ରକେଟ ମାଡ଼ରେ ୟୁକ୍ରେନର ଲୋକପ୍ରିୟ ଅଭିନେତ୍ରୀଙ୍କ ପରଲୋକ
କ୍ୱିଭ୍,୧୮।୩: ରୁଷିଆର ରକେଟ୍ ମାଡ଼ରେ ୟୁକ୍ରେନ ଅଭିନେତ୍ରୀ ଓକସାନା ସଭେଟଙ୍କ ମୃତ୍ୟୁ ଘଟିଛି। ଓକସାନା ହେଉଛନ୍ତି ୟୁକ୍ରେନର ଜଣେ ଲୋକପ୍ରିୟ ଅଭିନେତ୍ରୀ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଗତମାସରେ ତାଙ୍କୁ ୟୁକ୍ରେନର ସର୍ବୋଚ୍ଚ କଳାପୁରସ୍କାରରେ ସମ୍ମାନିତ କରାଯାଇଥିଲା।…
ଢାକା ଇସ୍କନ ମନ୍ଦିରରେ ଆକ୍ରମଣ, ଭଙ୍ଗାରୁଜା
ଢାକା,୧୮।୩: ବଂଲାଦେଶରେ ପୁଣି ଥରେ ଆଉ ଏକ ହିନ୍ଦୁ ମନ୍ଦିରରେ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବାଂଲାଦେଶ ରାଜଧାନୀ ଢାକା ସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ଆକ୍ରମଣ ହେବା ସହ ଭଙ୍ଗାରୁଜା କରାଯାଇଛି। ଏଥିସହ ଅନେକ ମୂଲ୍ୟବାନ…
ଦକ୍ଷିଣ କୋରିଆରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ
ସିଓଲ,୧୮ା୩: ମହାମାରୀ କରୋନା ଟିକେ କମିଥିବା ବେଳେ ଏବେ କିଛି ଦେଶରେ ପୁଣି କାୟା ବିସ୍ତାର କଲାଣି। ଚାଇନାରେ କରୋନା ହଇଚଇ ସୃଷ୍ଟି କରିଥିବାବେଳେ ଏବେ ଦକ୍ଷିଣ କୋରିଆ ଏହାର ସମ୍ମୁଖୀନ ହୋଇଛି। ଗୁରୁବାର ମଧ୍ୟରାତ୍ରି ସୁଦ୍ଧା ଦେଶରେ ୪,୦୭,୦୧୭ ନୂଆ…
ପ୍ରଥମ ଥର ପାଇଁ ପାକିସ୍ତାନ ଦେଇ ଉଜ୍ବେକିସ୍ତାନରେ ପହଞ୍ଚିଲା କଞ୍ଚାମାଲ
ଇସ୍ଲାମାବାଦ,୧୮।୩: ପ୍ରଥମ ଥର ଲାଗି ଭାରତର ଘରୋଇ ବ୍ୟବସାୟୀଙ୍କ ବ୍ୟବସାୟିକ ସାମଗ୍ରୀ ପାକିସ୍ତାନ ଦେଇ ଉଜ୍ବେକିସ୍ତାନକୁ ରପ୍ତାନି ଲାଗି ଇସ୍ଲାମାବାଦ ଅନୁମତି ଦେଇଛି। ନୂଆଦିଲ୍ଲୀ, ଇସ୍ଲାମାବାଦ, କାବୁଲ ଏବଂ ତାସ୍କେଣ୍ଟ ମଧ୍ୟରେ ବାଣିଜି୍ୟକ କାରବାରର ଏହା ଅଂଶବିଶେଷ। ଭାରତର ୧୪୦ ଟନ୍…
କୋଭିଡ-୧୯ର ସଂଯୋଜକ ଭାବେ ଦାୟିତ୍ୱ ଗ୍ରହଣ କରିବେ ଡକ୍ଟର ଆଶିଷ ଝା
ଓ୍ବାସିଂଟନ୍,୧୮।୩: ଭାରତୀୟ-ଆମେରିକୀୟ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଆଶିଷ ଝା ଆସନ୍ତା ମାସରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ କୋଭିଡ-୧୯ର ସଂଯୋଜକ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ସଂଯୋଜକ ନାଟାଲୀ କ୍ୱିଲିଆନ ଆସନ୍ତା ମାସରେ ପ୍ରଶାସନ ଛାଡୁଛନ୍ତି । ହ୍ବାଇଟ ହାଉସ ପକ୍ଷରୁ…
ରୁଷିଆକୁ କାଉଣ୍ଟର କଲା ୟୁକେନ୍
କ୍ୱିଭ୍,୧୮।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଲଗାତର ୨୩ ଦିନ ହେବ ଜାରି ରହିଛି। ଉଭୟ ଦେଶ ପରସ୍ପରକୁ ଛାଡିବାକୁ ପ୍ରସ୍ତୁତ ନାହାନ୍ତି। ଶୁକ୍ରବାର ୟୁକ୍ରେନରୁଷିଆର ୧୪ଟି ବେସ ଧ୍ୱଂସ କରିଥିବା ଦାବି କରିଛି। ୟୁକ୍ରେନ୍ ଏୟାର ଡିଫେଣ୍ଡ୍ ଫୋର୍ସ…
ସ୍କୁଲକୁ ଫେରିବେ ଆଫଗାନିସ୍ତାନ ଛାତ୍ରୀ
କାବୁଲ,୧୮।୩: ଦୀର୍ଘ ମାସ ପରେ ସ୍କୁଲକୁ ଫେରିବେ ଆଫଗାନିସ୍ତାନ ଛାତ୍ରୀମାନେ। ଆସନ୍ତା ସପ୍ତାହରେ ହାଇସ୍କୁଲ ଖୋଲିଲା ବେଳେ ଛାତ୍ରୀମାନଙ୍କୁ ସ୍କୁଲ ଫେରିବାକୁ ତାଲିବାନ ପକ୍ଷରୁ ଅନୁମତି ଦିଆଯିବ। ଏ ନେଇ ଜଣେ ଶିକ୍ଷା ଅଧିକାରୀ ମଙ୍ଗଳବାର କହିଛନ୍ତି। “ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ…
ଶିକ୍ଷକଙ୍କୁ ୧୦୧ ଥର ଛୁରା ମାଡ଼ କଲେ ପୂର୍ବତନ ଛାତ୍ର
ବ୍ରୁସେଲ୍ସ(ବେଲଜିୟମ),୧୮।୩: ଜଣେ ୩୭ ବର୍ଷୀୟ ବ୍ୟକ୍ତି ପ୍ରାଇମେରି ସ୍କୁଲରେ ଥିଲା ବେଳେ ତାଙ୍କ ଶିକ୍ଷକ ଦ୍ୱାରା ଅପମାନିତ ହୋଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ୩ ଦଶନ୍ଧୀ ପରେ ୨୦୨୦ରେ ଶିକ୍ଷକଙ୍କୁ ୧୦୧ ଥର ଛୁରା ମାରି ହତ୍ୟା କରିଥିବା ସ୍ବୀକାର…
ଇମ୍ରାନଙ୍କ ଆସନ ଟଳମଳ
ଇସଲାମାବାଦ୍,୧୮।୩: ପାକିସ୍ତାନର ଇମ୍ରାନ ଖାନ ସରକାର ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ଇମ୍ରାନଙ୍କ ଗାଦିରୁ ହଟାଇବା ପାଇଁ ତାଙ୍କ ନିଜ ଦଳ ତେହେରିକ-ଇ-ଇନସାଫ (ପିଟିଆଇ)ର ଏମ୍ପିମାନେ ବି ଲାଗିପଡିଛନ୍ତି। ସେମାନେ ବିରୋଧୀ ସହ ହାତ ମିଳାଇଛନ୍ତି। ସରକାର ବିରୋଧରେ ସଂସଦରେ…
ରୁଷିଆର ରକେଟ୍ ମାଡରେ ୟୁକ୍ରେନ ଅଭିନେତ୍ରୀଙ୍କ ଚାଲିଗଲା ଜୀବନ
କ୍ୱିଭ୍,୧୮।୩: ୟୁକ୍ରେନର ରାଜଧାନୀ କ୍ୱିଭ୍ର ଏକ ଆବାସିକ କୋଠା ଉପରେ ରୁଷିଅରେ ରକେଟ ଆକ୍ରମଣରେ ୟୁକ୍ରେନ ଅଭିନେତ୍ରୀ ଓକ୍ସାନା ଶଭେଟ୍ସଙ୍କ ମୃତ୍ୟୁ ଘଟିଛି। ଓକ୍ସାନାଙ୍କ ମୃତ୍ୟୁକୁ ନିଶ୍ଚିତ କରି ତାଙ୍କ ଟ୍ରୁପ ୟଙ୍ଗ ଥିଏଟର ଏକ ବିବୃତ୍ତି ଜାରି କରିଛି। ବିବୃତ୍ତିରେ…
ପୁଟିନଙ୍କୁ ‘ଯୁଦ୍ଧ ଅପରାଧୀ’ କହିଲେ ବାଇଡେନ୍
ନ୍ୟୁୟର୍କ,୧୮।୩: ୟୁକ୍ରେନର ସାଧାରଣ ନାଗରିକଙ୍କ ଉପରେ ରୁଷିଆର ଆକ୍ରମଣ ଭୟଙ୍କର ରୂପ ଧାରଣ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜଣେ ଯୁଦ୍ଧ ଅପରାଧୀ ବୋଲି କହିଛନ୍ତି। ବାଇଡେନଙ୍କ ଏହି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା…
ଆଜି ବାଇଡେନ୍-ଜିନ୍ପିଙ୍ଗ୍ ଆଲୋଚନା
ଓ୍ବାଶିଂଟନ୍, ୧୮ା୩: ୟୁକ୍ରେନ୍ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍ପିଙ୍ଗ୍ ଶୁକ୍ରବାର ଆଲୋଚନା କରିବେ। ଏ ନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଚାଇନା ଓ ଆମେରିକା ମଧ୍ୟରେ ଚାଲିଥିବା ପ୍ରତିଯୋଗିତା…
Archives


