ଟାଇଟଲ ଛାଡ଼ିଲେ କାରୋଲିନ୍
ଶ୍ରୀଲଙ୍କାର ଏକ ବିୟୁଟି ପ୍ରତିଯୋଗିତା ମଞ୍ଚ ଉପରେ ଅଶୋଭନୀୟ ଆଚରଣ ସହ ଆପରାଧିକ ମାମଲାରେ ଜଡ଼ିତ ମିସେସ୍ ଓ୍ବାଲର୍ଡ ବିଜେତା କାରୋଲିନ୍ ଜୁରି ତାଙ୍କ ଟାଇଟଲ ତ୍ୟାଗ କରିଛନ୍ତି। ୪ ଏପ୍ରିଲରେ ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଥିଏଟରରେ ମିସେସ୍ ଓ୍ବାଲର୍ଡର ସ୍ଥାନୀୟ…
ଡେରେକ୍ ଚଉଭିନ୍ ଦୋଷୀ
ଓ୍ବାଶିଂଟନ୍, ୨୨ା୪: ଆମେରିକାର କୃଷ୍ଣକାୟ ଜର୍ଜ ଫ୍ଲୟଡ୍ଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ମିନିଆପଲିସ୍ର ପୂର୍ବତନ ପୋଲିସ ଅଫିସର ଡେରେକ୍ ଚଉଭିନ୍(୪୫)ଙ୍କୁ ହେନେପିନ୍ କାଉଣ୍ଟି କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରାୟ ୧୦ ଘଣ୍ଟା ଧରି ବିଚାର ଚାଲିବା ପରେ କୋର୍ଟ…
ମହାମାରୀ ସମୟରେ ବି ସର୍ବାଧିକ ମୃତ୍ୟୁଦଣ୍ଡ…
ରିୟାଦ,୨୧।୪: କରୋନା ସଂକ୍ରମଣରେ ଲୋକଙ୍କ ମୃତ୍ୟୁ ମହାମାରୀରେ ହେଉଥିବାବେଳେ ପୃଥିବୀର ବିଭିନ୍ନ ଦେଶରେ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶ ବି ଯଥେଷ୍ଟ ବଢ଼ିଛି। ଏହି ସଙ୍କଟ ସମୟରେ ପୃଥିବୀର ୪ ଦେଶରେ ଅଧିକ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ଏନେଇ ଏମନେଷ୍ଟି ଇଣ୍ଟରନ୍ୟାଶନାଲ…
ମିସୋରି ହାଉସ୍ ସଦସ୍ୟଙ୍କୁ ବହିଷ୍କାର ପ୍ରସ୍ତାବ
ଜେଫେରସନ ସିଟି, ୨୧ା୪: ନିଜ ୨ ଝିଅଙ୍କୁ ଯୌନ ଶୋଷଣ ସହ ଶାରୀରିକ ନିର୍ଯାତନା ଦେବା ମାମଲାରେ ମିସୋରି ହାଉସ୍ ସଦସ୍ୟ ରିପବ୍ଲିକାନ ରିକ୍ ରୋବରଙ୍କୁ ଗୃହରୁ ବହିଷ୍କାର କରାଯିବାକୁ ମିସୋରି ହାଉସ୍ ଏଥିକ୍ସ କମିଟି ସୋମବାର ପ୍ରସ୍ତାବ ଆଗତ କରିଛି।…
ଯୁଦ୍ଧଭୂଇଁରେ ଜୀବନ ଗଲା
ଏଣ୍ଡଜାମେନା,୨୧ା୪: ତିନି ଦଶନ୍ଧି ଧରି କ୍ଷମତାରେ ରହିବା ପରେ ବିଦ୍ରୋହୀଙ୍କ ସହ ସଂଘର୍ଷରେ ଚାଦ୍ ରାଷ୍ଟ୍ରପତି ଇଦ୍ରିସ୍ ଡେବି ଇଟ୍ନୋଙ୍କ ଜୀବନ ଯାଇଛି। ୬୮ ବର୍ଷୀୟ ଇଦ୍ରିସ୍ କ୍ଷମତାରେ ଦୀର୍ଘ ସମୟ ଧରି ରହିଥିବା ଆଫ୍ରିକାର ଅନ୍ୟତମ ଶାସକ। ୧୯୯୦ ଦଶକରେ…
କୌଣସି ସମୟରେ ମୃତ୍ୟୁ ଆଶଙ୍କା
ମସ୍କୋ, ୨୧ା୪: ୩ ସପ୍ତାହ ଧରି ଜେଲରେ ଅନଶନ ଜାରି ରଖିଥିବା ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧୀ ଦଳ ନେତା ଆଲେକ୍ସି ନଭଲନି(୪୪)ଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଯେ କୌଣସି ମୁହୂର୍ତ୍ତରେ ତାଙ୍କର ମୃତ୍ୟୁ ଘଟିପାରେ ବୋଲି ନଭଲନିଙ୍କ ଓକିଲ…
ଖୁସି ଖବର: ମାସ୍କ୍ ପିନ୍ଧିବାକୁ ମନା କଲେ ସରକାର…
ଜେରୁଜେଲମ୍,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ସୁରକ୍ଷା ଦୃଷ୍ଟିରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି । ମାସ୍କ୍ ପିନ୍ଧିବା, ନିୟମିତ ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଆଦି ଏଥିରେ…
ଏହି ବ୍ରହ୍ମାସ୍ତ୍ର ଆଗରେ ହାର ମାନିବ କରୋନା…
ଜେନେଭା/ନୂଆଦିଲ୍ଲୀ,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମାସ୍କ୍ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା କରୋନା ଲଢ଼େଇ ପାଇଁ…
ଭାରତକୁ ଆମେରିକା-ବ୍ରିଟେନ୍ବାସୀଙ୍କୁ ଆସିବା ମନା…
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ଆକ୍ରାନ୍ତ ବୟସ୍କଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।…
କୋଭାକ୍ସ କାର୍ଯ୍ୟକ୍ରମକୁ ଗ୍ରେଟାଙ୍କ ସହାୟତା
ଜେନେଭା, ୨୦।୪: ଗରିବ ଦେଶଗୁଡ଼ିକୁ କୋଭିଡ୍ ଟିକା ଯୋଗାଣରେ ପାତରଅନ୍ତରକୁ ନେଇ ସ୍ବିଡେନର ଜଳବାୟୁ କର୍ମୀ ଗ୍ରେଟା ଥନ୍ବର୍ଗ ସମାଲୋଚନା କରିଛନ୍ତି। ଗରିବ ଦେଶଗୁଡ଼ିକୁ କରୋନା ଟିକା ଯୋଗାଣ ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର କୋଭାକ୍ସ କାର୍ଯ୍ୟକ୍ରମକୁ ଗ୍ରେଟା ତାଙ୍କ…
ମିଗୁଏଲ୍ କ୍ୟୁବା କମ୍ୟୁନିଷ୍ଟ ପାର୍ଟିର ନୂଆ ନେତା
ହାଭାନା, ୨୦।୪: କ୍ୟୁବା କମ୍ୟୁନିଷ୍ଟ ପାର୍ଟି ନେତା ପଦରୁ ରାଉଲ କାଷ୍ଟ୍ରୋଙ୍କ ଅବସର ପରେ ସୋମବାର ଦଳ ମିଗୁଏଲ୍ ଡିଆଜ୍-କାନେଲଙ୍କୁ ନୂଆ ନେତା ବାଛିଛି। କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ଶେଷ ଦିନରେ ଏହି ନିଷ୍ପତ୍ତି ନିଆଯାଇଛି। ୬୧ ବର୍ଷୀୟ ମିଗୁଏଲ୍ ୨୦୧୯ରୁ…
ମଙ୍ଗଳରେ ଉଡ଼ିଲା ହେଲିକପ୍ଟର
ପୃଥିବୀ ବାହାରେ କୌଣସି ଦ୍ୱିତୀୟ ଗ୍ରହରେ ହେଲିକପ୍ଟର ଉଡ଼ାଇବାରେ ସଫଳ ହୋଇଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ସୋମବାର ମଙ୍ଗଳ ମାଟିରେ ଇନ୍ଜେନ୍ୟୁଟି ମାର୍ସ ହେଲିକପ୍ଟର ସଫଳତାର ସହ ଉଡ଼ାଣ ଭରିଛି। ଲୋହିତ ଗ୍ରହରେ ଜୀବସତ୍ତା ସନ୍ଧାନ ପାଇଁ ଫେବୃୟାରୀ…
Archives


