ଅନ୍ତର୍ଜାତୀୟ

ଟୁଇଟ୍‌ ବିକିବେ ଟୁଇଟର ସିଇଓ

ନୂଆଦିଲ୍ଲୀ, ୭ା୩: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର ସିଇଓ ଜ୍ୟାକ୍‌ ଡୋର୍‌ସି ତାଙ୍କ ପ୍ରଥମ ଟୁଇଟ୍‌ ନିଲାମ କରିବାକୁ ଶନିବାର ଘୋଷଣା କରିଛନ୍ତି। ୬ ମାର୍ଚ୍ଚ ୨୦୦୬ରେ ସେ ପ୍ରଥମେ କରିଥିବା ଟୁଇଟ୍‌କୁ କ୍ରିପ୍ଟୋକରେନ୍ସି ଭାବେ ବିକ୍ରି କରିବେ। ଏହି ଟୁଇଟ୍‌…

ପିତାଙ୍କ ସାମ୍ନାରେ ପୁଅକୁ ଗିଳିଲା କୁମ୍ଭୀର, ପେଟ ଚିରି ବାହାର କରାଗଲା ମୃତଦେହ

ଜାକର୍ତ୍ତା,୬।୩: ଇଣ୍ଡୋନେସିଆରେ ଏକ କୁମ୍ଭୀର ୮ ବର୍ଷର ଶିଶୁକୁ ଗିଳି ଦେଇଥିଲା। ଘଟଣା ପରେ ୨୬ ଫୁଟ ଲମ୍ବର ଏହି କୁମ୍ଭୀରକୁ ଧରାଯାଇ ତା’ ପେଟ ଚିରି ଶିଶୁର ମୃତଦେହ ବାହାର କରାଯାଇଥିଲା। ମୃତ ଶିଶୁର ନାମ ଦିମସ ମୁଲକାନ। ସେ…

ପ୍ରଥମ କିନ୍ନର ନ୍ୟୁଜ୍‌ ଆଙ୍କର, ମାର୍ଚ୍ଚ ୮ରୁ ପଢ଼ିବେ ଖବର

ଢାକା,୬।୩: ଇତିମଧ୍ୟରେ ବାଂଲାଦେଶ ସ୍ବାଧୀନତା ପାଇବା ୫୦ ବର୍ଷ ପୂରଣ କରିଛି। ଏହି ଦେଶକୁ ପ୍ରଥମଥର ପାଇଁ କିନ୍ନର ନ୍ୟୁଜ ଆଙ୍କର ମିଳିଛନ୍ତି। ଏଠାକାର ଏକ ନ୍ୟୁଜ୍‌ ଚ୍ୟାନେଲରେ ପ୍ରଥମ ଥର ପାଇଁ ଜଣେ କିନ୍ନର ନ୍ୟୁଜ୍‌ ଆଙ୍କରଙ୍କୁ ନିଯୁକ୍ତି କରାଯାଇଛି।…

ଶକ୍ତି ପରୀକ୍ଷାରେ ବିଜୟୀ ହେଲେ ଇମ୍ରାନ୍‌

ଇସଲାମାବାଦ୍‌,୬।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଉପରୁ ସଙ୍କଟ ହଟି ଯାଇଛି। ଶନିବାର ନ୍ୟାଶନାଲ ଆସେମ୍ବ୍ଲିରେ ଇମ୍ରାନ ଶକ୍ତି ପରୀକ୍ଷାରେ ବିଜୟୀ ହୋଇଛନ୍ତି। ସରକାରଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ୧୭୧ ସଦସ୍ୟଙ୍କ ଆବଶ୍ୟତା ଥିବାବେଳେ ସପକ୍ଷରେ ୧୭୮…

ପ୍ରଚଣ୍ଡ ବିସ୍ଫୋରଣରେ ଥରିଲା ରାଜଧାନୀ

ମୋଗାଦିଶୁ,୬।୩: ସୋମାଲିଆର ରାଜଧାନୀ ମୋଗାଦିଶୁରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଶୁକ୍ରବାର ବିଳମ୍ବିତ ରାତ୍ରରେ ଘଟିଥିବା ଏହି ବିସ୍ଫୋରରରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।…

ଆଫଗାନ୍‌ ସଂଘର୍ଷରେ ୯୦ ନିହତ

କାବୁଲ, ୬।୩(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନରେ ଗତ ୨୪ ଘଣ୍ଟା ମଧ୍ୟରେ ସଂଘର୍ଷ ଓ ଆତଙ୍କବାଦୀ ଆକ୍ରମଣରେ ୯୦ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୮ ସାଧାରଣ ନାଗରିକ ହୋଇଥିବାବେଳେ ୫ ଜଣ ଆଫଗାନ ଜାତୀୟ ପ୍ରତିରକ୍ଷା ଓ ସୁରକ୍ଷା ବଳ ସଦସ୍ୟ…

ଲାଇଭ୍‌ ଟିଭିରେ ଭାଷଣ ଭୁଲିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଲୋକେ କହିଲେ…

ଇସଲାମାବାଦ,୫।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ଲାଇଭ୍‌ ଟିଭିରେ କହୁ କହୁ ନିଜର ଲାଇନ୍‌ ଭୁଲିଗଲେ। କହିବା ଶେଷ ହେବା ପରେ ଲୋକେ ଏହି ଭିଡିଓକୁ ଟୁଇଟରରେ ଶେୟାର କରି ଟ୍ରୋଲ୍‌ କରୁଛନ୍ତି। ଇମରାନଙ୍କୁ ସିନେଟରେ ଝଟକା ଲାଗିଛି। ଏହା ପରେ…

ଇମ୍ରାନ୍‌ଙ୍କ ମୁଣ୍ଡରେ ଚଡ଼କ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୫ା୩:୨୦୧୮ ଅଗଷ୍ଟ ୧୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ପାକିସ୍ତାନ-ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ମୁଖ୍ୟ ଇମ୍ରାନ୍‌ ଖାନ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଆସୁଛି କି? ଏହି ପ୍ରଶ୍ନ ଏଇଥିପାଇଁ ଉଠୁଛି ଯେ ଇମ୍ରାନ୍‌ଙ୍କ ଘନିଷ୍ଠ ସହଯୋଗୀ ତଥା ଅର୍ଥମନ୍ତ୍ରୀ ଅବ୍‌ଦୁଲ୍‌ ହାଫିଜ୍‌ ଶେଖ୍‌…

ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଚାଇନା ବିପଦ

ନ୍ୟୁୟର୍କ, ୫।୩(ଆଇଏଏନ୍‌ଏସ୍‌):ଚାଇନାରୁ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ବିପଦ ବଢ଼ୁଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ହାଇ ଆଲର୍ଟ ଜାରି କରିଛନ୍ତି। ଏଥିସହିତ ସମଭାବାପନ୍ନ ଦେଶଗୁଡ଼ିକ ସହ ମେଣ୍ଟ ଗଠନ ଲାଗି ବାଇଡେନ ଆହ୍ବାନ ଦେଇଛନ୍ତି। ଆମେରିକା ଭାରତ ସହ ସମ୍ପର୍କକୁ ଆହୁରି…

ଭାବିଥିଲେ ପଥର, ମୂଲ୍ୟ ଜାଣି ଚକିତ ହୋଇଗଲେ

ଜାକର୍ତ୍ତା,୪।୩ : ସମୁଦ୍ର କୂଳରେ ବୁଲିଥିବା ଥାଇଲାଣ୍ଡର ଜଣେ ମହିଳାଙ୍କ ଭାଗ୍ୟ ବଦଳି ଯାଇଛି। ସିରିପର୍ନ ନିଆମ୍ରିନ ନାମକ ମହିଳା ନାଖୋନ ସି ଥାମାରାଟ୍‌ କୂଳରେ ଗତ ୨୩ ତାରିଖରେ ବୁଲୁଥିଲେ। ହଠାତ୍‌ ତାଙ୍କ ନଜର ପଡ଼ିଥିଲା ମାଛ ଭଳି ଗନ୍ଧ…

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମି ଭୟ

ଅକ୍‌ଲାଣ୍ଡ,୪।୩ : ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପରେ ଶୁକ୍ରବାର ସକାଳେ ୭.୨ ତିବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାପରେ ପାସିଫିକ ସୁନାମି ଓ୍ବାର୍ନିଂ ସେଣ୍ଟର (ପିଟିଡବ୍ଲ୍ୟୁସି) ପକ୍ଷରୁ ପୂରା ଦେଶରେ ସୁନାମି ପାଇଁ ଜାରି କରାଯାଇଛି ଚେତାବନୀ । ପ୍ରଥମେ ୭.୩…

ନିର୍ଦ୍ଦୋଷ ଥାଇ ୨୩ ବର୍ଷ ଜେଲ୍‌ରେ ରହିଲେ ଏହି ବ୍ୟକ୍ତି, ଏବେ ସରକାର ଗଣିବେ…

ଓ୍ବାଶିଂଟନ,୪।୩: ଆମେରିକାର ଜଣେ ବ୍ୟକ୍ତି ନିର୍ଦ୍ଦୋଷ ହୋଇ ବି ୨୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ସଜା କାଟିଲେ। ଏବେ ତାଙ୍କୁ ନ୍ୟାୟ ମିଳିଛି। କୋର୍ଟଙ୍କ କହିବା ଅନୁଯାୟୀ, କ୍ଷତିପୂରଣ ହିସାବରେ ଏହି ବ୍ୟକ୍ତିଙ୍କୁ ୫ ହଜାର ଡଲାର ଅର୍ଥାତ୍‌ ପ୍ରାୟ ୩.୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri