ଅନ୍ତର୍ଜାତୀୟ

ଚାଇନାରେ ଭାରତ ସରକାରଙ୍କୁ ସମାଲୋଚନା

ନୂଆଦିଲ୍ଲୀ/ବେଜିଂ, ୨୫।୧୧: ଉତ୍ତରପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର (ଜଓ୍ବୋର ଏୟାରପୋର୍ଟ) ନିର୍ମାଣ ନିମନ୍ତେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି। ଏହା ପରେ କେନ୍ଦ୍ର ସରକାରଙ୍କ ଗୁଣଗାନ କରିବାରେ ଲାଗିଛନ୍ତି। ଭାଜପା ମନ୍ତ୍ରୀ, ଏମ୍‌ପିଙ୍କଠାରୁ ନେତା। ଜଓ୍ବୋର ବିମାନବନ୍ଦରର ଫଟୋ…

ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟର ଫଟୋ ଶେୟାର କଲା ନାସା

ଆମେ ସମସ୍ତେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେବାର ପୃଥିବୀ ଗ୍ରହରେ ଦେଖିଛେ। ଏହି ସମୟରେ ଆକାଶର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ। କେବେ ଅନ୍ୟ ଗ୍ରହରେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେବାର ଫଟୋ ଦେଖିଛନ୍ତି କି? ଯଦି ନା…

କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରୋନ’କୁ ନେଇ ଚେତାବନୀ ଦେଲା ଡବ୍ଲୁଏଚଓ

ଜେନେଭା,୨୭ ।୧୧: ବେଳକୁ ବେଳ ରୂପ ବଦଳାଉଛି କରୋନା ଭାଇରସ । ଏବେ ଏହାର ନୂଆ ସ୍ୱରୂପ ବା ଭାରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି । ଆଉ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ନୂଆ ଭାରିଏଣ୍ଟର ନାମ ରଖିଛି ‘ଓମିକ୍ରୋନ’…

କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚିନ୍ତାରେ ବିଶ୍ୱ

କେପ୍‌ଟାଉନ/ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଗବେଷଣା ପରେ ବୈଜ୍ଞାନିକମାନେ କରିଛନ୍ତି ଯେ, ଡେଲଟା ଭାରିଆଣ୍ଟଠୁ ଏହା ସାଂଘାତିକ ହୋଇପାରେ। ଏନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ…

ନିଜ ପ୍ରାଇଭେଟ ପାର୍ଟକୁ ଗୁଳି ଚଳାଇଲେ ମଡେଲ, କାରଣ ଜାଣିଲେ…

ଓ୍ବାଶିଂଟନ,୨୬ା୧୧: ଆମେରିକାର ଜର୍ଜିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାକାର ଜଣେ ମଡେଲ ନିଜ  ପ୍ରାଇଭେଟ ପାର୍ଟକୁ ଶୁଟ୍‌ କରି ଦେଇଛନ୍ତି । ମଡେଲ ଜଣଙ୍କ ହାତରେ ବନ୍ଧୁକ ଧରି ଏକ ଭିଡିଓ ଶୁଟିଂ କରୁଥିଲେ, ସେହି ସମୟରେ ଏହି ଅଘଟଣ…

ସୌଦି ଆରବ ଭାରତ ସମେତ ୬ ଦେଶର ଯାତ୍ରୀଙ୍କୁ ସିଧାସଳଖ ପ୍ରବେଶ ପାଇଁ ଦେଲା ଅନୁମତି

ରିୟାଦ,୨୬ ।୧୧: ସୌଦି ଆରବ ଡିସେମ୍ବର ୧ରୁ ଭାରତ ସମେତ ୬ ଦେଶର ଯାତ୍ରୀଙ୍କୁ ଦେଶରେ ସିଧାସଳଖ ପ୍ରବେଶ ଅନୁମତି ପ୍ରଦାନ କରିଛି । ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାହାର ଦେଶର ଯାତ୍ରୀ ସୌଦି ଆରବରେ ପ୍ରବେଶ କରିବାକୁ…

ଉତ୍ତର କୋରିଆରେ ଲେଦର ଜ୍ୟାକେଟ ପିନ୍ଧିବା ମହଙ୍ଗା ପଡିପାରେ

ପୋଙ୍ଗୟାଙ୍ଗ,୨୬ ।୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ନିଜ ଦେଶର ଜନତାଙ୍କ ପାଇଁ ଏକ ଅଦ୍ଭୁତ ନିୟମ ଲାଗୁ କରିଛନ୍ତି । ନିକଟରେ ତାଙ୍କ ପସନ୍ଦର ଲେଦର କୋର୍ଟର ନକଲ କରିବାରୁ ସେ ରାଗି ଯାଇଥିଲେ, ଆଉ…

