ଚାଇନା-ଆମେରିକା-ୟୁରୋପରେ କରୋନା ଆତଙ୍କ…
ବେଜିଂ/ଓ୍ବାଶିଂଟନ,୧୯।୩ : ଚାଇନା, ଆମେରିକା, ଦକ୍ଷିଣ ପୂର୍ବ ଏସିଆ ଏବଂ ୟୁରୋପରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ଚାଇନାରେ କରୋନାରୁ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି। ନ୍ୟୁଜ…
ଭିଡିଓ କଲ୍ରେ ଜିନ୍ପିଙ୍ଗ୍ଙ୍କୁ ଚେତାବନୀ ଦେଲେ ବାଇଡେନ
ଓ୍ବାଶିଂଟନ୍/ବେଜିଂ,୧୯।୩: ୟୁକ୍ରେନ ଓ ରୁଷିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ବାଇଡେନ ଜିନ୍ପିଙ୍ଗ୍ଙ୍କୁ ଏକପ୍ରକାର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,…
ଯୁଦ୍ଧକୁ ରୋକିବାର ସମୟ ଆସିଯାଇଛି, ନଚେତ ଆଗକୁ ପରିଣାମ ଭୟାବହ ହେବ
କ୍ୱିଭ୍,୧୯।୩: ଆମେରିକା ଓ ୟୁରୋପୀୟ ଦେଶ ସମେତ ସମସ୍ତ ଆନ୍ତର୍ଜାତୀୟ ଚାପ ସତ୍ତ୍ୱେ ମଧ୍ୟ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ବନ୍ଦ କରିବାର ନା ନେଉନି। ଶୁକ୍ରବାର ୟୁକ୍ରେନର ଏକ ଥିଏଟର ଉପରେ ରୁଷୀୟ ସୈନ୍ୟ ବୋମାମାଡ଼ କରିଥିଲେ। ଏଥିରେ ଶହ…
ୟୁକ୍ରେନ୍ ସାଂସଦଙ୍କ ବଡ ଅଭିଯୋଗ ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର ପରେ ଦିଆଯାଉଛି ଫାଶୀ!
କ୍ୱିଭ୍,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୨୪ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ରୁଷିଆ ୟୁକ୍ରେନର ପ୍ରାୟ ସବୁ ବଡ ବଡ ସହରକୁ ଧ୍ୱଂସ କରି ସାରିଛି କହିଲେ ଚଳେ । ରୁଷିଆ ସେନାଙ୍କ ଗୋଟିଏ ପରେ ଗୋଟିଏ ବର୍ବରତାକୁ ନେଇ…
ବର୍ଷେ ପରେ ଚାଇନାରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ବେଜିଂ,୧୯।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଏକ ବର୍ଷରୁ ଅଧିକ ସମୟ ପରେ ଚାଇନାରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଚାଇନାରେ କରୋନା ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବା…
ସର୍ବବୃହତ ସେତୁ ଉଦ୍ଘାଟିତ
ଇସ୍ତାନବୁଲ,୧୯।୩: ବିଶ୍ବର ସର୍ବବୃହତ ସେତୁ ‘୧୯୧୫ କାନାକଲେ’ ତୁର୍କି ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନ ଉଦ୍ଘାଟନ କରିଛନ୍ତି। କାନାକଲେ ନିକଟରେ ନିର୍ମିତ ଏହି ସେତୁ ଗେଲିବୋଲୁ ସହର ସହିତ ଏସିଆର ଲାପ୍ସେକି ସହରକୁ ସଂଯୋଗ କରୁଛି। ଏହି ସେତୁ ଦ୍ବାରା ଯାତ୍ରୀମାନଙ୍କୁ…
ବିପଦରେ ଇମ୍ରାନଙ୍କ ସରକାର
