‘ଓମିକ୍ରନ’କୁ ନେଇ ଡବ୍ଲୁଏଚ୍ଓର ଚେତାବନୀ
ଜେନେଭା,୨୯।୧୧: କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ୱ ଭୟଭୀତ ହୋଇଛି। ବିଭିନ୍ନ ଦେଶଗୁଡିକ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିସାରିଲେଣି। ଏବେ ଏହାକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)। ଓମିକ୍ରନକୁ ‘ହାଇ ରିସ୍କ’ ବୋଲି…
କରୋନାର ନୂଆ ଏନ୍ତୁଡ଼ିଶାଳର ସନ୍ଧାନ ମିଳିଲା, ୯୦ ପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତ…
କେପ୍ ଟାଉନ୍,୨୯।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଠାରେ ଥିବା ଶ୍ୱାନେ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏବେ କରୋନାର ନୂଆ ଏନ୍ତୁଡ଼ିଶାଳ ପାଲଟିଛି। ଏଠାରେ ୯୦ ପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏହା…
ଓମିକ୍ରନ୍ର ପ୍ରଥମ ଚିତ୍ର ଜାରି, ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜକୁ ପରିବର୍ତ୍ତନ କରିଥାଏ…
ରୋମ/ନୂଆଦିଲ୍ଲୀ,୨୯।୧୧: କରୋନା ମହାମାରୀର ଦକ୍ଷିଣ ଆଫ୍ରିକାରେ ମିଳିଥିବା ନୂଆ ଭାରିଆଣ୍ଟ ଓମିକ୍ରନ୍ର ପ୍ରଥମ ଚିତ୍ର ଜାରି କରାଯାଇଛି। କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ୍ ନିଜକୁ ଅଧିକ ପରିବର୍ତ୍ତନ କରିଥାଏ। ଏହାର ୩୦ ପ୍ରକାର ମ୍ୟୁଟେଶନ ରୂପ ରହିଛି ବୋଲି ଇଟାଲୀର…
ବାର୍ବାଡୋସ୍ରୁ ସରିବ ବ୍ରିଟିଶ ଯୁଗ
ବ୍ରିଜ୍ଟାଉନ, ୨୯ା୧୧: ବିଶ୍ୱର ଅନେକ ଦେଶକୁ ଶାସନ କରିଥିବା ବ୍ରିଟେନ୍ ହାତରୁ ମୁକୁଳି ଏବେ ନୂଆକରି ଗଣତନ୍ତ୍ର ଦେଶ ହେବାକୁ ଯାଉଛି ବାର୍ବାଡୋସ୍। ସ୍ବାଧୀନ ହେବା ସତ୍ତ୍ୱେ ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ଔପଚାରିକ ଭାବେ ଦେଶର ରାଷ୍ଟ୍ରମୁଖ୍ୟ ରହିଥିଲେ। ମହାରାଣୀଙ୍କୁ…
କାନାଡାରେ ପହଞ୍ଚିଲା ‘ଓମିକ୍ରନ’
ଓଟାୱା,୨୯ ।୧୧: କରୋନା ଭାଇରସର ନୂଆ ରୂପ ‘ଓମିକ୍ରନ’ ଏବେ ସାରା ବିଶ୍ୱର ନିଦ ହଜାଇ ଦେଇଛି । ସବୁ ଭାରିଏଣ୍ଟଠାରୁ ଏହା ମାରାତ୍ମକ ବୋଲି ବିଶେଷଜ୍ଞମାନେ କହିବା ପରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ…
ଦକ୍ଷିଣ ଆମେରିକାରେ ଶକ୍ତିଶାଳୀ ଭୂକମ୍ପ
ପେରୁ,୨୮।୧୧: ରବିବାର ପେରୁର ଉତ୍ତର ଅଞ୍ଚଳରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ବରଙ୍କା ସହରଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସଜିଏସ୍) ଅନୁଯାୟୀ ପେରୁର ରାଜଧାନୀ ଲିମା ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଛି।…
