୨୦୨୪ ପର୍ଯ୍ୟନ୍ତ ରହିବ କରୋନା, ବଢ଼ାଇବାକୁ ପଡ଼ିବ ଭାକ୍ସିନ୍ ଉତ୍ପାଦନ: ଫ୍ରାନ୍ସ୍…
ପ୍ୟାରିସ୍,୬।୫: କରୋନା ମହାମାରୀ ସଂକ୍ରମଣ ନେଇ ଜି-୭ ସମ୍ମିଳନୀରେ ଫ୍ରାନ୍ସ୍ ପକ୍ଷରୁ ଚେତାବନୀ ଦିଆଯାଇଛି। ଭାକ୍ସିନ୍ ଉତ୍ପାଦନ ନ ବଢ଼ାଇଲେ କରୋନା ସଂକ୍ରମଣ ୨୦୨୪ ପର୍ଯ୍ୟନ୍ତ ରହିବ ବୋଲି ଫ୍ରାନ୍ସ୍ ପକ୍ଷରୁ ବହିର୍ବ୍ୟାପାର ମନ୍ତ୍ରୀ ଜିନ୍ ୟବେସ୍ ଲି ଡ୍ରିଆନ୍ ସୂଚନା…
ମାଡ଼ି ଆସୁଛି ବିପଦ: ଚାଇନାର ଜଳନ୍ତା ରକେଟ ପୃଥିବୀକୁ ଶନିବାର ଦେବ ଧକ୍କା …
ଓ୍ବାଶିଂଟନ,୬।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ସୃଷ୍ଟି କରିଥିବା ଚାଇନା ଯୋଗୁ ଏବେ ନୂଆ ବିପଦ ମାଡ଼ି ଆସୁଛି। ଚାଇନା ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଥିବା ରକେଟ ଲଙ୍ଗ୍ ମାର୍ଚ୍ଚ-୫ବି ଏବେ ନିୟନ୍ତ୍ରଣ ହରାଇଛି। ଏହା ତୀବ୍ରବେଗରେ ପୃଥିବୀ ମୁହାଁ ହୋଇଛି।…
ନୂଆ ସରକାର ଗଢ଼ିବାରେ ନେତାନ୍ୟାହୁ ବିଫଳ
ଜେରୁଜେଲମ୍, ୬।୫(ପି.ଟି.): ଦୀର୍ଘଦିନ ଧରି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଥିବା ବେଞ୍ଜାମିନ ନେତାନ୍ୟାହୁ ଧାର୍ଯ୍ୟ ସମୟସୀମା ମଧ୍ୟରାତ୍ର ସୁଦ୍ଧା ନୂଆ ସରକାର ଗଢ଼ିବାରେ ବିଫଳ ହୋଇଛନ୍ତି। ଫଳରେ ତାଙ୍କ ବିରୋଧୀମାନଙ୍କୁ ସରକାର ଗଢ଼ିବା ନେଇ ଏକ ସୁଯୋଗ ମିଳିଯାଇଛି। ୨୦୦୯ରୁ କ୍ଷମତାରେ ଥିବା…
ବ୍ରିଟେନ ଯୁବତୀଙ୍କୁ ପାକିସ୍ତାନରେ ହତ୍ୟା
ଲାହୋର, ୬ା୫: ବିବାହ ପାଇଁ ରାଜି ନ ହେବାରୁ ପାକିସ୍ତାନ ସ୍ଥିତ ଲାହୋରର ଗ୍ୟାଙ୍ଗ୍ଷ୍ଟର ଲଣ୍ଡନର ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମାହିରା ଜୁଲଫିକର ନାମ୍ନୀ ୨୬ ବର୍ଷୀୟା ଯୁବତୀଙ୍କ ମୃତଦେହ ସୋମବାର ଏକ ପୋଖରୀରୁ ଜବତ କରାଯାଇଛି।…
ନେପାଳ ସରକାର ସଂଖ୍ୟାଲଘୁ
କାଠମାଣ୍ଡୁ, ୬।୫(ଆଇଏଏନ୍ଏସ୍): କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ (ମାଓଇଷ୍ଟ ସେଣ୍ଟର) ସମର୍ଥନ ପ୍ରତ୍ୟାହାର କରିନେବା ପରେ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ନେପାଳ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି। ଆସନ୍ତା ୧୦ ତାରିଖରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପାଇଁ ଓଲିଙ୍କ…
୯ ସନ୍ତାନଙ୍କୁ ଏକାସଙ୍ଗେ ଜନ୍ମଦେଲେ ମହିଳା…
ବାମାକୋ,୫।୫: ଗୋଟିଏ ନୁହେଁ ଦୁଇଟି ନୁହେଁ, ଏକାସଙ୍ଗେ ୯ଜଣ ସନ୍ତାନଙ୍କୁ ଜଣେ ମହିଳା ଜନ୍ମ ଦେଇଛନ୍ତି। ଆଫ୍ରିକାର ମାଲିରେ ଏଭଳି ଘଟିଛି। ୨୫ ବର୍ଷ ବୟସ୍କା ହଲିମା ସିସ୍ସେ୍ ନାମକ ମହିଳା ମରକ୍କୋର ହସ୍ପିଟାଲରେ ପ୍ରସବ କରିଥିବା ଜଣାପଡ଼ିଛି। ମା’ ଏବଂ…
ଭଙ୍ଗା ପାଇପ ସଜାଡ଼ିବାକୁ ମିସ୍ତ୍ରୀ ମାଗିଲେ ୪ ଲକ୍ଷ, ବିଲ୍ ଭାଇରାଲ
ବ୍ରିଟେନର ଜଣେ ପ୍ଲମ୍ବର ବା ପାଇପ୍ ମିସ୍ତ୍ରୀଙ୍କ ବିଲ୍ ଏବେ ଚର୍ଚ୍ଚାରେ ରହିଛି। ଏହି ପ୍ଲମ୍ବର ଜଣକ ତାଙ୍କର ଜଣେ ଛାତ୍ରଙ୍କ ଘରେ ଭଙ୍ଗା ପାଇପ ସଜାଡ଼ିବାକୁ ପହଞ୍ଚିଥିଲେ। ରୋଷେଇ ଘରେ ସାମାନ୍ୟ ପାଇପ୍ ଟିକିଏ ସଜାଡ଼ି ଦେବାକୁ ମିସ୍ତ୍ରୀ ଜଣକ…
ବ୍ରିଟେନ୍ରେ ୨୪୦ ମିଲିୟନ ପାଉଣ୍ଡ ନିବେଶ କରିବ ସେରମ ଇନ୍ଷ୍ଟିଚ୍ୟୁଟ୍
ଲଣ୍ଡନ,୪।୫: ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସ୍ଆଇଆଇ) ବ୍ରିଟେନରେ ପୁଞ୍ଜି ନିବେଶ କରିବାକୁ ଯାଉଛି। ଭବିଷ୍ୟତରେ ଟିକା ବ୍ୟବସାୟକୁ ବିସ୍ତାର କରିବା ଏବଂ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରିବା ପାଇଁ କମ୍ପାନୀ ଲଣ୍ଡନରେ ନୂଆ କାର୍ଯ୍ୟାଳୟ ପ୍ରତିଷ୍ଠା…
ବିଲ୍ ଗେଟ୍ସ-ମିଲିଣ୍ଡା ଗେଟ୍ସ ଅଲଗା ହେଲେ
ୱାଶିଂଟନ, ୪ ।୫: ମାଇକ୍ରୋସଫ୍ଟ କର୍ପୋରେଶନର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ତାଙ୍କ ସ୍ତ୍ରୀ ମିଲିଣ୍ଡା ଗେଟ୍ସ ଙ୍କ ଦୀର୍ଘ ୨୭ ବର୍ଷର ଦାମ୍ପତ୍ୟ ଜୀବନରେ ଶେଷରେ ଭଟ୍ଟା ଆସିଛି। ଉଭୟ ପରସ୍ପରଠାରୁ ଅଲଗା ହେବା ସମ୍ପର୍କରେ ଘୋଷଣା କରିଛନ୍ତିି।…
କାନାଡାରୁ ମିଳିଲା ସବୁଠୁ ପୁରୁଣା ପାଣି
ଓଟ୍ଟାଓ୍ବା,୨।୫ : କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ଏକ ଦଳ ଆବିଷ୍କାର କରିଛି ଭୁପୃଷ୍ଟର ସବୁଠୁ ପୁରୁଣା ପାଣି। ବିଶେଷଜ୍ଞମାନଙ୍କୁ ଓଣ୍ଟାରିଓର ଏକ ଖଣିରୁ ୨୦୦୯ରେ ମିଳିଥିଲା ଏହି ପାଣିର ନମୁନା। ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଯିବା ପରେ…
ସେରମ୍ର ସିଇଓଙ୍କୁ ଧମକ, ଟୁଇଟ୍ କରି ଦେଲେ ସୂଚନା
ଲଣ୍ଡନ,୨।୫: ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓ୍ବାଲାଙ୍କୁ ଟିକା ଯୋଗାଣ ନେଇ ଧମକ ମିଳୁଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହି ଟୁଇଟ୍ରେ ସେ ଲେଖିଛନ୍ତି, ଟଙ୍କାଧାରୀ ଏବଂ ଶକ୍ତିଶାଳୀ ଲୋକଙ୍କଠାରୁ ତାଙ୍କୁ ଧମକପୂର୍ଣ୍ଣ କଲ୍ ଆସୁଛି। ସମସ୍ତେ…
ଭାରତରୁ ଆସୁଥିବା ଲୋକଙ୍କ ପ୍ରତି ରୋକ ଲଗାଇଲା ଏହି ଦେଶ, କହିଲା ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ
କାନ୍ବେରା,୨।୫: ଭାରତରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରତିଦିନ ଲକ୍ଷଲକ୍ଷ ନୂଆ ମାମଲା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର କେତେକ ଦେଶ ନିଜ ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ନ ଯିବା ଏବଂ ଭାରତରୁ ଆସୁଥିବା ଲୋକଙ୍କ…
Archives