ଘାତକ ସାଜିଛି ଇଂଲିଶ ଚ୍ୟାନେଲ

ପ୍ୟାରିସ/ଲଣ୍ଡନ, ୨୬।୧୧:ଆଟଲାଣ୍ଟିକ୍‌ ମହାସାଗରରେ ଥିବା ଇଂଲିଶ ଚ୍ୟାନେଲର ଲମ୍ବ ୫୬୦ କି.ମି. ଓ ଚଉଡ଼ା ୨୪୦ କି.ମି.। ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଜାହାଜ ଚଳାଚଳ ଲେନ୍‌ ଡୋଭର ପ୍ରଣାଳୀରେ ଏହା ସଂକୀର୍ଣ୍ଣ ହୋଇ ୩୪ କି.ମି. ରହିଛି। ଦକ୍ଷିଣ ଇଂଲଣ୍ଡକୁ ଉତ୍ତର…

ଦକ୍ଷିଣ ଆଫ୍ରିକାରେ କରୋନାର ମାରାତ୍ମକ ଭାରିଏଣ୍ଟ, ଇଂଲଣ୍ଡ-ଇସ୍ରାଏଲ ଲଗାଇଲେ ପ୍ରତିବନ୍ଧକ, ଭାରତ ସରକାର ସଜାଗ

ଜୋହାନସର୍ଗ,୨୬ ।୧୧: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ ସଂକ୍ରମଣର ସବୁଠାରୁ ମାରାତ୍ମକ ଭାରିଏଣ୍ଟ ଦେଖାଦେଇଛି । ଯାହା ସାରା ଦେଶକୁ ଚିନ୍ତାରେ ପକାଇ ଦେଇଛି । ଏହାକୁ ଦେଖି ଇଂଲଣ୍ଡ ଓ ଇସ୍ରାଏଲ ଦକ୍ଷିଣ ଆଫ୍ରିକା ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇ…

କୋଇଲା ଖଣିରେ ନିଆଁ: ଫସିଛନ୍ତି ୪୬ ଶ୍ରମିକ

ମସ୍କୋ, ୨୫।୧୧: ରୁଷିଆର ସାଇବେରିଆରେ ଥିବା ଏକ କୋଇଲା ଖଣିରେ ଗୁରୁବାର ନିଆଁ ଲାଗି ୧୧ ଜଣଙ୍କ ମୃତ୍ୟୁ ଘଟିବା ସହ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅନ୍ୟ କେତେଜଣ ଖଣି ଭିତରେ ଫସିରହିଥିବା ଜଣାପଡ଼ିଛି। କେମେରୋଭୋ ଅଞ୍ଚଳର ଲିସ୍‌ଭ୍ୟାଝନାୟା ଖଣିର…

ଶତ୍ରୁ ସହ ଲଢେଇ ପାଇଁ ଯୁଦ୍ଧକ୍ଷେତ୍ରରେ ଇଥିଓପିଆ ପ୍ରଧାନମନ୍ତ୍ରୀ

ନାଇରୋବି,୨୫।୧୧: ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଯୁଦ୍ଧକ୍ଷେତ୍ରକୁ ଯାଇ ଶତ୍ରୁ ସହ ଲଢେଇ କରିଛନ୍ତି। ଏକ ବର୍ଷର ଚାଲିଥିବା ଯୁଦ୍ଧରେ ଶତ୍ରୁମାନେ ରାଜଧାନୀ ମୁହାଁ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନିଜେ ଲଢିବା ଯୁଦ୍ଧ କ୍ଷେତ୍ରକୁ…

୪ ଯୁବତୀଙ୍କୁ କରିଥିଲେ ବଳାତ୍କାର: କୋର୍ଟରେ ଜଜ୍‌ଙ୍କ ସାମ୍ନାରେ ସ୍ବୀକାର କଲେ ନିଜ ଦୋଷ, ଆଉ ତା’ ପରେ…

ନ୍ୟୁୟର୍କ,୨୫ା୧୧: ଜଣେ କି ଦୁଇ ଜଣ ନୁହେଁ, ୪ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ନ୍ୟୁୟର୍କର ଜଣେ ଯୁବକ ଜେଲ୍‌ ଯାଇଛନ୍ତି। ୨୦ ବର୍ଷୀୟ କ୍ରିଷ୍ଟୋଫର ଓ୍ବେଲଟର ନାମକ ଜଣେ ଯୁବକ ୨୦୧୭ ଏବଂ ୨୦୧୮ ମଧ୍ୟରେ ଲେମ୍ବିଷ୍ଟନରେ ପରିବାର ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri