ରୁଷିଆ ଆକ୍ରମଣ ବନ୍ଦ କରୁ: ଆଇସିଜେ
ହେଗ୍, ୧୭ା୩: ରୁଷିଆ ତୁରନ୍ତ ୟୁକ୍ରେନ୍ ଉପରେ ଆକ୍ରମଣ ବନ୍ଦ କରୁ ବୋଲି ନେଦରଲାଣ୍ଡସ୍ର ହେଗ୍ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ) ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ଅଧିକ ଖରାପ ହେବା ଭଳି କାର୍ଯ୍ୟରୁ ଉଭୟ ପକ୍ଷ ନିବୃତ୍ତ ରୁହନ୍ତୁ।…
ଥରିଲା ଜାପାନ
ଟୋକିଓ,୧୬।୩: ଜାପାନର ରାଜଧାନୀ ଟୋକିଓରେ ଭୂକମ୍ପ ଝଟ୍କା ଲାଗିଛି। ରାତି ପ୍ରାୟ ୮.୦୬ରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପାଡିଛି। ଲୋକେ ଭୂକମ୍ପ ହେବା ଜାଣି ଘରୁ ବାହାରକୁ ପଳାଇ ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ରିକ୍ଟର ସ୍କେଲରେ ଏହାର…
ଆମେରିକା ସଂସଦକୁ ସମ୍ବୋଧନ କଲେ ଜେଲେନସ୍କି
ମସ୍କୋ,୧୬।୩: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବୁଧବାର ଆମେରିକା କଂଗ୍ରେସ କିମ୍ବା ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଲେନସ୍କି ସିଧାସଳଖ ସହାୟତା ପାଇଁ ଆମେରିକାକୁ ନିବେଦନ କରିଛନ୍ତି। ୟୁକ୍ରେନକୁ ଏହି ସମୟରେ ଆମେରିକାର ଆବଶ୍ୟକତା ରହିଛି।…
ୟୁକ୍ରେନ-ରୁଷିଆ ବିବାଦ ଶେଷ ହେବାର ସଙ୍କେତ
କ୍ୱିଭ୍,୧୬ା୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଏହି ବିବାଦର ସମାପ୍ତ ହେବାର ସଙ୍କେତ ଦେଉଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଦୁଇ ଦେଶ ମଧ୍ୟରେ ଆଲୋଚନା ଏକ ବାସ୍ତବବାଦୀ ଆଭିମୁଖ୍ୟ ଗ୍ରହଣ କରୁଛି। ୟୁକ୍ରେନ ଜାଣେ ଯେ, ଏହା…
କରୋନା ପୁଣି ଫେରିଲା, ୫ କୋଟି ଲୋକ ଘରେ ବନ୍ଦ…
ବେଜିଂ, ୧୬।୩ : କରୋନା ମହାମାରୀ ପୁଣି ଚାଇନାକୁ ଫେରିଛି। ଗତ ତିନି ଦିନ ଧରି ଚାଇନାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୨୮୦ ନୂତନ ମାମଲା ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ ୩,୫୦୭…
ସୌଦି ଆରବ ସ୍କୁଲ ପିଲା ଶିଖିବେ ଯୋଗ…
ରିଆଦ୍, ୧୬।୩ : ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଯୋଗକୁ ସମଗ୍ର ବିଶ୍ୱରେ ବହୁତ ପସନ୍ଦ କରାଯାଇଥାଏ। ବର୍ତ୍ତମାନ ସୌଦି ଆରବ ମଧ୍ୟ ନିଜ ବିଦ୍ୟାଳୟରେ ଯୋଗକୁ ଏକ କ୍ରୀଡ଼ା ପାଠ୍ୟକ୍ରମ ଭାବରେ ସାମିଲ କରିବାକୁ ଯାଉଛି। ସୌଦି ଯୋଗ କମିଟିର ଅଧ୍ୟକ୍ଷ ନୋଉଫ…
ଜେଲେନସ୍କି ଏକୁଟିଆ ନୁହନ୍ତି, ଆମେ ସାଙ୍ଗରେ ଅଛୁ, କହିଲେ ୩ ଦେଶର ପ୍ରଧାନମନ୍ତ୍ରୀ…
