ମହାତ୍ମା ଗାନ୍ଧୀଙ୍କୁ ଆମେରିକା ଦେବ ସର୍ବୋଚ୍ଚ ନାଗରିକ ସମ୍ମାନ!

ନ୍ୟୁୟର୍କ/ନୂଆଦିଲ୍ଲୀ,୧୪ ।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇପାରେ । ଏ ସମ୍ପର୍କରେ ଆମେରିକା ସଂସଦରେ ପୁଣିଥରେ ପ୍ରସ୍ତାବ ଦିଆଯାଇଛି । ଯାହାକୁ ନ୍ୟୁୟର୍କର ଜଣେ ସାଂସଦ ଦେଇଛନ୍ତି । ଶାନ୍ତି ଓ ଅହିଂସାକୁ ଅଗ୍ରାଧିକାର ଦେଉଥିବାରୁ ମହାତ୍ମା ଗାନ୍ଧୀଙ୍କୁ କଂଗ୍ରେସର ସ୍ୱର୍ଣ୍ଣ ପଦକରେ ସମ୍ମାନୀତ କରିବାର ପ୍ରସ୍ତାବ ଆମେରିକା ପ୍ରତିନିଧି ସଭାରେ ଶୁକ୍ରବାର (୧୩ ଅଗଷ୍ଟ) ଉପସ୍ଥାପନ କରାଯାଇଛି । ମହାତ୍ମା ଗାନ୍ଧୀ ଆମେରିକା କଂଗ୍ରେସର ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିବାକୁ ଯାଉଥିବା ପ୍ରଥମ ଭାରତୀୟ ହେବେ । ଏହା ପୂର୍ବରୁ ଏହି ସମ୍ମାନ ଜର୍ଜ ୱାଶିଂଟନ, ନେଲଶନ ମାଣ୍ଡେଲା, ମାର୍ଟିନ ଲୁଥର କିଙ୍ଗ ଜୁନିୟର, ମଦର ଟେରେସା ଓ ରୋଜା ପାକର୍ସ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ଦିଆଯାଇଛି । ମହାତ୍ମା ଗାନ୍ଧୀଙ୍କ ଐତିହାସିକ ସତ୍ୟାଗ୍ରହ ବିଶ୍ୱକୁ ପ୍ରେରଣା ଦେବା ସହ ତାଙ୍କର ଉଦାହରଣ ଆମେ ଅନ୍ୟର ସେବା ପାଇଁ ନିଜକୁ ସମର୍ପିତ କରିବାକୁ ଉତ୍ସାହିତ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨।୧୧: ସବୁ ରାଜ୍ୟର ବ୍ୟାଙ୍କଗୁଡିକ ନଭେମ୍ବରରେ ପ୍ରାୟ ୧୨ ଦିନ ବନ୍ଦ ରହିବ ବୋଲି ଆରବିଆଇ ଓ୍ବେବସାଇଟ୍‌ ପକ୍ଷରୁ ସୂଚନା ମିଳିଛି। ଏଥିମଧ୍ୟରେ ଖାଲି ୮ଟି...

ସ୍ବର୍ଣ୍ଣ ମନ୍ଦିରରେ ଖଲିସ୍ତାନୀ ସ୍ଲୋଗାନ

ଅମୃତସର,୭।୬: ପଞ୍ଜାବର ଅମୃତସର ସ୍ଥିତ ସ୍ବର୍ଣ୍ଣମନ୍ଦିରରେ ସୋମବାର ଖଲିସ୍ତାନୀ ସମର୍ଥକମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଛନ୍ତି। ଅପରେଶନ ବ୍ଲୁ ଷ୍ଟାରର ୩୮ବର୍ଷ ପୂର୍ତ୍ତି ଅବସରରେ ବହୁସଂଖ୍ୟାରେ...

ଅରୁଣାଚଳରେ ଜେଡିୟୁକୁ ଝଟ୍‌କା

ଇଟାନଗର, ୨୬।୧୨ : ଅରୁଣାଚଳପ୍ରଦେଶରେ ସଂଯୁକ୍ତ ଜନତା ଦଳ (ଜେଡିୟୁ)କୁ ଶକ୍ତ ଝଟ୍‌କା ଲାଗିଛି। ସେଠାର ୬ ଜଣ ଜେଡିୟୁ ବିଧାୟକ ଭାଜପାରେ ଯୋଗଦେଇଛନ୍ତି। ଏହା...

ୟୁକ୍ରେନ୍ ଯିବେ ନାହିଁ ବାଇଡେନ

ୱାଶିଂଟନ,୧୯ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୫ ଦିନ ହୋଇଯାଇଛି । କିଛି ଦେଶର ମଧ୍ୟସ୍ଥତା ପରେ ବି ଏହାର କୌଣସି ସମାଧାନ ବାହାରି ପାରି ନାହିଁ...

ଦିଲ୍ଲୀରେ ୨୪ ଘଣ୍ଟାରେ ୭୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ: ୧୫ ମୃତ

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୯୨ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଏଠାରେ ୧୫...

କାଉଡିଆଙ୍କୁ ନଜର ରଖିବ ଡ୍ରୋନ୍‌

ଡେରାଡୁନ୍‌,୧୬।୭: କାଉଡିଆ ଯାତ୍ରାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଡଭାଇଜରି ଜାରି କରିବା ପରେ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ...

ଫାଇଜର ସିଇଓ କରୋନାରେ ଆକ୍ରାନ୍ତ,ନେଇ ନ ଥିଲେ ବୁଷ୍ଟର ଡୋଜ୍‌…

ଓ୍ବାଶିଂଟନ, ୨୫।୯ : ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜରର ସିଇଓ ଆଲବର୍ଟ ବୋର୍ଲା ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଛଅ ସପ୍ତାହ...

ରିସୋର୍ଟ ରାଜନୀତି, ଜୁନ ୩୦ ପର୍ଯ୍ୟନ୍ତ ହୋଟେଲରେ ପ୍ରବେଶ ନିଷେଧ…

ଗୁଆହାଟୀ, ୨୭।୬ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଗୁଆହାଟୀରେ ରାଡିସନ ବ୍ଲୁ ହୋଟେଲ ବୁକିଂ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧିୀ କରାଯାଇଛି। ଯେଉଁଠାରେ ଏକନାଥ...

Advertisement
Archives

Model This Week