ଅନ୍ତର୍ଜାତୀୟ

ଚାଇନାରେ ବିଜୁଳି ସଙ୍କଟ: ଫ୍ୟାକ୍ଟ୍ରିରେ କାମ ବନ୍ଦ, ପାଣି ଗରମ କରିବାକୁ ମନା

ବେଜିଂ,୨୮ ।୯: ଚାଇନାରେ ଏବେ ଉତ୍କଟ ବିଜୁଳି ସଙ୍କଟ ଦେଖାଯାଇଛି । ଚାଇନାର ପୂର୍ବୋତ୍ତର ବନ୍ଦ ହୋଇଯାଇଛି । ଲୋକଙ୍କୁ ଅଧିକ ପାଣି ଗରମ କରିବାକୁ ବାରଣ କରାଯାଇଥିବା ବେଳେ ଅଧିକ ପାୱାର ବାଲା ଗେଜେଟ୍ସର ବ୍ୟବହାର କରିବାକୁ ମନା କରି…

ପିଅନ ପଦବୀ ପାଇଁ ୧୫ ଲକ୍ଷ ଆବେଦନ,ଏମ୍‌ଫିଲ୍‌ ଡିଗ୍ରୀ ଥିବା ଯୁବବର୍ଗ ବି ସାମିଲ୍‌…

ଲାହୋର,୨୮।୯: ପାକିସ୍ତାନରେ ଏବେ ବେକାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶର ବେକାରଙ୍କ ସଂଖ୍ୟା ୬.୫ ପ୍ରତିଶତ ରହିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କହୁଥିବାବେଳେ ପ୍ରକୃତ ତଥ୍ୟ କିନ୍ତୁ ଏହାର ଓଲଟା ହୋଇଛି। ଦେଶରେ ୧୬ ପ୍ରତିଶତ ବେକାର ରହିଛନ୍ତି। ଧୀରେଧୀରେ ଏଭଳି…

ଜାତିସଂଘକୁ ମଧ୍ୟ ବେଖାତିର, ଏକଛତ୍ରବାଦୀ ଶାସକ କଲେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା…

ପୋୟଙ୍ଗୟାଙ୍ଗ୍‌,୨୮।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ବହୁ ଅନ୍ତର୍ଜାତୀୟ ବାରଣ ସତ୍ତ୍ୱେ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା ଜାରି ରଖିଛନ୍ତି। ମଙ୍ଗଳବାର ଉତ୍ତର କୋରିଆର ଜାଗାଙ୍ଗ ପ୍ରଦେଶର ଉପକୂଳ ଅଞ୍ଚଳର ସମୁଦ୍ରରେ ଶର୍ଟ ରେଞ୍ଜ୍‌ ବାଲାଷ୍ଟିକ୍‌ ମିଜାଇଲ୍‌ ପରୀକ୍ଷଣ…

ମର୍କେଲଙ୍କ ପାର୍ଟିର ପରାଜୟ

ବର୍ଲିନ୍‌, ୨୮ା୯: ଜର୍ମାନୀର ସାଧାରଣ ନିର୍ବାଚନରେ ବିଦାୟୀ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ କଞ୍ଜରଭେଟିଭ ପାର୍ଟି କମ୍‌ ପ୍ରତିଶତ ଭୋଟ ବ୍ୟବଧାନରେ ପରାଜିତ ହୋଇଛି। ମର୍କେଲ ଚଳିତ ଥର ଚାନ୍‌ସେଲର ପଦରେ ରହିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବାରୁ ଭୋଟରଙ୍କ ଉପରେ…

ବ୍ରିଟେନରେ ତୈଳ ସଙ୍କଟ

ଲଣ୍ଡନ, ୨୮ା୯: ବ୍ରିଟେନରେ ପେଟ୍ରୋଲ, ଡିଜେଲର ଘୋର ସଙ୍କଟ ଦେଖାଦେଇଛି। ଟ୍ରକ୍‌ ଡ୍ରାଇଭରଙ୍କ ଅଭାବ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ବ୍ରିଟେନର ପ୍ରମୁଖ ସହରଗୁଡ଼ିକରେ ପ୍ରାୟ ୫୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଖାଲି ପଡ଼ିଛି। ଯେଉଁ…

ବ୍ରିଟେନରେ ମିଳୁନି ପେଟ୍ରୋଲ

ଲଣ୍ଡନ,୨୭ା୯: ବ୍ରିଟେନରେ ପେଟ୍ରୋଲ, ଡିଜେଲର ସଙ୍କଟ ଦେଖାଦେଇଛି। ଟ୍ରକ୍‌ ଡ୍ରାଇଭରଙ୍କ ଅଭାବ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ବ୍ରିଟେନର ପ୍ରମୁଖ ସହରରେ ପ୍ରାୟ ୫୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଖାଲି ପଡ଼ିଛି। ଯେଉଁ କେତୋଟି ପେଟ୍ରୋଲ…

ରାଷ୍ଟ୍ରପତିଙ୍କୁ ଅଣ୍ଡା ମାଡ଼

ପ୍ୟାରିସ,୨୭।୯: ଫ୍ରାନ୍ସ ରାଷ୍ଟ୍ରପତି ଏମ୍ମାନୁଏଲ ମାକ୍ରନଙ୍କୁ ସୋମବାର ଲିଓନ ରାଜ୍ୟର ଦକ୍ଷିଣାଞ୍ଚଳ ସହରରେ ଆୟୋଜିତ ଅନ୍ତର୍ଜାତୀୟ କ୍ୟାଟରିଂ, ହୋଟେଲ ଏବଂ ଖାଦ୍ୟ ବାଣିଜ୍ୟ ମେଳା ବେଳେ ଜଣେ ବ୍ୟକ୍ତି ଅଣ୍ଡା ମାଡ କରିଛନ୍ତି। ଅଣ୍ଡା ରାଷ୍ଟ୍ରପତିଙ୍କ କାନ୍ଧରେ ବାଜିଥିଲା। ହେଲେ ଫାଟି…

ବୋମା ବିସ୍ଫୋରଣରେ ଭାଙ୍ଗିଲା ଜିନ୍ନାଙ୍କ ପ୍ରତିମୂର୍ତ୍ତି…

କରାଚି,୨୭।୯: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ପାଇଁ ଏବେ ଏହା ବୁମେରାଂ ପାଲଟିଛି। ଧୀରେଧୀରେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ସ୍ଥାନୀୟ ଗ୍ବାଦରଠାରେ ଥିବା ମହମ୍ମଦ ଅଲ୍ଳୀ ଜିନ୍ନାଙ୍କ ପ୍ରତିମୂର୍ତ୍ତିିକୁ ବୋମାରେ ଭାଙ୍ଗି ଦିଆଯାଇଛି। ଏଥିପାଇଁ ବାଲୁଚି ଫ୍ରଣ୍ଟର ନିଜକୁ…

ସମଲିଙ୍ଗୀ ବିବାହକୁ ଅନୁମତି,…

ବେର୍ନ,୨୭।୯: ସୁଇଜରଲାଣ୍ଡରେ ସରକାର ସମଲିଙ୍ଗୀ ବିବାହକୁ ଅନୁମତି ପ୍ରଦାନ କରିଛନ୍ତି। ଏନେଇ ହୋଇଥିବା ଜନମତ ସଂଗ୍ରହରେ ୬୪.୧ ପ୍ରତିଶତ ନାଗରିକ ପ୍ରସ୍ତାବ ସପକ୍ଷରେ ମତ ଦେଇଛନ୍ତି। ପଶ୍ଚିମ ୟୁରୋପର କେତେକ ଦେଶରେ ପୂର୍ବରୁ ସମଲିଙ୍ଗୀ ବିବାହକୁ ଅନୁମତି ମିଳିଥିଲା। ଏବେ ସୁଇଜରଲାଣ୍ଡ…

ଗୁଗଲକୁ ୨୩ ବର୍ଷ…

ଓ୍ବାଶିିଂଟନ,୨୭।୯: ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ସୋମବାର ୨୩ ବର୍ଷରେ ପାଦ ଦେଇଛି। ଏହି ଅବସରରେ ଗୁଗଲ ପକ୍ଷରୁ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରାଯାଇଛି। ଗୁଗଲର ଇଂଲିଶ୍‌ ସ୍ପେଲିଙ୍ଗ ଏଲ୍‌ ଲେଟରରେ କ୍ୟାଣ୍ଡେଲ କରାଯାଇ ଏହାର ତଳେ ୨୩ ନମ୍ବର ଲେଖା ଯାଇଥିବା…

ଯୌନ ନିର୍ଯାତିତ ପିଲାଙ୍କ ଅକାଳ ମୃତ୍ୟୁ ଆଶଙ୍କା ଅଧିକ

ଲଣ୍ଡନ, ୨୭ା୯: ଶିଶୁଙ୍କୁ ଯୌନ, ଶାରୀରିକ ନିର୍ଯାତନା ସେମାନଙ୍କ ପାଇଁ କାଳ ସାଜିପାରେ। ଗଭୀର ଭାବେ ପ୍ରଭାବିତ ହୋଇଥାନ୍ତି ଅବହେଳାର ଶିକାର ହେଉଥିବା ପିଲା। ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗୁଥିବା ପିଲାମାନେ ଉପଯୁକ୍ତ ଯତ୍ନ, ସ୍ନେହ ଅଭାବରୁ ଆଜୀବନ…

ସୀମାକୁ ନେଇ ଭ୍ରମିତ ନ କରୁ ଚାଇନା: ଭାରତ

ବେଜିଂ, ୨୭ା୯: ଚାଇନା ଗୋଲ୍‌ପୋଷ୍ଟକୁ ସ୍ଥାନାନ୍ତର କରି ସୀମାନ୍ତ ପରିଚାଳନାରେ ଦ୍ୱନ୍ଦ୍ୱ ସୃଷ୍ଟି ନ କରିବାକୁ ଭାରତ କହିଛି। ଗତ ବର୍ଷ ମେ’ରେ ଲଦାଖରେ ଉପୁଜିଥିବା ବିବାଦ ପରେ ଭାରତ କ୍ରମାଗତ ଭାବେ ସୀମାରେ ଶାନ୍ତି ବଜାୟ ରଖିଛି। ଦୁଇ ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri