ଅନ୍ତର୍ଜାତୀୟ

ନୂଆ ଟିମ ସହ ସାମ୍ନାକୁ ଆସିଲେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ଲି କିୟାଙ୍ଗ ହୋଇପାରନ୍ତି ନୂଆ ପ୍ରଧାନମନ୍ତ୍ରୀ

ବେଜିଂ,୨୩ ।୧୦: ଚାଇନାରେ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଦଳୀୟ କଂଗ୍ରେସର ବୈଠକ ଶେଷ ହେବା ପରେ ରବିବାର ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ତୃତୀୟ ଇନିଂସ ସହ ନୂଆ ଟିମକୁ ନେଇ ସାମ୍ନାକୁ ଆସିଛନ୍ତି । ଏହାସହ ଏହାବି ସ୍ପଷ୍ଟ ହୋଇଗଲା…

ଅଷ୍ଟ୍ରେଲିଆରେ ପ୍ରବଳ ବନ୍ୟା: ହାଇଆଲର୍ଟ ଜାରି

କାନବେରା,୨୩ା୧୦: ଆମେରିକାର ଫ୍ଲୋରିଡା ପରେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଗତ ସପ୍ତାହରୁ ଏଠାରେ ପ୍ରବଳ ବର୍ଷା ହେଉଛି। ରବିବାର ଦେଶର ବନ୍ୟା ପ୍ରଭାବିତ ଦକ୍ଷିଣ ଏବଂ ପୂର୍ବର ବଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି…

ଚାଇନାରେ ଆରମ୍ଭ ହେଲା ଜିନପିଙ୍ଗଙ୍କ ତୃତୀୟ ଯୁଗ, ସିପିସି ବୈଠକ ପରେ ହେବ ଘୋଷଣା

ବେଜିଂ,୨୩ ।୧୦: ଚାଇନାରେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ସବୁଠାରୁ ବଡ ବୈଠକ ଶେଷ ହୋଇଛି । ୭ ଦିନ ପର୍ଯ୍ୟନ୍ତ ଚାଲିଥିବା ନ୍ୟାଶନାଲ କଂଗ୍ରେସର ୨୦ତମ ଅଧିବେଶନର ଶନିବାର ଥିଲା ଶେଷ ଦିନ । ଏହି ବୈଠକ ସମୟରେ ଚାଇନାରେ…

ପ୍ରଧାନମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଋଷି ସୁନକ

ଲଣ୍ଡନ,୨୨ା୧୦: ବ୍ରିଟେନରେ ରାଜନୈତିକ ଅସ୍ଥିରତା ଶେଷ ହେଉନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପରେ ଲିଜ ଟ୍ରସ୍‌ କେବଳ ୪୪ ଦିନ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। କ୍ଷମା ମାଗିବା ସତ୍ତ୍ୱେ କଞ୍ଜରଭେଟିଭ୍‌ ପାର୍ଟି ମଧ୍ୟରେ ତାଙ୍କ ବିରୋଧରେ ବିଦ୍ରୋହ ପରେ ଟ୍ରସ୍‌…

ୟୁକ୍ରେନ୍‌ ଉପରେ ଗୋଟିଏ ରାତିରେ ୩୬ ରକେଟ ମାଡ଼ କରିଛି ରୁଷିଆ…

କ୍ୱିଭ୍‌,୨୨।୧୦ : ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ଶନିବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମିୟର ଜେଲେନେସ୍କି ସୂଚନା ପ୍ରଦାନ କରିଛନ୍ତି ଯେ, ଗୋଟିଏ ରାତିରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିର୍ଦ୍ଦେଶରେ ଏଭଳି ବର୍ବର କାର୍ଯ୍ୟ କରାଯାଇଛି। ଜେଲେନେସ୍କି ସୋସିଆଲ…

ଜିନପିଙ୍ଗଙ୍କ କ୍ଷମତାର ତୃତୀୟ ପାଳି, କମ୍ୟୁନିଷ୍ଟ ପାର୍ଟିରେ ପ୍ରସ୍ତାବ ପାରିତ…

ବେଜିଂ,୨୨।୧୦ : ଚାଇନାର ରାଷ୍ଟ୍ରପତି ଭାବେ ଶି ଜିନପିଙ୍ଗ କ୍ଷମତାରେ ତୃତୀୟ ପାଳି ପାଇଁ ରହିବେ। ଏନେଇ ଚାଇନା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା(ସିପିସି)ର ଏକ ସପ୍ତାହ ବ୍ୟାପି ବୈଠକ ଶନିବାର ଶେଷ…

ଶ୍ରୀଲଙ୍କା ସଙ୍କଟ: ନାବାଳିକା ଝିଅଙ୍କ ବିବାହ କରିବାକୁ ବାଧ୍ୟ ହେଉଛନ୍ତି ଲୋକେ…

କଲମ୍ବୋ,୨୨।୧୦ : ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟର ଗୁରୁତର ସାମାଜିକ ପରିଣାମ ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳରେ ଲୋକେ ପାରିବାରିକ ଖର୍ଚ୍ଚ ପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହେବା ସହିତ ଗରିବ ଲୋକମାନେ ସେମାନଙ୍କର ନାବାଳିକା ଝିଅମାନଙ୍କର ବିବାହ କରୁଛନ୍ତି। ଶ୍ରୀଲଙ୍କା ରେଡ…

ପ୍ରଧାନମନ୍ତ୍ରୀ ଦୌଡ଼ରେ ବୋରିସ ଜନସନ, ଫେରିଲେ ଲଣ୍ଡନ…

ଲଣ୍ଡନ,୨୨।୧୦ : ବ୍ରିଟେନରେ ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହୋଇପାରେ। ମୂଳ ଭାରତୀୟ ଋଷି ସୁନାକ ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ ଟୋରୀ ସାଂସଦଙ୍କ ପ୍ରଥମ ପସନ୍ଦ ବୋଲି କୁହାଯାଉଛି। ତେବେ ଏହି ସମୟ ମଧ୍ୟରେ…

ଜର୍ଜିଆ ମେଲୋନି ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ…

ରୋମ,୨୨।୧୦ : ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଜର୍ଜିଆ ମେଲୋନି ଶନିବାର ଶପଥ ଗ୍ରହଣ କରିଛନ୍ତି। ୪୫ ବର୍ଷ ବୟସ୍କା ମେଲୋନି ପ୍ରଥମ ଦକ୍ଷିଣପନ୍ଥୀ ନେତ୍ରୀ ଭାବେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଛନ୍ତି। ଇଟାଲୀର ରାଷ୍ଟ୍ରପତି ସେର୍ଗିଓ ମାଟାରେଲାଙ୍କ…

ଚାଇନା ବିରୋଧରେ ମୁକାବିଲା ପାଇଁ ଜାପାନ-ଅଷ୍ଟ୍ରେଲିଆ ପ୍ରସ୍ତୁତ

କାନବେରା,୨୨ା୧୦: ଜାପାନ ଏବଂ ଅଷ୍ଟ୍ରେଲିଆ ଶନିବାର ଏକ ନୂତନ ଦ୍ୱିପାକ୍ଷିକ ସୁରକ୍ଷା ଚୁକ୍ତି ସ୍ବାକ୍ଷର କରିଛନ୍ତି। ମିଳିତ ଭାବେ ଚାଇନା ବିରୋଧରେ ମୁକାବିଲା ପାଇଁ ଉଭୟ ଦେଶ ଏହି ପଦକ୍ଷେପ ନେଇଛନ୍ତି। ୨୦୦୭ରେ ପ୍ରଥମ ଥର ପାଇଁ ସୁରକ୍ଷା ସହଯୋଗ ସ୍ବାକ୍ଷରିତ…

ରୁଷିଆର ଆଣବିକ ଅସ୍ତ୍ର ବ୍ୟବହାର ମାନବିକତା ପାଇଁ ଏକ ବଡ଼ ବିପଦ: କିଶିଦା…

ଟୋକିଓ/ ମସ୍କୋ,୨୨।୧୦: ବିଶ୍ୱର ରଣନୀତିକ ପରିସ୍ଥିତି ବଦଳିବା ସହିତ ପରମାଣୁ ଅସ୍ତ୍ରର ବିପଦ ମଧ୍ୟ ବଦଳି ଯାଉଛି। ଗୋଟିଏ ପଟେ ରୁଷିଆ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ବିଷୟରେ ଖୋଲାଖୋଲି ଚେତାବନୀ ଦେଉଛି। ସେହିପରି ଚାଇନା ମଧ୍ୟ ପରମାଣୁ କ୍ଷମତା ବୃଦ୍ଧି କରିବା…

ଯୁଦ୍ଧ ମଧ୍ୟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲା ରୁଷିଆ

ମସ୍କୋ,୨୨।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲଗାତର ୮ମାସ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିିମିର ପୁଟିନ୍‌ ଯୁଦ୍ଧକୁ ଶେଷ କରିବାର ନାମ ନେଉ ନ ଥିବା ବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନତମସ୍ତକ ହେବାକୁ ପ୍ରସ୍ତୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri