ହାଇତିରେ ୭.୨ ତୀବ୍ରତାର ଭୂକମ୍ପ: ୩୦୦ରୁ ଊର୍ଦ୍ଧ୍ୱ ମୃତ
ପୋର୍ଟ-ଓ-ପ୍ରିନ୍ସ,୧୫ ।୮: ହାଇତିରେ ଶନିବାର ହୋଇଥିବା ଭୂକମ୍ପର ତୀବ୍ରତା ରହିଥିଲା ୭.୨ । ଏଥିରେ ବହୁ ପରିମାଣରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏବେସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଏହି ଭୂକମ୍ପରେ ଅତିକମରେ ୩୦୪ଜଣଙ୍କ ମୃତ୍ୟୁ ହେବା ସହ...
୫,୦୦୦ ଆମେରିକା ସୈନ୍ୟ ଯିବେ ଆଫଗାନିସ୍ତାନ…
କାବୁଲ,୧୫।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଫଗାନିସ୍ତାନକୁ ୫,୦୦୦ ସୈନ୍ୟ ପଠାଇବା ଲାଗି ଘୋଷଣା କରିଛନ୍ତି। ସୈନ୍ୟମାନେ ଆଫଗାନିସ୍ତାନରେ ଥିବା ଆମେରିକା ନାଗରିକ ତଥା ସାମରିକ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ ଆବଶ୍ୟକ ସହାୟତା ଯୋଗାଇଦେବେ। ଆଫଗାନିସ୍ତାନରେ...
ସୋମବାରଠାରୁ ସପ୍ତାହେ ପାଇଁ ଏହି ଦେଶରେ ଲକ୍ଡାଉନ୍…
ତେହେରାନ,୧୫।୮: କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଇରାନ୍ରେ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟରୁ ଦେଶରେ ସୋମବାରଠାରୁ ସପ୍ତାହେ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଏହି ସମୟରେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ...
ସ୍ୱାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି
ୱାଶିଂଟନ,୧୫ ।୮: ଭାରତ ପାଳନ କରୁଛି ସ୍ୱାଧିନତାର ୭୫ ବର୍ଷ । ଏଥିଲାଗି ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ଭାରତର ଏହି ଖୁସିରେ ସାମିଲ ହୋଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୭୫ ବର୍ଷ...
କାବୁଲ ଚାରିପଟେ ତାଲିବାନ୍
କାବୁଲ୍,୧୫।୮: ଆଫଗାନିସ୍ତାନ ରାଜଧାନୀ କାବୁଲର ଦକ୍ଷିଣରେ ଥିବା ଲୋଗାର ପ୍ରଦେଶକୁ ତାଲିବାନ ଆତଙ୍କବାଦୀମାନେ ଦଖଲ କରିବା ସହ ଶନିବାର ମଜାର-ଇ-ଶରିଫ୍ ଉପରେ ଆକ୍ରମଣ ଅବ୍ୟାହତ ରଖିଛନ୍ତି। ଆମେରିକା ସୈନ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବାକୁ ଆଉ ୩ ସପ୍ତାହରୁ କମ୍ ସମୟ...
ତୁର୍କୀରେ ଭୟଙ୍କର ବନ୍ୟା
ଇସ୍ତାନବୁଲ୍,୧୫।୮: ତୁର୍କୀରେ ବନ୍ୟା ଓ ଭୂସ୍ଖଳନରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଦେଶର ଜରୁରୀ ତଥା ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ କୁହାଯାଇଛି। ବୁଧବାରଠାରୁ ବାର୍ଟିନ, କାଷ୍ଟାମୋନୁ, ସିନୋପ ପ୍ରଦେଶରେ ଲଗାଣ ବର୍ଷାରେ ୫ ବ୍ରିଜ୍ ଓ ଅନେକ ଘର ଭୁଶୁଡ଼ି...
ରାଷ୍ଟ୍ରପତି ଖୋଲିଲେ ମୁହଁ, ଯୁଦ୍ଧ ନୁହେଁ ସମାଧାନ-ପ୍ରଥମେ ଦେଶର ସୁରକ୍ଷା…
କାବୁଲ,୧୪।୮: ଆଫଗାନିସ୍ତାନରେ ତାଲିବାନର ଶକ୍ତି ବୃଦ୍ଧି ପାଉଛି। ଇତିମଧ୍ୟରେ ଅତାଙ୍କବାଦୀ ସଂଗଠନ ପକ୍ଷରୁ ଦେଶର ବହୁ ସହରକୁ ଦଖଲ କରାଯାଇଛି। ଦେଶରେ ଜାରି ରହିଥିବା ଭୟଙ୍କର ଗୃହଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଆଶରଫ ଘାନି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି।...
ବେଡ୍ରୁମ୍ରୁ ଶୁଭୁଥିଲା ନାଗ ସାପର ସୁ-ସୁ ଗର୍ଜନ, ଡରିଗଲେ ମହିଳା; ପାଖକୁ ଯାଇ ଦେଖିବାରୁ…
ସିଙ୍ଗାପୁର: ସାପ ନାଁ ଶୁଣିଲେ ଭୟରେ ଦେହ ଥରି ଉଠେ। ଆଉ ଯଦି ନାଗ ସାପର ନାଁ କାନରେ ପଡ଼ିଯାଏ ତେବେ ଦେହରୁ ଗମ୍ଗମ୍ ଝାଳ ବୋହିଯାଏ। ତୁରନ୍ତ ସୁରକ୍ଷିତ ସ୍ଥାନକୁ ଲୋକେ ଦୌଡ଼ନ୍ତି। ଏମିତି ଏକ ଘଟଣା ଘଟିଛି...
ମହାତ୍ମା ଗାନ୍ଧୀଙ୍କୁ ଆମେରିକା ଦେବ ସର୍ବୋଚ୍ଚ ନାଗରିକ ସମ୍ମାନ!
ନ୍ୟୁୟର୍କ/ନୂଆଦିଲ୍ଲୀ,୧୪ ।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇପାରେ । ଏ ସମ୍ପର୍କରେ ଆମେରିକା ସଂସଦରେ ପୁଣିଥରେ ପ୍ରସ୍ତାବ ଦିଆଯାଇଛି । ଯାହାକୁ ନ୍ୟୁୟର୍କର ଜଣେ ସାଂସଦ ଦେଇଛନ୍ତି । ଶାନ୍ତି ଓ ଅହିଂସାକୁ...
୫ ମାସ ଧରି ନିଖୋଜ ଥିଲେ ଯୁବତୀ, ଫ୍ରିଜ୍ରୁ ମିଳିଲା ମୃତଦେହ; ପୂରା ଘଟଣା ଜାଣିଲେ…
କାରାକସ୍,୧୪ା୮: ଭେନ୍ଜୁଏଲାର ଅରାଗୁଆ ରାଜ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୧୯ ବର୍ଷୀୟ ଯୁବତୀ ୫ ମାସ ଧରି ନିଖୋଜ ଥିଲେ। ତେବେ ୫ ମାସ ପରେ ତାଙ୍କ ମୃତଦେହ ଏକ ଫ୍ରିଜ୍ ମଧ୍ୟରୁ ମିଳିଛି। ଯାଞ୍ଚକର୍ତ୍ତା...
ପାକ୍ ସୁପ୍ରିମକୋର୍ଟରେ ପ୍ରଥମ ମହିଳା ବିଚାରପତି
ଇସ୍ଲାମାବାଦ: ପାକିସ୍ତାନ ସୁପ୍ରିମକୋର୍ଟର ୭୫ ବର୍ଷ ଇତିହାସରେ ଏକ ନୂଆ ଘଟଣା ଘଟିବାକୁ ଯାଉଛି। ସେପ୍ଟେମ୍ବର ୯ରେ ଜଷ୍ଟିସ୍ ଆୟେଶା ମଲିକଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯିବ। ପାକିସ୍ତାନର ସର୍ବୋଚ୍ଚ ଅଦାଲତରେ ବିଚାରପତି ରୂପେ ନିଯୁକ୍ତ ହେବାରେ ଜଷ୍ଟିସ୍...
ଗୁପ୍ତା ଭ୍ରାତାଙ୍କ ଗୁମର ଖୋଲିଲେ ରାମାଫୋସା
ଜୋହାନ୍ସବର୍ଗ,୧୪ା୮: ଦକ୍ଷିଣ ଆଫ୍ରିକାର ଶାସକ ଆଫ୍ରିକାନ୍ ନ୍ୟାଶନାଲ କଂଗ୍ରେସ ଭିତରେ ମତଭେଦ କାରଣରୁ ଦୁର୍ନୀତିରେ ଲିପ୍ତ ପ୍ରଭାବଶାଳୀ ଗୁପ୍ତା ପରିବାର ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରି ନ ଥିବା ରାଷ୍ଟ୍ରପତି ସିରିଲ ରାମାଫୋସା ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି।...
Archives


