ବୟଫ୍ରେଣ୍ଡ୍ଙ୍କ ସହିତ ମୋବାଇଲ୍ରେ କଥା ହେବାରୁ ମିଳିଲା ଏଭଳି ଦଣ୍ଡ…
କାବୁଲ,୨୮।୪: ମୋବାଇଲରେ ବୟଫ୍ରେଣ୍ଡ୍ଙ୍କ ସହିତ କଥା ହେବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରେ ସର୍ବସମ୍ମୁଖରେ ୪୦ ଥର ଚାବୁକ୍ମାଡ଼ ହୋଇଛି। ଏଭଳି ଘଟଣା ଆଫଗାନିସ୍ତାନରେ ଘଟିଛି। ଆମେରିକା ସୈନ୍ୟଙ୍କ ସ୍ବଦେଶ ଫେରିବା ଘୋଷଣା ପରେପରେ ଦେଶରେ ପୁଣି…
ସ୍ବାମୀଙ୍କୁ ନପୁଂସକ ଔଷଧ ଦେଉଛନ୍ତି ଏହି ଦେଶର ମହିଳା…
ବେଜିଂ,୨୮।୪: ସ୍ବାମୀଙ୍କ ଅଜାଣତରେ ସ୍ତ୍ରୀ ତାଙ୍କୁ ନପୁଂସକ ଔଷଧ ଦେଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଚାଇନାର କେତେକ ମହିଳା ଗୁପ୍ତରେ ଏଭଳି କରୁଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସ୍ବାମୀ ଯେଭଳି ଅନ୍ୟ କୌଣସି ମହିଳାଙ୍କ…
ସୋସିଆଲ ମିଡିଆରେ ଏକ୍ସ ବୟଫ୍ରେଣ୍ଡ୍ କଲେ ବ୍ଲକ, ରାଗିକି ମହିଳା ନେଲେ ଅଜବ ପଦକ୍ଷେପ; ଆଉ ତା’ ପରେ…
ଲଣ୍ଡନ,୨୮।୪: ଜଣେ ମହିଳାଙ୍କୁ ତାଙ୍କ ଏକ୍ସ ବୟଫ୍ରେଣ୍ଡ ସୋସିଆଲ ମିଡିଆରେ ବ୍ଲକ କରିବାରୁ ମହିଳା ରାଗିକି ଅଜବ ପଦକ୍ଷେପ ନେଇଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମହିଳା ଜଣଙ୍କ ରାଗି କି ନିଆଁବାଣ ହୋଇ ଏମିତି କାଣ୍ଡ ଘଟାଇଲେ ଯେ ତାଙ୍କୁ…
ସାବଧାନ ! ବନ୍ଦ ଘରେ ଅଧିକ-ଖୋଲା ପବନରେ କମ୍ ସଂକ୍ରମଣ ଆଶଙ୍କା…
ଓ୍ବାଶିଂଟନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ବନ୍ଦ ଘରେ ଅଧିକ ହୋଇଥାଏ। ଅପରପକ୍ଷରେ ବାହାର ଖୋଲା ପବନରେ ସଂକ୍ରମଣ ଆଶଙ୍କା କମ୍ ରହିଥାଏ। ବନ୍ଦ ଘରେ ସଂକ୍ରମଣ ହେବା…
କାହିଁକି ଭାରତରେ କରୋନା ସଂକ୍ରମଣ ବଢୁଛି: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦେଲା ଉତ୍ତର
ନୂଆଦିଲ୍ଲୀ/ନ୍ୟୁୟର୍କ,୨୮।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ତେବେ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ବେଶୀ ମାରାତ୍ମକ ଜଣାପଡୁଛି। ଏଥିରେ ଅଧିକ ଲୋକ ସଂକ୍ରମିତ ହେଉଥିବାବେଳେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ତେବେ ଭାରତରେ କାହିଁକି…
ଆଇପିଏଲ୍ରେ ସାମିଲ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ଜବାବ
ମେଲବୋର୍ନ,୨୭।୪: ଆଇପିଏଲ ୨୦୨୧ରେ ଅଂଶଗ୍ରହଣ କରୁଥିବା ତାଙ୍କ ଦେଶର କ୍ରିକେଟରମାନଙ୍କୁ ଘରକୁ ଫେରିବା ପାଇଁ ନିଜସ୍ବ ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ମଙ୍ଗଳବାର କହିଛନ୍ତ। ଭାରତରେ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ପୂର୍ବରୁ…
