ଝିଅଙ୍କୁ ମା’ ଦେଲେ ଏମିତି ଇଞ୍ଜେକ୍ସନ, କାରଣ ଜାଣିଲେ…
ଲଣ୍ଡନ,୧୮ା୬: ବ୍ରିଟେନର ଏକ ରିୟାଲିଟି ଟିଭି ଶୋ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଅସମଡାଡ୍ ନାମକ ଏହି ଶୋ’ର ତୃତୀୟ ସିଜନ ଆରମ୍ଭ ହୋଇଛି। ତେବେ ଏହାର ବିଷୟବସ୍ତୁକୁ ନେଇ ଶୋ’ଟି ବିବାଦୀୟ ହୋଇଛି। ଏହି ଶୋ’ରେ ମା’ ଏବଂ ଝିଅଙ୍କ...
ଫୁଟୁଥିବା ଗରମ ପାଣିରେ ୩ କିଲୋ ଚିନି ମିଶାଇ ଶୋଇଥିବା ସ୍ବାମୀଙ୍କ ଉପରେ ଢାଳିଦେଲେ ସ୍ତ୍ରୀ, ଆଉ ତା’ ପରେ…
ଲଣ୍ଡନ,୧୮।୬: ଇଂଲଣ୍ଡର ଜଣେ ୫୯ ବର୍ଷୀୟା ମହିଳା ୮୧ ବର୍ଷୀୟ ବୃଦ୍ଧ ସ୍ବାମୀଙ୍କ ଉପରେ ଫୁଟୁଥିବା ଗରମ ପାଣିରେ ଚିନି ମିଶାଇ ଢାଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ମହିଳାଙ୍କ ନାମ କୋରିନା ବେସ୍। ସ୍ବାମୀଙ୍କ ସହ ୩୮...
ସ୍ବିସ୍ ବ୍ୟାଙ୍କ୍ରେ ୨୦ ହଜାର କୋଟି ଟପିଲା ଭାରତୀୟଙ୍କ ଜମାରାଶି
ନୂଆଦିଲ୍ଲୀ,୧୭।୬: ସ୍ବିସ୍ ବ୍ୟାଙ୍କରେ ଗଚ୍ଛିତ ଥିବା ଭାରତୀୟଙ୍କ ଜମାରାଶି ୨୦୨୦ ବର୍ଷ ସୁଦ୍ଧା ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ଦେଶର ବ୍ୟକ୍ତିବିଶେଷ ଓ ଫାର୍ମ କମ୍ପାନୀଙ୍କ ଆକାଉଣ୍ଟରେ ଥିବା ଅର୍ଥ ମଧ୍ୟ ସାମିଲ ରହିଛି। ସୁଇଜରଲାଣ୍ଡର ସେଣ୍ଟ୍ରାଲ...
ମିଳିଲା ତୃତୀୟ ବୃହତ୍ ହୀରା
ଗାବୋରୋନେ,୧୭।୬: ଦକ୍ଷିଣ ଆଫ୍ରିକୀୟ ଦେଶ ବୋଟ୍ସ୍ବାନାରେ ମିଳିଛି ବିଶ୍ୱର ୩ ବୃହତ୍ତମ ହୀରା। ଏପର୍ଯ୍ୟନ୍ତ ଏହାର ନାମକରଣ ହୋଇ ନାହିଁ। ୧,୦୯୮ କ୍ୟାରେଟ୍ର ଏହି ହୀରା ଆଙ୍ଗ୍ଲୋ ଆମେରିକୀୟ ଡେ ବିୟର୍ସ ଏବଂ ବୋଟ୍ସ୍ବାନା ସରକାରଙ୍କ ମିଳିତ ଉଦ୍ୟମରେ ମିଳିଛି।...
ଏହି ଦେଶକୁ ମିଳିଲା ୧,୦୯୮ କ୍ୟାରେଟ୍ ପୃଥିବୀର ତୃତୀୟ ବୃହତ୍ତମ ହୀରା: ଏବେ ସୁଧୁରିବ ଆର୍ଥିକ ଅବସ୍ଥା…
ଗାର୍ବୋନ୍,୧୭।୬: ଆଫ୍ରିକୀୟ ଦେଶ ବୋଷ୍ଟଓ୍ବାନାକୁ ପୃଥିବୀର ତୃତୀୟ ବୃହତ୍ତମ ହୀରା ମିଳିଛି। ଜୁନ୍ ୧ରେ ମିଳିଥିବା ଏହି ହୀରାକୁ ରାଷ୍ଟ୍ରପତି ମୋକଗଓ୍ବେତ୍ସି ମସିସି ବୁଧବାର ଦେଖିଛନ୍ତି। ହୀରା ଖନନକାରୀ କମ୍ପାନୀ ଦେବସ୍ବାନାର ପରିଚାଳନା ନିର୍ଦ୍ଦେଶକ ଲାୟନଟି ଆର୍ମଷ୍ଟ୍ରଙ୍ଗ୍ ଏହାକୁ ରାଷ୍ଟ୍ରପତିଙ୍କୁ...
