ଅନ୍ତର୍ଜାତୀୟ

ପରଲୋକରେ ଜେମ୍ସ ବଣ୍ଡର ଅଭିନେତା ସାର ସେନ କୋନେରୀ

ଲଣ୍ଡନ,୩୧।୧୦-ଓସ୍କାର ବିଜେତା ତଥା ହଲିଉଡ ଫିଲ୍ମ ଜେମ୍ସ ବଣ୍ଡର ପ୍ରଥମ ଅଭିନେତା ସାର ସେନ କୋନେରୀଙ୍କ ଶନିବାର ପରଲୋକ ହୋଇଯାଇଛି। ୯୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍କଟଲ୍ୟାଣ୍ଡରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୨ରୁ ୧୯୮୩ ମଧ୍ୟରେ…

ଲୋକଙ୍କୁ ଗୁପ୍ତରେ କରୋନା ଟିକା ଦେଉଛି ଚାଇନା: ବାହାରେ ପ୍ରକାଶ କରିବାକୁ ମନା

ବେଜିଂ,୩୧।୧୦: ଚାଇନାରେ ଗୁପ୍ତରେ ଏହାର ଲୋକଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛି। ତେବେ ଏନେଇ ବାହାରେ ପ୍ରକାଶ ନ କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଔଷଧ କମ୍ପାନୀଗୁଡ଼ିକୁ ଏସମ୍ପର୍କରେ ପରିଚାଳନା ବୋର୍ଡ ବ୍ୟାତିତ ଅନ୍ୟ କାହାକୁ ନ ଜଣାଇବାକୁ…

ଇଛାମୃତ୍ୟୁ ସପକ୍ଷରେ ୬୫ ପ୍ରତିଶତରୁ ଅଧିକ ଜନମତ: ଖୁବ୍‌ ଶୀଘ୍ର ଆସିବ ଆଇନ

ଓ୍ବିଲିଙ୍ଗଟନ୍‌,୩୧।୧୦: ଇଛାମୃତ୍ୟୁକୁ ନ୍ୟୁଜିଲାଣ୍ଡର ୬୫.୨ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ଏନେଇ ଦେଶର ସାଧାରଣ ନିର୍ବାଚନ ସମୟରେ ଜନସାଧାରଣଙ୍କ ମତାମତ ଲୋଡ଼ା ଯାଇଥିଲା। ଜନମତ ଇଛାମୃତ୍ୟୁ ସପକ୍ଷରେ ରହିଥିବା ସ୍ଥାନୀୟ ସରକାର ସୂଚନା ଦେଇଛନ୍ତି। ଲୋକେ ଇଛାମୃତ୍ୟୁକୁ ଗାରିମାମୟ ଜୀବନର ଅଂଶବିଶେଷ…

ଗତ ମାସରେ ଟ୍ୟୁନିସିଆରୁ ଆସିଥିଲେ ଆତଙ୍କବାଦୀ

ପ୍ୟାରିସ୍‌,୩୧ା୧୦(ଆଇଏଏନ୍‌ଏସ୍‌): ଫ୍ରାନ୍ସର ନିସ୍‌ସ୍ଥିତ ନୋର୍ଟେ ଡେମ୍‌ ଚର୍ଚ୍ଚରେ ଛୁରାମାଡ଼ କରି ୩ ଜଣଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଜଣେ ଟ୍ୟୁନିସିଆ ନାଗରିକ। ୨୧ ବର୍ଷୀୟ ଇବ୍ରାହିମ୍‌ ଔଇସାଓଉଇ ଆକ୍ରମଣ ବେଳେ ପୋଲିସର ଗୁଳିମାଡ଼ରେ ଗୁରୁତର ଅଛନ୍ତି। ତାଙ୍କୁ ଏକ ହସ୍ପିଟାଲରେ ଚିକିତ୍ସା…

‘ଫରାସୀଙ୍କୁ ହତ୍ୟା କରିପାରିବେ ମୁସଲମାନ’

କୁଆଲାଲମ୍ବୁର,୩୧ା୧୦: ନିସ୍‌ ଆକ୍ରମଣର କିଛି ସମୟ ପରେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ଟୁଇଟର୍‌ରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ ଲକ୍ଷ ଫରାସୀଙ୍କୁ ହତ୍ୟା କରିବା ଅଧିକାର ମୁସଲମାନମାନଙ୍କର ରହିଛି। ଏହାକୁ ନେଇ ଫ୍ରାନ୍ସ ଓ…

ତୁର୍କୀ, ଗ୍ରୀସ୍‌ରେ ଭୂକମ୍ପ ପରେ ସୁନାମି

ଇସ୍ତାନବୁଲ/ଏଥେନ୍ସ,୩୧।୧୦: ଗ୍ରୀସ୍‌ ଓ ତୁର୍କୀରେ ଶୁକ୍ରବାର ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ଶତାଧିକ ଆହତ ହୋଇଛନ୍ତି। ବହୁ ବିଲ୍ଡିଂ ଧୂଳିସାତ୍‌ ହୋଇଯାଇଛି। ଭୂମିକମ୍ପ ପରେ ସୁନାମି ଆସିବାରୁ ତୁର୍କୀର ଇଜ୍‌ମିର୍‌ ରିସର୍ଟ…