ଓମିକ୍ରନ୍ ଆତଙ୍କ, ଦ୍ରୁତ ବେଗରେ ବଢୁଛି ସଂକ୍ରମଣ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୧: ପୃଥିବୀର ବହୁ ଦେଶରେ ପୁଣି ଲକ୍ଡାଉନ୍ ଫେରିଛି। କରୋନା ମହାମାରୀ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଭାରିଆଣ୍ଟ୍ ତୁଳନାରେ ଏହା ଦ୍ରୁତ ବେଗରେ ସଂକ୍ରମିତ ହୋଇଥିବା ବିଶେଷଜ୍ଞ କହିଛନ୍ତି। ଏଭଳି ପରିସ୍ଥିତିରେ…
୪୦ ଆଲୋକ ବର୍ଷ ଦୂରରେ ଦ୍ୱିତୀୟ ସୌର ଜଗତର ସନ୍ଧାନ…
ଓ୍ବାଶିଂଟନ,୨୮।୧୧: ଆମ ସୌର ଜଗତ ଆକାଶଗଙ୍ଗାରେ ରହିଛି। ଏହାଠାରୁ ୪୦ ଆଲୋକବର୍ଷ ଦୂରରେ ଏକ ଦ୍ୱିତୀୟ ସୌର ଜଗତର ସନ୍ଧାନ ମିଳିଛି। ଏହାକୁ ହୋଲି ଗ୍ରେଲ୍ ଭାବେ ନାମିତ କରାଯାଇଛି। ଏଠାରେ ଥିବା ଗ୍ରହମାନଙ୍କ ଉପରେ ମହାକାଶବିଜ୍ଞାନୀମାନେ ଏବେ ନାନା ତଥ୍ୟ…
ଲେବର ପେନ୍ ସତ୍ତ୍ୱେ ସାଇକେଲ ଚଲାଇ ହସ୍ପିଟାଲ ପହଞ୍ଚିଲେ ନ୍ୟୁଜିଲାଣ୍ଡ ସାଂସଦ: ପ୍ରସବ କଲେ ସୁସ୍ଥ ଶିଶୁକନ୍ୟା
ୱେଲିଂଟନ,୨୮ ।୧୧: ନ୍ୟୁଜିଲାଣ୍ଡର ସାଂସଦ ଗୁଲି ଏନି ଜେଣ୍ଡରଙ୍କ ଚର୍ଚ୍ଚା ଇଣ୍ଟରନ୍ୟାସନାଲ ଗଣମାଧ୍ୟମରେ ଖୁବ୍ ହେଉଛି । ଚର୍ଚ୍ଚାର କାରଣ ହେଉଛି ତାଙ୍କ ସାହସ । ଘଟଣା ହେଉଛି ରବିବାର ସକାରେ ତାଙ୍କର ପ୍ରସବ ଯନ୍ତ୍ରଣା ବା ଲେବର ପେନ୍ ଆରମ୍ଭ…
ସୀମା ସିଲ୍ କଲା ଇସ୍ରାଏଲ
ଜେରୁଜେଲମ,୨୮ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଏବେସାରା ବିଶ୍ୱରେ ଚିନ୍ତାର ବିଷୟ ପାଲଟିଛି । ଏହା ଡେଲ୍ଟା ଭାରିଏଣ୍ଟ ଠାରୁ ମାରାତ୍ମକ ବୋଲି କୁହାଯାଉଥିବା ବେଳେ ଦ୍ରୁତ ଗତିରେ ବ୍ୟାପୁଛି ବୋଲି ଜଣାପଡିଛି । ଏହାକୁ…
ପୁଣି ଫେରିଲା ଲକ୍ଡାଉନ୍, ଓମିକ୍ରନ୍କୁ ନେଇ ଲୋକେ ଆତଙ୍କିତ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୧: ପୃଥିବୀର ବହୁ ଦେଶରେ ପୁଣି ଲକ୍ଡାଉନ୍ ଫେରିଛି। କରୋନା ମହାମାରୀ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍ ବ୍ୟାପିବାରେ ଲାଗିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରିଆଣ୍ଟ୍ ଅଫ୍ କନସର୍ନ ବୋଲି କହିଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଭାରିଆଣ୍ଟ୍ ତୁଳନାରେ ଏହା…
ନୂଆ ଭାରିଏଣ୍ଟ ଚିହ୍ନିବାରୁ ମିଳିଲା ଦଣ୍ଡ: ଦକ୍ଷିଣ ଆଫ୍ରିକା
କେପଟାଉନ,୨୮ ।୧୧: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଛି କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ । ଏହି ଭାରିଏଣ୍ଟ ସବୁଠାରୁ ମାରାତ୍ମକ ବୋଲି କୁହାଯାଉଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ…
Archives