ପ୍ରଧାନମନ୍ତ୍ରୀଙ୍କ ହ୍ବାଟ୍ସଆପ୍ ଚାଟ୍ ଲିକ୍, ପଠାଇଥିଲେ ଏମିତି ମେସେଜ
ଲଣ୍ଡନ,୧୭ା୬: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ହ୍ବାଟ୍ସଆପ୍ ଚାଟ୍ ଲିକ୍ ହୋଇଥିବା ସାମ୍ନାକୁ ଆସିଛି। ଏହି ଚାଟ୍କୁ ବୋରିସ୍ଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଡୋମିନକ୍ କମିଙ୍ଗ୍ସ ଲିକ୍ କରିଦେଇଛନ୍ତି। ଏହି ଚାଟ୍ରେ ବୋରିସ୍ ସ୍ବାସ୍ଥ୍ୟ ସଚିବ ମ୍ୟାଟ୍ ହାନକକ୍ଙ୍କ ବିଷୟରେ...
କୋଭାକ୍ସିନ୍କୁ ଡବ୍ଲ୍ୟୁଏଚ୍ଓ ମଞ୍ଜୁରୀ: ଜୁନ୍ ୨୩ରେ ବୈଠକ…
ଜେନେଭା,୧୭।୬: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଭାକ୍ସିନ୍ କୋଭାକ୍ସିନ୍କୁ ବିଶ୍ୱସ୍ତରରେ ବ୍ୟବହାର କରାଯିବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ର ମଞ୍ଜୁରୀ ପାଇଁ ଜୁନ୍ ୨୩ରେ ବୈଠକ ଅନୁଷ୍ଠିତ ହେବ। ଭାରତ ବାୟୋଟେକ୍ ପକ୍ଷରୁ ଏସମ୍ପର୍କିତ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ...
ଆମେରିକାରୁ କରୋନା ଭୂତାଣୁ ଉତ୍ପତ୍ତି, କହିଲା ଚାଇନା…
ଓ୍ବାଶିଂଟନ/ବେଜିଂ,୧୭।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ଭୂତାଣୁର ଉତ୍ପତ୍ତି ନେଇ ଆମେରିକା ଏବଂ ଚାଇନା ମୁହାଁମୁହିଁ ହୋଇଛନ୍ତି। ଚାଇନା ଜାଣିଶୁଣି ଲାବ୍ରେ କରୋନା ଭୂତାଣୁ ତିଆରି କରିଥିବା ଆମେରିକା ପକ୍ଷରୁ ବାରମ୍ବାର...
ସ୍ପେସ୍ ଷ୍ଟେଶନ ମୁହାଁ ୩ ମହାକାଶ ଯାତ୍ରୀ…
ବେଜିଂ,୧୭।୬: ଚାଇନା ଏହାର ନୂଆ ସ୍ପେସ୍ ଷ୍ଟେଶନ ଅଭିମୁଖେ ୩ ଜଣ ମହାକାଶ ଯାତ୍ରୀଙ୍କୁ ଗୁରୁବାର ପୂର୍ବାହ୍ନ ୯ଟା ୨୨ରେ ପଠାଇଛି। ଶେନଝୋଉ-୧୨ ମହାକାଶ ଯାନକୁ ରକେଟ ଲୋଙ୍ଗ୍ ମାର୍ଚ୍ଚ-୨-ଏଫ୍ଓ୍ବାଇ-୧୨ ଦ୍ୱାରା ଉତ୍ତର ପଶ୍ଚିମ ଚାଇନାର ଗୋବି ମରୁଭୂମିରେ ଥିବା...
ରୋନାଲ୍ଡୋଙ୍କ ପରେ ପୋଗ୍ବା କଲେ ସମାନ କାମ: ହଟାଇଲେ ବିୟର ବୋତଲ…
ପ୍ୟାରିସ୍,୧୭।୬: ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍ ମଧ୍ୟରେ ୨୯,୩୦୦ କୋଟି ଟଙ୍କାର କ୍ଷତି ହୋଇଥିଲା। ୟୁରୋ ୨୦୨୦ ହଙ୍ଗେରୀ ସହିତ ପର୍ତ୍ତୁଗାଲର ମ୍ୟାଚ୍ ପୂର୍ବରୁ...
ଭାରତ ନାଁରେ ବିପୁଳ ଅର୍ଥ ସଂଗ୍ରହ
ୱାଶିଂଟନ,୧୭ା୬: ଭାରତରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଯୋଗୁ ଅକ୍ସିଜେନ ସଙ୍କଟ ଦେଖାଦେଇଥିଲା। ଭାରତ ପକ୍ଷରୁ ଦିଆଯାଇଥିବା ସହାୟତା ବଦଳରେ ବିଶ୍ୱର ଅନେକ ଦେଶ ସହଯୋଗର ହାତ ବଢ଼ାଇଥିଲେ। ଏହାକୁ ଦେଖି କେତେକ ପାକିସ୍ତାନୀ ସଙ୍ଗଠନ ଭାରତକୁ ସହାୟତା ଦେବା...
ଜେନେଭାରେ ବାଇଡେନ୍-ପୁଟିନ୍ ସମିଟ୍
ଜେନେଭା, ୧୭।୬: ଆମେରିକା ଓ ରୁଷିଆ ମଧ୍ୟରେ ଦୀର୍ଘ ବର୍ଷ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ଜେନେଭା ସମ୍ମିଳନୀ ଅବସରରେ ଦୁଇ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଭ୍ଲାଡିମିର ପୁଟିନ ବୁଧବାର ପରସ୍ପର କରମର୍ଦ୍ଦନ କରିଛନ୍ତି। ଜାନୁୟରୀ ୨୦ରେ ବାଇଡେନ୍...
Archives


