ଜାପାନ ସାଗରରେ ମିଳିତ ନୌସମରାଭ୍ୟାସ, ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା…
ଟୋକିଓ,୨୫।୧୧: ଦକ୍ଷିଣ ଚାଇନା ସାଗରରୁ ଜାପାନ ସାଗର ପର୍ଯ୍ୟନ୍ତ ସାମୁଦ୍ରିକ ଅଞ୍ଚଳରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ ପକ୍ଷରୁ ମିଳିତ ଭାବେ ନୌସମରାଭ୍ୟାସ ଜାରି ରହିଛି। ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ନୌସମରାଭ୍ୟାସ ଆନୁଏଲେକ୍ସ୍-୨୦୨୧ ନଭେମ୍ବର ୩୦…
ସଂସଦ ଭବନରେ ଲଗାଇଲେ ନିଆଁ, ୩୬ ଘଣ୍ଟିଆ ଲକ୍ଡାଉନ୍ ଘୋଷଣା…
ହୋନିଆରା,୨୫।୧୧: ପ୍ରଶାନ୍ତ ମହାସାଗରରେ ଥିବା ସୋଲୋମନ ଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କୁ ହଟାଇବାକୁ ଦାବି କରୁଥିବା ବିକ୍ଷୋଭକାରୀମାନେ ସଂସଦ ଭବନ ଏବଂ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି। ହିଂସା ଏବଂ ଲୁଟ ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପ୍ରଦର୍ଶନକାରୀଙ୍କୁ ଘଉଡାଇବା ଲାଗି…
ସମୁଦ୍ରରେ ୧୧ ଇଞ୍ଚ ବହଳ ବରଫ, ଅଟକି ରହିଛି ୨୪ ଜାହାଜ…
ମସ୍କୋ,୨୫।୧୧: ଆର୍କଟିକ ସାଗରରେ ଦେଇ ୟୁରୋପ ଏବଂ ଏସିଆରେ ପହଞ୍ଚିବା ଏବେ କଷ୍ଟକର ହେଉଛି। ରୁଷିଆର ଗଣମାଧ୍ୟମ ରିପୋର୍ଟ କରିଛି ଯେ ଅତି କମରେ ୨୪ ଟି ଜାହାଜ ବରଫରେ ଫସି ରହିଛନ୍ତି। ତୁଷାରପାତ ହେତୁ ସମଗ୍ର ଉତ୍ତର ସାଗର ମାର୍ଗ…
ଡଙ୍ଗା ବୁଡି ୩୧ ମୃତ
କାଲାଇସ୍,୨୫।୧୧: ଫ୍ରାନ୍ସରୁ ଇଂଲଣ୍ଡ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ଇଂଲିଶ ଚ୍ୟାନେଲରେ ବୁଡିଯାଇଛି। ବୁଧବାର ପ୍ରବାସୀଙ୍କୁ ନେଇ ଯାଉଥିବା ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଫ୍ରାନ୍ସ ଗୃହ ମନ୍ତ୍ରୀ ଗେରାଲ୍ଡ ଡାର୍ମିନିନ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ…
ସ୍କୁଲ ଖୋଲିବା ପରେ ବେକାକୁ ହେଉଛି କରୋନା, ସାତ ଦିନରେ ୧.୪୧ ଲକ୍ଷ ସଂକ୍ରମିତ
ୱାଶିଂଟନ,୨୫ ।୧୧: କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଆମେରିକାରେ ଏବେ ଏହି ମହାମାରୀ ଶିଶୁଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରୁଥିବା ଜଣାପଡିଛି । ଭାଇରସର ଏହି ରୂପ ବିଶ୍ୱ ପାଇଁ ସତର୍କ ଘଣ୍ଟି ହୋଇପାରେ ବୋଲି କୁହାଯାଉଛି । ଆମେରିକାନ…
୧୦୦ଦିନ ପୂରଣ କଲା ତାଲିବାନ ହେଲେ ମିଳିଲାନି ମାନ୍ୟତା
କାବୁଲ,୨୫ ।୧୧: ଆଫଗାନିସ୍ତାନରେ ତାଳିବାନର ଶାସନକୁ ୧୦୦ ଦିନ ପୂରଣ ହୋଇଛି । ଇତିମଧ୍ୟରେ ତାଳିବାନକୁ ଶିକ୍ଷା ମିଳିଛି ଯେ କୌଣସି ଶାସନକୁ ହଟାଇ ଦେଶକୁ ନିଜ ଅକ୍ତିୟାରକୁ ନେବା ସହଜ କଥା, ହେଲେ ଏହାକୁ ଅନ୍ତରାଷ୍ଟ୍ରୀୟ ମାନ୍ୟତା ମିଳିବା ସହଜ…
ମାଗଡାଲେନା ଆଣ୍ଡରସନ ହେବେ ସ୍ବିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ଷ୍ଟକହୋମ,୨୪।୧୧: ସ୍ବିଡେନ ରାଜନୀତିରେ ଏକ ନୂଆ ଇତିହାସ ସୃଷ୍ଟି ହେଉଛି। ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବା ପାଇଁ ଡେମୋକ୍ରାଟ ନେତ୍ରୀ ମାଗଡାଲେନା ଆଣ୍ଡରସନଙ୍କୁ ମଞ୍ଜୁରୀ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂସଦରେ ଏକ ଭୋଟ ନିଆଯାଇଥିଲା, ସେଥିରେ ମାଗଡାଲେନାଙ୍କୁ ବହୁମତ ମିଳିଥିଲା।…
ଶେଷରେ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲମାବାଦ୍,୨୪।୧୧: ପାକିସ୍ତାନ ଦେବାଳିଆ ହୋଇଯାଇଥିବା କଥା ଶେଷରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ପାକିସ୍ତାନର ଅର୍ଥନୀତି ସଂପୂର୍ଣ୍ଣ ରୂପେ ଭୁଶୁଡି ପଡିଛି। ଦେଶ ଦାରିଦ୍ର୍ୟର ପଥରେ ପହଞ୍ଚିଛି ଏବଂ ଦେଶ ଚଳାଇବା ପାଇଁ ସରକାରଙ୍କ ପାଖରେ ଟଙ୍କା…
୧୯ ମହଲାରୁ ଖସିପଡ଼ିଲେ ମହିଳା, ଅଧାବାଟରେ ଏମିତି ଝୁଲି ରହିଲେ
ବେଜିଂ,୨୪ା୧୧: ଜଣେ ମହିଳା ବାଲକୋନିରେ କପଡ଼ା ଶୁଖାଇବା ବେଳେ ଖସି ପଡ଼ିଥିଲେ। ସେ ତଳକୁ ଖସିବା ବେଳେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଘଟଣା ଦକ୍ଷିଣ ଚାଇନାର ଜିଆଙ୍ଗସୁ ଜିଲାର ୟାଙ୍ଗ୍ଜହୁରେ ହୋଇଛି।…
ଆଉ ରହିବନି ଭୟ, ପୃଥିବୀ ମୁହାଁ ଗ୍ରହାଣୁପିଣ୍ଡ ଆଖି ପିଛୁଳାକେ ହେବ ଧ୍ୱଂସ…
ଓ୍ବାଶିଂଟନ,୨୪।୧୧: ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ପକ୍ଷରୁ ଏହା ଡାର୍ଟ ମିଶନ ଆରମ୍ଭ କରାଯାଇଛି। ଏହା କାଲିଫର୍ନିଆର ମହାକାଶ ଉତ୍କ୍ଷେପଣ କେନ୍ଦ୍ରରୁ ସ୍ପେସ୍ ଏକ୍ସ୍ର ରକେଟ ଫାଲକନ୍-୯ ଦ୍ୱାରା ଉତ୍କ୍ଷେପଣ କରାଯାଇଥିବା ନାସା ପକ୍ଷରୁ କୁହାଯାଇଛି। ଏହି ଡାର୍ଟ ମିଶନ…
ଚାଇନାରେ ଜନ୍ମ ହାର ୪୩ ବର୍ଷ ମଧ୍ୟରେ ସର୍ବନିମ୍ନ…
ବେଜିଂ,୨୪।୧୧: ଚାଇନାରେ ଗତ ୪୩ ବର୍ଷ ମଧ୍ୟରେ ୧୯୭୮ ପରଠାରୁ ଜନ୍ମ ହାର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଯେତେବେଳେ ଚାଇନା ସରକାର ଜନସଂଖ୍ୟା ସଙ୍କଟ ଦୂର କରିବାକୁ ସଂଘର୍ଷ କରୁଛନ୍ତି। ନିକଟରେ ଦ ଗାର୍ଜିଅନର ଏକ ରିପୋର୍ଟରେ ଏହା ଦାବି…
ଚାଇନା ଆକ୍ରମଣ ଆଶଙ୍କା, ସୈନ୍ୟଙ୍କ ତାଲିମ ବଢ଼ାଇଲା ତାଇଓ୍ବାନ…
ତାଇପେ,୨୪।୧୧: ଚାଇନା ପଟୁ ଆସୁଥିବା ଆକ୍ରମଣର ଧମକ ମଧ୍ୟରେ ତାଇୱାନ ଏହାର ସୈନ୍ୟଙ୍କ ତାଲିମକୁ ଜୋରଦାର କରିଛି। ଯେକୌଣସି ସମୟରେ ଚାଇନା ଆକ୍ରମଣ କରିବାର ଆଶଙ୍କା ରହିଥିବାରୁ ତାଇଓ୍ବାନ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଚାଇନା ଲଗାତାର ନିଜର ସାମରିକ ଶକ୍ତିର…
Archives


