କରୋନା ଆତଙ୍କ: ୪ ଲକ୍ଷ ନାବିକ ୧୬ ମାସ ଧରି ଘର ଠୁଁ ଦୂରରେ
ମାନିଲା,୧।୧୧: ପୃଥିବୀରେ ଦେଖାଦେଇଥିବା କରୋନା ମହାମାରୀ ଯୋଗୁ ବିଭିନ୍ନ ଦେଶର ୪ ଲକ୍ଷରୁ ଅଧିକ ନାବିକ ୧୬ ମାସ ଧରି ଘରକୁ ଫେରି ନାହାନ୍ତି। ନାବିକଙ୍କ ସମେତ ବହୁ ଅଧିକାରୀ ଏବଂ ବନ୍ଦର କର୍ମଚାରୀ ଅଟକି ରହିଛନ୍ତିି। ସେମାନେ ବନ୍ଦର ତଥା…
ବିରୋଧ ସତ୍ତ୍ୱେ ଗିଲଗିଟ୍-ବଲ୍ଟିସ୍ତାନକୁ ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଲେ ଇମ୍ରାନ୍ ସରକାର
ଇସଲାମାବାଦ,୧।୧୧: ଦେଶବ୍ୟାପି ବିରୋଧ ସତ୍ତ୍ୱେ ଗିଲଗିଟ୍-ବଲ୍ଟିସ୍ତାନକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସରକାର ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ରବିବାର ଘୋଷଣା କରାଯାଇଛି। ଏସମ୍ପର୍କିତ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଥିବା ସେ କହିଛନ୍ତି। ସରକାର ଏହି ଅଞ୍ଚଳର ବିକାଶ…
ସତ କହିବା ପଡ଼ିଲା ମହଙ୍ଗା: ଅୟାଜ ସିଦ୍ଧିକ୍ଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ
ଇସଲାମାବାଦ,୧।୧୧: କୁହାଯାଏ ସତ କହିବା ସବୁବେଳେ ଭଲ। ମାତ୍ର ପାକିସ୍ତାନରେ ସତ କହିଥିବା ସାଂସଦ ଅୟାଜ ସିଦ୍ଧିକ୍ଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବା ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଭାରତୀୟ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ…
ସାମୁଦ୍ରିକ ଝଡ଼ ‘ଗୋନି’ର ତାଣ୍ଡବ: ମାନିଲା ବିମାନ ବନ୍ଦର ୨୪ ଘଣ୍ଟା ପାଇଁ ବନ୍ଦ
ମାନିଲା,୧।୧୧: ଫିଲିପାଇନ୍ସ୍ର ପୂର୍ବ ଅଞ୍ଚଳରେ ସାମୁଦ୍ରିକ ଝଡ଼ ‘ଗୋନି’ର ତାଣ୍ଡବ ଆରମ୍ଭ ହୋଇଛି। ରବିବାର ଭୋର୍ ସମୟରେ ଏହା କାଟାଣ୍ଡୁଆନାସ୍ ଦ୍ୱୀପରେ ମାଡ଼ ହୋଇଛି। ସ୍ଥଳଭାଗରେ ମାଡ଼ ସମୟରେ ଏହାର ଘଣ୍ଟାପ୍ରତି ବେଗ ୨୨୫ କିଲୋମିଟର ଥିବା କୁହାଯାଉଛି। ଏବେ ଏହାର…
ଟ୍ରମ୍ପ୍ଙ୍କ ୧୮ ନିର୍ବାଚନ ରାଲି: ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ, ୭ ଶହ ମୃତ
ଓ୍ବାଶିଂଟନ,୧।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ୩ରେ ହେବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ୧୮ଟି ନିର୍ବାଚନ ରାଲି କରାଯାଇଛି। ଏହାଯୋଗୁ ୩୦ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୭ ଶହ ଜଣଙ୍କ ମୃତ୍ୟୁ ଘଟିଛି। ଷ୍ଟେନଫୋର୍ଡ…
ମାଡ଼ି ଆସୁଛି ବିପଦ: ପୃଥିବୀକୁ ଧକ୍କାଦେବ ଗ୍ରହାଣୁପିଣ୍ଡ, ହେବ ପ୍ରଚଣ୍ଡ ବିସ୍ଫୋରଣ
ଓ୍ବାଶିଂଟନ,୧।୧୧: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆସନ୍ତା ୪୮ ବର୍ଷ ପରେ ୨୦୬୮ ଏପ୍ରିଲ୍ ୧୨ରେ ଏକ ଗ୍ରହାଣୁପିଣ୍ଡ ପୃଥିବୀକୁ ତୀବ୍ର ବେଗରେ ଧକ୍କାଦେବ। ଏହାଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ହେବ। ବିସ୍ଫୋରଣର ତୀବ୍ରତା ୮୮ କୋଟି ଟନ୍ ଟ୍ରାଇ ନାଇଟ୍ରୋ…
୬୨ ମିଟର ଦୂର ଚାଲିଲା ୫ ମହଲା କୋଠା: ସୁରକ୍ଷିତ ସ୍ଥାନକୁ ହେଲା ସ୍ଥାନାନ୍ତର
ବେଜିଂ,୧।୧୧: ଜୀବିତ ପ୍ରାଣୀ ଚାଲବୁଲ କରିଥାନ୍ତି। ତେବେ କୋଠା ଚାଲିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି ଘଟଣା ଚାଇନାର ସାଙ୍ଘାଇରେ ଘଟିଛି। ରୋବୋଟିକ୍ ଗୋଡ଼ ଲଗାଇ ଚାଇନାର ଏକ ୫ ମହଲା କୋଠାକୁ ୬୨ ମିଟର ଦୂର…
ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି କଳା ପଲିଥିନରେ ଥିବା କରୋନା ସଂକ୍ରମିତଙ୍କ ମୃତଦେହ!
ମସ୍କୋ,୧ ।୧୧: ରୁଷିଆରେ କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି । ଯାହା ପୂର୍ବାପେକ୍ଷା ଅଧିକ ବୋଲି ଅନୁମାନ କରାଯାଉଛି । ଶୁକ୍ରବର ଏଠାରେ ୧୮,୨୮୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ୩୫୫ଜଣଙ୍କ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ…
ପାକିସ୍ତାନ ରାସ୍ତା କଡରେ ଲାଗିଲା ୱିଙ୍ଗ କମାଣ୍ଡର ଅଭିନନ୍ଦନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର
ଲାହୋର,୧ ।୧୧: ଭାରତୀୟ ବାୟୁସେନାର ପରାକ୍ରମୀ ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ପୁଣିଥରେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି ପୋଷ୍ଟର ମଧ୍ୟ ପାକିସ୍ତାନ ରାସ୍ତାରେ ଲଗାଯାଇଥିବା ଦେଖାଯାଇଛି । ଏହି…
ବଢିଲା କରୋନା ସଂକ୍ରମଣ: ଏକ ମାସ ପାଇଁ ପୁଣିଥରେ ଲକ୍ଡାଉନ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଲଣ୍ଡନ,୧ ।୧୧: ଶୀତ ବଢିଲା ବଢିଲା କରୋନା ଭାଇରସ ସଂକ୍ରମଣ । ବ୍ରିଟେନରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଚିନ୍ତାରେ ପଡିଯାଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଏହାକୁ କାବୁ କରିବାକୁ ଯାଇ ନଭେମ୍ବର ୧ରୁ ଡିସେମ୍ବର ୨ ପର୍ଯ୍ୟନ୍ତ…
ଭୂକମ୍ପ ମୃତ୍ୟୁସଂଖ୍ୟା ୨୭
ଇଜ୍ମିର୍ (ତୁର୍କୀ),୧।୧୧: ତୁର୍କୀ ଓ ଗ୍ରୀସ୍ରେ ଶୁକ୍ରବାର ଅପରାହ୍ଣରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ବଡ଼ ଧରଣର ଭୂକମ୍ପରେ ତୁର୍କୀର ଆଜିଆନ ଉପକୂଳ ଏବଂ ଗ୍ରୀସ୍ର ସାମୋସ ଦ୍ୱୀପ ଉତ୍ତର ଭାଗ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଟିମ୍…
୭୦୦ କି.ମି. ଟ୍ରାଫିକ୍ ଜାମ୍
ପ୍ୟାରିସ୍,୧।୧୧: କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ପ୍ରତିହତ କରିବା ଲାଗି ଫ୍ରାନ୍ସ ସରକାର ପୁଣି ଥରେ ୪ ସପ୍ତାହ ପାଇଁ ଦେଶବ୍ୟାପୀ ଲକ୍ଡାଉନ ଘୋଷଣା କରିଛନ୍ତି। ଶୁକ୍ରବାରଠାରୁ ସେଠାରେ ଲକ୍ଡାଉନ ଆରମ୍ଭ ହୋଇଛି। ସହର ମଧ୍ୟରେ ଆବଦ୍ଧ ହୋଇ ରହିବା ଅପେକ୍ଷା…
Archives