ତେଜୁଛି ମାକ୍‌ରଁ ବିରୋଧୀ ବିକ୍ଷୋଭ

ନୂଆଦିଲ୍ଲୀ/ପ୍ୟାରିସ୍‌,୩୧ା୧୦: ତଥାକଥିତ ଇସ୍‌ଲାମ ବିରୋଧୀ ଆଭିମୁଖ୍ୟକୁ ନେଇ ଫ୍ରାନ୍ସକୁ ନିନ୍ଦିତ ହେବାକୁ ପଡ଼ିଛି। ବିଶେଷକରି ମୁସଲମାନ ବହୁଳ ରାଷ୍ଟ୍ରଗୁଡ଼ିକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କୁ କଡ଼ା ବିରୋଧ କରାଯାଇଛି। ଏପରି କି ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ ମାକ୍‌ରଁଙ୍କ କୁଶ ପୁତ୍ତଳିକା…

ଟିକା ପାଇଁ ବୀମା କବଚ

ବ୍ରସେଲ୍ସ,୩୧ା୧୦: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରୋନା ଭାକ୍ସିନର ଏକ ବୀମା ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସ୍କିମ ପାଇଁ ଅନ୍ୟ କେତେକ ପକ୍ଷଙ୍କ ସହ ମିଶି ଡବ୍ଲ୍ୟୁଏଚ୍‌ଓ ଏକ ପାଣ୍ଠି ଗଠନ କରିବ। ବୀମା ଯୋଜନାରେ ୯୨ ସ୍ବଳ୍ପ…

ସେନାଙ୍କୁ ସ୍ୱତନ୍ତ୍ର ପୋଷାକ, ଜୋତା, ଟେଣ୍ଟ ଯୋଗଇ ଦେଲେ ଜିନପିଙ୍ଗ ସରକାର

ବେଜିଂ,୩୦ ।୧୦: ଗୋଟିଏ ପଟେ ଭାରତ ସହ ଶାନ୍ତି କଥାବାର୍ତ୍ତା କରୁଥିବା ଚାଇନା କିନ୍ତୁ ଲଦ୍ଦାଖ ସୀମାରେ ସେନାକୁ ମଜଭୁତ କରିବାରେ ଲାଗିଛି । ଆଗକୁ ପ୍ରବଳ ଥଣ୍ଡାକୁ ଲକ୍ଷ୍ୟ କରି ଚାଇନାର ଜିନପିଙ୍ଗ ସରକାର ଏବେ ଳଦ୍ଦାଖ ଓ ସେହିଭଳି…

ସୁନୀଲ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ

ନ୍ୟୁୟର୍କ, ୩୦ା୧୦:ଆମେରିକା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ସେ ହେଉଛନ୍ତି ସୁନୀଲ ଫ୍ରିମ୍ୟାନ୍‌। ପାର୍ଟି ଫର୍‌ ସୋସିଆଲିଜମ୍‌ ଆଣ୍ଡ୍‌ ଲିବରେଶନରୁ ସେ ଟିକେଟ ପାଇଛନ୍ତି। ସୁନୀଲଙ୍କ ମା’ ଫ୍ଲୋରା ନଭିତା ଭାରତ ଜନ୍ମିତ। ଦେଶ…

ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ

ପ୍ୟାରିସ୍‌,୩୦ା୧୦:୪ ବର୍ଷ ୩ ମାସ ବ୍ୟବଧାନରେ ପୁଣି ଥରେ ଆତଙ୍କରେ ଥରି ଉଠିଛି ଫ୍ରାନ୍ସର ପର୍ଯ୍ୟଟନ ନଗରୀ ନିସ୍‌। ସହରସ୍ଥିତ ଏକ ଚର୍ଚ୍ଚରେ ଗୁରୁବାର ଜଣେ ଆତଙ୍କବାଦୀ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସେ ଛୁରାମାଡ଼ କରି…

ଚର୍ଚ୍ଚରେ ୩ ଜଣଙ୍କୁ ହତ୍ୟା, ମହିଳାଙ୍କ ଗଳା କାଟିଲେ ଆକ୍ରମଣକାରୀ

ପ୍ୟାରିସ୍‌,୨୯ା୧୦: ଗୁରୁବାର ଫ୍ରାନ୍ସର ନାଇସ ସହରର ଏକ ଚର୍ଚ୍ଚରେ ଆକ୍ରମଣ ହୋଇଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆକ୍ରମଣକାରୀ ଜଣେ ମହିଳାଙ୍କ ଛୁରି ସାହାଯ୍ୟରେ ଗଳାକାଟି ଦେଇଛନ୍ତି। କୁହାଯାଉଛି ଏହା ଆତଙ୍କବାଦୀ ଆକ୍ରମଣ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri