ଅନ୍ତର୍ଜାତୀୟ

୫ ବର୍ଷରୁ ଛୋଟ କମ୍‌ ବୟସ୍କ ପିଲା-ଗର୍ଭବତୀ ମହିଳା ଓମିକ୍ରନ୍‌ରେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା…

ଜୋହାନ୍ସବର୍ଗ/ନୂଆଦିଲ୍ଲୀ,୪।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ବହୁ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ବ୍ୟାପିବା ସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଓମିକ୍ରନ୍‌ ଦ୍ୱାରା…

ଆଫ୍ରିକାରେ ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ, ଏକ ସପ୍ତାହରେ ଶହେ ପ୍ରତିଶତରୁ ଅଧିକ ସଂକ୍ରମଣ

ଜୋହାନସବର୍ଗ,୪ ।୧୨: କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ୍‌ର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଦଳ ଦକ୍ଷିଣ ଆଫ୍ରିକା ପହଞ୍ଚିଛନ୍ତି । ଏମାନେ ଗୌତେଙ୍ଗ ଅଞ୍ଚଳରେ ଓମିକ୍ରନର ମୁକାବିଲା କରିବାରେ ସାହାଯ୍ୟ କରିବେ । ଓମିକ୍ରନ ଏବେ ସୁଦ୍ଧା…

ପାଣି-ପବନ ପ୍ରଦୂଷଣ ଯୋଗୁ ଜନ୍ମ ନେଇଛନ୍ତି ଅଧିକ ପୁଅ!

କାଲିଫର୍ନିଆ,୪ ।୧୨: ଅମେରିକା ଓ ସ୍ୱିଡେନରେ ୧୯୮୩ରୁ ୨୦୧୩ ମଧ୍ୟରେ ଜନ୍ମ ନେଇଥିବା ପାଖାପାଖି ୬୦ ଲକ୍ଷ ଶିଶୁ ଓ ଏହାର ପରିବେଶର ଅଧ୍ୟୟନକୁ ଆଧାର କରି ଏକ ନୂଆ ତଥ୍ୟ ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି କି ପାଣି…

ଓମିକ୍ରନ ମୁକାବିଲା ପାଇଁ ଦକ୍ଷିଣ ଆଫ୍ରିକାକୁ ଏକ ଟିମ୍‌ ପଠାଇଲା ଡବ୍ଲୁଏଚ୍‌ଓ

ଜେନେଭା,୩।୧୨: ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏହାର ଅଧିକାରୀମାନଙ୍କର ଏକ ଟିମ ଦକ୍ଷିଣ ଆଫ୍ରିକାକୁ ପଠାଇଛି। ଏହି ଦଳ କରୋନାର ଓମିକ୍ରନ ଭାରିଆଣ୍ଟ ସହିତ ମୁକାବିଲା କରିବା…

୯୮ ବର୍ଷ ଇତିହାସରେ ପ୍ରଥମ: ଡିଜ୍‌ନୀର ଅଧ୍ୟକ୍ଷ ହେବେ ଜଣେ ମହିଳା

କାର୍ଲିଫର୍ନିଆ,୩।୧୨: ମନୋରଞ୍ଜନ ଜଗତର ପ୍ରମୁଖ କମ୍ପାନୀ ୱାଲ୍ଟ ଡିଜନି ୯୮ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛି। ୬୭ ବର୍ଷୀୟ ସୁସାନ ଅର୍ନୋଲ୍ଡ କମ୍ପାନୀର ନୂତନ ବୋର୍ଡ ଚେୟାରମ୍ୟାନ ହେବାକୁ ଯାଉଛନ୍ତି। ସେ ୧୪…

ସତର୍କ ହେଲା ଆମେରିକା: ଦେଖାଇବାକୁ ହେବ ୨୪ ଘଣ୍ଟା ଭିତରେ କରାଯାଇଥିବା କରୋନା ଟେଷ୍ଟ ରିପୋର୍ଟ

ୱାଶିଂଟନ,୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ଅଧିକାଂଶ ଦେଶରେ ଦେଖାଯାଇଥିବା ବେଳେ ସମସ୍ତ ଦେଶ ଏବେ ଏହାକୁ ନେଇ ନୂଆ ଗାଇଡ ଲାଇନ ଜାରି କରି ସାରିଲେଣି । ଆମେରିକା ଭଳି ଶକ୍ତିଶାଳୀ ଦେଶ ବି ଏଥିରୁ ବାଦ୍…

