ଅନ୍ତର୍ଜାତୀୟ

ଇମ୍ରାନଙ୍କ ଉପରେ ମଙ୍ଗଳବାର ନିଆଯିବ ନିଷ୍ପତ୍ତି

ଇସଲାମାବାଦ୍‌,୪।୪:ପାକିସ୍ତାନରେ ରାଜନୈତିକ ସଙ୍କଟ ଥମିବାର ନା ଧରୁନି। ନ୍ୟାଶନାଲ୍‌ ଆସେମ୍ବ୍ଲି ଭଙ୍ଗ ବିରୋଧରେ ବିରୋଧୀଙ୍କ ଆବେଦନ ଉପରେ ପାକିସ୍ତାନର ସୁପ୍ରିମକୋର୍ଟରେ ଶୁଣାଣି ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସୋମବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ଉପବାଚସ୍ପତି କାସିମ ସୁରି ନିଜ ଅଧିକାରଠାରୁ…

‘ବିନ୍ଦି ଲଗାଇବାରୁ ହଇରାଣ କଲେ’

ଢାକା,୪।୪: ବାଂଲାଦେଶର ଏକ ବେସରକାରୀ କଲେଜର ଜଣେ ମହିଳା ପ୍ରଫେସରଙ୍କୁ ବିନ୍ଦି ପିନ୍ଧିବା କାରଣରୁ ଜଣେ ପୋଲିସ ଅଧିକାରୀ ହଇରାଣ କରିଛନ୍ତି। ଏ ନେଇ ଢାକା ଟ୍ରିବ୍ୟୁନ ଖବର କାଗଜରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଢାକାସ୍ଥିତ ତଜଗାଓଁ କଲେଜରେ ଥିଏଟ୍ରୀ…

କେବେ ଥମିବ ନରସଂହାର

କ୍ୱିଭ୍‌,୪।୪: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ୪୦ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ରୁଷିଆ ୟୁକ୍ରେନର ଅନେକ ବଡ ସହରକୁ ଧ୍ୱଂସ କରିଦେଇଛି। ଲକ୍ଷ ଲକ୍ଷ ଲୋକ ଦେଶ ଛାଡିଛନ୍ତି। ଏହି ସମୟରେ, ୟୁକ୍ରେନର ବୁଚାରୁ ଏକ…

ଶ୍ରୀଲଙ୍କାରୁ ହଟିଲା ୩୬ ଘଣ୍ଟିଆ କର୍ଫ୍ୟୁ, ନୂଆ କ୍ୟାବିନେଟର ହେବ ଗଠନ

କଲମ୍ବୋ,୪ ।୪: ଶ୍ରୀଲଙ୍କାରେ ଦେଖାଯାଇଥିବା ରାଜନୈତିକ ଅଶାନ୍ତିକୁ ଲକ୍ଷ୍ୟ କରି ଯେଉଁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଥିଲା ତାହା ସୋମବାର ହଟାଇ ଦିଆଯାଇଛି । ଶ୍ରୀଲଙ୍କାରେ ଏବେ ପରିବହନ ସେବା ପୂର୍ବପରି ଆରମ୍ଭ କରାଯାଇଛି । ସମସ୍ତ କାର୍ଯ୍ୟଳୟରେ କାମ ଆରମ୍ଭ…

କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭୂମିକାରେ ରହିବେ ଇମ୍ରାନ

ଇସଲାବାବାଦ,୪ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିପକ୍ଷରେ ରବିବାର ବିରୋଧୀଙ୍କ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ନ୍ୟାଶନାଲ ଆସେମ୍ବ୍ଲିରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସୋମବାର କ୍ୟାବିନେଟ୍‌ ଭଙ୍ଗ ପାଇଁ ଡେପୁଟି ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ଶୁଣାଣି ହେବ। ଏହି ମାମଲାରେ କୋର୍ଟ ସୋ…

ରୁଷିଆରେ ଔଷଧ ମିଳୁନି

ମସ୍କୋ,୪ା୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି। ଏହି ଯୁଦ୍ଧ ଯୋଗୁ ମସ୍କୋରେ ବର୍ତ୍ତମାନ ଔଷଧର ଅଭାବ ପରିଲକ୍ଷିତ ହୋଇଛି। ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ କ୍ରମାଗତ ଭାବରେ ଏହି ଅଭାବ ବିଷୟରେ…

