ଅନ୍ତର୍ଜାତୀୟ

ଯୁବକଙ୍କୁ ପାଣି ଭିରତକୁ ଟାଣି ନେଲା ସାର୍କ, ମିଳିନି ପତ୍ତା

କାନବେରା,୬ା୧୧: ପଶ୍ଚିମ ଅଷ୍ଟ୍ରେଲିଆରେ ଶନିବାର ସକାଳେ ପର୍ଥର ଉତ୍ତର ଫ୍ରେମାଣ୍ଟ ଉପକଣ୍ଠରୁ ଜଣେ ଯୁବକଙ୍କୁ ସାର୍କ ପାଣି ଭିତରକୁ ଟାଣି ନେଇଥିବା ଜଣାପଡ଼ିଛି। ଏହି ସମୟରେ କୂଳରେ ଏକ ଡଙ୍ଗାରେ ଥିବା ଦୁଇଜଣ ଯୁବକ ସାର୍କକୁ ଦେଖିଥିବା କହିଛନ୍ତି। ପରେ ଜରୁରିକାଳୀନ…

ପେଟ୍ରୋଲଠାରୁ ଚିନି ହେଲାଣି ମହଙ୍ଗା, ଜାଣନ୍ତୁ କେଉଁଠି

ଇସଲାମାବାଦ,୬ା୧୧: ଋଣକୁ ନେଇ ଏହାର ଆବଶ୍ୟକତା ପୂରଣ କରୁଥିବା ପାକିସ୍ତାନରେ ମୁଦ୍ରାସ୍ଫୀତି ଚରମ ସୀମାରେ ପହଞ୍ଚିଛି। ଫଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସତେ ଯେପରି ଖାଦ୍ୟ ସାମଗ୍ରୀରେ ନିଆଁ ଲାଗିଛି। ଏଠାରେ ଚିନିର ମୂଲ୍ୟ ଆକାଶଛୁଆଁ ହୋଇଛି। ଏପରିକି ଏହା…

ଆଇନର ଯୁଦ୍ଧରେ ହାରିଗଲା ଜେଫ ବୋଜୋସଙ୍କ କମ୍ପାନୀ

ୱାଶିଂଟନ,୬ ।୧୧: ଆମାଜନର ମାଲିକ ଜେଫ ବେଜୋସଙ୍କ ରକେଟ କମ୍ପାନୀ ବ୍ଲୁ ଅରିଜିନ ଆଇନ ଯୁଦ୍ଧରେ ହାରି ଯାଇଛି । ବ୍ଲୁ ଅରିଜିନର ଅଭିଯୋଗ ଥିଲା କି ଆମେରିକା ମହାକାଶ ଏଜେନ୍ସି ନାସା ଏଲନ ମସ୍କଙ୍କ କମ୍ପାନୀ ସ୍ପେଶଏକ୍ସ ଚନ୍ଦ୍ରମା ସହ…

ପାହାଡ଼ ଉପରେ ଠିଆ ହୋଇ ଫଟୋ ଉଠାଉଥିଲେ ସ୍ତ୍ରୀ, ସ୍ବାମୀ ବୁଲି ଚାହିଁଲା ବେଳକୁ…

ବ୍ରୁସେଲ୍ସ: ବେଲ୍‌ଜିୟମର ଏକ ପାହାଡ଼ ଉପରକୁ ବୁଲି ଯାଇଥିଲେ ଦମ୍ପତି। ସେଠାରେ ଠିଆ ହୋଇ ଫଟୋ ଉଠାଉଥିଲେ ମହିଳା ଜଣକ। ଏହି ସମୟରେ ସେ ୧୦୦ ଫୁଟ ଉଚ୍ଚରୁ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଜାଣନ୍ତୁ ପୂରା…

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ: ଫେବୃୟାରୀ ସୁଦ୍ଧା ୟୁରୋପରେ କରୋନା ନେଇପାରେ ଆଉ ୫ ଲକ୍ଷ ଲୋକଙ୍କ ଜୀବନ

ଜେନେଭା,୫ ।୧୧: ୟୁରୋପ ଓ ମଧ୍ୟ ଏସିଆର ୫୩ ଦେଶରେ କରୋନା ଭାଇରସର ଆଉ ଏକ ଲହର ଆସିବାର ସମ୍ଭାବନା ରହିଛି । ଏମାନେ ପ୍ରଥମରୁ ନୂଆ ମହାମାରୀର ସାମ୍ନା କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଷେତ୍ର କାର୍ଯ୍ୟାଳୟର ମୁଖ୍ୟ…

ସ୍ପଷ୍ଟ କଲା ଆମେରିକା: ଅରୁଣାଞ୍ଚଳରେ ଗାଁ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୪।୧୧: ଅରୁଣାଞ୍ଚଳ ସଂଲଗ୍ନ ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ଭିତରେ ଗାଁ ନିର୍ମାଣ କରିଛି ଚାଇନା। ଏହା ଆମେରିକାର ବାର୍ଷିକ ପ୍ରତିରକ୍ଷା ବିଭାଗର ରିପୋର୍ଟରେ ଦର୍ଶାଯାଇଛି। ଗତ ଜାନୁୟାରୀରେ ସାମ୍ନାକୁ ଆସିଥିବା ଏକ ସାଟେଲାଇଟ୍‌ ଫଟୋରେ ଚାଇନିଜ ଭିଲେଜ ଉପସ୍ଥିତି…

ଦୀପାବଳିର ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୪ ।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମେତ ଅନ୍ୟ କେତେଜଣ ମନ୍ତ୍ରୀ ପାକିସ୍ତାନରେ ଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଟୁଇଟ୍ କରି ହିନ୍ଦୁ ସମ୍ପ୍ରଦାୟଙ୍କୁ ଦୀପାବଳି ଶୁଭକାମନା ଜଣାଇଛନ୍ତି ।…

କରୋନା ଲଢେଇରେ ଯୋଡି ହେଲା ଆଉ ଏକ ଅସ୍ତ୍ର

ଲଣ୍ଡନ,୪ ।୧୧: କରୋନା ଯୁଦ୍ଧରେ ଲଢିବାକୁ ଆଉ ଏକ ଅସ୍ତ୍ର ମିଳିଯାଇଛି । ବ୍ରିଟେନରେ କରୋନାର ଚିକିତ୍ସା ପାଇଁ ‘ମର୍କ’ ବଟିକାକୁ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଛି । ବ୍ରିଟେନରେ କୋଭିଡ-୧୯ର ସଫଳ ଚିକିତ୍ସାରେ ବ୍ୟବହାର ହେବା ଭଳି ବିଶ୍ୱର ପ୍ରଥମ…

ଇଚ୍ଛା ଥିଲା କାର୍‌ କିଣିବାକୁ, ପାଖରେ ଅର୍ଥ ନ ଥିବାରୁ ମୁହଁରେ କାର୍‌ ଲୋଗୋ ଟାଟୁ କଲେ ଏହି ଯୁବକ

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସମସ୍ତଙ୍କ ରୁଚି ବି ଅଲଗା ଅଲଗା। କିଛି ଲୋକ ଗାଡ଼ି କିଣି ଚଢ଼ିବା ପାଇଁ ବହୁତ ପସନ୍ଦ କରିଥାନ୍ତି। କିନ୍ତୁ ପାଖରେ ଟଙ୍କାର ଅଭାବ ହେତୁ ତାଙ୍କ ଇଚ୍ଛା ପୂରଣ ହୋଇପାରେ ନାହିଁ। ଏହି…

ଚଳିତ ଶତାବ୍ଦୀରେ ଆସିବ ପ୍ରଳୟ, ଧ୍ୱଂସ ହେବ ପୃଥିବୀ, ୨୩୪ ବୈଜ୍ଞାନିକଙ୍କ ଚେତାବନୀ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୪।୧୧: ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ପ୍ରଳୟ ଆସିବ। ଏଥିରେ ପୃଥିବୀ ଧ୍ୱଂସ ପାଇଯିବ। ଏହାକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି। ଏସମ୍ପର୍କିତ ତଥ୍ୟ ନେଚର ପତ୍ରିକାରେ ପ୍ରକାଶ ପାଇଛି। ଏହି ରିପୋର୍ଟକୁ ଆଇପିସିସିର ବୈଜ୍ଞାନିକମାନେ ପ୍ରସ୍ତୁତ…

ଏଲ୍‌ଏସିରେ ଫାଇବର ତାର ବିଛାଇଛି ଚାଇନା, ପେଣ୍ଟାଗନ୍‌ ରିପୋର୍ଟ…

ଓ୍ବାଶିଂଟନ,୪।୧୧: ଭାରତ ବିରୋଧରେ ଚାଇନା ଷଡଯନ୍ତ୍ର ଜାରି ରଖିଛି। ଗତ ବର୍ଷ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଯୋଗୁ ସଙ୍କଟ ଦେଖାଦେଇଥିଲା। ତେବେ ଏବେ ଚାଇନା ଏଲ୍‌ଏସିରେ ଉତ୍ତେଜନା ସୃଷ୍ଟି ପାଇଁ ଯୋଜନା କରିଛି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌…

ଆମେରିକାରେ ହେବ ଦୀପାବଳି ଛୁଟି…

ଓ୍ବାଶିଂଟନ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ଏବେ ଆମେରିକାରେ ବି ଛୁଟି ହେବ। ନ୍ୟୁୟର୍କ ସାଂସଦ କାରୋଲିନ ବି ମାଲୋନିଙ୍କ ନେତୃତ୍ୱରେ ସଦସ୍ୟମାନେ କହିଛନ୍ତି ଯେ ଦୀପାବଳି ଅବସରରେ ସଂଘୀୟ ଅବକାଶ ଘୋଷଣା କରାଯାଉ। ଏନେଇ ପ୍ରତିନିଧି ସଭାରେ ଏକ ବିଧେୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri