ବାରାକ ଓବାମାଙ୍କ ପୁସ୍ତକରେ ରାହୁଲ, ମନମୋହନଙ୍କ ବିଷୟରେ ଆଲୋଚନା
ଓ୍ବାଶିଂଟନ,୧୩।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂତନ ପୁସ୍ତକ ‘ଏ ପ୍ରମିଜଡ୍ ଲ୍ୟାଣ୍ଡ୍’ ଏବେ ବେଶ୍ ଚର୍ଚ୍ଚାରେ ରହିଛି। ଓବାମାଙ୍କ ନୂତନ ପୁସ୍ତକରେ କେରଳର ୱାୟାନାଡର ଲୋକସଭା ଏମ୍ପି ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି।…
ବ୍ରାଜିଲ ନିର୍ବାଚନରେ ବୋଲସୋନାରୋ, ଟ୍ରମ୍ପ୍
ବ୍ରାସିଲିଆ,୧୩।୧୧:ବ୍ରାଜିଲରେ ହେବାକୁ ଥିବା ପୌର ନିର୍ବାଚନ ମଇଦାନକୁ ବୋଲସୋନାରୋ ଓ ଟ୍ରମ୍ପ୍ ଉପନାମଧାରୀ ଅନେକ ପ୍ରାର୍ଥୀ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଆଡିଲ୍ସନ ବୋଲସୋନାରୋ, ଆଡିଲୋ ବୋଲସୋନାରୋ, ଆଞ୍ଜେଲା ବୋଲସୋନାରୋ, ଜେଜିନ୍ହୋ ବୋଲସୋନାରୋ, ଜୁନିୟର ବୋଲସୋନାରୋ ଆଦି ପ୍ରାର୍ଥୀ। ରାଷ୍ଟ୍ରପତି ଜୈର୍…
ପରାଜୟ ସ୍ବୀକାର କରୁନାହାନ୍ତି ଟ୍ରମ୍ପ୍
ଓ୍ବାଶିଂଟନ, ୧୩।୧୧:ଆମେରିକା ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ନେତା ଜୋ ବାଇଡେନ୍ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ୍ଙ୍କ ଠାରୁ ଅଧିକ ୭୪ ଇଲେକ୍ଟୋରାଲ ଭୋଟ ପାଇ ବିଜୟୀ ହୋଇଛନ୍ତି। ତେବେ ପରାଜୟକୁ ସ୍ବୀକାର କରିବାକୁ ରାଷ୍ଟ୍ରପତି ଟ୍ରମ୍ପ୍ ନାରାଜ।…
ବାଇଡେନ୍ଙ୍କୁ ଚ୍ୟାଲେଞ୍ଜ କରିବାକୁ ନେଇ ମୁହଁ ଖୋଲିଲେ ପୂର୍ବ ପତ୍ନୀ: କହିଲେ ‘ଟ୍ରମ୍ପ ପରାଜୟ ସ୍ବିକାର କରିନିଅନ୍ତୁ’
ଓ୍ବାଶିଂଟନ,୧୨।୧୧: ଆମେରିକାର ନିର୍ବାଚନ ଫଳାଫଳକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ପତ୍ନୀ ଇଭାନା ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତକାରରେ ଇଭାନା କହିଛନ୍ତି, ଡୋନାଲ୍ଡ ଭଲ ଲୁଜର୍ ନୁହଁନ୍ତି। ଏଥିପାଇଁ ସେ ବାଇଡେନଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରିଛନ୍ତି। ମୁଁ ଚାହୁଁଛି…
ହାଫିଜ୍ଙ୍କ ଆତଙ୍କବାଦୀ ସଂଗଠନ ପ୍ରବକ୍ତାଙ୍କୁ ୩୨ ବର୍ଷ ଜେଲ ଦଣ୍ଡାଦେଶ
ଇସଲାମାବାଦ୍,୧୨।୧୧: ବିଶ୍ୱ ଆତଙ୍କବାଦୀ ହାଫିଜ୍ ସଇଦ୍ଙ୍କ ସଂଗଠନ ଜମାତ୍-ଉଦ୍-ଦାଓ୍ବାର ପ୍ରବକ୍ତା ୟାହଆ ମୁଜାହିଦ୍ଙ୍କୁ ୩୨ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ପାକିସ୍ତାନର ଏକ ଆତଙ୍କବାଦୀ ନିରୋଧୀ କୋର୍ଟ ଏଭଳି ରାୟ ଦେଇଛନ୍ତି। ବିଚାରପତି ଏଜାଜ୍ ଅହମ୍ମଦ ବୁଟ୍ଟାର ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ…
କ୍ଷମତା ଦଖଲ ଷଡ଼ଯନ୍ତ୍ର ରଚୁଛନ୍ତି ଟ୍ରମ୍ପ୍ !
ଓ୍ବାଶିଂଟନ,୧୨।୧୧: ଆମେରିକା ନିର୍ବାଚନ ଫଳାଫଳକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସମ୍ପ୍ରତି ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ରେ ଟ୍ରମ୍ପ୍ କେତେକ ପରିବର୍ତ୍ତନ କରିଛନ୍ତି। ଏହା କ୍ଷମତା ଦଖଲର ପୂର୍ବ ସୂଚନା ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଟ୍ରମ୍ପ୍…
ସ୍ବୀକାର କଲା ପାକିସ୍ତାନ: ୨୬/୧୧ ମୁମ୍ବାଇ ଆକ୍ରମଣରେ ଥିଲେ ୧୧ ଲଶ୍କର ଆତଙ୍କବାଦୀ
ନୂଆଦିଲ୍ଲୀ/ଇସଳାମାବାଦ୍,୧୨।୧୧: ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣରେ ୧୧ ଜଣ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସାମିଲ୍ ଥିଲେ। ଏସମ୍ପର୍କରେ ପ୍ରଥମ ଥର ପାଇଁ ପାକିସ୍ତାନ ସ୍ବୀକାର କରିଛି। ଏନେଇ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପକ୍ଷରୁ କୁହାଯାଇଛି। ଗତ କିଛି ବର୍ଷ ଧରି ଭାରତ…
ବାହାରିନ୍ ପ୍ରିନ୍ସ ଖଲିଫାଙ୍କ ପରଲୋକ
ମାନମା,୧୧।୧୧-ବାହାରିନର ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ଖଲିଫା ବିନ୍ ସଲମାନ ଅଲ ଖଲିଫାଙ୍କ ବୁଧବାର ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବିଶ୍ୱରେ ସେ ପ୍ରଧାନମନ୍ତ୍ରୀ ପଦରେ ଅଧିକ ଦିନ ରହିଛନ୍ତି। ୧୯୭୧ରେ ବାହାରିନ ସ୍ବାଧିନତା…
କ୍ୟାନସର ହେବା ନାଁରେ ଅର୍ଥ ସଂଗ୍ରହ କରି ଏପରି ଉଡ଼ାଉଥିଲେ ମହିଳା, ଜଣାପଡ଼ିବା ପରେ…
ଲଣ୍ଡନ,୧୧ା୧୧: ବ୍ରିଟେନର ଜଣେ ମହିଳା ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହି ମହିଳା ନିଜକୁ ଜଣେ କର୍କଟ ରୋଗୀ କହି ଅନ୍ଲାଇନ ଯୋଗେ ପାଣ୍ଠି ମାଗୁଥିଲେ। ଆଉ ଏହି ପାଣ୍ଠି ପାଇବା ପରେ ସେ ଅନ୍ଲାଇନ ଜୁଆ ସମେତ…
କ୍ଷୀରରେ ଗାଧୋଇବା ପରେ ପ୍ୟାକ୍ କରି ବଜାରରେ କରାଯାଉଛି ବିକ୍ରି!
ଭିଟାମିନ୍ରେ ଭରପୂର କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାର ଉପକାର ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଜଣା। ତେବେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ୟାକେଟ କ୍ଷୀର ଉପରେ ନିର୍ଭରଶୀଳ। ମାତ୍ର ତୁର୍କୀର ଦୁଗ୍ଧ କାରଖାନାର ଏକ ଭିଡିଓ ବର୍ତ୍ତମାନ…
ଆମେରିକାର ଅଭିଯୋଗ: କରୋନା ସମ୍ପର୍କିତ ସୂଚନା ପ୍ରସାର କରିବାରେ ଡବ୍ଲ୍ୟୁଏଚ୍ଓ ବିଫଳ
ଓ୍ବାଶିଂଟନ,୧୧।୧୧: ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ବିରୋଧରେ ଆମେରିକା ଗୁରୁତର ଅଭିଯୋଗ ଆଣିଛି। ଆମେରିକା କହିଛି ଯେ, କରୋନ ଭୂତାଣୁର ଉତ୍ପତ୍ତି ତଥା ଏସମ୍ପର୍କିତ ତଥ୍ୟ ପ୍ରସାର କରିବାରେ ଡବ୍ଲ୍ୟୁଏଚ୍ଓ ବିଫଳ ରହିଛି। ଚାଇନା ପାଖରେ ଏସମ୍ପର୍କିତ ତଥ୍ୟ ମହଜୁଦ୍ ଥିଲେ ମଧ୍ୟ ଜାଣିଶୁଣି…
ଆମେରିକାରେ ହାହାକାର: ୨୪ ଘଣ୍ଟାରେ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ
ଓ୍ବାଶିଂଟନ,୧୧।୧୧: ଆମେରିକାରେ ପୁଣିଥରେ କରୋନା ତାଣ୍ଡବ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଏଠାରେ ୨ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ଇତିମଧ୍ୟରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୫୫…
Archives


