ରୁଷିଆକୁ ୟୁକ୍ରେନର କଡ଼ା ଚେତାବନୀ

କ୍ୱିଭ୍‌,୨ା୫: ଆଜିକୁ ୬୮ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ। ଏହାର ଶେଷ କେବେ ହେବ ତାହା କାହାକୁ ଜଣାନାହିଁ। ଏମିତି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଧମକକୁ ନେଇ ସବୁଠି ଚର୍ଚ୍ଚା। ରୁଷିଆ ସେନାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଜେଲେନସ୍କି । ସେ କହିଛନ୍ତି- ୟୁକ୍ରେନରେ ଲଢୁଥିବା ସବୁ ରୁଷିଆ ସୈନ୍ୟ ଜୀବନ ବଞ୍ଚାଇ ପାରିବେ। ୟୁକ୍ରେନରେ ମରିବା ଅପେକ୍ଷା ରୁଷିଆରେ ବଞ୍ଚିବାର ଅଧିକାର ସେମାନଙ୍କର ରହିଛି । ଗତ କିଛିଦିନ ମଧ୍ୟରେ ୟୁକ୍ରେନକୁ ବିଶ୍ବର ବରିଷ୍ଠ କୂଟନୀତିଜ୍ଞଙ୍କ ଗସ୍ତ ପରେ ରୁଷିଆ ସେନାଙ୍କୁ ଜେଲେନସ୍କି ଜୀବନ ଆଗ, ଯୁଦ୍ଧ ପଛ ବୋଲି କହିଛନ୍ତି। ଜୀବନ ବଞ୍ଚାଇ ନିଜ ଦେଶକୁ ଫେରିଯାଅ ବୋଲି ରୁଷିଆକୁ କହିଛନ୍ତି ଜେଲେନସ୍କି।


Enter your email to get our daily news in your inbox.

All Right Reserved By Dharitri.Com

୨୮ ଏପ୍ରିଲ୍‌ ଯାଏଁ ଭାରତୀୟଙ୍କୁ ନ୍ୟୁଜିଲାଣ୍ଡ ଯିବା ମନା

ଓ୍ବିଲିଂଣ୍ଟନ/ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣ ପୁଣି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପକ୍ଷରୁ ୧୧ ଏପ୍ରିଲ୍‌ରୁ ୨୮ ଏପ୍ରିଲ୍‌ ଯାଏଁ...

ପୁଣି ଚେତାବନୀ ଦେଲେ ପୁଟିନ

ମସ୍କୋ,୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାଶ୍ଚାତ୍ୟ ଦେଶଗୁଡିକୁ ପୁଣି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ପାଶ୍ଚାତ୍ୟ ଦେଶଗୁଡିକ ୟୁକ୍ରେନକୁ ଦୂର ଦୂରଗାମୀ କ୍ଷେପଣାସ୍ତ୍ର...

ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ଉପ-ଉଚ୍ଚାୟୁକ୍ତଙ୍କୁ ରିପୋର୍ଟ ତଲବ କଲା ପାକିସ୍ତାନ

ଇସଲାମାବାଦ୍‌,୩୦।୯: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ତେବେ ମିଛୁଆ ପାକିସ୍ତାନ ଭାରତ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି। ଏନେଇ...

କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ: ୨୦ ଦିନ ପରେ ବାହାରକୁ ଆସିଲେ

ସିଓଲ୍‌,୨।୫: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ନେଇ ନାନା ଚର୍ଚ୍ଚା ଜାରି ରହିଥିଲା। ତେବେ ଦୀର୍ଘ ୨୦ ଦିନ ପରେ କିମ୍‌ ବାହାରକୁ...

ମାସ୍କ ପିନ୍ଧି ହ୍ବାଇଟ୍‌ ହାଉସରେ ଏଣ୍ଟ୍ରି କଲେ ବାଇଡେନ ଦମ୍ପତି

ଓ୍ବାଶିଂଟନ,୨୧।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଗୁରୁବାର ତାଙ୍କ ସ୍ତ୍ରୀ ଜିଲ ବାଇଡେନଙ୍କ ସହ ରାଷ୍ଟ୍ରପତି ଭବନ ଅର୍ଥାତ୍‌ ହ୍ବାଇଟ୍‌ହାଉସରେ ଏଣ୍ଟ୍ରି...

ପୃଥିବୀର ସବୁଠାରୁ ଉଚ୍ଚା ଗଛ: କୁତବ୍‌ ମିନାରଠାରୁ ବି ଅଧିକ

ସ୍କାରାମେଣ୍ଟୋ,୧୩।୭: ପୃଥିବୀର ସବୁଠାରୁ ଉଚ୍ଚା ଗଛ କାର୍ଲିଫର୍ନିଆ ରେଡ୍‌ ଉଡ୍‌ ଜାତୀୟ ଉଦ୍ୟାନରେ ରହିଛି। ଏହାର ଉଚ୍ଚତା ୧୧୫.୮୫ ମିଟର। ଏହି ଗଛ ସମ୍ପର୍କରେ ୨୦୦୬ରେ...

ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ ୮.୬ କୋଟି ପିଲା

ନୂଆଦିଲ୍ଲୀ,୧ା୬:ମହାମାରୀ କରୋନା ଯୋଗୁ ସାରା ବିଶ୍ୱରେ ଘୋର ଆର୍ଥିକ ଅବନତି ଘଟିଛି। ଏହାର ପ୍ରଭାବରେ ୨୦୨୦ ଶେଷ ସୁଦ୍ଧା ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକର...

ପାକିସ୍ତାନର ୪ ଦୂତାବାସର ଟୁଇଟର ଆକାଉଣ୍ଟକୁ ବ୍ୟାନ କଲା ଭାରତ

ନୂଆଦିଲ୍ଲୀ,୨୮ ।୬: ଭାରତ ପକ୍ଷରୁ ପାକିସ୍ତାନର ୪ ଦୂତାବାସର ଟୁଇଟର ଆକାଉଣ୍ଟକୁ ବ୍ୟାନ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଉପରେ...

Advertisement
Archives

Model This Week