ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା
ଓ୍ବାରସ, ୯ା୫ : ପୋଲାଣ୍ଡର ଏକ ନିଦୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପଡ଼ିଥିବା ବୋମା ରବିବାର ବିସ୍ଫୋରଣ ଘଟିଛି। ପୋଲାଣ୍ଡ ନେଭି ଏହାକୁ ଡିଫ୍ୟୁଜ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ନଦୀ ଭିତରେ ଫୁଟିଥିବା ବୋମାର ଭିଡିଓ ଏବେ ସୋସିଆଲ…
ଘରେ ନିଆଁ ଲଗାଇ ବାହାରେ ଚେୟାରରେ ବସି ଦୃଶ୍ୟ ଉପଭୋଗ କରୁଥିଲେ ମହିଳା, ଜାଣିଲେ…
କଥାରେ ଅଛି, ଘର ଫୁଙ୍କି ତାମସା ଦେଖୁଛ। ଏହି କଥାର ଯଥାର୍ଥତା ଦେଖିବାକୁ ମିଳିଛି ଜଣେ ମହିଳାଙ୍କ କ୍ଷେତ୍ରରେ। ସେ ନିଜ ଘରେ ନିଆଁ ଲଗାଇଦେଇ ବାହାରେ ଚେୟାର ଉପରେ ବସି ଏହି ଦୃଶ୍ୟକୁ ଉପଭୋଗ କରୁଥିଲେ। ଏପରି ଘଟଣା ଦେଖିବାକୁ…
ବିପଦ ଟଳିଲା: ଭାରତ ମହାସାଗରରେ ପଡ଼ିଲା ଚାଇନା ରକେଟ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୫: ଶେଷରେ ବିପଦ ଟଳିଯାଇଛି। ଆତଙ୍କର ଅନ୍ତ ଘଟିଛି। ନିୟନ୍ତ୍ରଣ ହରାଇ ପୃଥିବୀ ମୁହାଁ ହୋଇଥିବା ଚାଇନାର ଜଳନ୍ତା ରକେଟ ଲଙ୍ଗ୍ ମାର୍ଚ୍ଚ ୫-ବି ରବିବାର ଭାରତ ମହାସାଗରରେ ରବିବାର ଭାରତୀୟ ସମୟ ପୂର୍ବାହ୍ନ ୧୦ଟା ୨୪ରେ ଖସି ପଡ଼ିଛି। ରକେଟ…
ଅଧିକ ସହାୟତା ପ୍ରତିଶ୍ରୁତି ଦେଲେ କମଲା ହାରିସ୍
ଓ୍ବାଶିଂଟନ୍୍, ୯ା୫: କରୋନା ମହାମାରୀରେ ଭାରତର ସହାୟତା ପାଇଁ ଆମେରିକା ଜୋ ବାଇଡେନ୍ ସରକାର ସଂକଳ୍ପବଦ୍ଧ। ଭାରତର କଲ୍ୟାଣ ଆମେରିକା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେରିକା ଉପରାଷ୍ଟ୍ରପତି କମଲା ହାରସ୍ କହିଛନ୍ତି। ଭାରତରେ କରୋନା ତାଣ୍ଡବ ‘ହୃଦୟ ବିଦାରକ’ ବୋଲି…
କାବୁଲ ସ୍କୁଲ ନିକଟରେ ବିସ୍ଫୋରଣ: ୨୫ ମୃତ
କାବୁଲ, ୯।୫: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମାଧ୍ୟମିକ ସ୍କୁଲ୍ ନିକଟରେ ଶନିବାର ବିସ୍ଫୋରଣ ଘଟିଛି। ଏଥିରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀ। ସ୍କୁଲ୍ ଛୁଟି ପରେ…
ଜାଣନ୍ତି କରୋନା ମହାମାରୀ ସମୟରେ କେତେଥର ହାତ ଧୋଇବା ଉଚିତ୍, ନଚେତ୍…
ଓ୍ବାଶିଂଟନ,୮।୫: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ମୁହଁରେ ମାସ୍କ ବାନ୍ଧିବା ସହିତ ହାତ ଧୋଇବା ଅଭ୍ୟାସ ସହ ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ…
ଶେଷରେ ମାନିଲା ପାକିସ୍ତାନ: ୩୭୦ ହଟାଇବା ଭାରତର ଆଭ୍ୟନ୍ତରୀଣ ମାମଲା…
