ଭିକ୍ଟ୍ରି ଡେ’କୁ ନେଇ ପୁଟିନଙ୍କ ମାଷ୍ଟର ପ୍ଲାନ

ମସ୍କୋ,୭ ।୫: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୨ ମାସ ପୂରଣ ହୋଇ ସାରିଲାଣି । ହେଲେ ଏବେବି ରୁଷିଆ ଆକ୍ରମଣ ମୁଡରେ ଥିବା ବେଳେ ୟୁକ୍ରେନ ବି ପ୍ରତିଆକ୍ରମଣ କରିବାକୁ ପଛାଉ ନାହିଁ । ଏବେ ସଭିଙ୍କ ନଜର ମେ’ ୯ ଉପରେ । ଏହା ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ବୋଲି କୁହାଯାଉଛି । ୟୁକ୍ରେନର କିଛି ଅଂଶ ରୁଷିଆ କବଜା କରିଥିବା ଦାବି କରୁଥିବା ବେଳେ ଏବେ ଏହାର ନଜର ରହିଛି ମାରଇଉପୋଲ ଉପରେ । ତେଣୁ ପୁଟିନ ମାରିଉପୋଲ ଆକ୍ରମଣକୁ ଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି । ଏହି ବନ୍ଦର ସହରରେ ୟୁକ୍ରେନର ବହୁ ସେନା ଲୁଚି ରହି ରୁଷିଆ ଉପରେ ଆକ୍ରମଣ କରିବା ଯୋଜନାରେ ଥିବା ବେଳେ ଏହି ଲଢେଇକୁ ଶୀଘ୍ର ଶେଷ କରିବାକୁ ଚାହୁଁଛି ରୁଷିଆ । ତା’ହେଲେ ଯାଇ ସୋମବାର ପାଳନ ହେବାକୁ ଥିବା ରୁଷିଆର ବିଜୟ ଦିବସ ଅବସରରେ ତା’ର ନାଗରିକଙ୍କ ନିକଟରେ ବିଜୟର ଉପହାର ପ୍ରସ୍ତୁତ କରିପାରିବ । ପୁଟିନଙ୍କ ଏହି ମାଷ୍ଟରପ୍ଲାନକୁ ନେଇ ହେଉଛି ଚର୍ଚ୍ଚା ।


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ଦାସତ୍ୱ କବଳରେ ୫ କୋଟି

ଜେନେଭା,୧୪ା୯: ସଶସ୍ତ୍ର ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, ବୈଶ୍ୱିକ ମହାମାରୀ ଆଦି ଯୋଗୁ ବିଶ୍ୱ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଏହା ଭିତରେ ଆଉ ଏକ ବଡ଼...

ଭାରତକୁ ସଶସ୍ତ୍ର ଡ୍ରୋନ ବିକିବ ଆମେରିକା

ଓ୍ବାଶିଂଟନ,୯ା୬(ପି.ଟି.): ଭାରତକୁ ଆମେରିକା ସଶସ୍ତ୍ର ଡ୍ରୋନ ବିକ୍ରି କରିବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଡ୍ରୋନ ବିକ୍ରି ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିସହିତ ଭାରତର...

ବିଶ୍ୱ ଆଣବିକ ପରୀକ୍ଷଣ ନିରୋଧୀ ଦିବସ

ଆଣବିକ ପରୀକ୍ଷଣ କରି ଏବେ ସବୁ ଦେଶ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଏହା ପୃଥିବୀ ପ୍ରତି କେତେ ଯେ ବିପଦପୂର୍ଣ୍ଣ ତାହା କେହି...

ଶନିବାର ଜାତୀୟ ଶୋକ ପାଳନ କରିବ ଚାଇନା

ବେଜିଂ,୩।୪: ଚାଇନାରେ ପ୍ରଥମ କରି କରୋନା ଭାଇରସ ଦେଖାଦେଇଥିବା ବେଳେ ସେଠାରେ ତାଣ୍ଡବ ରଚିଥିଲା। ଏହି କରୋନା ଭାଇରସ ସଂକ୍ରମଣରେ ଚାଇନାରେ ୩ ମାସ ମଧ୍ୟରେ...

‘ପୁଣିଥରେ ନ ହେଉ ବେଲୁନ ଉଡାଇବା ଭୁଲ’, ଚାଇନାକୁ ଚେତାବନୀ ଦେଲା ଆମେରିକା

ୱାଶିଂଟନ,୧୯ ।୨: ଆମେରିକା ଓ ଚାଇନା ମଧ୍ୟରେ ସ୍ପାଇ ବେଲୁନକୁ ନେଇ ବିବାଦ ଥମିବାର ନାଁ ନେଉନି । ଆମେରିକା ସ୍ପାଇ ବେଲୁନକୁ ନେଇ ଚାଇନାକୁ...

ଜାନୁୟାରୀ ୨୦୨୪ରେ ଆସିବେ ବାଇଡେନ, ‘କ୍ୱାଡ’ ବୈଠକ ହେଲେ ପୁଣିଥରେ ସଜାଇ ହେବ ଭାରତର ବିଶ୍ୱ ମଞ୍ଚ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭିଏତନାମ ଗସ୍ତ କରିଛନ୍ତି ସତ ହେଲେ ସେ ଆସନ୍ତା ବର୍ଷ ଜାନୁୟାରୀରେ...

ଚାଇନା ହାତମୁଠାରେ ଇମ୍ରାନ ସରକାର

ଇସଲାମାବାଦ,୨୨।୯: ପାକିସ୍ତାନରେ ଚାଇନା ନିଜର ଆଧିପତ୍ୟ ବୃଦ୍ଧି କରିବାରେ ଳାଗିଛି। ପ୍ରଥମେ ଚାଇନା-ପାକିସ୍ତାନ ମଧ୍ୟରେ ଅର୍ଥନୈତିକ କରିଡର (ସିପିଇସି) ନିର୍ମାଣ କରାଯାଇଥିବାବେଳେ ଏବେ ପାକିସ୍ତାନରେ ସ୍ବାସ୍ଥ୍ୟ...

ମକ୍କାରେ ଏଲିଜାବେଥ୍‌ଙ୍କ ପାଇଁ ପ୍ରାର୍ଥନା କରି ଗିରଫ

ରିୟାଧ: ବିଶ୍ୱ ପ୍ରସିଦ୍ଧ ସାଉଦି ଆରବର ମକ୍କା ମସ୍‌ଜିଦ୍‌ରେ ପ୍ରାର୍ଥନା କରିବା ଲାଗି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମୁସଲମାନ ସମ୍ପ୍ରଦାୟର ପବିତ୍ର ସ୍ଥାନ କୁହାଯାଉଥିବା...

Advertisement
Archives

Model This Week