ଛାତି ଥରାଇ ଦେଉଛି ଭାରତର କରୋନା ସ୍ଥିତି: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…
ଜେନେଭା/ନୂଆଦିଲ୍ଳୀ,୨୭।୪: ଭାରତର କରୋନା ମହାମାରୀ ସଂକ୍ରମଣ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଭାରତର କରୋନା ସ୍ଥିତି ଛାତି ଥରାଇ ଦେଉଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ୍ ଅଧୋନମ୍ ଘେବ୍ରେସିୟସ୍ କହିଛନ୍ତି। ଭାରତ ଏବେ…
ବିନା ମାସ୍କ୍ରେ ନାଚିଲେ ଲୋକେ: ସଂକ୍ରମଣ ସମୟରେ ବଡ଼ ମ୍ୟୁଜିକ୍ କନସର୍ଟ…
ଓ୍ବିଲିଂଟନ,୨୭।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ମାସ୍କ୍ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ ସାରା…
ଜରିମାନା ଦେଲେ ପ୍ରଧାନମନ୍ତ୍ରୀ
କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ଅପରିହାର୍ଯ୍ୟ ହୋଇଥିବାବେଳେ ଏହି ନିୟମ ଉଲ୍ଲଂଘନ କରିଛନ୍ତି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ୍ ଚାନ୍-ଓ-ଚା। ଏଥିପାଇଁ ଦଣ୍ଡ ସ୍ବରୂପ ତାଙ୍କୁ ୬ ହଜାର ବହଟ୍ ବା ପ୍ରାୟ ୧୪ ହଜାର ଟଙ୍କା ଜରିମାନା ହୋଇଛି। ପ୍ରୟୁତ…
ସାମାନ୍ୟ ଥଣ୍ଡା-କାଶକୁ ଡରନ୍ତୁ ନାହିଁ, ହୋଇଯାନ୍ତୁ ଖୁସି: କାରଣ..
ଗ୍ଲାସଗୋ,୨୬।୪: ବିଶ୍ୱବ୍ୟାପୀ କରୋନା ମହାମାରୀ ବିପର୍ଯ୍ୟୟର କାରଣ ହୋଇଛି। ଭାରତରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୩ ଲକ୍ଷ ୫୩ ହଜାର ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୨୮୦୦ରୁ ଅଧିକ ଲୋକଙ୍କର…
ସବୁଠୁ ମହଙ୍ଗା ଛାଡ଼ପତ୍ର: ପିତାଙ୍କ ପକ୍ଷରୁ ପୁଅ ମା’ଙ୍କୁ ଦେବେ ୭୬୦ କୋଟି ଟଙ୍କା, ଜାଣନ୍ତୁ ପୂରା ମାମଲା…
ଲଣ୍ଡନ,୨୬।୪: ଅଧିକାଂଶ ଛାଡ଼ପତ୍ର ମାମଲା ସାମ୍ନାକୁ ଆସିଥାଏ। ଯେଉଁଥିରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ଭରଣପୋଷଣ ବାବଦ ବହୁ ଅର୍ଥ ଦେବାକୁ ପଡ଼ିଥାଏ ବୋଲି ନଜିର ରହିଛି। ମାତ୍ର ବ୍ରିଟେନ୍ରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ…
ବିପଦ ବେଳର ବନ୍ଧୁ: ମଜଭୁତ ରହିବା ପାଇଁ ଭାରତକୁ ନିଆରା ବାର୍ତ୍ତା ଦେଲା ୟୁଏଇ
ଆବୁଧାବି,୨୬।୪: ଭାରତ କରୋନା ମହାମାରୀ ସହ ସଂଘର୍ଷ କରୁଛି। ଦିନକୁ ଦିନ ପରିସ୍ଥିତି ଖରାପ ହେବାରେ ଲାଗିଛି। ଏହି ଗୁରୁତର ସଙ୍କଟବେଳେ ଅନେକ ଦେଶ ଭାରତକୁ ସହାୟତାର ହାତ ବଢାଇଛନ୍ତି। କରୋନା ବିରୋଧରେ ଯୁଦ୍ଧରେ ଜିତିବା ପାଇଁ ନିଆରା ଢଙ୍ଗରେ ଭାରତର…
Archives