କରାଚି,୧୯।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଆସନ ପ୍ରତି ବିପଦ ବଢିବାରେ ଲାଗିଛି। ଇତିମଧ୍ୟରେ ବିରୋଧୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବେଳେ ଇମ୍ରାନଙ୍କ ଦଳ (ପାକିସ୍ତାନ ତେହରିକ-ଏ-ଇନ୍ସାଫ)ରେ ମଧ୍ୟ ବିଦ୍ରୋହ ଦେଖା ଦେଇଛି। ଦଳର ପ୍ରାୟ ଦୁଇ ଡଜନ ଏମ୍ପି…
ୟୁକ୍ରେନର ଦାବି ୨୪ ଘଣ୍ଟାରେ ନଷ୍ଟ କରିଛି ରୁଷିଆର ୧୪ ହେଲିକପ୍ଟର-ବିମାନ
କ୍ୱିଭ୍,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁନେଉନି । ଏହାରି ଭିତରେ ବହୁ ଧନଜୀବନ ନଷ୍ଟ ହୋଇଥିବା ବେଳେ ଶାନ୍ତି କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ହୋଇପାରିବ ବୋଲି ଅନେକ ଦେଶ କହୁଛନ୍ତି । ତେବେ ପ୍ରଥମେ ରୁଷିଆ ୟୁକ୍ରେନ୍ ଉପରେ…
ୟୁକ୍ରେନର ଚିନ୍ତା ବଢାଉଛି ଜୀବନ୍ତ ବୋମା, ନଷ୍ଟ ହେବାକୁ ଲାଗିବ ବର୍ଷ ବର୍ଷ
କ୍ୱିଭ,୧୯ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସାରା ବିଶ୍ୱକୁ ଅଡୁଆରେ ପକାଇ ଦେଇଥିବା ବେଳେ ଏବେ ଚିନ୍ତା ହେଲାଣି ଯୁଦ୍ଧ ପରର ପରିସ୍ଥିତିକୁ ନେଇ । ରୁଷିଆ ଦ୍ୱାରା ୟୁକ୍ରେନ ଉପରେ କରାଯାଇଥିବା ବୋମା ମାଡକୁ ନେଇ ଏବେ ଚିନ୍ତା ପ୍ରକଟ…
ବିଶ୍ୱର ସବୁଠାରୁ ଖୁସିର ଦେଶ ଫିନ୍ଲାଣ୍ଡ, ପଞ୍ଚମ ଥର ପାଇଁ ଶୀର୍ଷରେ
ନ୍ୟୁୟର୍କ,୧୮।୩: ମିଳିତ ଜାତିସଂଘ(ୟୁଏନ୍)ର ବାର୍ଷିକ ସୂଚକାଙ୍କରେ ପଞ୍ଚମ ବର୍ଷ ପାଇଁ ଫିନ୍ଲାଣ୍ଡକୁ ଦୁନିଆର ସବୁଠାରୁ ଖୁସି ଦେଶ ଭାବେ ନାମିତ କରାଯାଇଛି। ଶୁକ୍ରବାର ପ୍ରକାଶିତ ହୋଇଥିବା ଓ୍ବାଲର୍ଡ ହାପିନେସ ରିପୋର୍ଟ’ରେ ଏହା ଦର୍ଶା ଯାଇଛି। ଅପରପକ୍ଷେ ଆଫଗାନିସ୍ତାନକୁ ସବୁଠାରୁ ଦୁଃଖି ଦେଶ…
ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟିଲେ ଜେଲେନ୍ସ୍କି
କ୍ୱିଭ୍,୧୮।୩: ୟୁକ୍ରେନ ଉପରେ ରୁଷିଆ ଲଗାତର ୨୩ଦିନ ହେଲାଣି ଆକ୍ରମଣ ଜାରି ରଖିଛି। ୟୁକ୍ରେନର କେତୋଟି ସହରକୁ କବ୍ଜା କରାଯାଇଥିବା ବେଳେ ଅନ୍ୟ କେତେକ ସହର ଉପରେ ରୁଷିଆ ସୈନ୍ୟମାନେ ମିଶାଇଲ ଓ ଗୁଳିଗୋଳା ଅତର୍କିତ ଭାବେ ଆକ୍ରମଣ କରୁଛନ୍ତି। ଏହି…
ରୁଷିଆକୁ ଲାଗିଲା ବଡ଼ ଝଟ୍କା
ଲଣ୍ଡନ,୧୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରିିରହିଥିବା ଯୁଦ୍ଧକୁ ଅନେକ ଦେଶ ବିରୋଧ କରୁଛନ୍ତି। ରୁଷିଆ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଅନେକ ପ୍ରତିବନ୍ଧକ ସହ ଆର୍ଥିକ କଟକଣା ମଧ୍ୟ ଲଗାଇଛନ୍ତି। ଇତିମଧ୍ୟରେ ୟୁରୋପୀୟ ସ୍ପେସ୍ ଏଜେନ୍ସି (ଇଏସ୍ଏ) ମଙ୍ଗଳ ଗ୍ରହ ମିଶନରୁ…
Archives