ଇସଲାମାବାଦ୍/ନୂଆଦିଲ୍ଲୀ,୮।୫: ଶେଷରେ ପାକିସ୍ତାନ ଭାରତର ଜମ୍ମୁ-କଶ୍ମୀର ନୀତିକୁ ମାନିଛି। ୩୭୦ ଅନୁଚ୍ଛେଦ ହଟାଇବା ଭାରତର ଆଭ୍ୟନ୍ତରିଣ ମାମଲା ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମାହମୁଦ୍ କ୍ୟୁରେଶି କହିଛନ୍ତି। ଏହା ପୂର୍ବରୁ ପାକିସ୍ତାନ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କୁ ବିରୋଧ କରି…
ଏସ୍ଏନ୍ଏଲ୍ ବିବାଦରେ ମସ୍କ
ଓ୍ବାଶିଂଟନ,୮ା୫: ଆମେରିକାର ଏନ୍ବିସି ‘ସଟର୍ଡେ ନାଇଟ୍ ଲାଇଭ୍’ (ଏସ୍ଏନ୍ଏଲ୍)ରେ ପ୍ରସାରିତ ବିଳମ୍ବିତ ରାତି ଟିଭି କମେଡି ଶୋ’ ମଚ୍ ଏଡୋ ଏବାଉଟ ନଥିଂ ଏହାର ୪୬ତମ ସିଜନ୍ରେ ବିବାଦ ଘେରକୁ ଆସିଛି। ସ୍ପେସେକ୍ସ-ଟେସ୍ଲା ସିଇଓ ତଥା ଅରବପତି ଏଲନ୍ ମସ୍କ ନିକଟରେ…
ଥରେ କି ଦୁଇଥର ନୁହେଁ, ୧୦ ଥର ଆସିଲା ନେଗେଟିଭ୍ ରିପୋର୍ଟ; ତଥାପି କରୋନାରେ ଚାଲିଗଲା ଜୀବନ
ଲଣ୍ଡନ,୭।୫: କରୋନା ଭ୍ୟାକ୍ସିନ ଆସିବା ପରେ ଏହି ମହାମାରୀ ସହିତ ଜଡ଼ିତ କିଛି ଜଟିଳ ସମସ୍ୟା ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ବ୍ରିଟେନରୁ ଆସିଛି। ଏଠାକାର ୫୫ ବର୍ଷୀୟା ଜଣେ ମହିଳା ଲଗାତର କରୋନା ଟେଷ୍ଟ କରାଉଥିଲେ। ଏମିତିକି ଥରେ…
ଆଉ ଏକ ସଙ୍କଟ ସୃଷ୍ଟି କଲା ଚାଇନା: ଚିନ୍ତାରେ ବିଶ୍ୱବାସୀ
ୱାଶିଂଟନ,୭।୫: ବିଶ୍ୱକୁ କରୋନା ମହାମାରୀ ଭିତରକୁ ଠେଲି ଦେଇଥିବା ଚାଇନା ମହାକାଶର ରାଜା ହେବା ଚକ୍କରରେ ଆଉ ଏକ ସଙ୍କଟ ସୃଷ୍ଟି କରିଛି। ଚାଇନା ଦ୍ୱାରା ଛଡା ଯାଇଥିବା ଏକ ରକେଟ ମହାକାଶରେ ନିୟନ୍ତ୍ରଣ ହରାଇଛି ଏବଂ ଶୀଘ୍ର ପୃଥିବୀ ଆଡକୁ…
ସିଙ୍ଗଲ୍ ଡୋଜ ଟିକାକୁ ମିଳିଲା ଅନୁମତି
ମସ୍କୋ, ୬ା୫ : ରୁଷିଆର ସ୍ବାସ୍ଥ୍ୟ ଅଧିକାରୀ ସ୍ପୁଟନିକ-ଭି କରୋନା ଭାଇରସ ଟିକାର ସିଙ୍ଗଲ୍ ଡୋଜ ଭର୍ସନକୁ ଗୁରୁବାର ଅନୁମତି ଦେଇଛନ୍ତି। ଟିକା ପ୍ରସ୍ତୁତିରେ ଖର୍ଚ୍ଚ କରୁଥିବା ରୁଷିଆନ ଡିରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ୍ (ଆର୍ଡିଆଇଏଫ୍) ପକ୍ଷରୁ କୁହାଯାଇଛି, ସ୍ପୁଟନିକ ଲାଇଟ୍ କୋଭିଡ୍-୧୯…
ନିର୍ବାଚନୀ ରାଲିରେ ଭାଲୁ ଆଣିଲେ ପ୍ରାର୍ଥୀ
କାଲିଫର୍ନିଆ, ୬ା୫ : ଆମେରିକାର କାଲିଫର୍ନିଆ ଗଭର୍ନର ନିର୍ବାଚନୀ ରାଲିରେ ରିପବ୍ଲିକାନ ପ୍ରାର୍ଥୀ ସାଥିରେ ଆଣିଥିଲେ ଏକ ଭାଲୁ। ଜନ କକ୍ସ ‘ବ୍ୟୁଟି ଆଣ୍ଡ୍ ଦି ବିଷ୍ଟ’ ଥିମରେ ପ୍ରଚାର କରିଛନ୍ତି। ବର୍ତ୍ତମାନ ଡେମୋକ୍ରାଟିକ୍ ଗଭର୍ନର କାଭିନ ନ୍ୟୁସମଙ୍କ ପାଇଁ ବ୍ୟୁଟି…
Archives


