ଅନ୍ତର୍ଜାତୀୟ

ଉଡ଼ନ୍ତା ବିମାନରେ ପାଇଲଟଙ୍କୁ ଆକ୍ରମଣ କଲା ବିଲେଇ, ପରେ ଘଟିଲା ଏମିତି…

ଖାର୍ତୁମ,୪।୩: ସୁଡାନର ଏକ ଯାତ୍ରୀବାହୀ ବିମାନକୁ ଅଜବ କାରଣ ପାଇଁ ଜରୁରୀ ଅବତରଣ କରାଯାଇଛି। ଏହି ବିମାନର କକ୍‌ପିଟ୍‌ରେ ଏକ ବିଲେଇ ପଶି ଆସି ପାଇଲଟଙ୍କୁ ହଇରାଣ କରିଥିଲା। ସୂଚନାନୁଯାୟୀ, ଟାର୍କୋ ଏବିକେଶନ କେ ବିମାନ (3T-234) ସୁଡାନର ରାଜଧାନୀ ଖାର୍ତୁମରୁ…

ଫିଲ୍ମ ଉରିର ‘ଗରୁଡ’ ଭଳି ଦେଖାଯାଉଥିବା ଡ୍ରୋନ୍ ତିଆରି କଲା ଚାଇନା !

ବେଜିଂ,୪ ।୩: ବଲିଉଡ୍ ଫିଲ୍ମ ‘ଉରି’ରେ ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖିବାକୁ ଯେଉଁଭଳି ଏକ ଡ୍ରୋନ୍ ତିଆରି କରାଯାଇଥିଲା ଠିକ୍ ସେହିଭଳି ଏକ ଗରୁଡ ଡ୍ରୋନ୍ ତିଆରି କରାଯାଇଛି । ଏହି ରୋବର୍ଟ ଡ୍ରୋନକୁ ଚାଇନାର ଗୁଆଂସି…

ଐତିହାସିକ ରାୟ: ଏହି ମହିଳାଙ୍କୁ ମିଳିଲା ଇଚ୍ଛା ମୃତ୍ୟୁର ଅଧିକାର, ଖୁସି କହିଲେ ନ ସରେ…

ଲିମା,୪।୩: ୪୪ ବର୍ଷୀୟା ଜଣେ ମହିଳା କିଛି ବର୍ଷ ଧରି ‘ଇଚ୍ଛା ମୃତ୍ୟୁ ଅଧିକାର’ ପାଇଁ ଲଢୁଥିଲେ। ବର୍ତ୍ତମାନ ପେରୁ ସରକାର ଏକ ଐତିହାସିକ ରାୟ ଶୁଣାଇଛନ୍ତି। ସରକାର ତାଙ୍କୁ ମରିବା ପାଇଁ ଅଧିକାର ଦେଇଛନ୍ତି। ଏନା ଏଷ୍ଟ୍ରାଡା ନାମକ ଏହି…

ଗୁଳିମାଡ଼ରେ ୩୮ ନିହତ

ୟାଙ୍ଗୁନ୍‌, ୪।୩: ମ୍ୟାନ୍‌ମାର ବିକ୍ଷୋଭକାରୀଙ୍କ ଉପରେ ସୁରକ୍ଷା ବଳର ଦମନଲୀଳା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ବିଭିନ୍ନ ସହରରେ ପୋଲିସ ଓ ସେନା ଗୁଳିରେ ୩୮ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ସ୍ଥାନୀୟ ଗଣମାଧ୍ୟମ ତଥା ସୋସିଆଲ ମିଡିଆ ରିପୋର୍ଟରୁ ଜଣାପଡିଛି।…

ପ୍ରାର୍ଥିତ୍ୱ ପ୍ରତ୍ୟାହାର କଲେ ନୀରା ଟଣ୍ଡନ

ଓ୍ବାଶିଂଟନ, ୪।୩(ପି.ଟି.): ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନଙ୍କୁ ହ୍ବାଇଟ୍‌ ହାଉସ ଅଫିସ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟର ନିର୍ଦ୍ଦେଶିକା ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମନୋନୀତ କରିଥିଲେ। ତେବେ ନିଜ ଦଳ ଡେମୋକ୍ରାଟ ସମେତ ରିପବ୍ଲିକାନ ସିନେଟରଙ୍କ ବିରୋଧ ଯୋଗୁ…

ଏହି ଲ୍ୟାବ୍‌ରେ କରୋନା ସମ୍ବନ୍ଧିତ ଡାଟା ଲୁଚାଇଛି ଚାଇନା

ଓ୍ବାଶିଂଟନ,୩।୩: ଚାଇନାର ଉହାନ ସହରରେ ସର୍ବପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ମାତ୍ର ଚାଇନା ଏକଥାକୁ ମାନିବାକୁ ନାରାଜ। ତଥାପି ସମ୍ପୂର୍ଣ୍ଣ ଅସ୍ବୀକାର ବି କରୁନି। ଏବେ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ଚାଇନା ଉହାନ ଲ୍ୟାବ୍‌ରେ ରହସ୍ୟମୟୀ ଡାର୍କ ଡାଟାବେସକୁ ଲୁଚାଇଛି।…

ମୁକୁଳିଲେ ୨୭୯ ଅପହୃତା ଛାତ୍ରୀ

ଆବୁଜା, ୩ା୩: ନାଇଜେରିଆର ଉତ୍ତରପଶ୍ଚିମ ରାଜ୍ୟ ଜାମ୍‌ଫ୍ରାର ଏକ ବୋର୍ଡିଂ ସ୍କୁଲରୁ ଅପହରଣ ହୋଇଥିବା ୨୭୯ ଛାତ୍ରୀ ବନ୍ଧୁକଧାରୀଙ୍କ କବଳରୁ ମୁକୁଳିଛନ୍ତି। ଏ ନେଇ ଜାମ୍‌ଫ୍ରା ଗଭର୍ନର ବେଲ୍ଲୋ ମାଟଓ୍ବୋଲେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଗତ ଶୁକ୍ରବାର କେତେଜଣ ବନ୍ଧୁକଧାରୀ…

ରଣକ୍ଷେତ୍ର ପାଲଟିଲା ସିନ୍ଧ ବିଧାନସଭା

ସିନ୍ଧ, ୩ା୩: ପାକିସ୍ତାନର ସିନ୍ଧ ବିଧାନସଭାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତେହରିକ୍‌-ଏ-ଇନ୍‌ସାଫ ପାର୍ଟି ନେତାଙ୍କ ମଧ୍ୟରେ ମାଡ଼ପିଟ୍‌ ହୋଇଛି। ଏହାକୁ ନେଇ କିଛି ସମୟ ବିଧାନସଭା ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଦଳର ୩ ବିଧାୟକ ସେମାନେ ନିଜ ଇଚ୍ଛା ଅନୁଯାୟୀ ସିନେଟରେ…

୨୦୨୧ ଶେଷ ସୁଦ୍ଧା ପୃଥିବୀରେ ଶତାୟୁଙ୍କ ସଂଖ୍ୟା ୬ ଲକ୍ଷ ଛୁଇଁବ

ଜେନେଭା,୨।୩: ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ବିଜ୍ଞାନର ବିକାଶ ଯୋଗୁ ଏବେ ପୃଥିବୀରେ ଶତାୟୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ୧୦୦ ଅବା ୧୦୦ରୁ ଅଧିକ ବର୍ଷ ଜୀବିତ ରହିବା ସହଜ ହୋଇପାରୁଛି। ବିକଶିତ ଏବଂ ବିକାଶଶୀଳ ଦେଶରେ ଶତାୟୁଙ୍କ ସଂଖ୍ୟା…

ଚଳିତ ବର୍ଷ ବି କମିବ ନାହିଁ କରୋନା: ଡବ୍ଲୁଏଚ୍‌ଓ

ଜେନେଭା,୨ ।୩: ସାରା ବିଶ୍ୱରେ କରୋନା ମହାମାରୀ ସଂକ୍ରମଣକୁ ବର୍ଷେ ପୂରିଲାଣି । ହେଲେ କିଛିଦିନ ହେବ ଏହି ସଂକ୍ରମଣ ମାତ୍ରା କମ୍ ଲକ୍ଷ୍ୟ କରାଯାଉଥିବା ବେଳେ ଗତ ୨ ସପ୍ତାହ ହେବ ପୁଣିଥରେ ଏହି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି…

ମ୍ୟାନମାରରେ ସେନାକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଗଲା!

ନେପିତା,୨ ।୩: ଲୋକତନ୍ତ୍ର ଭାବେ ଦେଶରେ ଗଠନ କରାଯାଇଥିବା ସରକାରକଙ୍କୁ ଗାଦିଚ୍ୟୁତ କରିଥିବା ମ୍ୟାନମାର ସେନାଙ୍କ ବିରୋଧରେ ପ୍ରଦର୍ଶନ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି । ସୁରକ୍ଷାକର୍ମୀ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିବା ସହ ହିଂସା ପରିସ୍ଥିତି ସୃଷ୍ଟି…

ଦଳ ଗଢ଼ିବେନି ଟ୍ରମ୍ପ୍‌

ଓ୍ବାଶିଂଟନ, ୨।୩ (ପି.ଟି.): ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ପାଇଁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ୨୦୨୪ରେ ନିଶ୍ଚୟ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଏଥିପାଇଁ ରିପବ୍ଲିକାନ୍‌ମାନେ ଏକତ୍ର କାର୍ଯ୍ୟ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri