ଅନ୍ତର୍ଜାତୀୟ

ଏଫବିଆଇର ସୂଚନା: ଟ୍ରମ୍ପଙ୍କ ଫ୍ଲୋରିଡା ଘରେ ଚଢାଉ ପରେ ମିଳିଥିବା ୧୫ ବକ୍ସ ମଧ୍ୟରୁ ୧୪ଟିରୁ ଆମେରିକା ସୁରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଜବତ

ୱାଶିଂଟନ,୨୭ ।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘରେ କିଛିଦିନ ତଳେ ଏଫବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମୟରେ ଏଫବିଆଇକୁ ୧୫ଟି ବକ୍ସ ମିଳିଥିଲା । ଏଥିମଧ୍ୟରୁ ୧୪ଟିରୁ ଆମେରିକା ସୁରକ୍ଷା ସମ୍ପର୍କିତ ସିକ୍ରେଟ…

୮୨ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍‌ରେ ନିଆଁ

ମାନିଲା,୨୭ା୮: ଫିଲିପାଇନ୍ସର ବାଟାଙ୍ଗସ୍‌ ବନ୍ଦରରେ ଏକ ବୋଟ୍‌ ପହଞ୍ଚତ୍ବା ପୂର୍ବରୁ ଶୁକ୍ରବାର ସେଥିରେ ନିଆଁ ଲାଗିଯାଇଥିଲା। ବୋଟ୍‌ରେ ୮୨ ଜଣ ଯାତ୍ରୀ ଓ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ୭୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଖୋଜା ଚାଲିଥିବା ତଟସୁରକ୍ଷା ବାହିନୀ…

ଫାଇଜର, ବାୟୋଟେକ୍‌ ବିରୋଧରେ ଅଭିଯୋଗ

ଓ୍ବାଶିଂଟନ,୨୭ା୮: ଆମେରିକାର ଔଷଧ ନିର୍ମାଣକାରୀ କମ୍ପାନୀ ମଡର୍ନା କୋଭିଡ୍‌ ଟିକା ନିର୍ମାଣକାରୀ ସହଯୋଗୀ କମ୍ପାନୀ ଫାଇଜର ଓ ବାୟୋଟେକ୍‌ ବିରୋଧରେ କୋର୍ଟରେ ଅଭିଯୋଗ କରିଛି। କରୋନା ଟିକା ପ୍ରସ୍ତୁତିରେ ମଡର୍ନା ବ୍ୟବହାର କରୁଥିବା ଏମ୍‌ଆର୍‌ଏନ୍‌ଏ ଟେକ୍‌ନିକ୍‌ର ପାଟେଣ୍ଟସ୍‌ ଫାଇଜର ଓ ବାୟୋଟେକ୍‌…

ତୁମକୁ ଘୃଣାକରେ, ଭାରତ ଫେରିଯାଅ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୮: ଆମେରିକାର ଟେକ୍ସାସ୍‌ସ୍ଥିତ ଡଲାସ୍‌ରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହେବା ପରେ ଜଣେ ମହିଳାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଦୁର୍ବ୍ୟବହାର କରିଥିବା ମହିଳା ଜଣକ…

ରୁଷିଆ ନିୟନ୍ତ୍ରିତ ଅଞ୍ଚଳରେ ମିଳିଲା ୨୧ ବନ୍ଦିସ୍ଥଳ, କବର ଖନନ, ଯୁଦ୍ଧ ବନ୍ଦୀଙ୍କ ସହ ଅମାନୁଷିକତାର ସୂଚନା!

ୱାଶିଂଟନ/କ୍ୱିଭ,୨୭ ।୮: ଆମେରିକା ବୈଦେଶିକ ମନ୍ତ୍ରଣାଳୟ ୟେଲ ବିଶ୍ୱବିଦ୍ୟାଳୟର ଗବେଶକଙ୍କ ସହ ମିଶି ପୂର୍ବ ୟୁକ୍ରେନର ଦୋନେସ୍କ ଅଞ୍ଚଳରେ ଅତିକମରେ ୨୧ଟି ସ୍ଥାନର ଚିହ୍ନଟ କରିଛନ୍ତି ଯାହାକୁ ରୁଷିଆ ବନ୍ଦିସ୍ଥଳ କରିଛି । ଏହାର ବ୍ୟବହାର ରୁଷିଆ ସେନା ୟୁକ୍ରେନ ସମର୍ଥିତ…

ପାକିସ୍ତାନରେ ପ୍ରବଳ ବନ୍ୟା: ଗଲାଣି ୯୩୭ ଜୀବନ, ଜରୁରିକାଳୀନ ପରିସ୍ଥିତି ଘୋଷଣା

ଇସଲାମାବାଦ,୨୬ା୮: ପାକିସ୍ତାନରେ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଜାତୀୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(NDMA)ର ଆକଳନ ଅନୁଯାୟୀ, ଏଠାରେ ବର୍ଷା ଓ ବନ୍ୟା ଯୋଗୁ ଶୁକ୍ରବାର…

