ଅନ୍ତର୍ଜାତୀୟ

ରୁଷିଆ-ୟୁକ୍ରେନ ଯୁଦ୍ଧ ଲାଗି ରହିଲେ ବଢ଼ିବ ଆଣବିକ ଆକ୍ରମଣ ବିପଦ

ଓ୍ବାଶିଂଟନ,୧୭ା୩: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ହେବାର ତିନି ସପ୍ତାହ ବିତିଗଲାଣି। ଯୁଦ୍ଧର ପରିଣାମ ମଧ୍ୟ ଭୟଙ୍କର ରହିଛି। ଯଦି ପରମାଣୁ ବୋମା ବ୍ୟବହୃତ ହୁଏ, ତେବେ ଏହା ବଡ଼ ବିନାଶର କାରଣ ହୋଇପାରେ। ଅନୁମାନ କରାଯାଉଛି ରୁଷିଆ ନିକଟରେ ପ୍ରାୟ…

ଥିଏଟର ଉପରେ ବୋମାମାଡ଼ କଲା ରୁଷିଆ, ଆଶ୍ରୟ ନେଇଥିଲେ ମହିଳା-ଛୋଟ ପିଲା…

କ୍ୱିଭ୍‌,୧୭।୩ : ୟୁକ୍ରେନ୍‌ର ଏକ ଡ୍ରାମା ଥିଏଟର ଉପରେ ରୁଷିଆ ବାୟୁସେନା ବୋମା ମାଡ଼ କରିଛି। ଏହା ସହିତ ରୁଷିଆ ସୈନ୍ୟବାହିନୀ ମଧ୍ୟ ଏହା ଉପରେ ଆଖିବୁଜା ଗୁଳି ମାଡ଼ କରିଥିବା କୁହାଯାଉଛି। ଥିଏଟରରେ ଚିଲଡ୍ରେନ୍‌ ବୋଲି ଲେଖାଥିଲା। ମାତ୍ର ଏହାକୁ…

ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଲେ କରୋଲିନା

ଓ୍ବାର୍ସୋ,୧୭ା୩: ପୋଲାଣ୍ଡର କରୋଲିନା ବିଲାଓ୍ବସ୍କା ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଛନ୍ତି। ପୁଏର୍ତ୍ତୋ ରିକୋର କୋକାକୋଲା ମ୍ୟୁଜିକ୍‌ ହଲ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜାମାଇକାର ଟୋନି ଆନ୍‌ ସିଂହ କରୋଲିନାଙ୍କୁ ମିସ୍‌ ଓ୍ବାଲର୍‌ଡ ମୁକୁଟ ପିନ୍ଧାଇଛନ୍ତି। ଯୁକ୍ତରାଷ୍ଟ୍ରର ସାଇନ ଏହି ପ୍ରତିଯୋଗିତାରେ…

ୟୁକ୍ରେନ ଯୁବତୀଙ୍କ ପ୍ରତି ବଢୁଛି ଚାଇନା ଯୁବକଙ୍କ ରୁଚି, କାରଣ ଜାଣିଲେ…

ବେଜିଂ,୧୭ା୩: ଚାଇନା ଯୁବକ ୟୁକ୍ରେନ ଯୁବତୀଙ୍କ ପାଇଁ ପାଗଳ। ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ୟୁକ୍ରେନ ଲୋକମାନେ ନିଜ ଦେଶ ଛାଡ଼ି ଅନ୍ୟ ସ୍ଥାନରେ ଶରଣ ନେଉଛନ୍ତି। ଏହା ମଧ୍ୟରେ ଏକ ଅନ୍‌ଲାଇନ୍‌ ଓ୍ବେବ୍‌ସାଇଟ୍‌ରେ ୟୁକ୍ରେନ ଯୁବତୀଙ୍କ ପ୍ରତି ଚାଇନା ଯୁବକଙ୍କ…

୨୦୧୦ ପରେ ଜନ୍ମିତ ବ୍ୟକ୍ତିଙ୍କୁ ତମାଖୁ ବିକିବା ମନା

କୋପେନହାଗେନ,୧୭।୩: ଭବିଷ୍ୟତ ପିଢିକୁ ତମାଖୁମୁକ୍ତ କରିବାକୁ ଡେନମାର୍କ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଚନ୍ତି। ୨୦୧୦ ପରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ସିଗାରେଟ ଏବଂ ଅନ୍ୟାନ୍ୟ ନିକୋଟିନ ଉତ୍ପାଦ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛନ୍ତି ଡେନମାର୍କ ସରକାର।…

ଭାରତ ଆସିବେ ବ୍ରିଟିଶ ବୈଦେଶିକ ସଚିବ

ଲଣ୍ଡନ,୧୭ା୩: ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ବ୍ରିଟିଶ ବୈଦେଶିକ ସଚିବ ଲିଜ୍‌ ଟ୍ରସ ଚଳିତ ମାସ ଶେଷରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘ ୨୨ ଦିନ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନ ଡୋନେଟସ୍କ ଏବଂ…

କରୋନା ଟିକାକୁ ପେଟେଣ୍ଟ୍‌ ମୁକ୍ତ ପାଇଁ ସହମତି…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୩ : ଭାରତ, ଆମେରିକା, ୟୁରୋପୀୟ ୟୁନିଅନ ଏବଂ ଦକ୍ଷିଣ ଆଫ୍ରିକା କରୋନା ଟିକା ଉତ୍ପାଦନକୁ ପେଟେଣ୍ଟମୁକ୍ତ କରିବାକୁ ରାଜି ହୋଇଛନ୍ତି। ଡବ୍ଲ୍ୟୁଟିଏଚଓ ଏହି ଚୁକ୍ତିନାମାକୁ ଅଭିନନ୍ଦନ ଚୁକ୍ତିନାମା ଭାବରେ ବର୍ଣ୍ଣନା କରିଛି। ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ଡକ୍ଟର ନଗୋଜି…

ରୁଷିଆ-ୟୁକ୍ରେନ୍‌ ଶାନ୍ତି ଯୋଜନା, ଜେଲେନସ୍କିଙ୍କ ସର୍ତ୍ତ…

ମସ୍କୋ/କ୍ୱିଭ୍‌,୧୭।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ୨୨ ଦିନ ବିତିଛି। ଆମେରିକା ସମେତ ନାଟୋ ଦେଶଗୁଡ଼ିକ ରୁଷିଆ ବିରୁଦ୍ଧରେ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ଅପରାଧୀ ବୋଲି…

ଭାରତୀୟ ବିଚାରପତିଙ୍କ ରୁଷିଆ ବିରୋଧରେ ମତଦାନ…

ହେଗ୍‌,୧୭।୩ : ୟୁକ୍ରେନରେ ତୁରନ୍ତ ସାମରିକ କାର୍ଯ୍ୟ ବନ୍ଦ କରିବାକୁ ରୁଷିଆକୁ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) କହିଛି। ଏହି ପ୍ରସଙ୍ଗରେ ୧୩-୨ ମତଦାନ ପରେ ଆଇସିଜେ ଏହି ନିର୍ଦ୍ଦେଶ ଜାରି କରିଛି। ଭୋଟ ସମୟରେ ୧୩ ଟି ଦେଶ ସପକ୍ଷରେ ଥିଲେ…

କମଲା ହାରିସ୍‌ଙ୍କୁ ‘ଫାଷ୍ଟ ଲେଡି’ କହିଲେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୭ା୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ହ୍ବାଇଟ୍‌ହାଉସ୍‌ରେ ‘ସମାନ ବେତନ ଦିବସ’ ଉପରେ ମନ୍ତବ୍ୟ ରଖୁଥିବାବେଳେ ଭୁଲ୍‌ରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଫାଷ୍ଟ ଲେଡି (ଦେଶର ପ୍ରଥମ ମହିଳା) ସମ୍ବୋଧନ କରିଥିଲେ। ଏହା ପରେ ହ୍ବାଇଟ୍‌ ହାଉସ୍‌ରେ ଥିବା…

ଇମ୍ରାନ୍‌ ସରକାର ଟଳମଳ

ଇସ୍‌ଲାମାବାଦ, ୧୭ା୩: ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ତାଙ୍କ ସମସ୍ୟା ବଢ଼ିଛି। ଶାସକ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ସହ ମେଣ୍ଟ କରିଥିବା ଦଳଗୁଡ଼ିକ ଶତପ୍ରତିଶତ ବିରୋଧୀଙ୍କ ଆଡ଼କୁ ଢଳିବା ଖବର ଇମ୍ରାନଙ୍କୁ…

ଭଗ୍ନାବଶେଷ ତଳେ ଜୀବନ

କ୍ୱିଭ୍‌, ୧୭ା୩: ଜିଦ୍‌ରେ ଅଟଳ ରୁଷିଆ ୨୧ ଦିନ ଧରି ୟୁକ୍ରେନ୍‌ରେ ଗୁଳିଗୋଳା, କ୍ଷେପଣାସ୍ତ୍ର ବର୍ଷା କରିଚାଲିଛି। ଆକ୍ରମଣରୁ ବାଦ୍‌ ପଡ଼ିନାହାନ୍ତି ସାଧାରଣ ନାଗରିକ, ସେମାନଙ୍କ ଘରବାରି। ଶିଶୁ, ମାତୃ ହସ୍ପିଟାଲ ସହ ଅନ୍ୟ ଡାକ୍ତରଖାନା, ସ୍କୁଲ, ଶତାଧିକ ବହୁତଳପ୍ରାସାଦ ବିଶିଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri