କରୋନା ମହାମାରୀର ଫାଇଦା ନେଉଛି ପାକିସ୍ତାନ: ଆତଙ୍କବାଦୀ ଅନୁପ୍ରବେଶ ପାଇଁ ରଚିଛି ଷଡ଼ଯନ୍ତ୍ର
ଜେନେଭା/ନୂଆଦିଲ୍ଲୀ,୩।୧୧: କରୋନା ମହାମାରୀର ଫାଇଦା ନେଇ ପାକିସ୍ତାନ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର ରଚିଛି। ଜାତିସଂଘରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଛି। ଜାତିସଂଘରେ ଭାରତର ସ୍ଥାୟୀ ମିଶନର ସଚିବ ଆଶିଷ ଶର୍ମା ଏହା କହିଛନ୍ତି। ଭାରତର…
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦଙ୍ଗା ଆଶଙ୍କା
ୱାଶିଂଟନ,୩ ।୧୧; ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ନାନା ଆଶଙ୍କା ପ୍ରକାଶ ପାଇଛି । ତେବେ କୁହାଯାଉଛି କି ଆମେରିକାରେ ଗତ କିଛିଦିନ ହେବ ଅସ୍ତ୍ରଶସ୍ତ୍ର ବିକ୍ରି ବଢି ଯାଇଥିବାରୁ ରାଷ୍ଟ୍ରପତି ନିର୍ବାଚନରେ ଦଙ୍ଗା ଆଶଙ୍କା କରାଯାଉଛି । ନିର୍ବାଚନ…
ଚାଇନାରେ ହେଲା ଟଙ୍କା ବର୍ଷା !
ବେଜିଂ,୩।୧୧: ଡ୍ରଗ୍ସ୍ ନେବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେବେ ଚାଇନାରେ ଜଣେ ଡ୍ରଗ୍ସ୍ ସେବନକାରୀଙ୍କ ଯୋଗୁ ଲୋକେ ମାଲା ମାଲ୍ ହୋଇଛନ୍ତି। ସମୃକ୍ତ ଯୁବକ ଜଣକ ଡ୍ରଗ୍ସ୍ ନିଶାରେ ସେ ବାସ କରୁଥିବା ୩୦ ମହଲା କୋଠାର ବାଲକୋନୀରୁ ଟଙ୍କା ଉଡ଼ାଇଥିଲେ।…
ପୋଲାଣ୍ଡରେ ଗର୍ଭପାତ ଆଇନକୁ ବିରୋଧ
ଓ୍ବାର୍ସା,୩ା୧୧: ଭ୍ରୂଣଗତ ତ୍ରୁଟି କାରଣରୁ ଗର୍ଭପାତ ଅସାମ୍ବିଧାନିକ ବୋଲି ପୋଲାଣ୍ଡର ଏକ ଅଦାଲତ ରାୟ ଦେବା ପରେ ଏହା ବିରୋଧରେ ସେଠାରେ ବିକ୍ଷୋଭ ଜୋର୍ଦାର ହୋଇଛି। ରାଜଧାନୀ ଓ୍ବାର୍ସାରେ ଗତ ଶୁକ୍ରବାର ଲକ୍ଷାଧିକ ମହିଳା ଏକାଠି ହୋଇ ଦୀର୍ଘ ୭ ଘଣ୍ଟା…
ଜନମତ ସର୍ଭେରେ ବାଇଡେନ୍ ଆଗରେ
ଓ୍ବାଶିଂଟନ,୩ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପ୍ରଚାର ଜୋର୍ଦାର ହୋଇଛି। ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଚାର ଶେଷ ଦିନରେ ମିଚିଗାନ, ନର୍ଥ କାରୋଲିନ୍ରେ ରାଲି କରିଥିଲେ। ସେହିପରି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ…
ବାଂଲାଦେଶରେ ପ୍ୟାରିସ୍ ତାତି
କୋଲକାତା,୩ା୧୧: ବାଂଲାଦେଶର କୋମିଲା ଜିଲାରେ ଏକ ଫେସ୍ବୁକ୍ ପୋଷ୍ଟରେ ଇସ୍ଲାମ ଧର୍ମକୁ ନିନ୍ଦା କରାଯାଇଥିବା ନେଇ ଗୁଜବ ପ୍ରଚାରିତ ହେବା ପରେ ମୌଳବାଦୀ ମୁସଲମାନମାନେ ଶତାଧିକ ହିନ୍ଦୁ ପରିବାରର ଘରେ ପଶି ଭଙ୍ଗାରୁଜା କରିବା ସହ ଜାଳିଦେଇଛନ୍ତି। ଏଥିସହିତ କେତେକ ହିନ୍ଦୁ…
ବଡ ଧରଣର ଆତଙ୍କବାଦୀ ଆକ୍ରମଣ: ୭ ମୃତ
ଭିଏନା, ୩।୧୧: ଅଷ୍ଟ୍ରିଆର ଭିଏନା ସହରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ଜଣେ ଆତଙ୍କବାଦୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ଭିଏନା ପୋଲିସ ବିଭାଗ ଅନୁଯାୟୀ ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ଭିଏନା…
ନେପାଳ: ଶାସକ କମ୍ୟୁନିଷ୍ଟ ପାର୍ଟିରେ ବିଭାଜନ ଆଶଙ୍କା ଘନେଇଲା
କାଠମାଣ୍ଡୁ,୨।୧୧: ନେପାଳରେ ଶାସକ କମ୍ୟୁନିଷ୍ଟ ପାର୍ଟିରେ ବିଭାଜନ ଆଶଙ୍କା ଘନେଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏବଂ ପାର୍ଟିର ବରିଷ୍ଠ ନେତା ପୁଷ୍ପ କମଲ ଦହଲଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଓଲି ପାର୍ଟିର ବିଭାଜନ ପାଇଁ ମାନସିକସ୍ତରରେ ପ୍ରସ୍ତୁତ…
ସମୟ ପୂର୍ବରୁ ବିଜୟ ଘୋଷଣା କରିବେ ନାହିଁ ଟ୍ରମ୍ପ !
ୱାଶିଂଟନ,୨ ।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ କି ସମୟ ପୂର୍ବରୁ ସେ ବିଜୟ ଘୋଷଣା କରିବେ । ହେଲେ ମଙ୍ଗଳବାର ସେ ଏହାକୁ ଭୁଲ ବୋଲି କହିଛନ୍ତି । ସେ କହିଛନ୍ତି ସମୟ ପୂର୍ବରୁ ସେ ବିଜୟ…
କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ଡବ୍ଳୁଏଚ୍ଓ ମୁଖ୍ୟ, ଟୁଇଟ୍ କରି ଦେଲେ ସ୍ବାସ୍ଥ୍ୟ ସୂଚନା
ଜେନିଭା,୨।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଳୁଏଚ୍ଓ) ମୁଖ୍ୟ ଟେଡ୍ରୋସ ଆଧାନୋମ ଗ୍ରେବେସିୟସ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ଏବେ କ୍ୱାରାଣ୍ଟାଇନରେ ଥିବା ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଡବ୍ଲୁଏଚ୍ଓ ମୁଖ୍ୟ ଟୁଇଟ କରି କହିଛନ୍ତି ଯେ କରୋନା ସଂକ୍ରମିତ…
ପ୍ରିନ୍ସ ୱିଲିୟମଙ୍କୁ ହୋଇଥିଲା କରୋନା, ୭ ମାସ ପରେ କଲେ ଖୁଲାସା
ଲଣ୍ଡନ,୨।୧୧: ସାରା ବିଶ୍ୱରେ ଅନେକ ସେଲିବ୍ରିଟିମାନେ ମହାମାରୀ କରୋନା ଆକ୍ରାନ୍ତ ହେବା ନଜିର ରହିଛି। ଏହି କ୍ରମରେ ବ୍ରିଟେନର ରାଜ ପରିବାରର ସଦସ୍ୟ ପ୍ରିନ୍ସ ୱିଲିୟମ ଗତ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ ବୋଲି ଜଣାପଡିଛି। ତାଙ୍କ ପିତା ପ୍ରିନ୍ସ ଚାଲର୍ସ…
୪ ରାଜ୍ୟ ଶେଷ ଭରସା
ଓ୍ବାଶିଂଟନ,୨ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ଦୁଇଦିନ ବାକି ଥିବାବେଳେ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିଜୟ ସମ୍ଭାବନା ଥିବା ନେଇ ବିଶ୍ଳେଷକମାନେ କହୁଥିବାବେଳେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ୪ ବର୍ଷ ତଳେ ହିଲାରୀ କ୍ଲିଣ୍ଟନଙ୍କ…
Archives