କ୍ୱିଭ୍, ୧୬।୩ : ଚେକ ରିପବ୍ଲିକ, ପୋଲାଣ୍ଡ ଏବଂ ସ୍ଲୋଭେନିଆର ପ୍ରଧାନମନ୍ତ୍ରୀଙ୍କ ସହ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସାକ୍ଷାତ ସମାପ୍ତ ହୋଇଛି। ସମସ୍ତ ଦେଶ ଜେଲେନସ୍କିଙ୍କୁ ସମର୍ଥନ କରିଛନ୍ତି। ସ୍ଲୋଭେନିଆର ପ୍ରଧାନମନ୍ତ୍ରୀ ଜାନେଜ ଜାନସା, ପୋଲାଣ୍ଡର ପ୍ରଧାନମନ୍ତ୍ରୀ ମାଟେଜ ମୋରାଓ୍ବିକି,…
ଶସ୍ତା ତୈଳ ପାଇଁ ଭାରତ ରୁଷିଆକୁ ସମର୍ଥନ ନ କରୁ, ଆମେରିକାର ବିବୃତି…
ଓ୍ବାଶିଂଟନ, ୧୬।୩ : ରୁଷିଆ ଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଦେବାକୁ କହିବା ପରେ ଅନ୍ତର୍ଜାତୀୟସ୍ତରରେ ଏବେ ସମସ୍ତଙ୍କର ଦୃଷ୍ଟି ଭାରତ ଉପରେ ରହିଛି। ଆମେରିକା କହିଛି ଯେ, ଶସ୍ତା ତୈଳ ପାଇଁ ଭାରତ ରୁଷିଆକୁ ସମର୍ଥନ ନକରୁ। ଯଦି…
୫୦୦ ଲୋକ ବନ୍ଧକ, ପ୍ରତିଦିନ ୭୫ ହଜାର ଶିଶୁ ପାଲଟୁଛନ୍ତି ଶରଣାର୍ଥୀ…
କ୍ୱିଭ୍, ୧୬।୩ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ୨୧ ଦିନରେ ପହଞ୍ଚିଛି। ୟୁକ୍ରେନ ଦାବି କରିଛି ଯେ ରୁଷିଆର ସେନାର ବହୁତ କ୍ଷତି ହୋଇଛି। ଯୁଦ୍ଧରେ ୧୩,୫୦୦ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ରୁଷିଆର ବହୁ ସାମରିକ ଉପକରଣ…
କଟକଣାକୁ ବେଖାତିର, ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍…
ସିଓଲ,୧୬।୩ : ୟୁକ୍ରେନ ସଙ୍କଟ ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଦକ୍ଷିଣ କୋରିଆର ସୈନ୍ୟବାହିନୀ କହିଛି ଯେ ଉତ୍ତର କୋରିଆର ବୁଧବାର ଦିନ ଏକ ଅଜ୍ଞାତ କ୍ଷେପଣାସ୍ତ୍ର ପରୀକ୍ଷା…
ରୁଷିଆ କବ୍ଜାରେ ଖେର୍ସନ୍
କ୍ୱିଭ୍, ୧୬।୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ମଙ୍ଗଳବାର ୨୦ ଦିନ ପୂରିଥିବାବେଳେ ଏହି ପୂର୍ବ ୟୁରୋପୀୟ ଦେଶର ବିଭିନ୍ନ ସହରରେ ମସ୍କୋ ପକ୍ଷରୁ ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼ କରାଯାଉଛି। ରାଜଧାନୀ କ୍ୱିଭ୍କୁ ଅକ୍ତିଆର କରିବାକୁ ରୁଷିଆ ସୈନ୍ୟ ଜୋର୍ଦାର…
ବାଇଡେନ୍ଙ୍କ ସମେତ ୧୩ ଜଣଙ୍କ ଉପରେ କଟକଣା ଲଗାଇଲା ରୁଷିଆ…
ମସ୍କୋ, ୧୫।୩ : ୟୁକ୍ରେନ୍ ଉପରେ ଆକ୍ରମଣ ପରେ ରୁଷିଆ ଉପରେ ବହୁ ୟୁରୋପୀୟ ଦେଶ ଏବଂ କମ୍ପାନୀ ପକ୍ଷରୁ କଟକଣା ଜାରି ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ରୁଷିଆ ଏହାର ଉତ୍ତର ଦେବା ଆରମ୍ଭ କରିଛି। ସେମାବାର ଏହା ଇନଷ୍ଟାଗ୍ରାମ୍…
Archives


