ଅନ୍ତର୍ଜାତୀୟ

ବୈଦେଶିକ ମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ

ଟୋକିଓ,୨୯ା୯: ଜାପାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଶିଦା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ଶାସକ ଦଳ ଲିବେରାଲ୍‌ ଡେମୋକ୍ରାଟିକ୍‌ ପାର୍ଟିର ବୁଧବାର ଅନୁଷ୍ଠିତ ନିର୍ବାଚନରେ ସେ ନେତା ଭାବେ ଚୟନ ହୋଇଛନ୍ତି। ତେଣୁ ଆସନ୍ତା ସୋମବାର ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଭାବେ କିଶିଦା…

ଫେସ୍‌ବୁକ ପାଇଁ ୭୦ ବର୍ଷ ପରେ ମା’ଙ୍କୁ ଫେରିପାଇଲେ

ଢାକା,୨୯।୯: ସୋସିଆଲ ମିଡିଆ ପ୍ଲାଟଫର୍ମ କାରଣରୁ ୭୦ ବର୍ଷ ପରେ ନିଜ ମା’ଙ୍କୁ ଫେରିପାଇଛନ୍ତି ବାଂଲାଦେଶର ଜଣେ ୮୨ ବର୍ଷୀୟ ବୃଦ୍ଧ। ବୃଦ୍ଧଙ୍କ ମା’ଙ୍କ ବୟସ ପାଖାପାଖି ୧୦୦ ହେବ। ଅବଦୁଲ କୁଦ୍ଦୁସ ମୁନସିଙ୍କୁ ଯେତେବେଳେ ୧୦ ବର୍ଷ ଥିଲେ ସେ…

ବିଜୁଳି ପାଇଁ ଚାଇନାରେ ହାହାକାର, ଫ୍ଲାସ ଲାଇଟ୍‌ରେ ଭୋଜନ କଲେ ଲୋକେ

ବେଜିଂ,୨୯ା୯: ଚାଇନାରେ ବିଦ୍ୟୁତ୍‌ କାଟ୍‌ ଯୋଗୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏପରିକି ସ୍ମାର୍ଟଫୋନ ଫ୍ଲାସ୍‌ ଲାଇଟ୍‌ ବ୍ୟବହାର କରି ତାହାର ଆଲୋକରେ ଲୋକଙ୍କୁ ଖାଇବାକୁ ପଡିଛି। ଦୋକାନୀମାନଙ୍କୁ ଜେନେରେଟର ଚଳାଇବାକୁ ପଡ଼ିଛି। ସରକାରୀ ସଂରକ୍ଷଣ ଲକ୍ଷ୍ୟ ପୂରଣ…

ଆମେରିକାକୁ ତାଲିବାନର ଚେତାବନୀ

କାବୁଲ,୨୯ ।୯: ଆଫଗାନିସ୍ତାନରେ ଶାସନକୁ ଫେରିବା ପରେ ତାଲିବାନ ଆମେରିକାକୁ ଚେତାବନୀ ଦେଇଛି । ଆମେରିକା ଦ୍ୱାରା ଆଫଗାନିସ୍ତାନ ବିମାନ ବନ୍ଦରରେ ଡ୍ରୋନ୍ ଉଡାଇବାକୁ ନେଇ ଚେତାବନୀ ଦେଇଛି । ଆଉ ଏହାସହ ତାଲିବାନ କହିଛି ଯଦି ଆମେରିକା ଏହାକୁ ବନ୍ଦ…

ବର୍ଷେ ପରେ ବଦଳିବେ ପ୍ରଧାନମନ୍ତ୍ରୀ, ବିଦେଶମନ୍ତ୍ରୀ ଧରିବେ ଡୋର…

ଟୋକିଓ,୨୯।୯: ବର୍ଷେ ପରେ ପୁଣି ଜାପାନରେ ପ୍ରଧାନମନ୍ତ୍ରୀ ବଦଳିବାକୁ ଯାଉଛନ୍ତି। ବିଦାୟୀ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ବଦଳରେ ଏବେ ଫୁମିଓ କିଶିଦା ଦାୟିତ୍ୱ ସମ୍ଭାଳିବେ। ୬୪ ବର୍ଷ ବୟସ୍କ କିଶିଦା ଏହା ପୂର୍ବରୁ ବିଦେଶମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଶାସକ ଦଳର…

ଆତଙ୍କବାଦୀଙ୍କ ବନ୍ଧୁକ ମୂନରେ ପାକିସ୍ତାନ…

ଇସଲାମାବାଦ,୨୯।୯: ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଏବେ ପାକିସ୍ତାନ ଆତଙ୍କବାଦୀଙ୍କ ବନ୍ଧୁକ ମୂନରେ ରହିଛି। ଭାରତ ବିରୋଧରେ ରଚୁଥିବା ଷଡ଼ଯନ୍ତ୍ର ଏବେ ପାକିସ୍ତାନ ପାଇଁ ବୁମେରାଂ ପାଲଟିଛି। ପାକିସ୍ତାନର ଖାଇବର ପସ୍ତୁନଖ୍ବା ଅଞ୍ଚଳର ଦକ୍ଷିଣରେ ଥିବା ଓ୍ବଜିରସ୍ତାନ ଜିଲାରେ…

ଅନ୍ଧାରରେ କରୋନା ଏନ୍ତୁଡ଼ିଶାଳ, କାର୍‌ଠାରୁ ମୋବାଇଲ ପର୍ଯ୍ୟନ୍ତ ସମସ୍ତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା…

ବେଜିଂ,୨୯।୯: ଚାଇନାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍‌ ସଙ୍କଟ ଯୋଗୁ ଏବେ ଅନ୍ତର୍ଜାତୀୟସ୍ତରରେ ବହୁ ଶିଳ୍ପ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ଉତ୍ପାଦନ ଏବଂ ଚାହିଦା ମଧ୍ୟରେ ବୃଦ୍ଧି ପାଉଥିବା ଅନ୍ତା ଯୋଗୁ କରୋନାର ଏନ୍ତୁଡ଼ିଶାଳ ଅନ୍ଧାରରେ ରହିଛି। ଦେଶର…

ପାକିସ୍ତାନରେ ୧୨ ବିଦେଶୀ ଆତଙ୍କବାଦୀ ସଙ୍ଗଠନ

ଓ୍ବାଶିଂଟନ, ୨୯।୯: ପାକିସ୍ତାନ ଅନୂ୍ୟନ ୧୨ଟି ବିଦେଶୀ ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ଦେଇଥିବା ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ସେଥିରୁ ଲଶ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଭଳି ୫ଟି ସଂଗଠନର ଟାର୍ଗେଟରେ ଭାରତ ରହିଛି। ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପର ପେଣ୍ଠସ୍ଥଳ।…

ବନ୍ୟାରେ ଉବୁଟୁବୁ ଥାଇଲାଣ୍ଡ

ବ୍ୟାଙ୍କକ୍‌, ୨୯ା୯: ଝଡ଼ ଡାଇନାମୁ ଏବଂ ମୌସୁମୀଜନିତ ଲଗାଣ ବର୍ଷା ଯୋଗୁ ଥାଇଲାଣ୍ଡରେ ବନ୍ୟା ଆସିଛି। ଏଥିରେ ଦେଶର ୭୬ ପ୍ରଦେଶ ମଧ୍ୟରୁ କେନ୍ଦ୍ର, ଉତ୍ତର ଏବଂ ଉତ୍ତରପୂର୍ବରେ ଥିବା ପ୍ରାୟ ୩୦ ରାଜ୍ୟ ପ୍ରଭାବିତ ହୋଇଛି। ୭୦ ହଜାରରୁ ଊର୍ଦ୍ଧ୍ୱ…

ପାକିସ୍ତାନରେ ଗୋଟିଏ ପିଅନ ପଦବୀ ପାଇଁ ଲକ୍ଷ ଲକ୍ଷ ଆବେଦନ

ଇସ୍‌ଲାମାବାଦ, ୨୮।୯: ପାକିସ୍ତାନର ଏକ ହାଇକୋର୍ଟରେ ଗୋଟିଏ ପିଅନ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିପାଇଁ ଏମ୍‌ଫିଲ୍‌ ଡିଗ୍ରୀଧାରୀଙ୍କ ସମେତ ୧୫ ଲକ୍ଷ ଆଶାୟୀ ଆବେଦନ କରିଛନ୍ତି। ଏହା ଦର୍ଶାଉଛି ପାକିସ୍ତାନରେ ବେରୋଜଗାରୀର ସ୍ଥିତି କେମିତି। ଦେଶର ଶିକ୍ଷିତ ଜନସଂଖ୍ୟାର…

ମୁକ୍ତ ହେବାକୁ ଯାଉଛନ୍ତି ରାଷ୍ଟ୍ରପତିଙ୍କୁ ଗୁଳି କରିଥିବା ଶୁଟର

ଓ୍ବାଶିଂଟନ,୨୮।୯: ୪୦ ବର୍ଷ ତଳେ ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କୁ ଗୁଳି କରିଥିବା ଶୁଟର ଜନ ହିଙ୍କଲେ ଆସନ୍ତା ବର୍ଷ ଜୁନରୁ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ଯାଉଛନ୍ତି। ୧୯୮୧ ମସିହା ମାର୍ଚ୍ଚ ୩୧ ତାରିଖରେ ଓ୍ବାଶିଂଟନର ଏକ ହୋଟେଲ ବାହାରେ ରାଷ୍ଟ୍ରପତି…

ପାକିସ୍ତାନର ୧୫୦ ଆଣବିକ ବୋମା ତାଲିବାନ୍‌ କବ୍‌ଜାକୁ ଯିବା ଆଶଙ୍କା…

ଓ୍ବାଶିଂଟନ,୨୮।୯: ପାକିସ୍ତାନ ପାଖରେ ଥିବା ୧୫୦ ଆଣବିକ ବୋମାକୁ ତାଲିବାନ୍‌ ନିଜ କବ୍‌ଜାକୁ ନେବାର ଆଶଙ୍କା ରହିଛି। ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ି ସ୍ବଦେଶ ଫେରିବା ପରେ ଏଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଅଧିକ ଥିବା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri