୯ରେ ବଡ଼ ଘୋଷଣା କରିପାରନ୍ତି ପୁଟିନ୍
ମସ୍କୋ,୨ା୫: ୟୁକ୍ରେନ୍ର ବିଭିନ୍ନ ସହର ଧ୍ୱସ୍ତବିଧ୍ୱସ୍ତ ହେବା ସହ ଆକ୍ରମଣରେ ହଜାର ହଜାର ହୋକଙ୍କ ପ୍ରାଣ ଯିବା ପରେ ରୁଷିଆ ଖୁବଶୀଘ୍ର ପୂର୍ବ ୟୁରୋପୀୟ ଦେଶରେ ଶେଷ ଆକ୍ରମଣ କରିବାକୁ ଯାଉଛି। ରୁଷିଆ ଓ ପାଶ୍ଚାତ୍ୟ ଅଧିକାରୀଙ୍କ ସୂତ୍ରରୁ ଏହା...
ଇମ୍ରାନଙ୍କୁ କଡ଼ା ସମାଲୋଚନା କଲେ ମରିୟମ
ଇସଲାମାବାଦ,୨ା୫: ପିଏମ୍ଏନ୍-ଏଲ୍ ନେତା ତଥା ଜାତୀୟ ସଭାର ସଦସ୍ୟ ମରିୟମ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ଇମ୍ରାନଙ୍କ ଅପରିଣାମଦର୍ଶିତାକୁ ନେଇ ଦେଶର ଲୋକମାନେ ଅସୁବିଧା ଭୋଗ କରୁଛନ୍ତି। ଇମ୍ରାନଙ୍କ ଭୁଲ...
ବର୍ଲିନରେ ପହଞ୍ଚିଲେ ମୋଦି, ଶୁଭିଲା ଭାରତ ମାତା କି ଜୟ ନାରା
ବର୍ଲିନ,୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ତିନି ଦିନିଆ ୟୁରୋପ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ବର୍ଲିନରେ ପହଞ୍ଚିଛନ୍ତି। ଏଠାରେ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ। ଏହି ସମୟରେ ଲୋକେ ଭାରତ ମାତା କି ଜୟ ନାରା ଦେଇଥିଲେ।...
କିଲି ପଲ୍ଙ୍କୁ ଆକ୍ରମଣ, ଦିନେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ପ୍ରଶଂସା
ଡୋଡୋମା,୨।୫:ତାଞ୍ଜାନିଆର ସୋସିଆଲ ମିଡିଆ ତାରକା କିଲି ପଲଙ୍କୁ ଅଜ୍ଞାତ ବ୍ୟକ୍ତି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିଲା, କିନ୍ତୁ ସେ କୌଣସି ପ୍ରକାରେ ନିଜକୁ ରକ୍ଷା କରିବାରେ ସଫଳ ହୋଇଥିଲେ। ଏହି ଘଟଣା ବିଷୟରେ...
କରୋନା ମହାମାରୀର ଭୟଙ୍କର ରୂପ ଆସିବ, ବିଲ୍ ଗେଟ୍ସଙ୍କ ଚେତାବନୀ…
ଓ୍ବାଶିଂଟନ୍, ୨।୫ : ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତା ତଥା ଭେଟେରାନ ବିଲିୟନେୟାର ବିଲ ଗେଟ୍ସ ଚେତାବନୀ ଦେଇଛନ୍ତି ଯେ କରୋନା ମହାମାରୀର ପ୍ରକୃତ ରୂପକୁ ପୃଥିବୀ ଏପର୍ଯ୍ୟନ୍ତ ସାମ୍ନା କରି ନାହିଁ। ସେ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ହାରାହାରି...
ଇମ୍ରାନ ଖାଁ ଗାଦିଚ୍ୟୁତ ହେବା ପରେ ପାକିସ୍ତାନକୁ ମିଳୁଛି ଲାଭ
ଇସଲାମାବାଦ,୨ ।୫: ଗତ ପ୍ରାୟ ୧ ବର୍ଷ ହେବ ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଥିରୁ ବାହାରିବା ପାଇଁ ଚେଷ୍ଟା କରାଯାଉଥିଲେ ବି ଏହା ସଫଳ ହୋଇ ପାରୁନାହିଁ । ଏହି ଆର୍ଥିକ ସଙ୍କଟ...
ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଜହର ଯୋଗୁ ପ୍ରତିବର୍ଷ ୧୮.୫ ଲକ୍ଷରୁ ଅଧିକ ଶିଶୁଙ୍କୁ ହେଉଛି ଆଜ୍ମା…
ଓ୍ବାଶିଂଟନ, ୨।୫ : ଗତ ୨୦ ବର୍ଷ ଧରି ବାୟୁମଣ୍ଡଳରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ନାଇଟ୍ରୋଜେନ ଡାଇଅକ୍ସାଇଡ ପ୍ରଦୂଷଣ ଯୋଗୁ ଶିଶୁଙ୍କଠାରେ ଆଜ୍ମା ସମସ୍ୟା ବୃଦ୍ଧି ପାଉଛି। ଏହି ଜହର ପିଲାମାନଙ୍କ ଜୀବନକୁ ନଷ୍ଟ କରୁଛି। ୨୦୧୯ ରେ,...
ଚେଚେନ ସୈନ୍ୟ ନିଜ ଆହତ ସାଥୀଙ୍କୁ ଗୁଳି କରି କରୁଛନ୍ତି ହତ୍ୟା, କାଚ କାରଖାନାରେ ଯାତନା ଗୃହ…
କ୍ୱିଭ୍, ୨।୫ : ରୁଷିଆ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଚେଚେନ ସୈନ୍ୟମାନଙ୍କ ବର୍ବରତା ସମ୍ପର୍କରେ ଖବର ମିଳିଛି। ସେମାନେ ନିଜ ଆହତ ସାଥୀ ସୈନ୍ୟଙ୍କୁ ଗୁଳି କରି ହତ୍ୟା କରୁଛନ୍ତି। ବୁଚାରେ ଏଭଳି ଘଟଣା ଘଟୁଥିବା...
ପୂର୍ବ ଭାଗରେ ରୁଷିଆ ଆକ୍ରମଣର କଡା ବିରୋଧ କରୁଛି ୟୁକ୍ରେନ ସେନା
କ୍ୱିଭ,୨ ।୫: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ମାସେ ପୁରଣ ହୋଇ ସାରିଲାଣି । ରୁଷିଆର ଆକ୍ରମଣକୁ ସାମ୍ନା କରୁଥିବା ୟୁକ୍ରେନ୍ ସେନା ବେଳକୁ ବେଳ ଏହାର କଡା ଜବାବ ଦେଇ ଚାଲିଛି । ଏବେ ୟୁକ୍ରେନ୍ ସେନା ଦାବି କରିଛି ଯେ...
ରୁଷିଆକୁ ୟୁକ୍ରେନର କଡ଼ା ଚେତାବନୀ
କ୍ୱିଭ୍,୨ା୫: ଆଜିକୁ ୬୮ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ। ଏହାର ଶେଷ କେବେ ହେବ ତାହା କାହାକୁ ଜଣାନାହିଁ। ଏମିତି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଧମକକୁ ନେଇ ସବୁଠି ଚର୍ଚ୍ଚା। ରୁଷିଆ ସେନାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଜେଲେନସ୍କି...
ନିଜ ପରିସ୍ରା ପିଉଥିବା ବ୍ୟକ୍ତିଙ୍କ ଅଜବ ଦାବି
ଲଣ୍ଡନ,୧।୫ : ପ୍ରତିଦିନ ନିଜ ପରିସ୍ରା ପିଉଥିବା ଇଂଲଣ୍ଡର ଜଣେ ୩୪ ବର୍ଷୀୟ ବ୍ୟକ୍ତି ଅଜବ ଦାବି କରିଛନ୍ତି। ଏଭଳି ବିଚିତ୍ର ଅଭ୍ୟାସ ଯୋଗୁ ଅବସାଦ(ଡିପ୍ରେଶନ)ରୁ ଆରୋଗ୍ୟ ଲାଭ କରିବା ସହ ସେ ୧୦ ବର୍ଷ ସାନ ଦେଖାଯାଉଛନ୍ତି। ନ୍ୟୁୟର୍କ...
ଜେଲେନ୍ସ୍କିଙ୍କ ସହ କଥା ହେଲେ ବିଟ୍ରେନ ପ୍ରଧାନମନ୍ତ୍ରୀ
ଲଣ୍ଡନ/କ୍ୱିଭ୍,୧।୫: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ୟୁକ୍ରେନର ମାରିଆପୋଲରୁ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ମିଳିତ ଜାତିସଂଘର ପ୍ରୟାସର ଅଗ୍ରଗତି ବିଷୟରେ ଦୁଇ ରାଷ୍ଟ୍ରର ନେତା...
Archives


