ଅନ୍ତର୍ଜାତୀୟ

ସୁଇଡେନ୍‌ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ସୁଇଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫବେନ୍‌ ଗତ ସପ୍ତାହରେ ପାର୍ଲାମେଣ୍ଟରେ ଆସ୍ଥା ଭୋଟ ହାରିବା ପରେ ସୋମବାର ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ବର୍ଷ ନିର୍ବାଚନ ଥିବାବେଳେ ଏବେ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ଦାୟିତ୍ୱ ଦେବାକୁ ୬୩ ବର୍ଷୀୟ ଷ୍ଟିଫାନ ବାଚସ୍ପତିଙ୍କୁ…

ଆମେରିକା, ୟୁରୋପ ଥରହର

ନୂଆଦିଲ୍ଲୀ, ୨୯।୬: କରୋନା ଭୂତାଣୁର ଡେଲ୍‌ଟା ଭାରିଆଣ୍ଟ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ଦ୍ୱିତୀୟ ଲହରରେ ଭୂତାଣୁର ଏହି ନୂଆ ରୂପ ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏବେ ଏହା ଆମେରିକା, ୟୁରୋପ ସମେତ ବିଶ୍ୱର ୮୫ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଲାଣି।…

ଚୁମ୍ବନ ଯୋଗୁ ପଦ ହରାଇଲେ ସ୍ବାସ୍ଥ୍ୟମନ୍ତ୍ରୀ

ଲଣ୍ଡନ,୨୮।୬: ବ୍ରିଟେନର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ ହନ୍‌କକ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ସହଯୋଗୀଙ୍କ ସହ ନିଜର ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିବା ମ୍ୟାଟ ଏବେ ବିବାହଦ ଘେରକୁ ଆସିଛନ୍ତି। ସିସିଟିଭିରେ ଚୁମ୍ବନ ଦେଉଥିବାର ଦୃଶ୍ୟ ଲୋକଲୋଚନକୁ ଆସିବା ପରେ ମ୍ୟାଟଙ୍କୁ…

ଏହି ଦେଶରେ ଏବେ ମାସ୍କ ପିନ୍ଧିବା ଜରୁରୀ ନୁହେଁ

ରୋମ୍‌,୨୮ା୬: ଫେବୃୟାରୀ ୨୦୨୦ରେ ବିଶ୍ୱରେ ମହାମାରୀ କରୋନା ବ୍ୟାପିବା ପରେ ଲୋକମାନେ ମାସ୍କ ପିନ୍ଧିବା ଆରମ୍ଭ କରିଥିଲେ। ୟୁରୋପର ଲୋକମାନେ ମଧ୍ୟ ମାସ୍କ ପିନ୍ଧି ଏହି ମହାମାରୀରୁ ନିଜକୁ ରକ୍ଷା କରିଥିଲେ। ଏଥି ସହିତ ୨୦୨୧ ମଧ୍ୟଭାଗରେ ୟୁରୋପୀୟ ଦେଶ ଇଟାଲୀର…

ଏକ ଛତ୍ରବାଦୀ ଶାସକଙ୍କ ଓଜନ କମୁଛି, ଦେଶବାସୀଙ୍କ ଚିନ୍ତା ବଢୁଛି…

ପୋୟାଙ୍ଗୟଙ୍ଗ,୨୮।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ନେଇ ଏବେ ଦେଶବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ କିଛି ମାସ ଧରି ଲଗାତାର କିମ୍‌ଙ୍କ ଶରୀର ଓଜନ ଲଗାତାର କମିବାରେ ଲାଗିଛି। କିମ୍‌ ଦୁର୍ବଳ ହେଉଥିବାରୁ ଏନେଇ ଜନସାଧାରଣଙ୍କ…

ବସ୍‌ଷ୍ଟାଣ୍ଡରେ ବ୍ରିଟେନ ପ୍ରତିରକ୍ଷା ଦସ୍ତାବିଜ୍‌

ଲଣ୍ଡନ, ୨୮ା୬: ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର ୫୦ ପୃଷ୍ଠା ସମ୍ବଳିତ ଗୋପନୀୟ ଦସ୍ତାବିଜ୍‌ ମଙ୍ଗଳବାର ଦକ୍ଷିଣ ଇଂଲଣ୍ଡର କେଣ୍ଟଠାରେ ଥିବା ଏକ ବସ୍‌ଷ୍ଟାଣ୍ଡରୁ ମିଳିବା ଘଟଣା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ଡକ୍ୟୁମେଣ୍ଟରେ ବ୍ରିଟେନ ଯୁଦ୍ଧ ଜାହାଜ ଏବଂ ବ୍ରିଟିଶ…

ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାଟିରୁ ଭୁଲ ବଶତଃ ବାହାରି ଯାଇଥିଲା ‘ଶହୀଦ ଲାଦେନ’

ଇସ୍ଲାମାବାଦ,୨୭।୬: ଆମେରିକା ଦ୍ୱାରା ଆବ୍ବତାବାଦରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଓସାମା ବିନ ଲାଦେନଙ୍କୁ ଶହୀଦ କରି ଦିଆଯାଇଥିଲା। ଗତବର୍ଷ ଜୁନରେ ଆମେରିକାରେ ଜାତୀୟ ସଭାକୁ ସମ୍ବୋଧିତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏଭଳି ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ସେତେବେଳେ ବିଶ୍ୱ…

ଟିକ୍‌ଟକ୍‌ରେ ଭାଇରାଲ ହେବା ପରେ ଜବତ ହେଲା ସିଂହ

ଫନୋମ ପେନ (କମ୍ବୋଡିଆ),୨୭।୬: ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେବା ପରେ ଚାଇନିଜ ବ୍ୟକ୍ତିଙ୍କ ଠାରୁ ରବିବାର ଏକ ପୋଷା ସିଂହ ଜବତ କରିଛନ୍ତି କମ୍ବୋଡିଆ ଅଧିକାରୀ। ୧୮ ମାସର ପୁରୁଷ ସିଂହର ଓଜନ ୭୦ କିଲୋ। ଏହି ସିଂହକୁ ବିଦେଶରୁ ଆଣି…

କରୋନାରୁ ସୁସ୍ଥ ହେବା ପରେ ସମ୍ପୂର୍ଣ୍ଣ ସ୍ବାଦ, ଗନ୍ଧ ଫେରିବାକୁ ୧ ବର୍ଷ ଲାଗିପାରେ: ବିଶେଷଜ୍ଞ

ପ୍ୟାରିସ୍,୨୭ା୬: କରୋନାରୁ ସୁସ୍ଥ ହେବା ପରେ ଯଦି ସ୍ବାଦ ଏବଂ ଗନ୍ଧ ବାରି ନ ହୁଏ ତେବେ ଏହା ଫେରିବାକୁ ୧ ବର୍ଷ ଲାଗିପାରେ ବୋଲି ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି। କରୋନା ଭାଇରସକୁ ୨୦୨୦ ଆରମ୍ଭରେ ମହାମାରୀ ଘୋଷଣା କରାଯାଇଥିଲା।…

କେତେ ଦିନ ବଲିଉଡ୍‌ର ନକଲ କରିବ, ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଇମ୍ରାନଙ୍କ ପ୍ରଶ୍ନ..

ଲାହୋର,୨୭।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଦେଶର ଫିଲ୍ମ ଇଣ୍ଡଷ୍ଟ୍ରିକୁ ପ୍ରଶ୍ନ କରି କହିଛନ୍ତି ଯେ, ଆଉ କେତେ ଦିନ ବଊିଉଡ୍‌କୁ ନକଲ କରିବ, ଏବେ ନିଜର ପ୍ରକୃତ ପ୍ରତିଭାର ପରିଚୟ ଦିଅ। ସବୁବେଳେ ଓରିଜିନାଲିଟିକୁ ହିଁ ପ୍ରାଧାନ୍ୟ ମିଳିଥାଏ। ମାତ୍ର…

ଜେଲ୍‌ରେ ଥାଇ କଲ୍‌ଗର୍ଲଙ୍କୁ ଡାକିଲେ କଏଦୀ, ଅଶ୍ଳୀଳ ଫଟୋ ସାମ୍ନାକୁ ଆସିବା ପରେ…

ଲଣ୍ଡନ,୨୭ା୬: ଜେଲ୍‌ରେ ସଜା କାଟୁଥିବା ଜଣେ କଏଦୀ କଲ୍‌ଗର୍ଲଙ୍କୁ ଡାକିଥିଲେ। ଏହି ଘଟଣାର ଖୁଲାସା ହେଲା ଯେତେବେଳେ ମୋବାଇଲରେ ଉଠା ଯାଇଥିବା ଅଶ୍ଳୀଳ ଫଟୋ ଭାଇରାଲ ହେଲା। ତେବେ ଏହି ଫଟୋ ସାମ୍ନାକୁ ଆସିବା ପରେ ଜେଲ୍‌ର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ…

ଏହି ଦେଶରେ ରହିଛି ଶିଶୁଙ୍କ ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କା ଦେଇ ମନ ପସନ୍ଦର ସନ୍ତାନ କିଣି ନିଅନ୍ତି ଦମ୍ପତି

ଲଣ୍ଡନ,୨୭ା୬: ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ। କୁହାଯାଏ, ଜଣେ ନାରୀ ମା’ ହେଲେ ଯାଇ ତା’ ନାରୀ ଜୀବନର ସାର୍ଥକତା ମିଳିଥାଏ। ମାତ୍ର ବେଳେବେଳେ ଶରୀରରେ ସମସ୍ୟା ହେତୁ ମହିଳାମାନେ ମା’ ହେବାକୁ ଅସମର୍ଥ ହୋଇଥାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?