ଓମିକ୍ରନ ସଂକ୍ରମଣ: ବ୍ରିଟେନ ପ୍ରଧାନମନ୍ତ୍ରୀ ନେଲେ ବୁଷ୍ଟର ଡୋଜ, ଶେୟାର କଲେ ଭିଡିଓ

ଲଣ୍ଡନ,୩ ।୧୨: ସାରା ବିଶ୍ୱରେ ଏବେ କରୋନା ଭାଇରସର ନୂଆ ଭାରିଏଣ୍ଟକୁ ନେଇ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ ନେଇଛନ୍ତି । ଏହି ସୂଚନା ସେ ନିଜେ ତାଙ୍କ ଟୁଇଟର…

୨୯ ଦେଶକୁ ମାଡ଼ିଲାଣି ଓମିକ୍ରନ: ୩୭୩ ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ,୨ା୧୨: ଆଜି ଭାରତରେ ପଶିଛି ଓମିକ୍ରନ। ଏହାକୁ ମିଶାଇ ୨୯ ଦେଶକୁ ମାଡ଼ି ସାରିଲାଣି ଏହି ଭାରିଆଣ୍ଟ। ବର୍ତ୍ତମାନ ସୁଦ୍ଧା ୩୭୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସୂଚନାନୁଯାୟୀ, ଡେଲ୍‌ଟା ଭାରିଆଣ୍ଟଠାରୁ…

ଏହି ବୟସର ଲୋକଙ୍କୁ ‘ଓମିକ୍ରନ’ ଆଶଙ୍କା ବେଶୀ

କେପଟାଉନ୍‌,୨।୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ଏକ ନୂତନ ପ୍ରକାର ଭାରିଆଣ୍ଟ ‘ଓମିକ୍ରନ’ ମିଳିବା ପରେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ୨୦ରୁ ଅଧିକ ଦେଶରେ ଏହାର ଭାରିଆଣ୍ଟ ଦେଖିବାକୁ ମିଳିଛି। ଏହି ନୂତନ ଭାରିଆଣ୍ଟ ନେଇ ଦକ୍ଷିଣ ଆଫ୍ରିକାର…

ସପ୍ତାହରେ ସଂକ୍ରମଣ ୪୦୩% ବୃଦ୍ଧି

ଜୋହାନ୍ସବର୍ଗ, ୨ା୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭୂତାଣୁର ଓମିକ୍ରନ୍‌ ଭାରିଆଣ୍ଟ ପ୍ରଥମ ଚିହ୍ନଟ ହେବା ପରଠାରୁ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। ସପ୍ତାହକ ମଧ୍ୟରେ ସେଠାରେ କୋଭିଡ୍‌ ପଜିଟିଭ୍‌ ମାମଲା ୪୦୩ ପ୍ରତିଶତ ବୃଦ୍ଧି ପାଇଛି। ମଙ୍ଗଳବାର ୪,୪୭୩ ସଂକ୍ରମିତ ଚିହ୍ନଟ…

ଓମିକ୍ରନ୍‌କୁ ନେଇ ଚିନ୍ତାରେ ଜାପାନ, ଆରମ୍ଭ କଲା ବୁଷ୍ଟର ଟିକାକରଣ

ଟୋକିଓ,୧ା୧୨: ଏବେ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ସଂଗ୍ରାମ କରୁଥିବା ବେଳେ ଏହାର ଆଉ ଏକ ନୂତନ ଭାଇରସ ‘ଓମିକ୍ରନ୍‌’ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଭଳି ପରିସ୍ଥିତିରେ ଜାପାନରେ କରୋନା ଟିକାର ବୁଷ୍ଟର୍‌ ଡୋଜ୍‌ ଦେବା ଆରମ୍ଭ ହୋଇଛି।…

ପ୍ୟାରିସ କି ସିଙ୍ଗାପୁର ନୁହେଁ, ଏହା ହେଉଛି ବିଶ୍ୱର ସବୁଠୁ ମହଙ୍ଗା ସହର

ଲଣ୍ଡନ,୧।୧୨: ଲଣ୍ଡନର ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ ବିଶ୍ୱର ସବୁଠୁ ଦାମୀ ସହରଗୁଡ଼ିକର ତାଲିକା ପ୍ରକାଶ କରିଛି । ଏଥର ପ୍ୟାରିସ କିମ୍ବା ସିଙ୍ଗାପୁର ନୁହେଁ, ଏହି ତାଲିକାରେ ଇସ୍ରାଏଲର ସହର ତେଲ ଅଭିଭ ପ୍ରଥମ ସ୍ଥାନରେ ରହିଛି। ତେଲ ଅଭିଭ ଦୁନିଆର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri