ବାଇଡେନଙ୍କ ଟିମ୍ରେ ବେଦାନ୍ତ
ଓ୍ବାଶିଂଟନ୍, ୨୦ା୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ହ୍ବାଇଟ ହାଉସ୍ କମ୍ୟୁନିକେଶନ ଓ ପ୍ରେସ ଷ୍ଟାଫଙ୍କ ନାଁ ଘୋଷଣା କରିଛନ୍ତି। ଏହି ଟିମ୍ରେ ଭାରତୀୟ ବଂଶୋଭବ ବେଦାନ୍ତ ପଟେଲଙ୍କୁ ଆସିଷ୍ଟାଣ୍ଟ ପ୍ରେସ୍ ସେକ୍ରେଟାରୀ ପଦବୀ ମିଳିଛି। ପଟେଲ…
ଆମେରିକା ଉପରେ ସାଇବର ଆକ୍ରମଣ
ୱାଶିଂଟନ,୨୦।୧୨: ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ହସ୍ତକ୍ଷେପକୁ ନେଇ ଉଠିଥିବା ଝଡ଼ ବିଗତ ୪ ବର୍ଷ ଧରି ଆମେରିକା ରାଜନୀତିକୁ ପ୍ରଭାବିତ କରିଆସିଥିଲା। ଏବେ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଆଗରେ ରୁଷିଆ ଏହାଠୁ ଆହୁରି ବଡ଼ ସମସ୍ୟା ଛିଡ଼ା କରାଇଥିବା…
ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍ ବେଶରେ ପୋଲିସ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପେରୁର ଦୁଇ ପୋଲିସ ଅଫିସର ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍ ପୋଷାକରେ ନଜର ଆସିଛନ୍ତି। ଜଣେ ଡ୍ରଗ୍ସ ଡିଲରଙ୍କୁ ଧରିବା ପାଇଁ ଦୁଇ ଅଧିକାରୀ ଏଭଳି ପୋଷାକରେ ତାଙ୍କ ଘରେ ପହଞ୍ଚି ଥିଲେ। ପରେ ତାଙ୍କୁ ଗିରଫ କରିଥିଲେ। ଏହି…
କରୋନା ଭୂତାଣୁକୁ ବିନାଶ କରିବ ଏଲ୍ଇଡି ଲାଇଟ୍
ପ୍ରାୟ ବର୍ଷେ ହେବ ସାରା ବିଶ୍ୱ କରୋନା ମହାମାରୀ ସହ ସଂଘର୍ଷ କରିଆସୁଛି। ଏହି ଭୂତାଣୁ ଦୂର କରିବା ପାଇଁ ପ୍ରତ୍ୟେକ ଦେଶ ନିରନ୍ତର ଅନୁସନ୍ଧାନ ଜାରି ରଖିଛନ୍ତି। ଅନେକ ଦେଶରେ କରୋନା ହେବାର ଆଶଙ୍କା ହ୍ରାସ କରିବାକୁ ଟିକା ପ୍ରସ୍ତୁତି…
ଶୀଘ୍ର ବ୍ୟାପୁଛି ନୂଆ କରୋନା ଭାଇରସ ଷ୍ଟ୍ରେନ: ଡବ୍ଲ୍ୟୁଏଚ୍ଓକୁ ଜଣାଇଲା ୟୁକେ
ଲଣ୍ଡନ: ୟୁକେରେ ବ୍ୟାପୁଥିବା ନୂଆ କରୋନା ଭାଇରସ ପୂର୍ବ ଅପେକ୍ଷା ବେଶ୍ ଶକ୍ତିଶାଳୀ ଓ ଏହା ଦ୍ରୁତ ଗତିରେ ବ୍ୟାପୁଛି। ସଂକ୍ରମଣ ହ୍ରାସ ପାଇଁ ଅଧିକ ଜନସଚେତନତା ଦରକାର ବୋଲି ଶନିବାର କହିଛନ୍ତି ଇଂଲଣ୍ଡର ମୁଖ୍ୟ ଚିକିତ୍ସା ଅଧିକାରୀ କ୍ରିସ ୱିଟି।…
ବସ୍କୁ ଅଧ କିଲୋମିଟର ଘୋଷାଡି ନେଲା ଟ୍ରେନ :୧୨ ମୃତ , ୬ ଗୁରୁତର
ଢାକା,୧୯।୧୨-ବାଂଲାଦେଶରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରେନ ଯାତ୍ରୀବାହୀ ବସ୍କୁ ଧକ୍କା ଦେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଜୟପୁରହାଟ ଜିଲା ପୁରାଣପୋଇଲ ରେଳ କ୍ରସିଂରେ ଏହି ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ…
ପିଲା କାନ୍ଦିବାରୁ ପଡ଼ୋଶୀଙ୍କୁ ଏମିତି ଚିଠି ଲେଖିଲେ ମାତା ପିତା
ନବଜାତ ଶିଶୁମାନେ ଅଧିକ କାନ୍ଦନ୍ତି, କିନ୍ତୁ ଆମେରିକାରେ ଜଣେ ପିତାମାତା ଯାହା କରିଛନ୍ତି ତାହା ଜାଣି ଆପଣ ସେମାନଙ୍କୁ ପ୍ରଶଂସା ନ କରି ରହିପାରିବେନି। ଯୁକ୍ତରାଷ୍ଟ୍ରରେ, ଏକ ଦମ୍ପତି ରାତିରେ କାନ୍ଦୁଥିବା ଶିଶୁ ଲାଗି ପଡ଼ୋଶୀମାନଙ୍କୁ କ୍ଷମା ମାଗିଛନ୍ତି। ବର୍ତ୍ତମାନ ଏହି…
ବୋକୋ ହାରାମ ଆତଙ୍କବାଦୀଙ୍କ ନିର୍ଯାତନା: ଦିନରେ ୨ ଥର ମାଡ଼,ଥରେ ଖାଦ୍ୟ
ଆବୁଜା,୧୯।୧୨: ନାଇଜେରିଆର ସେକେଣ୍ଡାରୀ ସ୍କୁଲରୁ ବୋକୋ ହାରାମ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୩୪୪ ଶିକ୍ଷାର୍ଥୀ ଏବେ ଘରକୁ ଫେରିଛନ୍ତି। ଆତଙ୍କବାଦୀମାନେ ସେମାନଙ୍କୁ ଦେଇଥିବା ନିର୍ଯାତନ ସମ୍ପର୍କରେ ଅପହୃତ ଶିକ୍ଷାର୍ଥୀମାନେ ପ୍ରକାଶ କରିଛନ୍ତିି। ସେମାନଙ୍କ ଦିନରେ ୨ ଥର ପିଟା ଯିବା…
କରୋନା ଟୀକା ନେବାର ଅଳ୍ପ ସମୟ ପରେ ବେହୋସ ହୋଇଗଲେ ନର୍ସ: ଭିଡିଓ ଭାଇରାଲ
ଆମେରିକାର ଏକ ହସ୍ପିଟାଲର ନର୍ସଙ୍କ ମଧ୍ୟରେ ମୁଖ୍ୟ ଟିଫାନି ଡୋଭର କରୋନା ଟିକା ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବେହୋସ ହୋଇଥିଲେ। ଫାଇଜର ବାୟୋନୋଟେକର କୋଭିଡ ୧୯ ଟିକା ନେବାର ୧୭ ମିନିଟ୍ ପରେ ଟିଫାନି ଲାଇଭ କ୍ୟାମେରା ଆଗରେ…
ଝିଅଙ୍କ ପ୍ରେମିକଙ୍କୁ ଘରେ ରଖିଥିଲେ ଓବାମା: ଅଧିକ ଖାଉଥିବା ଦେଖି..
ଓ୍ବାଶିଂଟନ,୧୯।୧୨: ମହାମାରୀ କରୋନା ସମୟରେ କ୍ୱାରାଣ୍ଟାଇନ୍ରେ ଥିଲେ ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପରିବାର। ଏହି ସମୟରେ ବଡ଼ଝିଅ ମାଲିଆଙ୍କ ପ୍ରେମିକ ମଧ୍ୟ ତାଙ୍କ ଘରେ ରହିଥିଲେ। ତେବେ ସେ ଅତ୍ୟଧିକ ଖାଇବା କାରଣରୁ ତାଙ୍କ ଖାଦ୍ୟ…
କରୋନାରେ ପୀଡ଼ିତ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ
ବ୍ରାତିସ୍ଲାଭା,୧୯ ।୧୨: ୟୁରୋପୀୟ ଦେଶ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଇଗୋର ମୋତାଭିକ ବି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆ ଜରିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି । ବ୍ରସଲସରେ ଆୟୋଜିତ ଇୟୁ ସମ୍ମିଳନୀରେ ଯୋଗଦେବା ପରେ କରୋନା…
କରୋନା ଟିକା ନେଲେ ଲୋକେ ହୋଇଯିବେ କୁମ୍ଭୀର, ମହିଳାଙ୍କର ଉଠିବ ନିଶ ଦାଢ଼ି: ବ୍ରାଜିଲ ରାଷ୍ଟ୍ରପତି
ବ୍ରାସିଲିଆ,୧୯।୧୨: କରୋନା ପ୍ରତିଷେଧକ ଟିକା ନେଇ ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ବିବାଦୀୟ ମନ୍ତବ୍ୟ ନେଇଛନ୍ତି। ସେ କହିଛନ୍ତି ଯେ, କରୋନା ଟିକା ନେଲେ ଲୋକେ କୁମ୍ଭୀର ହୋଇଯିବେ। ସେହିପରି ମହିଳାଙ୍କର ନିଶ ଦାଢ଼ି ଉଠିବ। ଏହାସହିତ କିଛି ପୁରୁଷଙ୍କ କଣ୍ଠସ୍ବର…
Archives