କାଲିଫର୍ନିଆରେ ସ୍ବସ୍ତିକ ଚିହ୍ନକୁ ସ୍ବୀକୃତି

ଓ୍ବାଶିଂଟନ୍‌, ୨୬ା୮:ଆମେରିକାର କାଲିଫର୍ନିଆ ବିଧାନସଭା ରାଜ୍ୟର ଦଣ୍ଡବିଧି ଆଇନରେ ପବିତ୍ର ସ୍ବସ୍ତିକ ଚିହ୍ନକୁ ସ୍ଥାନିତ କରିବା ପାଇଁ ସ୍ବୀକୃତି ଦେଇଛି। ଏଥିସହ ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡଲ୍ଫ ହିଟ୍‌ଲରଙ୍କ ସ୍ବସ୍ତିକ ଚିହ୍ନ ‘ହ୍ୟାକେନ୍‌କ୍ରେୟୁଜ୍‌’କୁ ଏକ ଘୃଣ୍ୟ ପ୍ରତୀକ ରୂପେ ବିବେଚନା ଲାଗି…

ଲଣ୍ଡନରେ ଗୋ ପୂଜା କଲେ ଋଷି ସୁନକ, ଅକ୍ଷତା ମୂର୍ତ୍ତି: ଭିଡିଓ ଭାଇରାଲ

ଲଣ୍ଡନ,୨୬ ।୮: ଲଣ୍ଡନ ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ ଥିବା ଋଷି ସୁନକ ଓ ପତ୍ନୀ ଅକ୍ଷତା ମୁର୍ତ୍ତି ଜନ୍ମଷ୍ଟମୀ ପାଳନ କରିବା ପରେ ଏବେ ‘ବଛ ବରସ’ରେ ଗୋ ପୂଜା କରିଥିବା ଦେଖାଯାଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ…

ଟେକ୍ସାସରେ ୪ ଭାରତୀୟ ମହିଳାଙ୍କୁ ଗାଳି ଦେଇ ଗିରଫ ହେଲେ ନିଶାସକ୍ତ ମହିଳା

ଟେକ୍ସାସ,୨୬ ।୮: ଆମେରିକାରେ ଜଣେ ନିଶାସକ୍ତ ମହିଳାଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳଛି । ତାଜା ସୂଚନା ଅନୁଯାୟୀ, ଟେକ୍ସାସ ସହରରେ ୪ ଭାରତୀୟ-ଆମେରିକୀୟ ମହିଳାଙ୍କ ସହ ମାରପିଟର ଭିଡିଓ ସାମ୍ନାକୁ ଆସିଛି । ଏହାପରେ ପୋଲିସ ଜଣେ ମହିଳାଙ୍କୁ ଗିରଫ…

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ନିଲମ୍ବିତ

ବ୍ୟାଙ୍କକ୍‌, ୨୬ା୮:ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ୍‌-ଓଚାନ୍‌ଙ୍କୁ ସାମ୍ବିଧାନିକ କୋର୍ଟ ଦାୟିତ୍ୱ ତୁଲାଇବାକୁ ବାରଣ କରିଛନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ କରିବେ। ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ପ୍ରୋଓ୍ବିତ୍‌ ଓଙ୍ଗ୍‌ସୁଓ୍ବାନ୍‌…

ପାକିସ୍ତାନ ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ବିରୋଧରେ ଆତଙ୍କବାଦ ମାମଲା

ଇସଲାମାବାଦ,୨୬ ।୮: ପାକିସ୍ତାନ ପଞ୍ଜାବ ଅଞ୍ଚଳର ପୋଲିସ ଗୁରୁବାର ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ବିରୋଧରେ ଆତଙ୍କବାଦ ଓ ନ୍ୟାୟପାଳିକା ତଥା ସରକାରୀ ଅଧିକାରୀଙ୍କୁ ଧମକ ଦେବା ଅଭିଯୋଗରେ ମାମଲା ରୁଜୁ କରିଛି । ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ପରଭେଜ ଇଲାହୀଙ୍କ…

ମାସେ ହେଲା ଅଫଗାନିସ୍ତାନରେ ପ୍ରବଳ ବର୍ଷା:ଗଲାଣି ୧୮୨ ଜୀବନ

କାବୁଲ,୨୫।୮: ଆଫଗାନିସ୍ତାନରେ ମାସେ ହେଲା ଲାଗିରହିଥିବା ପ୍ରବଳ ବର୍ଷା ଓ ବନ୍ୟାରେ ୧୮୨ ଜଣଙ୍କ ଜୀବନ ଗଲାଣି। ବନ୍ୟାରେ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୩,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି। ଅଗଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri