ଜାପାନରେ ରେକର୍ଡ ଭାଙ୍ଗିଲା ତାପମାତ୍ରା

ଟୋକିଓ,୩୦ା୬: ଜାପାନରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ୧୮୭୫ ମସିହା ପରଠାରୁ ଅଧିକ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ଜାପାନ। ଲୋକଙ୍କୁ ଯଥାସମ୍ଭବ ବିଦ୍ୟୁତ୍‌ ସଞ୍ଚୟ କରିବାକୁ ଅନୁରୋଧ କରାଯାଉଛି। ଏଥିସହିତ ସରକାର ଉତ୍ତାପ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ କ୍ରମାଗତ ଭାବରେ ବାୟୁ ସ୍ଥିତିକୁ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି। କାରଣ ଉତ୍ତାପ ହେତୁ ଡାକ୍ତରଖାନାଗୁଡ଼ିକରେ କ୍ରମାଗତ ଭାବେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ଆଗାମୀ ଦିନରେ ଏପରି ଉତ୍ତାପ ଅବ୍ୟାହତ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି। ଟୋକିଓରେ କ୍ରମାଗତ ୫ ଦିନ ଧରି ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ରେକର୍ଡ କରିଛି। ଏହି ସମୟରେ ରାଜଧାନୀର ଉତ୍ତର-ପଶ୍ଚିମ ସହର ଇସାକିରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଯାହାକି ଜାପାନରେ ସର୍ବାଧିକ ତାପମାତ୍ରା।

ସବୁଠୁ ଚିନ୍ତାର ବିଷୟ ଜୁନ୍‌ରେ ଜାପାନରେ ବର୍ଷା ଋତୁ ଅଟେ। କିନ୍ତୁ ଜାପାନର ପାଣିପାଗ ବିଭାଗ ଟୋକିଓ ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ଗ୍ରୀଷ୍ମ ଋତୁଠୁ ବି ଅଧିକ ଖରା ହେଉଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧିଲେ ପୁରୁଷ ମଡେଲ୍‌

ବେଜିଂ, ୬। ୩: ଚାଇନାରେ ମହିଳା ଅନ୍ତଃବସ୍ତ୍ର ପିନ୍ଧି ଅନ୍‌ଲାଇନ୍‌ରେ ମଡେଲିଂ କରିବା ନିଷିଦ୍ଧ ହେବା ପରେ ଚାଇନାର ଏକ ଲାଇଭ୍‌ଷ୍ଟିମ୍‌ ଫ୍ୟାଶନ୍‌ କମ୍ପାନୀ ଏ...

ମର୍ମନ୍ତୁଦ ରେଳ ଦୁର୍ଘଟଣା: ୫୦ରୁ ଅଧିକଙ୍କ ଜୀବନ ଗଲା…

କରାଚି,୭।୬: ପାକିସ୍ତାନରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଘୋଟକି ଅଞ୍ଚଳର ରେତି ଏବଂ ଡହାରକି ଷ୍ଟେଶନ ମଧ୍ୟରେ ସାର୍‌...

ମାଲେସିଆକୁ ମହଙ୍ଗା ପଡ଼ିପାରେ ପାକିସ୍ତାନକୁ ସମର୍ଥନ

କୁଆଲା ଲମପୁର,୧୫।୧୦: ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉପରେ ମାଲେସିଆ ପାକିସ୍ତାନର ସପକ୍ଷରେ ବାହାରିବା ପରେ ଭାରତ ଓ ମାଲେସିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟ...

ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମଚନ୍ଦ୍ର ପୌଡେଲ

କାଠମାଣ୍ଡୁ,୧୩।୩: ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ ସୋମବାର ରାଷ୍ଟ୍ରପତି ଭବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି କାର୍ଯ୍ୟାଳୟରେ ଥିବା ଶୀତଳ ନିବାସରେ ଶପଥ ଗ୍ରହଣ...

ଆଫଗାନିସ୍ତାନ ବିସ୍ଫୋରଣ ଘଟଣା: ଗଭର୍ନରଙ୍କ ସମେତ ୩ ମୃତ

କାବୁଲ,୯ା୩: ଆଫଗାନିସ୍ତାନର ମଜାର-ଇ-ସରିଫରେ ପୁଣି ଥରେ ବୋମା ବିସ୍ଫୋରଣ ହେବାରୁ ଆଫଗାନିସ୍ତାନର ତାଲିବାନ ଗଭର୍ନରଙ୍କ ସମତେ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସ୍ଥାନୀୟ ପୋଲିସ...

ନେପାଳ ଜମି ଦଖଲ କରୁଛି ଚାଇନା…

ବେଜିଂ/କାଠମାଣ୍ଡୁ,୨୦।୭ : ଚାଇନା କେବଳ ଲଦାଖ ଏବଂ ଭୁଟାନ ଡୋକଲାମ ତଥା ଭାରତର ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ଜବର ଦଖଲ କରିବାରେ ବ୍ୟସ୍ତ ନୁହେଁ, ବରଂ...

ଚିକିତ୍ସା ବିଜ୍ଞାନରେ ନୂଆ ବିପ୍ଳବ: ମଣିଷ ଜୀବନ ରକ୍ଷା କରିବ ଘୁଷୁରି କିଡ୍‌ନୀ

ଓ୍ବାଶିଂଟନ,୨୧ା୧୦: ମେଡିକାଲ ସାଇନ୍ସ ବା ଡାକ୍ତରୀ ବିଜ୍ଞାନ କେତେ ଯେ ଅଗ୍ରଗତି କରିଛି, ତାହା ଆପଣ ଠିକ୍‌ରେ ଅନୁମାନ କରିପାରୁଥିବେ। ଏବେ ଆମେରିକାର ଜଣେ ବ୍ୟକ୍ତିଙ୍କ...

ଚିନ୍ତା ବଢ଼ାଉଛି ମଙ୍କିପକ୍ସ

ନୂଆଦିଲ୍ଲୀ/ ଲଣ୍ଡନ,୨୧।୫: ବିଦେଶରେ ମଙ୍କିପକ୍ସ ସଂକ୍ରମଣ ବଢ଼ିଚାଲିଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ବିମାନବନ୍ଦର, ବନ୍ଦର ସମେତ ସମସ୍ତ ଅନ୍ତର୍ଜାତୀୟ ପ୍ରବେଶ ପଥରେ ସର୍ଭିଲାନ୍ସ ବଢ଼ାଇବା...

Advertisement
Archives

Model This Week