କୁଏତ୍‌ ମହିଳା ସୈନ୍ୟ ବାହିନୀରେ ହେବେ ସାମିଲ…

କୁଏତ୍‌ ସିଟି,୧୩।୧୦: ଏବେ କୁଏତ୍‌ ମହିଳା ଦେଶର ସୈନ୍ୟ ବାହିନୀରେ ସାମିଲ ହେବେ। ଏନେଇ ସରକାରଙ୍କ ପକ୍ଷରୁ ସ୍ବୀକୃତି ମିଳିଛି। ଏନେଇ କୁଏତ୍‌ ପ୍ରତିରକ୍ଷା ମନ୍ତ୍ରୀ ହମଦ୍‌ ଜବେର ଅଲ୍‌ ଅଲୀ ଅଲ୍‌ ସବାହ ସୂଚନା ଦେଇଛନ୍ତି। ସୈନ୍ୟ ବାହିନୀର ବିଭିନ୍ନ ବିଭାଗରେ ମହିଳାମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ୧୫ ବର୍ଷ ତଳେ ୨୦୦୫ରେ କୁଏତ୍‌ରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ପ୍ରଦାନ କରାଯାଇଥିଲା। ଦେଶର ସଂସଦରେ ଏବଂ କ୍ୟାବିନେଟ୍‌ରେ ମହିଳାଙ୍କୁ ସାମିଲ୍‌ କରାଯିବାକୁ କୁହାଯାଇଛି। ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା କେହି ମହିଳା ସଂସଦକୁ ଯାଇ ନାହାନ୍ତି। ଏବେ ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ଆଗକୁ ଯିବାକୁ ପଡ଼ିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ କରୋନା ମୃତ୍ୟୁସଂଖ୍ୟା ୩

ସିନ୍ଧ,୨୦।୩: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଶୁକ୍ରବାର ଜଣେ ୭୭ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହେବା ପରେ ଏଠାରେ ମୃତକଙ୍କ ସଂଖ୍ୟା...

ତେଜଗାମ ଏକ୍ସପ୍ରେସରେ ନିଆଁ

କରାଚି,୩୧।୧୦: ପାକିସ୍ତାନର କରାଚି-ରାଓ୍ବଲପିଣ୍ଡି ତେଜଗ୍ରାମ ଏକ୍ସପ୍ରେସରେ ଗୁରୁବାର ସକାଳେ ନିଆଁ ଲାଗିଯାଇଛି। ରହିମ୍‌ ୟାର ଖାନ୍‌ ନିକଟ ଲିଆକତପୁରର ତାଲଓ୍ବାରି ଷ୍ଟେଶନଠାରେ ଉକ୍ତ ଟ୍ରେନରେ ଭୟଙ୍କର...

ଫଲ୍‌ ଅଫ୍‌ ବର୍ଲିନ ଓ୍ବାଲ: ୩୦ ବର୍ଷ ପୂର୍ବେ କାହିଁକି ଭଙ୍ଗା ଯାଇଥିଲା ବର୍ଲିନ ପ୍ରାଚୀର

ନୂଆଦିଲ୍ଲୀ,୯।୧୧: ଆଜିକୁ ଠିକ୍‌ ୩୦ ବର୍ଷ ପୂର୍ବେ ବର୍ଲିନ ପ୍ରାଚୀରକୁ ଭାଙ୍ଗି ଦିଆଯାଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ଏହି ଆନ୍ଦୋଳନକୁ ୩୦ ବର୍ଷ ପୂରଣ...

ଇଜ୍ୟୁମ ସହର, ନିପର ନଦୀ ନିକଟରେ ପହଞ୍ଚିଲେ ରୁଷିଆ ସେନା, ଆକ୍ରମକ ହେଲା ୟୁକ୍ରେନ୍‌, ଉଡାଇଲା ରୁଷିଆର ଅସ୍ତ୍ରଶସ୍ତ୍ର ଡିପୋ

କ୍ୱିଭ,୧୨ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୪୭ ଦିନ ହୋଇଥିଲେ ମଧ୍ୟ ଇତିମଧ୍ୟରେ ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭ୍ ଦଖଲ କରିପାରି ନାହିଁ । ଫଳରେ ରୁଷିଆ...

ଲକ୍ଷଣ ନ ଥିବା ବ୍ୟକ୍ତିଙ୍କର ବି ହେବ କରୋନା ଟେଷ୍ଟ: ଟ୍ରମ୍ପ ସରକାର

ୱାଶିଂଟନ,୧୯ ।୯: ବିଶ୍ୱରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଆମେରିକା ଏହି କ୍ଷେତ୍ରରେ ଏବେବି ସବୁଠାରୁ ଆଗରେ ରହିଛି । ଏହାକୁ...

ଫିଲିପାଇନ୍ସରେ ୫.୮ ତୀବ୍ରତାର ଭୂକମ୍ପ: ୫୭ ଆହତ

ମାନିଲା,୧୩।୭: ଉତ୍ତର ଫିଲିପାଇନ୍ସରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୮। ଏହାର ପ୍ରଭାବରେ ଘର, ଚର୍ଚ୍ଚ ଓ...

ବିକାଶ ପଥରେ ଆତଙ୍କବାଦ କଣ୍ଟା

ଓସାକା,୨୯ା୬ (ପି.ଟି./ଆଇଏଏନ୍‌ଏସ୍‌): ସମଗ୍ର ମାନବ ଜାତି ପାଇଁ ସବୁଠୁ ବଡ଼ ବିପଦ ହେଉଛି ଆତଙ୍କବାଦ। ଏହି ବିପତ୍ତି କେବଳ ନିରୀହମାନଙ୍କ ଜୀବନ ନେଉଛି ତାହା ନୁହେଁ,...

ବ୍ରାଜିଲ ଫେରିବେ ବୋଲସୋନାରୋ, ଦେଲେ ସୂଚନା…

ବ୍ରାସିଲିଆ,୧୨।୨ : ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋ କହିଛନ୍ତି ଯେ ଆସନ୍ତା ସପ୍ତାହରେ ସେ ବ୍ରାଜିଲକୁ ଫେରିବା ପାଇଁ ଚିନ୍ତା କରୁଛନ୍ତି। ଫ୍ଲୋରିଡାର ଏକ...

Advertisement
Archives

Model This Week