ତ୍ରଣ ହରାଇଲା ଟ୍ରାକର ଶେଷକୁ ଯାଇ ପବନରେ ଝୁଲିଲା। ପରେ ପଉରେ ଥିବା ମାଛ ଲାଞ୍ଜରେ ଲାଗି ରହିଲା। ମାଛର ଲାଞ୍ଜ ନ ଥିଲେ କେତେ ଭୟଙ୍କର ଦୁର୍ଘଟଣା ହୋଇଥାନ୍ତା ତାହା ଫଟୋ ଦେଖି ସ୍ପଷ୍ଟ ଜାଣି ହେଉଛି।

ଏହି ଖବର ପାଇବା ମାତ୍ରେ ସ୍ଥାନୀୟ ସୁରକ୍ଷା କର୍ତ୍ତୃପକ୍ଷ ଏକ ବିଶେଷଜ୍ଞ ଦଳ ଗଠନ କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପାଇଁ ଅଧିକାରୀମାନେ ଏହି ମେଟ୍ରୋ ଟ୍ରେନର ଡ୍ରାଇଭରଙ୍କୁ ପଚରାଉଚରା କରୁଛନ୍ତି। ଏଥିସହ ଉଦ୍ଧାରକାରୀ ଦଳ ଦ୍ୱାରା ଯାତ୍ରୀମାନଙ୍କୁ ମେଟ୍ରୋରୁ ସୁରକ୍ଷିତ ଭାବେ କଢ଼ା ଯାଉଛି। ଟ୍ରେନକୁ ମଧ୍ୟ ଘଟଣାସ୍ଥଳରୁ ହଟାଇବାକୁ ଚେଷ୍ଟା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri