ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ଯୋଗାଇଲା ଭାରତ
ନୂଆଦିଲ୍ଲୀ/କଲମ୍ବୋ,୨୨।୮:ଭାରତ ସୋମବାର ଏକ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମ ଅଧୀନରେ ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ପ୍ରଦାନ କରିଛି। ଏହି ପଦକ୍ଷେପ ପଡୋଶୀ ଦେଶର କୃଷକମାନଙ୍କୁ ସାହାଯ୍ୟ କରିବ ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବ। ଗତ କିଛି…
ଇମ୍ରାନଙ୍କୁ ଗିରଫଦାରିରୁ ମିଳିଲା ଆଶ୍ୱସ୍ତି
ଇସ୍ଲାମାବାଦ୍,୨୨।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସ୍ଲାମାବାଦ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୋମବାର ଇମ୍ରାନଙ୍କ ଜାମିନ ଆବେଦନ ଶୁଣାଣି କରି କୋର୍ଟ ତାଙ୍କୁ ୩ଦିନ ପାଇଁ ଟ୍ରାନ୍ଞ୍ଜିଟ ଜାମିନ ପ୍ରଦାନ କରିଛନ୍ତି। ଏନେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା…
ରୁଷିଆରୁ ଧରାପଡିଲେ ଆଇଏସ ଆତ୍ମଘାତୀ ଆତଙ୍କବାଦୀ, ଭାଜପାର ମୁଖ୍ୟ ନେତାଙ୍କ ଉପରେ କରିଥାଆନ୍ତେ ଆକ୍ରମଣ
ମସ୍କୋ,୨୨ ।୮: ରୁଷିଆ ସୁରକ୍ଷା ଏଜେନ୍ସି(ଏଫଏସବି) ଆତଙ୍କବାଦୀ ସଙ୍ଗଠନ(ଇସଲାମିକ ସଙ୍ଗଠନ)ର ଜଣେ ଆତଙ୍କବାଦୀଙ୍କୁ ଧରିଥିବା ଜଣାପଡିଛି । ସେ ଭାରତରେ ଆତ୍ମଘାତୀ ଆକ୍ରମଣ କରିବା ଯୋଜନାରେ ଥିଲେ । ଏଫଏସବିର ଅଧିକାରୀମାନେ କହିଛନ୍ତି ଧରାପଡିଥିବା ଆତଙ୍କବାଦୀ ମଧ୍ୟ ଏସିଆର ଏକ ଦେଶର…
ଚାଇନାର ମୁକାବିଲା ପାଇଁ ଜାପାନ ୧,୦୦୦ ଦୂରଗାମୀ ମିଶାଇଲ ମୁତୟନ କରିବ
ଟୋକିଓ,୨୨ା୮: ଆମେରିକା ହାଉସ୍ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍ଏ) ପକ୍ଷରୁ ସମରାଭ୍ୟାସ କରାଯାଇଥିଲା। ସମରାଭ୍ୟାସ ବେଳେ ଜାପାନର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍(ଇଇଜେଡ୍)ରେ ୫ଟି କ୍ଷେପଣାସ୍ତ୍ର ପଡ଼ିଥିବା ସୂଚନା ମିଳିଛି। ଏହାକୁ ନେଇ…
କିମ୍ଙ୍କ ଆଣବିକ ଆକ୍ରମଣ ଧମକକୁ ଭୟ ନାହିଁ, ଆମେରିକା-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଆରମ୍ଭ…
ଓ୍ବାଶିଂଟନ/ସିଓଲ, ୨୨।୮ : ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ଆଣବିକ ଆକ୍ରମଣ ଧମକକୁ ଭୟ ନ କରି ସୋମବାର ଆମେରିକା ଏବଂ ଦକ୍ଷିଣ କୋରିଆ ଏକ ବୃହତ ସାମରିକ ଅଭ୍ୟାସ ଆରମ୍ଭ କରିଛନ୍ତି। ଉତ୍ତର କୋରିଆର ବଢୁଥିବା…
ରାଜପାକ୍ସେ ଭାଇଙ୍କ ନାଁରେ ହେବ ମାମଲା
କଲମ୍ବୋ,୨୨ ।୮: ଶ୍ରୀଲଙ୍କାର ମୁଖ୍ୟ ବିରୋଧିଦଳ ସମାଗି ଜନା ବାଲବେଗୟା(ଏସଜେବି) ଦେଶର ସମ୍ପତ୍ତିକୁ ଦୂରୁପଯୋଗ କରିବା ମାମଲାରେ ରାଜପାକ୍ସେ ଭାଇଙ୍କ ବିରୋଧରେ ମାମଲା କରିବାକୁ ଦାବି କରିଛି । ଏସଜେବିର ମୁଖ୍ୟ ଅଜିତ ପି ପରେରା କହିଛନ୍ତି, ସରକାର କହୁଛନ୍ତି ଗୋଟବାୟା…
ପାକ୍ ଚ୍ୟାନେଲରେ ଇମ୍ରାନ୍ଙ୍କ ଭାଷଣ ବ୍ୟାନ୍
ଇସ୍ଲାମାବାଦ, ୨୨ା୮: ଇସ୍ଲାମାବାଦର ଏକ ପାର୍କରେ ଭାଷଣ ଦେବାବେଳେ ବରିଷ୍ଠ ପୋଲିସ ଅଧିକାରୀ, ଜଣେ ମହିଳା ବିଚାରପତି, ସରକାରୀ ଅଫିସରଙ୍କୁ ଖୋଲାଖୋଲି ଧମକ ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଣିକି ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍…
ଅପରାଧମୁକ୍ତ ହେବ ସମଲିଙ୍ଗୀ ସମ୍ପର୍କ
ସିଙ୍ଗାପୁର, ୨୨ା୮ : ସିଙ୍ଗାପୁରରେ ପୁରୁଷଙ୍କ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କରାଯିବ ବୋଲି ରବିବାର ସେଠାର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ ଘୋଷଣା କରିଛନ୍ତି। ବ୍ରିଟିଶ ଉପନିବେଶ ଯୁଗୀୟ ଆଇନ ଅନୁସାରେ ସିଙ୍ଗାପୁର ପେନାଲ କୋଡ୍ର ଧାରା ୩୭୭ ଏ ବଳରେ…
୨୪ରେ ବଡ଼ ଆକ୍ରମଣ କରିବ ରୁଷିଆ
କିଭ୍, ୨୨ା୮: ସୋଭିଏଟ୍ ସଂଘଠାରୁ ଅଲଗା ହୋଇଥିବା ୟୁକ୍ରେନ୍ ଆସନ୍ତା ୨୪ ତାରିଖରେ ଏହାର ସ୍ବାଧୀନତା ଦିବସ ପାଳନ କରିବ। ପ୍ରାୟ ୬ ମାସ ଧରି ରୁଷିଆ ଆକ୍ରମଣର ମୁକାବିଲା କରୁଥିବା ଏହି ପୂର୍ବ ୟୁରୋପୀୟ ଦେଶର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି…
ପଦ ଛାଡ଼ିଲେ ଏନ୍ଏସ୍ଓ ସିଇଓ
ଜେରୁଜେଲମ, ୨୨ା୮: ଇସ୍ରାଏଲର ପେଗାସସ୍ ସ୍ପାଏଓ୍ବେର ପ୍ରସ୍ତୁତକାରୀ କମ୍ପାନୀ ଏନ୍ଏସ୍ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶାଲେଭ ହୁଲିଓ ପଦ ଛାଡ଼ିଛନ୍ତି। ଏନ୍ଏସ୍ଓରେ ହୋଇଥିବା ଅଦଳବଦଳ ଅନୁଯାୟୀ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। କମ୍ପାନୀର ଅନ୍ୟତମ ପ୍ରତିଷ୍ଠାତା ହୁଲିଓଙ୍କ ସ୍ଥାନରେ ଚିଫ୍…
ଚାଇନା ମୁକାବିଲା ପାଇଁ ଜାପାନର ୧,୦୦୦ ମିଶାଇଲ
ଟୋକିଓ, ୨୨ା୮: ଆମେରିକା ହାଉସ୍ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ପକ୍ଷରୁ କରାଯାଇଥିବା ସମରାଭ୍ୟାସବେଳେ ଜାପାନର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍(ଇଇଜେଡ୍)ରେ ୫ଟି ଦୂରଗାମୀ କ୍ଷେପଣାସ୍ତ୍ର ପଡ଼ିଥିଲା। ଏହାକୁ ନେଇ କ୍ଷୁବ୍ଧ ଜାପାନ…
ଆଣ୍ଟି ଟେରର ଆକ୍ଟରେ ଇମ୍ରାନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ, ଖୁବଶୀଘ୍ର ହୋଇପାରନ୍ତି ଗିରଫ
ଇସଲାମାବାଦ,୨୨ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯେ କୌଣସି ସମୟରେ ଗିରଫ ହୋଇ ପାରନ୍ତି । ଆଣ୍ଟି ଟେରର ଆକ୍ଟ ଅନୁଯାୟୀ ଇମ୍ରାନଙ୍କ ବିରୋଧରେ ଆରେଷ୍ଟ ୱାରଣ୍ଟ ଜାରି କରାଯାଇଛି । ଅଗଷ୍ଟ ୨୦ରେ ଇମ୍ରାନ ଖାଁ ଆଇଜି…
Archives


