ଗୋଟିଏ ଗୁଜବ ପାଇଁ ୯ ବର୍ଷ ଧରି ଖାଲି ପଡ଼ିଛି ପ୍ରଧାନମନ୍ତ୍ରୀଙ୍କ ହାଉସ୍
ଟୋକିଓ,୨।୫: ପ୍ରତ୍ୟେକ ଦେଶର ପ୍ରଧାନମନ୍ତ୍ରୀ ହାଉସ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଦେଶର ଲୋକମାନେ ଭାବନ୍ତି ଏହା ଭିତର କେମିତି ତିଆରି ହୋଇଛି, କେମିତି ଦେଖିବାକୁ, କ’ଣ ସବୁ ସୁବିଧା ରହିଛି। ମାତ୍ର ଥରେ ଭାବିଲେ ଜାପାନ ଏମିତି ଏକ ଦେଶ ଯେଉଁଠି…
୧୦୦ ଫୁଟ ଉପରୁ ହଠାତ୍ ଖସିପଡ଼ିଲା ବାଲକୋନି, ତଳେ ଥିଲେ ମହିଳା; ଆଉ ତା’ ପରେ…
ସେଣ୍ଟପିଟର୍ସବର୍ଗ,୨।୫: ରୁଷିଆର ଏକ ବହୁତଳ ପ୍ରାସାଦର ବାଲକୋନି ଖସିପଡ଼ିଛି। ଠିକ୍ ଏହି ସମୟରେ ତଳେ ଠିଆ ହୋଇଥିବା ଦୁଇ ମହିଳା ପ୍ରାଣ ବିକଳରେ ଦୌଡ଼ିଥିଲେ। ସିସିଟିଭିରେ କଏଦର ହୋଇଥିବା ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଭିଡଓରେ…
ଲେଡି ଗାଗାଙ୍କ କୁକୁର ଅପହରଣ : ୫ ଗିରଫ
ଲସ୍ ଏଞ୍ଜେଲ୍ସ,୧।୫ : ଅନ୍ତର୍ଜାତୀୟ ଗାୟକ ଲେଡି ଗାଗାଙ୍କ କୁକୁରକୁ ଅପହରଣ ଘଟଣାରେ ଲସ୍ ଏଞ୍ଜେଲ୍ସ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଜେମ୍ସ ଜ୍ୟାକସନ (୧୮), ଜେଲିନ ହ୍ବାଇଟ୍ (୧୯) ଓ ଲାଫାଏଟ ଓ୍ବାଲେ (୨୭) କୁକୁରକୁ…
ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସୂଚନା ଦେଲେ ଧନୀ ବ୍ୟକ୍ତି, ସ୍ତ୍ରୀ ଶେଷରେ କଲେ ଏପରି…
ଟୋକିଓ,୧।୫: ଜଣେ ଅବା ଦୁଇ ଜଣ ନୁହେଁ ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ନେଇ ଜଣେ ଅରବପତି ସୂଚନା ଦେଇଥିଲେ। ତେବେ ଏହା ତାଙ୍କ ପାଇଁ ଶେଷରେ ମହଙ୍ଗା ପଡ଼ିଥିଲା। ସ୍ବାମୀ ଧୋକା ଦେଇଥିବାରୁ ୨୫ ବୟସ୍କା…
ଭାରତୀୟ ଯାତ୍ରୀଙ୍କୁ ଅଷ୍ଟ୍ରେଲିଆ ମନା: ଉଲ୍ଲଂଘନ କଲେ ଜେଲଦଣ୍ଡ-ଜରିମାନା…
ସିଡ୍ନୀ,୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କେତେକ ଦେଶ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଯାତ୍ରୀଙ୍କ ଉପରେ କଟକଣା ଲଗାଇ ସାରିଛନ୍ତି। ଏବେ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଭାରତୀୟ ଯାତ୍ରୀଙ୍କ ଉପରେ ସାମୟିକ ପ୍ରତିବନ୍ଧକ…
ଇସ୍ରାଏଲ୍: ଦଳାଚକଟାରେ ୪୪ ମୃତ
ଜେରୁଜେଲମ, ୧।୫(ଆଇଏଏନ୍ଏସ୍): ଇସ୍ରାଏଲ୍ରେ ଗୁରୁବାର ମଧ୍ୟରାତ୍ରରେ ଏକ ଇହୁଦୀ ଉତ୍ସବ ପାଳନ ବେଳେ ଦଳାଚକଟା ଘଟି ୪୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୧୦୩ ଜଣ ଆହତ ହୋଇଥିବାବେଳେ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।…
ବୟଫ୍ରେଣ୍ଡଙ୍କ ସହ କଥା ହେଉଥିବା ସମୟରେ ଧରା ପଡ଼ିଲେ ଯୁବତୀ, ଆଉ ତା’ ପରେ…
କାବୁଲ,୩୦।୪: କୌଣସି ଯୁବତୀ ଜଣେ ଯୁବକଙ୍କ ସହ ଫୋନ୍ରେ କଥା ହେବା ଅପରାଧ ନୁହେଁ। ମାତ୍ର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ଯୁବତୀ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଫୋନ୍ରେ ଗପୁଥିଲେ। ଏଥିପାଇଁ ତାଙ୍କୁ…
ଦଳାଚକଟାରେ ଚାଲିଗଲା ୪୦ ଜୀବନ, ୧୦୦ରୁ ଅଧିକ ଆହତ
ଜେରୁଜେଲମ,୩୦।୪: ଉତ୍ତର ଇସ୍ରାଏଲର ଲାଗ ବି’ ମର୍ ବୋନଫାୟାର୍ ଫେଷ୍ଟିଭାଲ ଅବସରରେ ଏକ ଅଘଟଣ ଘଟିଛି। ଶୁକ୍ରବାର ଏହି ଫେଷ୍ଟିଭାଲରେ ଦଳଚକଟା ହେବାରୁ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଇଛନ୍ତି। ଏଠାରେ ଭିଡ ଅସମ୍ଭାଳ ହେବାରୁ ଦଳାଚକଟା ଘଟିଛି। ଫଳରେ ଏହି…
ଚକୋଲେଟ୍ ଚୋରି କରି ପୁଣି ଅଡୁଆରେ ପାକିସ୍ତାନ ରାଜନେତା
ଇସଲାମାବାଦ୍: ପାକିସ୍ତାନକୁ ପୁଣି ଥରେ ଲଜ୍ଜିତ ହେବାକୁ ପଡ଼ିଛି। ଦକ୍ଷିଣ କୋରିଆରେ ପାକିସ୍ତାନର ଦୁଇ ରାଜନେତା ଚୋରି କରିଥିବା ବେଳେ ଧରା ପଡ଼ିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁଇ ନେତା କୌଣସି ବଡ଼ ଜିନିଷ ଚୋରି କରିନାହାନ୍ତି। ଚକୋଲେଟ୍ ଏବଂ…
ଅନ୍ୟକୁ ସାହାଯ୍ୟ କରୁଥିବା ଭାରତକୁ ଏବେ ଆମର ସହାୟତା ଲୋଡା: ପ୍ରିନ୍ସ ଚାଲର୍ସ
ଲଣ୍ଡନ,୨୯।୪: ବ୍ରିଟେନର ପ୍ରିନ୍ସ ଅଫ ୱେଲ୍ସର ପ୍ରିନ୍ସ ଚାଲର୍ସ ଭାରତରେ କରୋନା ମହାମାରୀରୁ ଆସିଥିବା ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ସମୟରେ ଭାରତକୁ ସେ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ଏହି ମହାମାରୀ…
୧୭ ଦେଶରେ ଭାରତର ମ୍ୟୁଟାଣ୍ଟ
ଓ୍ବାଶିଂଟନ, ୨୯।୪(ଆଇଏଏନ୍ଏସ୍): ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଡବଲ ମ୍ୟୁଟାଣ୍ଟ କୋଭିଡ୍ ଭୂତାଣୁ ବି୧୬୧୭ ଅନୂ୍ୟନ ୧୭ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) କହିଛି। ଏପ୍ରିଲ ୨୭ ସୁଦ୍ଧା ବି୧୬୧୭ ଭାରିଆଣ୍ଟ ୧,୨୦୦ରୁ ଊର୍ଦ୍ଧ୍ୱ ସିକ୍ୱେନ୍ସରେ ଚିହ୍ନଟ ହୋଇଛି।…
‘ଭାକ୍ସ ଲାଇଭ୍’ରେ ମେଘାନ୍-ହ୍ୟାରି
ବ୍ରିଟେନ୍ ପ୍ରିନ୍ସ ହ୍ୟାରି ଓ ସ୍ତ୍ରୀ ମେଘାନ ମର୍କେଲ କରୋନା ଟିକାର ପ୍ରୋତ୍ସାହନ ପାଇଁ ଗ୍ଲୋବାଲ କନ୍ସର୍ଟ ‘ଭାକ୍ସ ଲାଇଭ୍’ରେ ପ୍ରଚାର ଅଭିଯାନରେ ସାମିଲ ହେବେ। ଆସନ୍ତା ୨ ତାରିଖରେ ଆମେରିକାର ଲସ୍ ଆଞ୍ଜେଲ୍ସଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ…
Archives