ହାତ ବନ୍ଧା ଅବସ୍ଥାରେ ରାସ୍ତାରେ ପଡ଼ିଛି ମୃତଦେହ, ମୁଣ୍ଡରୁ ମିଳିଲା ଗୁଳି

ବୁଚା,୪।୪: ୟୁକ୍ରେନର ବୁଚା ସହରର ରାସ୍ତାରୁ ରବିବାର ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଦୁଇ ହାତ ପିଠି ପଛ ପଟେ ବନ୍ଧା ହୋଇଥିବା ବେଳେ ତାଙ୍କ ମୁଣ୍ଡରୁ ଗୁଳି ମିଳିଛି। ରୁଷିଆ ସଶସ୍ତ୍ର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରଠାରୁ ଏଭଳି…

କରୋନା ମୁକାବିଲା ଲାଗି ସୈନ୍ୟ ବିଭାଗ ସହାୟତା, ୨.୬ କୋଟି ଲୋକଙ୍କର ହେବ ନମୁନା ପରୀକ୍ଷା…

ବେଜିଂ, ୪।୪ : ଚାଇନାରେ କରୋନା ସଙ୍କଟ ଅଣାୟତ୍ତ ହେବାରେ ଲାଗିଛି। ଦେଶର ସବୁଠୁ ବଡ ସହର ସାଂଘାଇରେ ସ୍ଥିତି କ୍ରମଶଃ ସଙ୍କଟ ଜନକ ହେବାରେ ଲାଗିଛି। ଲକଡାଉନ ଯୋଗୁଁ ଲକ୍ଷ ଲକ୍ଷ ଲୋକ ନିଜ ଘରୁ ବାହାରକୁ ଯାଉନାହାଁନ୍ତି। ସ୍ବାସ୍ଥ୍ୟ…

ଅଭିଶପ୍ତ ପ୍ରଧାନମନ୍ତ୍ରୀ ସିଂହାସନ, କାହାର ବି ନାହିଁ ୫ ବର୍ଷ କାର୍ଯ୍ୟକାଳ…

ଇସଲାମାବାଦ୍‌, ୪।୪ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନ ଆଜି ପର୍ଯ୍ୟନ୍ତ ଅଭିଶପ୍ତ ରହିଛି। ଦେଶର କୌଣସି ପ୍ରଧାନମନ୍ତ୍ରୀ ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରି ପାରି ନାହାନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଇଁ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି।…

ବିଶ୍ୱକୁ ଭାବପ୍ରବଣ ନିବେଦନ କଲେ ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୪।୪: ରୁଷିଆ ଆକ୍ରମଣରେ ୟୁକ୍ରେନ ଏବେ ଧ୍ୱଂସ ଆଡକୁ ଗତି କରୁଛି। ୟୁକ୍ରେନ ଅନେକ ସହର ନିଶ୍ଚିହ୍ନ ହୋଇପଡିଛି। ଏହି ସମୟରେ, ଗ୍ରାମୀ ପୁରସ୍କାର ସମାରୋହ ମଞ୍ଚରୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ୟୁକ୍ରେନକୁ ସାହାଯ୍ୟ ଏବଂ ସମର୍ଥନ ପାଇଁ ବିଶ୍ୱକୁ…

ରୁଷିଆ ଆକ୍ରମଣରେ ୧୪୧୭ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ

କ୍ୱିଭ୍‌,୪।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୦ ଦିନ ପୂରିଛି। ରୁଷିଆ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି କାରଣରୁ ଏଠାରେ ଅନେକ କ୍ଷତି ହୋଇଛି। ଏଥିସହିତ ୟୁକ୍ରେନ ଦ୍ୱାରା ମଧ୍ୟ ଏହି ଆକ୍ରମଣର ଜବାବ ଦିଆଯାଉଛି।…

ରାତି ଅଧାରେ କ୍ୟାବିନେଟ୍‌ ଇସ୍ତଫା…

ନୂଆଦିଲ୍ଲୀ, ୪।୪ : ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସମସ୍ତ କ୍ୟାବିନେଟ ସଦସ୍ୟ ରାତି ଅଧାରେ ଇସ୍ତଫା ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri