ଅନ୍ତର୍ଜାତୀୟ

ଇମ୍ରାନଙ୍କ ଉପରେ ପାକିସ୍ତାନ ସେନାର ନାହିଁ ଭରସା

ଇସଲାମାବାଦ୍‌,୫।୪: ଆଜିକାଲି ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଞ୍ଚିଛି। ଏହି ପରିସ୍ଥିତିରେ ପାକିସ୍ତାନ ସରକାର ଏବଂ ସେନା ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଅସ୍ଥିରତା ପଛରେ ଆମେରିକାକୁ ଦାୟୀ କରୁଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନୀ ସେନାର…

କାଙ୍ଗାଳ ହେଲା ସୁନାର ଲଙ୍କା, ସରକାରଙ୍କ ବିରୋଧରେ ବଢୁଛି ବିରୋଧ ପ୍ରଦର୍ଶନ

କଲମ୍ବୋ,୫ ।୪: ସୁନାର ଲଙ୍କା ଏବେ କାଙ୍ଗାଳ ହୋଇଯାଇଛି । ଶ୍ରୀଲଙ୍କା ଉପରେ ଏବେ ଅରବ ଡଲାର ଋଣ ବୋଝ ଥିବାରୁ ସାଧାରଣ ଲୋକେ ମହଙ୍ଗା ମାଡରେ ଅତିଷ୍ଠ ହୋଇପଡିଲେଣି । ଋଣ ପରିଶୋଧ କରିବାକୁ ଶ୍ରୀଲଙ୍କା ନିକଟରେ ଅର୍ଥର ଅଭାବ…

ରୁଷିଆରୁ ଶକ୍ତି ଆମଦାନୀ ଭାରତ ପାଇଁ ହିତକର ନୁହେଁ: ଜେନ ସାକି

ୱାଶିଂଟନ,୫ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୦ ଦିନ ପୂରଣ ହୋଇଯାଇଥିବା ବେଳେ ଏବେ ଏହି ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଦେଖି ଆମେରିକା ସମେତ ଆଉ କିଛି ଦେଶ ରୁଷିଆ ଉପରେ…

ଦକ୍ଷିଣ କୋରିଆ ଉପରେ ପରମାଣୁ ମାଡ଼ କରିବୁ

ସିଓଲ,୫।୪: ଉତ୍ତର କୋରିଆ ଯୁଦ୍ଧକୁ ବିରୋଧ କରୁଛି। କିନ୍ତୁ ଯଦି ଦକ୍ଷିଣ କୋରିଆ ସାମରିକ ମୁକାବିଲା ଚାହୁଁଛି କିମ୍ବା ପ୍ରିମେଟିଭ ଷ୍ଟ୍ରାଇକ୍‌ କରେ, ତେବେ ଉତ୍ତର କୋରିଆ ବାଧ୍ୟ ହୋଇ ପରମାଣୁ ଆକ୍ରମଣ କରିବ। ଏ ନେଇ ଉତ୍ତର କୋରିଆ ନେତା…

ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ଇସ୍ତଫା ଦେଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା

ଇସଲାମାବାଦ,୫ ।୪: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ବେଳକୁ ବେଳ ବଢିବାରେ ଲାଗିଛି । ରାଜନୈତିକ ଓ ସାମ୍ବିଧାନିକ ସଙ୍କଟ ମଧ୍ୟରେ ପାକିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ ସୋମବାର ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ…

ଭୂମଧ୍ୟସାଗରରେ ବୋଟ୍‌ ଦୁର୍ଘଟଣା: ୯୬ ମୃତ

ଜେନେଭା,୫ା୪: ଲିବ୍ୟାରୁ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ଭୂମଧ୍ୟସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯୬ ଜଣଙ୍କ ମୃତ୍ୟୁ ଘଟିଥିବା ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତ ଫିଲିପୋ ଗ୍ରାଣ୍ଡି ସୂଚନା ଦେଇଛନ୍ତି। ସେଠାରେ ଫସିରହିଥିବା ମାତ୍ର ୪ ଜଣଙ୍କୁ ଏକ କମର୍ସିଆଲ ଟ୍ୟାଙ୍କର…

କିଭ୍‌ରୁ ହଟିଲେଣି ଦୁଇତୃତୀୟାଂଶ ରୁଷୀୟ ସୈନ୍ୟ

ଓ୍ବାଶିଂଟନ,୫।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ୪୦ ଦିନରେ ପହଞ୍ଚତ୍ଛି। ଇତିମଧ୍ୟରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ନିକଟରୁ ମସ୍କୋ ତା’ର ଦୁଇତୃତୀୟାଂଶ ସୈନ୍ୟ ପ୍ରତ୍ୟାହାର କରିନେଲାଣି ବୋଲି ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି। ଉକ୍ତ ସୈନ୍ୟଙ୍କୁ…

ଇକ୍ୟୁଏଡର ଜେଲ ଦଙ୍ଗାରେ ୨୦ ମୃତ, ୫ ଗୁରୁତର ଆହତ

କ୍ୱିଟୋ,୫ ।୪: ଜେଲରେ ବନ୍ଧୁକ ଓ ଛୁରି ସାହାଯ୍ୟରେ ହୋଇଥିବା ଆକ୍ରମଣରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୋମବାର ଇକ୍ୟୁଏଡର ଅଧିକାରୀମାନେ ସୂଚନା ଦେଇଛନ୍ତି । କିଛି ସମୟ ପରେ ଅଧିକାରୀମାନେ ସ୍ଥିତିକୁ ଆୟତ୍ତ କରି ନେଇଛନ୍ତି । ଦେଶର ଗୃହମନ୍ତ୍ରୀ…

ନିର୍ବାଚନ ଲଢ଼ିବେନି କ୍ୟାରି ଲାମ୍‌

ହଂକଂ, ୫ା୪: ହଂକଂ ଲିଡର କ୍ୟାରି ଲାମ୍‌ ଦ୍ୱିତୀୟ ଥର ଶାସନରେ ରହିବା ନିମନ୍ତେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସୋମବାର ଘୋଷଣା କରିଛନ୍ତି। ଜୁନ୍‌ ୩୦ରେ ହଂକଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ଏଥିସହ ୪୨…

ଇସ୍ତଫା ଦେଲେ ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନର

କଲମ୍ବୋ,୪।୪: ଶ୍ରୀଲଙ୍କା ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ ଏହାର କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାନୀତି ସମ୍ପର୍କିତ ନିଷ୍ପତ୍ତି ନେବାର ଦିନକ ପୂର୍ବରୁ ଗଭର୍ନର ଅଜିଥ ନିଭାର୍ଡ କାବ୍ରାଲ୍‌ ଇସ୍ତଫା ଦେଇଛନ୍ତି। ଦେଶର ସମସ୍ତ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେବା ପରେ…

ବୁଚା ଗସ୍ତରେ ଜେଲେନ୍‌ସ୍କି

ବୁଚା,୪।୪: ଏକ ମାସରୁ ଅଧିକ ହେବ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ୟୁକ୍ରେନର ବିଭିନ୍ନ ସହର ଗୁଡ଼ିକ ଉପରେ ରୁଷିଆ ସୈନ୍ୟ ଗୁଳିମାଡ଼ ଓ ମିଶାଇଲ ଆକ୍ରମଣକୁ ଜୋରଦାର କରିଛନ୍ତି। ଇତିମଧ୍ୟରେ ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି…

ଗୁଲଜାର ଅହମ୍ମଦ ହେବେ ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ,୪।୪: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାର୍ଯ୍ୟନର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି। ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ(ପିଟିଆଇ)ର କୋର କମିଟିର ପରାମର୍ଶ ଏବଂ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri